‘ଯବାନ’ର ରିଲିଜ ଡେଟରେ ହୋଇପାରେ ପରିବର୍ତ୍ତନ
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ଅଭିନୀତ ମୁଭି ‘ଯବାନ’କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ‘ପଠାନ’ର ସଫଳତା ପରେ ଏବେ ଦର୍ଶକେ ବଡ ଉତ୍ସୁକତାର ସହ ‘ଯବାନ’ର ରିଲିଜକୁ ଅପେକ୍ଷା ରଖିଛନ୍ତି । ସାଉଥ ସିନେମାର ନାମୀ…
ବିପଦସଙ୍କୁଳ ଶ୍ରେଣୀ ଗୃହ
ନାରାୟଣପାଟଣା,୧୯।୨(ଡି.ଏନ.ଏ.): ସରକାରୀ ବିଦ୍ୟାଳୟରେ ଛାତ୍ରୀ ଛାତ୍ରଙ୍କ ପାଇଁ ସରକାର ଅନେକ ସୁବିଧା କରୁଛନ୍ତି। ଛତା, ଜୋତା, ଡ୍ରେସ୍ଠାରୁ ଆରମ୍ଭ କରି ବିଦ୍ୟାଳୟର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ ଲାଗି ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ମାତ୍ର ଏବେ ମଧ୍ୟ ଏପରି କେତେକ ବିଦ୍ୟାଳୟ…
ହାତୀ-ବନ କର୍ମଚାରୀ ମୁହାଁମୁହିଁ, ୩ ଆହତ
ଭଞ୍ଜନଗର,୧୯।୨(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜରେ ଶନିବାର ଗୋଟିଏ ଛୁଆ ହାତୀ ଆକ୍ରମଣରେ ଜଣେ ବନରକ୍ଷୀ ଆହତ ହୋଇଛନ୍ତି । ଏଥିସହ ୨ଜଣ କର୍ମଚାରୀ ହାତୀ ଆକ୍ରମଣରୁ ରକ୍ଷା ପାଇବାକୁ ଯାଇ ତଳେ ପଡ଼ି ଆହତ…
ଅଷ୍ଟ୍ରେଲିଆ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଲେ ଏହି ଭାରତୀୟ ଖେଳାଳି
ନୂଆଦିଲ୍ଲୀ,୧୯।୨: ଅଭିଜ୍ଞ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ପ୍ରତିଯୋଗିତାମୂଳକ କ୍ରିକେଟରେ ଏକ ଡ୍ରିମ୍ କମ୍ବ୍ୟାକ୍ କରିଛନ୍ତି। ପ୍ରାୟ ୫ ମାସ ପରେ କ୍ରିକେଟ ପଡ଼ିଆକୁ ଫେରିଥିବା ଜାଡେଜା କଙ୍ଗାରୁଙ୍କୁ ତାଙ୍କ ଚମତ୍କାର ବୋଲିଂ ଧୂଳି ଚଟାଇ ଦେଇଛନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ…
ସୂଚନା ଫଳକ ଫଟୋ ଲଗାଇ ଅର୍ଥ ହଡ଼ପ ଅଭିଯୋଗ
ଖଇରା,୧୯।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ରଟିଣା ପଞ୍ଚାୟତରେ ବର୍ତ୍ତମାନ ଚାଲିଥିବା ଉନ୍ନୟନ କାର୍ଯ୍ୟ ମଧ୍ୟରୁ ଅଧିକାଂଶ କାମ ବିନା ଫଳକରେ ଶେଷ ହୋଇଛି। କାର୍ଯ୍ୟଗୁଡ଼ିକ ମଧ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଏବଂ ନିର୍ମାଣ ହୋଇଥିବା ପ୍ରକଳ୍ପ ପାଇଁ ସୂଚନା ଫଳକ…
ତୁର୍କୀ ଭୂକମ୍ପ ମୃତ୍ୟୁସଂଖ୍ୟା ୪୮୦୦୦ ଟପିଲା
ଆଙ୍କାରା,୧୯ା୨: ଭୂକମ୍ପ ପ୍ରଭାବିତ ତୁର୍କୀରେ ଥିବା ଅଳିଆ ଗଦାରୁ ଉଦ୍ଧାରକାରୀ ଦଳମାନେ ଆଜି ମଧ୍ୟ ମୃତଦେହ ଉଦ୍ଧାର କରିଚାଲିଛନ୍ତି। କିଛି ପରିବାର ଆଶା ରଖିଛନ୍ତି, ସେମାନଙ୍କ ପରିବାର ବୋଧେ ଜୀବିତ ଥିବେ ଆଉ ବାହାରକୁ ଆସିବେ। ଅନେକ ଶୋକସନ୍ତପ୍ତ ପରିବାର ସେମାନଙ୍କ…
ବେସରକାରୀ ଜମିରେ ପିଣ୍ଡି
ବଇଣ୍ଡା, ୧୯।୨(ଡି.ଏନ୍.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କୃର୍ତ୍ତିବାସପୁର ପଞ୍ଚାୟତ ଜରପଡ଼ା ସାପ୍ତାହିକ ହାଟରେ ବ୍ୟବସାୟିକ ସୁବିଧା ପାଇଁ ପିଣ୍ଡି ନିର୍ମାଣ କରାଯାଇଛି। ହେଲେ ଉକ୍ତ ପିଣ୍ଡି ବେସରକାରୀ ଜମିରେ ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ତିଳେଶ୍ୱର ଗ୍ରାମର…
ଆଉ ଏକ ମାଇଲଖୁଣ୍ଟ ହାସଲ କଲେ କୋହଲି
ନୂଆଦିଲ୍ଲୀ,୧୯।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ସିରିଜର ଦ୍ୱିତୀୟ ଟେଷ୍ଟରେ ବିରାଟ କୋହଲି ଏକ ବଡ଼ ରେକର୍ଡ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ୨୫୦୦୦ ରନ ପୂରଣ କରିଛନ୍ତି। ଭାରତୀୟ କ୍ରିକେଟ ଇତିହାସରେ ଏହି ମହାନ ସଫଳତା ହାସଲ କରିବାରେ…
ପାକିସ୍ତାନର ଅଜବ ଆଇନ
ପ୍ରତ୍ୟେକ ଦେଶରେ କେତେକ ଆଇନ ରହିଛି; ଯାହାକୁ ଉକ୍ତ ଦେଶର ନାଗରିକମାନେ ମାନିବାକୁ ବାଧ୍ୟ। ତେବେ ପାକିସ୍ତାନରେ ରହିଛି ଏଭଳି କିଛି ଅଜବ ଆଇନ, ଯାହା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ। ଏହାକୁ ଉଲ୍ଲଂଘନ କଲେ ଦଣ୍ଡ ଭୋଗିବାକୁ ମଧ୍ୟ ପଡ଼ିଥାଏ।…
ପେଟମାଡ଼ି ଶୋଉଥିଲେ ପେଟମାଡ଼ି ଶୋଇବାକୁ ଅନେକେ ଭଲପାଆନ୍ତି।
ବର୍ତ୍ତମାନ ଅଧିକାଂଶ ଯୁବପିଢ଼ି ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟମାଡ଼ି ମୋବାଇଲ୍ କିମ୍ବା ଲାପଟପ୍ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ହେଲେ ଆପଣ ଜାଣନ୍ତି କି ପେଟମାଡ଼ି ଶୋଇବା ଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ଆଶଙ୍କା ଉପୁଜିପାରେ…. ପେଟମାଡ଼ି ଶୋଇବା ଦ୍ୱାରା ଶରୀରରେ…
ପ୍ଲାଷ୍ଟିକ୍ ବୋତଲରୁ ତିଆରି ହେଉଛି ଝାଡୁ, ଭିଡିଓ ଦେଖିଲେ…
ଆଜିର ସମୟରେ ପରିବେଶରେ ପ୍ରଦୂଷଣ ସୃଷ୍ଟି କରୁଥିବା ସମସ୍ତ ଉପାଦାନ ମଧ୍ୟରେ ପ୍ଲାଷ୍ଟିକ ସବୁଠାରୁ ବିପଜ୍ଜନକ ଅଟେ। ପ୍ଲାଷ୍ଟିକ ଶହ ଶହ ବର୍ଷ ଧରି ପରିବେଶରେ ରହିଥାଏ ଏବଂ କେବେ ବି ନଷ୍ଟ ହୁଏ ନାହିଁ। ପଶୁମାନଙ୍କ ସହିତ ଆଜି ପ୍ଲାଷ୍ଟିକ୍…
ରିଭ୍ୟୁ ରେଟିଂ, ଏକ ଧୋକା!
ରେସ୍ତୋରାଁରେ ଖାଇବା ହେଉ କି ବୁଲିବାକୁ ଯାଇଥିଲେ ହୋଟେଲ୍ ବୁକ୍ କରିବା ଅବା ଅନ୍ଲାଇନ୍ରେ ଯେକୌଣସି ସାମଗ୍ରୀ କିଣିବା ବେଳେ ଅଧିକାଂଶ ପ୍ରଥମେ ଏହାର ରିଭ୍ୟୁ ଏବଂ ରେଟିଂ ଦେଖିବାକୁ ଭୁଲି ନ ଥା’ନ୍ତି। କାରଣ ଯାହାର ରେଟିଂ ଯେତେ ଅଧିକ,…
Archives


