ହାଇକୋର୍ଟ ଯିବ ଶ୍ରୀମନ୍ଦିର ପ୍ରଶାସନ
ଖୋର୍ଦ୍ଧା ଅଫିସ,୫।୨: ଖୋର୍ଦ୍ଧାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହୀ ଖଣିଜ ସମ୍ପଦର ସୁରକ୍ଷାରେ ଅବହେଳା ନେଇ ଜାତୀୟ ସବୁଜ ପ୍ରାଧିକରଣ(ଏନ୍ଜିଟି) ଶ୍ରୀମନ୍ଦିର ପ୍ରଶାସନକୁ ୧୨ କୋଟି ଟଙ୍କା ଭରଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଟଙ୍କା ଖୋର୍ଦ୍ଧା ଜିଲା ପ୍ରଶାସନକୁ ପ୍ରଦାନ…
କେବିଏନ୍ ଗ୍ୟାଙ୍ଗ ମୁଖ୍ୟ ବୁବୁ ଜେନା ପୁଣି ଗିରଫ
ଭୁବନେଶ୍ୱର,୪।୨(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଏମ୍ବାସି ବାର୍ ଭଙ୍ଗାରୁଜା ଏବଂ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଫେରାର ଥିବା ଅନ୍ୟଜଣେ ଅଭିଯୁକ୍ତ ତଥା କେବିଏନ ଗ୍ୟାଙ୍ଗର ମୁଖ୍ୟଙ୍କୁ ମାସକ ପରେ ଧରିଛି ପୋଲିସ। ସେ ହେଲେ ଏୟାରପୋର୍ଟ ଥାନା ଅଞ୍ଚଳରେ ରହୁଥିବା କେନ୍ଦ୍ରାପଡାର…
କରେସପଣ୍ଡେନ୍ସ କୋର୍ସ ନାମଲେଖା ତଥ୍ୟ ଦାଖଲ ନିର୍ଦ୍ଦେଶ
ଭୁବନେଶ୍ୱର,୫।୨(ବ୍ୟୁରୋ): ୨୦୨୨-୨୩ ଶିକ୍ଷା ବର୍ଷରେ ଯୁକ୍ତ୨ ପ୍ରଥମ ବର୍ଷ କରେସପଣ୍ଡେନ୍ସ କୋର୍ସ (ଆନୁଷଙ୍ଗିକ ପାଠ୍ୟକ୍ରମ)ରେ ନାମ ଲେଖାଇଥିବା ଛାତ୍ରୀଛାତ୍ରଙ୍କ ତଥ୍ୟ ଦାଖଲ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ନିର୍ଦ୍ଦେଶ ଦେଇଛି। ଏ ନେଇ ଶନିବାର ପରିଷଦ ପକ୍ଷରୁ ଉଚ୍ଚ…
୪ ଓଡ଼ିଆଙ୍କୁ ମିଳିବ ସିଭି ରମଣ ପୁରସ୍କାର
ଭୁବନେଶ୍ୱର,୫।୨(ବ୍ୟୁରୋ): ଚଳିତବର୍ଷ ବିଜ୍ଞାନ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୪ ଓଡ଼ିଆ ବିଜ୍ଞାନୀଙ୍କୁ ସିଭି ରମଣ ପୁରସ୍କାର ପ୍ରଦାନ କରାଯିବ। ଏ ନେଇ ଶନିବାର ଓଡ଼ିଶାର ସିଭି ରମଣ ଚୟନ ପରିଷଦ ମହାସଚିବ ଡ. ବିଶ୍ୱଜିତ ପ୍ରଧାନ…
ଗୋପାଳଙ୍କ ଘର ପରେ ବ୍ୟାଙ୍କରେ ଯାଞ୍ଚ
ବ୍ରହ୍ମପୁର ଅଫିସ,୫।୨: ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପୋଲିସ ଗୁଳିରେ ମୃତ୍ୟୁ ପରେ ବ୍ରହ୍ମପୁରରେ ଥିବା ଗୋପାଳଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଜାରି ରଖିଛି। ଡିଏସ୍ପି ଶିଶିର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଗତ ୩୧…
ଲକ୍ଷେ ଟଙ୍କାରେ କାର୍ କିଣିଥିଲେ ଅଭିଯୁକ୍ତ ଗୋପାଳ
ବ୍ରଜରାଜନଗର,୫।୨ (ଡି.ଏନ୍.ଏ.): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ହତ୍ୟାକାରୀ ପୋଲିସ୍ ଏଏସ୍ଆଇ ଗୋପାଳ କୃଷ୍ଣ ଦାସଙ୍କୁ କ୍ରାଇମବ୍ରାଞ୍ଚ ମାରାଥନ ଜେରା କରୁଛି। ଗୋପାଳ ବିମାନବନ୍ଦର ଥାନା ପାଇଖାନା ସେପ୍ଟିଟାଙ୍କିରେ…
ଝାରସୁଗୁଡ଼ାରେ ସିଏଫ୍ଏସ୍ଏଲ୍ ଟିମ୍
କଟକ ଅଫିସ୍, ୫।୨: ନୂଆଦିଲ୍ଲୀରୁ ଆସିଥିବା ସେଣ୍ଟ୍ରାଲ ଫୋରେନ୍ସିକ ସାଇନ୍ସ ଲାବୋରେଟୋରି (ସିଏଫ୍ଏସ୍ଏଲ୍)ର ବିଶେଷଜ୍ଞମାନେ ଝାରସୁଗୁଡ଼ାରେ ଅଭିଯୁକ୍ତଙ୍କ ଫୋରେନ୍ସିକ ସାଇକୋଲୋଜିକାଲ ଆସେସ୍ମେଣ୍ଟ ଓ ଏଲ୍ଭିଏ ଟେଷ୍ଟ କରିଛନ୍ତି। ଗୋପାଳଙ୍କ ମାନସିକ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ଏକ ସ୍ବତନ୍ତ୍ର ମେଡିକାଲ ବୋର୍ଡ ଗଠନ…
ଚାଇନା କଲା ସୁପର ଗାଈ କ୍ଲୋନିଂ: ଦିନକୁ ଦେବେ ୧୫୦ ଲିଟର କ୍ଷୀର…
ବେଜିଂ,୫।୨ : ଚାଇନାର ବୈଜ୍ଞାନିକମାନେ ସେମାନଙ୍କର ଗବେଷଣା ଯୋଗୁଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଚାଇନାର ବୈଜ୍ଞାନିକମାନେ ଏଥର ଯାହା କରିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି। ପ୍ରକୃତରେ, ଚାଇନାର ବୈଜ୍ଞାନିକମାନେ ସଫଳତାର ସହିତ ତିନୋଟି ସୁପର ଗାଈ ବାଛୁରୀକୁ କ୍ଲୋନିଂ କରିଛନ୍ତି।…
ନିଶାସକ୍ତ ଅବସ୍ଥାରେ ସ୍ତ୍ରୀଙ୍କୁ ପିଟିଲେ କାମ୍ବଲି, ପୋଲିସ ଷ୍ଟେଶନରେ ମାମଲା ରୁଜୁ…
ମୁମ୍ବାଇ,୫।୨ : ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ପୁଣି ଥରେ ବିବାଦରେ ଛନ୍ଦି ହୋଇଛନ୍ତି। ଏବେ ସେ ତାଙ୍କ ସ୍ତ୍ରୀ ଆଣ୍ଡ୍ରେୟା ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଆଣ୍ଡ୍ରିଆଙ୍କ ଅଭିଯୋଗ ଆଧାରରେ ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେଶନରେ କାମ୍ବଲିଙ୍କ ବିରୋଧରେ ଏଫଆଇଆର୍…
ଜଷ୍ଟିସ ଜେ.ପି. ଦାସଙ୍କୁ ଭେଟିଲେ କ୍ରାଇମ୍ବ୍ରାଞ୍ଚ ଏଡିଜି
ବ୍ରଜରାଜନଗର,୫।୨ (ଡି.ଏନ୍.ଏ.): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ହତ୍ୟାକାରୀ ପୋଲିସ୍ ଏଏସ୍ଆଇ ଗୋପାଳ କୃଷ୍ଣ ଦାସଙ୍କୁ କ୍ରାଇମବ୍ରାଞ୍ଚ ମାରାଥନ ଜେରା କରୁଛି। ଗୋପାଳ ବିମାନବନ୍ଦର ଥାନା ପାଇଖାନା ସେପ୍ଟିଟାଙ୍କିରେ…
କ୍ୟାମ୍ପ ଅଫିସରେ ଡିଜିପିଙ୍କ ବୈଠକକୁ ନେଇ ଚର୍ଚ୍ଚା
ଭୁବନେଶ୍ୱର,୫।୨(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ପୋଲିସ ଏଏସ୍ଆଇ ଗୋପାଳ ଦାସ ଗୁଳି କରି ହତ୍ୟା କରିବା ଘଟଣାକୁ ଶନିବାର ସପ୍ତାହେ ପୂରିଛି। ହେଲେ ମନ୍ତ୍ରୀଙ୍କୁ ହତ୍ୟା କରିବା ପଛରେ କ’ଣ ରହିଛି ରହସ୍ୟ, ତାହା ଏଯାବତ ସ୍ପଷ୍ଟ ହୋଇନାହିଁ। ଏହା ଭିତରେ…
ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ ସମ୍ପର୍କରେ ଆଲୋଚନା
ପଟ୍ଟାଙ୍ଗି,୫।୨(ଡି.ଏନ.ଏ.): କୋରାପୁଟ ଜିଲାକୁ ଦିନିକିଆ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେରି ଯାଇଥିବା ବେଳେ ତାଙ୍କ ସହ ଆସିଥିବା ୫-ଟି ସଚିବ ଭି.କେ. ପାଣ୍ଡିଆନ ଜିଲାରେ ରହି ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ…
Archives


