ଏଚଡିଏଫ୍ସି ପରେ ଗ୍ରାହକଙ୍କୁ ଖୁସିଖବର ଦେଲା ଆଇସିଆଇସିଆଇ, ଏଫ୍ଡିରେ ସୁଧ ହାର କଲା ବୃଦ୍ଧି
ନୂଆଦିଲ୍ଲୀ,୨୩।୨: କ୍ରମାଗତ ଭାବରେ ଘରୋଇ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଗ୍ରାହକଙ୍କୁ ଭେଟି ଦେଉଥିବା ଦେଖାଯାଉଛି। ପ୍ରଥମେ ଏଚ୍ଡିଏଫ୍ସି ବ୍ୟାଙ୍କ ଏହାର ଏଫ୍ଡି ଉପରେ ସୁଧ ହାର ବୃଦ୍ଧି କରିଥିଲା। ଏହାପରେ ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟ ଏହାର ଏଫଡି ସୁଧ ହାରକୁ ବୃଦ୍ଧି କରିଛି।…
୧୩ରେ ରାଜଭବନ ଘେରିବ କଂଗ୍ରେସ
ଢେଙ୍କାନାଳ ଅଫିସ,୨୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଜପା ସରକାର ନିର୍ଦ୍ଦିଷ୍ଟ ଅଳ୍ପ କିଛି ପୁଞ୍ଜିପତିଙ୍କୁ ଭାରତର ସମସ୍ତ ଜାତୀୟ ସମ୍ପତ୍ତି ଟେକି ଦେଇଛନ୍ତି ବୋଲି ଗୁରୁବାର ଢେଙ୍କାନାଳଠାରେ ଜିଲା କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଦଳର ପର୍ଯ୍ୟବେକ୍ଷକ ତଥା…
ସେମିଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆର ବଢ଼ିଲା ଅଡୁଆ, ବାଦ୍ ପଡ଼ିପାରନ୍ତି ଅଧିନାୟକଙ୍କ ସମେତ ଦୁଇ ଖେଳାଳି..
କେପ୍ଟାଉନ୍,୨୩।୨: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ବୁଧବାର ଅପରାହ୍ନ ୬.୩୦ରେ ମୁକାବିଲା ଆରମ୍ଭ ହେବ। ତେବେ ଏହା ପୂର୍ବରୁ ଭାରତୀୟ ଅଧିନାୟକ ହରମନପ୍ରିତ କୌର ଏବଂ ଅଲରାଉଣ୍ଡର ପୂଜା ବସ୍ତ୍ରାକର ମ୍ୟାଚ୍ରୁ ବାଦ୍…
କୋଭିଡ ଭୟରେ ୧୦ ବର୍ଷର ପୁଅ ସହ ୩ ବର୍ଷ ହେଲା ଘରେ ବନ୍ଦ ଥିଲେ ମହିଳା, ସ୍ୱାମୀଙ୍କୁ ବି ଆସିବାକୁ ଦେଉ ନ ଥିଲେ ଅନୁମତି
ଗୁରୁଗ୍ରାମ,୨୩ ।୨: ଗୁରୁଗ୍ରାମ ଥାନା ସେକ୍ଟର-୨୯ରେ ମାରୁତି ବିହାର ସୋସାଇଟିରେ ଜଣେ ମହିଳା କରୋନା ସଂକ୍ରମଣ ଭୟରେ ଗତ ୩ ବର୍ଷ ହେବ ନିଜକୁ ଓ ନିଜର ୧୦ ବର୍ଷର ପୁଅକୁ ଘରେ ବନ୍ଦ କରି ରହିଥିଲେ । ୩ ବର୍ଷ…
ଚାଇନାରେ ଶେଷ ହୋଇନାହିଁ କରୋନା, ସତର୍କ ରହିବାକୁ ସ୍ବାସ୍ଥ୍ୟବିଭାଗର ନିର୍ଦ୍ଦେଶ
ବେଜିଂ,୨୩।୨: ଚାଇନାରେ କୋଭିଡ ମହାମାରୀ ଅଳ୍ପ ମାତ୍ରାରେ ନିୟନ୍ତ୍ରଣ ହୋଇଛି, ହେଲେ ଏହା ସମ୍ପୂର୍ଣ୍ଣ ରୂପେ ଶେଷ ହୋଇନାହିଁ। ଜାନୁୟାରୀ ୮ ତାରିଖରୁ କୋଭିଡର ଏକ ନୂଆ ଭାରିଆଣ୍ଟ ଏକ୍ସବିବି.୧.୫ ଚିହ୍ନଟ ହୋଇଛି। ଏହା ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ଏହାର…
ଧନୀ ତାଲିକାର ଟପ୍-୨୫ରୁ ଆଦାନୀ ଆଉଟ୍
ନୂଆଦିଲ୍ଲୀ,୨୩।୨: ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀଙ୍କ ସମ୍ପତ୍ତି ପୁଣି ଥରେ ହ୍ରାସ ପାଇଛି। ଗୁରୁବାର ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ସେ ବର୍ତ୍ତମାନ ଦୁନିଆର ସବୁଠାରୁ ଧନୀ କୋଟିପତି ତାଲିକାର ଶୀର୍ଷ -୨୫ ସ୍ଥାନରୁ ବାଦ୍ ପଡ଼ିଛନ୍ତି। ଗୁରୁବାର ସକାଳ…
ଜଙ୍ଗଲରୁ ମିଳିଲା ମହିଳା, ପୁରୁଷଙ୍କ ଗଳିତ ମୃତଦେହ
ଖୁଣ୍ଟୁଣୀ,୨୩।୨(ଡି.ଏନ୍.ଏ): କଟକ ଜିଲା ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରୁ ଗୁରୁବାର ଜଣେ ମହିଳା ଏବଂ ପୁରୁଷଙ୍କ ଗଳିତ ମୃତଦେହ ପୋଲିସ ଉଦ୍ଧାର କରିଛି। ହେଲେ ଉଭୟଙ୍କ ପରିଚୟ ଜଣାପଡ଼ିନାହିଁ। ତେବେ କେଉଁ ପରିସ୍ଥିତିରେ ଉଭୟଙ୍କ ମୃତ୍ୟୁ ଘଟିଛି ସେନେଇ…
ବର୍ଡର-ଗାଭାସ୍କର ସିରିଜ ମଝିରେ ଶୋକରେ ବୁଡ଼ିଲା ଟିମ୍ ଇଣ୍ଡିଆ, ପିତାଙ୍କୁ ହରାଇଲେ ଏହି…
ନୂଆଦିଲ୍ଲୀ,୨୩।୨: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜ ମଧ୍ୟରେ ଟିମ୍ ଇଣ୍ଡିଆର ତାରକା ଦ୍ରୁତ ବୋଲର୍ ଉମେଶ ଯାଦବଙ୍କ ଉପରେ ଭାଙ୍ଗିଛି ଦୁଃଖର ପାହାଡ଼। ବୁଧବାର ୭୪ ବର୍ଷ ବୟସରେ ତାଙ୍କ ପିତା ତିଳକ ଯାଦବଙ୍କ ଦେହାନ୍ତ ହୋଇଛି। ସେ କିଛି…
ମିଳିଲା ସବୁଜ ସଙ୍କେତ: ଏନ୍ଏସ୍ଇରେ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଏସ୍ଏସ୍ଇ
ନୂଆଦିଲ୍ଲୀ,୨୩।୨: ସାମାଜିକ ଉଦ୍ୟୋଗଗୁଡିକର ପାଣ୍ଠି ସହ ଜଡିତ ସମସ୍ୟାର ସମାଧାନ ପାଇଁ ସୋସିଆଲ ଷ୍ଟକ ଏକ୍ସଚେଞ୍ଜ (ଏସ୍ଏସ୍ଇ) ବିଭାଗ ଆରମ୍ଭ କରାଯାଇଛି। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍ଏସ୍ଇ)ର ଏକ ବିବୃତ୍ତି ଅନୁଯାୟୀ, ଫେବୃଆରୀ ୨୨ରେ SEBIରୁ ଚୂଡ଼ାନ୍ତ ଅନୁମୋଦନ ମିଳିଛି। ଏହାକୁ…
ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ ବର୍ଖା
ବମ୍ବେ: ମନୋରଞ୍ଜନ ଦୁନିଆରେ ଅନେକ ସମ୍ପର୍କ ଉଦାହରଣ ପାଲଟୁଥିବା ବେଳେ କିଛି ବେଳ ଅବେଳରେ ଭାଙ୍ଗିଯାଏ। ଏଥିଲାଗି ବେଶ ସମୟ ମଧ୍ୟ ଲାଗେ ନାହିଁ। କଳାକାରଙ୍କ ଡେଟିଂ ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକ ଚକିତ ହୋଇଥାନ୍ତି। ଏହି କ୍ରମରେ ଜଣାଶୁଣା…
ଶୁମ୍ବୁଲ, ପ୍ରିୟଙ୍କାଙ୍କ ମଧ୍ୟରୁ ନାଗିନ୍-୭ କିଏ ଆସିବେ ନଜର
ମୁମ୍ବାଇ: ଟିଭିର ସୁପରହିଟ ଶୋ’ ନାଗିନ୍ ୬ ଟିଆରପି ପାଇଁ ଆଜିକାଲି ସଂଘର୍ଷ କରୁଛି। ଇତି ମଧ୍ୟରେ ନୂଆ ସିଜିନର ଖବର ମଧ୍ୟ ସାମ୍ନାକୁ ଆସୁଛି। ଶୋ’ର ପ୍ରଡ୍ୟୁସର ଏକତା କପୁର ନାଗିନ୍ ୭ ସହିତ ଖୁବଶୀଘ୍ର ଫେରିବାକୁ ଯାଉଛନ୍ତି। ଏଥିପାଇଁ…
ଆସାମ ପୋଲିସକୁ ବଡ଼ ଝଟ୍କା: ମୁକୁଳିବେ ପବନ ଖେରା
ନୂଆଦିଲ୍ଲୀ,୨୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମନ୍ତବ୍ୟ ଦେବା ମାମଲାରେ ଆସାମ ପୋଲିସ ଗୁରୁବାର କଂଗ୍ରେସର ମୁଖପାତ୍ର ପବନ ଖେରାଙ୍କୁ ଗିରଫ କରିଥିଲା। କିଛି ଘଣ୍ଟାର ହାଇ ଭୋଲଟେଜ୍ ଡ୍ରାମା ପରେ ପବନ ଖେରାଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ମିଳିସାରିଛି। ଏହାପରେ…
Archives


