Home Left

ଓଟିଟିରେ ରିଲିଜ୍‌ ହେବ ପୁନୀତ ରାଜକୁମାରଙ୍କ ଶେଷ ଫିଲ୍ମ

ମୁମ୍ବାଇ: କର୍ନାଟକ ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ କଳାକାର ପୁନୀତ ରାଜକୁମାରଙ୍କୁ କିଏ ବା ନ ଜାଣେ। ଅବଶ୍ୟ ପୁନୀତ ଆଜି ଆମ ଗହଣରେ ନାହାଁନ୍ତି। କିନ୍ତୁ ସେ ସର୍ବଦା ତାଙ୍କ ଫିଲ୍ମ ଏବଂ ଅଭିନୟ ମାଧ୍ୟମରେ ସ୍ମରଣୀୟ ହୋଇ ରହିବେ। ଇତିମଧ୍ୟରେ…

ବିବାହ କରିବାକୁ ଯାଉଛନ୍ତି ଗୌତମ ଆଦାନୀଙ୍କ ପୁଅ ଜିତ୍‌ ଆଦାନୀ: ସରିଲା ନିର୍ବନ୍ଧ

ନୂଆଦିଲ୍ଲୀ,୧୪।୩: ଶିଳ୍ପପତି ଗୌତମ ଆଦାନୀଙ୍କ ପୁଅ ଜିତ୍‌ ଆଦାନୀଙ୍କ ନିର୍ବନ୍ଧ ଶେଷ ହୋଇଛି। ସେ ହୀରା ବ୍ୟବସାୟୀ ଜୈମିନ ଶାହାଙ୍କ ଝିଅ ଡିଭା ଜୈମିନ ଶାହାଙ୍କୁ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏହି ନିର୍ବନ୍ଧ ସମାରୋହ ରବିବାର ଗୁଜୁରାଟର ଅହମ୍ମଦାବାଦରେ ଅନୁଷ୍ଠିତ…

ଭାଇରାଲ ହେଲା ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର

ନବରଙ୍ଗପୁର,୧୪।୩(ଡି.ଏନ୍‌.ଏ.): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ମଙ୍ଗଳବାର ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ହୋଇଥିଲା। ତେବେ ନବରଙ୍ଗପୁର ଜିଲାରେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ପ୍ରଥମେ ହିନ୍ଦୀ ପ୍ରଶ୍ନପତ୍ର ଲିକ ଓ ପରେ ପରେ ସଂସ୍କୃତ…

‘ଦ’ ଏଲିଫ୍ୟାଣ୍ଟ ହ୍ବିସପରର୍ସ’ର ଓସ୍କାର ଜିତିବା ଖୁସିରେ ଅମୁଲ କଲା ଡୁଡଲ: ଲେଖିଲା, ହାଥି ମେରେ ସାଥି

ମୁମ୍ବାଇ,୧୪।୩: ଚଳିତ ଥର ଭାରତ ଓସ୍କାର ପୁରସ୍କାରରେ ଇତିହାସ ସୃଷ୍ଟି କରିଛି। ଯେଉଁଠାରେ ଆର୍‌ଆର୍‌ଆର୍‌ ଚଳଚ୍ଚିତ୍ରର ନାଟୁ ନାଟୁ ଗୀତ ଶ୍ରେଷ୍ଠ ଅରିଜିନାଲ୍‌ ସଙ୍ଗ୍‌ ବର୍ଗରେ ଓସ୍କାର ଜିତିଛି ସେଠାରେ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଶର୍ଟ ଫିଲ୍ମ ଭାବେ ‘ଦ’ ଏଲିଫ୍ୟାଣ୍ଟ ହ୍ବିସପରର୍ସ’କୁ…

ସତୀଶଙ୍କ ଅନ୍ତିମ ଇଚ୍ଛା ପୂରଣ କରିବେ ପୁତୁରା

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମାର୍ଚ୍ଚ ୯ରେ ପରଲୋକ ଘଟିଛି। ସ୍ବର୍ଗତ ଅଭିନେତାଙ୍କ ପୁତୁରା ନିଶାନ୍ତ ତାଙ୍କର ସମସ୍ତ ଶେଷ ରୀତିନୀତି କରିଥିଲେ। ଇତି ମଧ୍ୟରେ ନିଶାନ୍ତ ସତୀଶ କୌଶିକଙ୍କ ଶେଷ ଇଚ୍ଛା କ’ଣ ଥିଲା,ତାହା…

ମୋତେ ବହୁତ ଦିନ ଅପେକ୍ଷା କରାଇଛ, କୋହଲିଙ୍କୁ କାହିଁକି ଏମିତି କହିଲେ ଦ୍ରାବିଡ

ଅହମ୍ମଦାବାଦ,୧୪।୩: ଅଷ୍ଟ୍ରେଲିଆ ବିପକ୍ଷ ଅହମ୍ମଦାବାଦ ଟେଷ୍ଟରେ ବିରାଟ କୋହଲି ଏକ ଚମତ୍କାର ଶତକ ହାସଲ କରିଛନ୍ତି। ୧୨୦୫ ଦିନ ପରେ ସେ ଏହି ଫର୍ମାଟରେ ଏକ ଶତକୀୟ ଇନିଂସ ଖେଳିଥିଲେ। ଏହି ମ୍ୟାଚରେ ୧୮୬ ରନ ସ୍କୋର କରି କୋହଲି ମ୍ୟାନ…

୩୦ ଲକ୍ଷ କି.ମି. ସାଇକେଲ ଚଳାଇ ଗିନିଜ୍‌ ରେକର୍ଡ

ଜୟପୁର,୧୪ା୩: ସାଇକେଲରେ ସର୍ବାଧିକ ପଥ ଅତିକ୍ରମ କରିଥିବା ରାଜସ୍ଥାନ ବାରମେରର ନରପତ୍‌ ସିଂ ରାଜପୁରୋହିତ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ରାଜପୁରୋହିତ ୨୦୧୯ ଜାନୁୟାରୀରେ ଜମ୍ମୁରୁ ନିଜର ସାଇକେଲ ଯାତ୍ରା ଆରମ୍ଭ କରି ୨୦୨୨ ଏପ୍ରିଲରେ ଜୟପୁରରେ…

ଦୂରରେ ରହିଲେ ବି ଏକାଠି

କେତେବେଳେ ଉଚ୍ଚଶିକ୍ଷା ତ କେବେ ପୁଣି କ୍ୟାରିୟର ଆଉ କେବେ ଭବିଷ୍ୟତର ସୁନେଲି ସ୍ବପ୍ନକୁ ସାକାର କରିବାର ଇଚ୍ଛା। ଏଥିପାଇଁ ଏବେ ପ୍ରାୟତଃ ଦେଖିବାକୁ ମିଳୁଛି ଲଙ୍ଗ୍‌ ଡିଷ୍ଟାନ୍ସ ରିଲେସନଶିପ୍‌। ଏଭଳିି କ୍ଷେତ୍ରରେ ପରସ୍ପର ଠାରୁ ଦୂରରେ ରହି ସମ୍ପର୍କ ନିଭାଉଛନ୍ତି…

ଗୁଜରାଟରେ ଏଚ୍‌୩ଏନ୍‌୨ ଭାଇରସରେ ମହିଳାଙ୍କ ମୃତ୍ୟୁ

ଅହମ୍ମଦାବାଦ,୧୪।୩: ଦେଶରେ ଏବେ ଚିନ୍ତା ବଢାଇଲାଣି ଏଚ୍‌୩ଏନ୍‌୨ ଇନ୍‌ଫ୍ଲଏଞ୍ଜା ଭାଇରସ। ଏହି ଭାଇରସରେ ଦେଶରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଗୁଜରାଟର ଜଣେ ୫୮ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଛି। ସେ ଏଚ୍‌୩ଏନ୍‌୨ ଆକ୍ରାନ୍ତ ହୋଇ ଭଡୋଦରାସ୍ଥିତ ଏସ୍‌ଏସ୍‌ଜି ଡାକ୍ତରଖାନାରେ…

ବ୍ୟାଙ୍କିଙ୍ଗ୍‌ ସଙ୍କଟ ପ୍ରଶ୍ନ ଶୁଣି ଖବରଦାତା ସମ୍ମିଳନୀ ଅଧାରୁ ପଳାଇଗଲେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ,୧୪।୩: ବ୍ୟାଙ୍କ୍‌ ବୁଡିଯିବା ପ୍ରଶ୍ନ ଶୁଣି ଖବରଦାତା ସମ୍ମିଳନୀ ଅଧାରୁ ପଳାଇଗଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌। ଏହାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ସିଲିକନ ଭ୍ୟାଲି ବ୍ୟାଙ୍କ ବୁଡ଼ିଯିବା ପରେ ବ୍ୟାଙ୍କିଙ୍ଗ ସଙ୍କଟ ସହ ଜଡିତ କିଛି…

ପରଲୋକରେ ବରିଷ୍ଠ ସାମ୍ବାଦିକ ବେଦ ପ୍ରତାପ ବୈଦିକ

ନୂଆଦିଲ୍ଲୀ, ୧୪।୩: ବରିଷ୍ଠ ସାମ୍ବାଦିକ ବେଦ ପ୍ରତାପ ବୈଦିକଙ୍କ ପରଲୋକ ଘଟିଛି। ମଙ୍ଗଳବାର ଏକ ଘରୋଇ ଡାକ୍ତରଖାନାରେ ୭୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବେଦ ପ୍ରତାପଙ୍କ ପିଏ ମୋହନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,…

ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଅଫିସ ଯାଇଥିଲେ ସ୍ବାମୀ, କାମ ସାରି କଲେ ଆତ୍ମସମର୍ପଣ

ମୁମ୍ବାଇ,୧୪।୩: ମହାରାଷ୍ଟ୍ରରେ ଏକ ହତ୍ୟାକାଣ୍ଡର ଅଜବ ମାମଲା ସାମ୍ନାକୁ ଆସିଛି। ସୋମବାର ପାଲଘର ଜିଲାର ନାଲାସୋପାରାଠାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରି ସ୍ବାମୀ ଏଭଳି କାଣ୍ଡ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri