Home Left

ବଞ୍ଚିବାର ରାହା ଖୋଜୁଛନ୍ତି ଆଦିବାସୀ

ଭବାନୀପାଟଣା,୧୬।୧(ସ୍ବ.ପ୍ର.): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀମାନଙ୍କ ପାଇଁ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରଶାସନିକ ଅଧିକାରୀଙ୍କ ନାଲିଫିତା ତଳେ ସବୁ ଯୋଜନା ଅଟକି ପଡୁଛି। ଏମାନଙ୍କ ପାଇଁ ନା ଅଛି ରାସ୍ତା,…

ମ୍ୟାଚ୍‌ ଚାଲିଥିବାବେଳେ କୋହଲିଙ୍କ ପାଦ ଛୁଇଁଲେ ଦର୍ଶକ: ହୃଦୟ ଜିତିଲେ ସୂର୍ଯ୍ୟକୁମାର

ଥିରୁଭାନନ୍ତପୁରମ୍‌,୧୬।୧: ଭାରତୀୟ ଦଳ ତୃତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୩୧୭ ରନ୍‌ରେ ପରାସ୍ତ କରି ଦିନିକିଆ କ୍ରିକେଟ ଇତିହାସରେ ସବୁଠାରୁ ବଡ ବିଜୟ ହାସଲ କରିଛି। ଏହି ମ୍ୟାଚରେ ବିରାଟ କୋହଲି ଏବଂ ଶୁଭମାନ ଗିଲ ଟିମ ଇଣ୍ଡିଆ ପକ୍ଷରୁ ଚମତ୍କାର ଶତକ…

ଅଧିକାରୀ ଦେଖିଲେ, ସ୍ଥିତି ସୁଧୁରୁନି

ଲୋଇସିଂହା,୧୬।୧(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା କୃଷି ସମବାୟ ସମିତିରେ ଖରିଫ ଧାନକିଣା ଚର୍ଚ୍ଚାରେ ରହିଛି। ଜାଲିଆତି କରି ଭାଗଚାଷୀ ସାଜି ଧାନ କିଣିବା ଅଭିଯୋଗରେ ପାକ୍ସ ଡିଇଓ ଚନ୍ଦ୍ରକାନ୍ତ ମିଶ୍ରଙ୍କୁ ସମବାୟ ବିଭାଗ ବରଖାସ୍ତ କରିଛି। ଏବେ ପୁଣି…

ରାଜ୍ୟ ରାଜପଥରେ ଲଗାଗଲା ଚେକ୍‌ପୋଷ୍ଟ

କୁତ୍ରା,୧୬।୧(ଡି.ଏନ.ଏ): ସୁନ୍ଦରଗଡ ଜିଲା କୁତ୍ରାରେ ଟ୍ରାଫିକ ବ୍ୟବସ୍ଥାକୁ ନେଇ ଖବର ପ୍ରକାଶ ହେବା ପରେ କୁତ୍ରା ପୋଲିସର ନିଦ ଭାଙ୍ଗିଲା। ୧୦ ନମ୍ବର ରାଜ୍ୟ ରାଜପଥ ଉପରେ ନିୟମିତ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଉଥିଲା। ପୋଲିସ ଓ…

୨୫ ରନ୍‌ରେ ଅଲଆଉଟ୍‌

ପୋଟଫେଷ୍ଟରୁମ,୧୬।୧: ଆଇସିସି ଅଣ୍ଡର-୧୯ ମହିଳା ଟି-୨୦ କ୍ରିକେଟ ବିଶ୍ୱକପରେ ଜିମ୍ବାୱେ ବିପକ୍ଷରେ ଇଂଲଣ୍ଡ ୧୭୪ ରନରେ ବିଜୟ ହାସଲ କରିଛି। ଇଂଲଣ୍ଡକୁ ଏକ ବଡ଼ ବିଜୟ ଦେବାରେ ଦଳର ବୋଲରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଦକ୍ଷିଣ ଆଫ୍ରିକାର ପୋଟଫେଷ୍ଟରୁମରେ ଖେଳାଯାଇଥିବା…

ଶଯ୍ୟା ଅଭାବ, ଚଟାଣରେ ରୋଗୀ ଚିକିତ୍ସା

ରାଉରକେଲା ଅଫିସ,୧୬।୧: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)କୁ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ରୋଗୀ ଆସି ଚିକିତ୍ସିତ ହେଉଛନ୍ତି। ଏହା ସହରର ପ୍ରମୁଖ ଡାକ୍ତରଖାନା ହୋଇଥିବାବେଳେ ପଶ୍ଚିମ ଓଡିଶା ସମେତ ପଡୋଶୀ ୩ଟି ରାଜ୍ୟର ରୋଗୀ ନିର୍ଭର କରିଥାନ୍ତି। ଡାକ୍ତରଖାନାରେ ବିଭିନ୍ନ…

ଗୋଟିଏ ପରିବାରର ୩ ଜଣଙ୍କୁ ଆକ୍ରମଣ କଲା ହାତୀ, ଡାକ୍ତରଖାନାରେ ଭର୍ତ୍ତି

କେନ୍ଦୁଝର,୧୬ା୧(ସ୍ବ.ପ୍ର.): ତେଲକୋଇ ରେଞ୍ଜ ଅନ୍ତର୍ଗତ ବିମଳା ସେକ୍ସନ ଅଧିନସ୍ଥ ନମକାନି ଗ୍ରାମ ନିକଟରେ ହାତୀ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ରଶ୍ମିତା ଦେହୁରୀ, ସତିଆ ଦେହୁରୀ ଓ ସେମାନଙ୍କ ୮ ବର୍ଷର ପୁଅ। ଗତକାଲି ରାତିରେ ସେମାନେ…

ରାଇସ ମିଲ୍‌ ବିମ୍‌ ପଡ଼ି ୨ ଶ୍ରମିକଙ୍କ ଜୀବନ ଗଲା

ନୟାଗଡ଼ ଅଫିସ,୧୬ା୧: ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ ରୋହିବାଙ୍କସ୍ଥିତ ଏକ ରାଇସ୍‌ ମିଲ୍‌ରେ ଅଘଟଣ ଘଟିଛି। ବିମ୍‌ ପଡ଼ିବାରୁ ୨ ଶ୍ରମିକଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲା ତିରିଶିଂ ଗ୍ରାମର ରାମେଶ୍ୱର ଦିହୁଡ଼ି ଏବଂ କଟକ ଜିଲା…

ଅମୃତସରରୁ ଲଣ୍ଡନ ସିଧା ଉଡିବ ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ,୧୬ ।୧: ଏୟାର ଇଣ୍ଡିଆ ପକ୍ଷରୁ ଅମୃତସରରୁ ଲଣ୍ଡନ ଓ ବର୍ମିହାମ ପାଇଁ ଅତିରିକ୍ତ ସିଧାସଳଖ ବିମାନ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଯାତ୍ରୀଙ୍କୁ ଲଣ୍ଡନ ଯିବା ପାଇଁ ପ୍ରଥମେ ଦିଲ୍ଲୀ ଯିବାକୁ ପଡୁଥିଲା । ଏହାପରେ…

ଭାରତ-ପାକ ସୀମାରୁ ୩୦ କୋଟିର ହେରୋଇନ ଜବତ, ୨ ଗିରଫ

ନୂଆଦିଲ୍ଲୀ,୧୬ ।୧: ସୀମା ସୁରକ୍ଷା ବଳ(ବିଏସଏଫ) ରାଜସ୍ଥାନର ଶ୍ରୀଗଙ୍ଗାନଗର ସେକ୍ଟରକୁ ଲାଗି ରହିଥିବା ଭାରତ-ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସୀମାରୁ ଚୋରା ଚାଲାଣର ଏକ ବଡ ପ୍ରୟାସକୁ ପଣ୍ଡ କରିଦେଇଛନ୍ତି । ଏହାସହ ୨ ଜଣଙ୍କୁ ଗିରଫ ବି କରାଯାଇଛି । ଏମାନଙ୍କ ନିକଟରୁ…

ବିଦ୍ରୋହ ଧମକ ଦେଲେ ପୁଟିନ ସେନା

ମସ୍କୋ,୧୬।୧: ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ଆଉ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ରୁଷିଆ ସେନା ପୁଟିନଙ୍କୁ ବିଦ୍ରୋହର ଧମକ ଦେଇଛି। ରୁଷିଆର ସୈନିକମାନେ ଭ୍ଲାଦିମିର ପୁଟିନଙ୍କ ନାମରେ ଏକ ଭିଡିଓ ଜାରି…

ଆମେ ଜଣଙ୍କୁ ବି ଜୀବନ୍ତ ଉଦ୍ଧାର କରିପାରିଲୁ ନାହିଁ: ନେପାଳ ସେନା

କାଠମାଣ୍ଡୁ,୧୬ ।୧: ନେପାଳରେ ରବିବାର ଏକ ବଡ ଧରଣର ବିମାନ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଜଣେ ବି ବ୍ୟକ୍ତିଙ୍କୁ ଜୀବନ୍ତ ଉଦ୍ଧାର କରାଯାଇ ପାରି ନ ଥିବା କହିଛନ୍ତି ନେପାଳ ସେନା ପ୍ରବକ୍ତା କୃଷ୍ଣ ପ୍ରସାଦ ଭଣ୍ଡାରି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri