ଗରମ ଡ଼ାଲି ପଡ଼ି ଛାତ୍ର ମୃତ୍ୟୁ: ୨ ଅଧିକାରୀ ନିଲମ୍ବିତ
ଟେନସା,୧୪।୩(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କୋଇଡା ଡେଙ୍ଗୁଲା ସ୍କୁଲ ରୋଷେଇ ଘରେ ଗରମ ଡାଲି ପଡ଼ି ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏହି ମାମଲାର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାର୍ମେଲ ବିଲୁଙ୍ଗଙ୍କୁ ନିଲମ୍ବିତ…
ଅତିକ ଅହମ୍ମଦଙ୍କ ସମର୍ଥକ ଫହାଦଙ୍କୁ ହାଇକୋର୍ଟରୁ ଝଟ୍କା
ଲକ୍ଷ୍ନୌ,୧୪।୩: ଜେଲ୍ରେ ବନ୍ଦୀ ଥିବା ମାଫିଆ ତଥା ବାହୁବଲୀ ବିଧାୟକ ଅତିିକ ଅହମ୍ମଦଙ୍କ ସମର୍ଥକ ଫହାଦ ଓରଫ ୱାସିୟର୍ ରେହମାନଙ୍କୁ ହାଇକୋର୍ଟରୁ ଏକ ବଡ଼ ଝଟ୍କା ଲାଗିଛି। ମଙ୍ଗଳବାର ଫହାଦଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହି ଅପରାଧର ଗମ୍ଭୀରତାକୁ…
ବିଡିଓଙ୍କ ବଦଳି ଦାବି ନେଇ ବ୍ଳକ ସମ୍ମୁଖରେ ବିକ୍ଷୋଭ
ଟେନସା,୧୪।୩(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ ବିଡିଓ ପଲ୍ଲବୀରାଣୀ ରାଜଙ୍କ ବଦଳି ଦାବି ନେଇ ମଙ୍ଗଳବାର ସିଆଇଟିୟୁ ତରଫରୁ କୋଇଡ଼ା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦିଆଯାଇଛି। ବିଡିଓଙ୍କ ବଦଳି ନ ହେବା ପର୍ଯ୍ୟନ୍ତ ଏହି ବିକ୍ଷୋଭ ଓ…
ପିଏଫ୍ଆଇ ମାମଲାରେ ପ୍ରଥମ ଚାର୍ଜଶିଟ ଦାଖଲ କଲା ଏନ୍ଆଇଏ
ନୂଆଦିଲ୍ଲୀ,୧୪।୩: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍ଆଇଏ) ରାଜସ୍ଥାନରେ ହିଂସାତ୍ମକ ଉଗ୍ରବାଦୀ କାର୍ଯ୍ୟକଳାପ ଏବଂ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ)ର ଏଜେଣ୍ଡା ସହ ଜଡିତ ଅନୁସନ୍ଧାନର ଏକ ପ୍ରମୁଖ ଅଂଶ ସମାପ୍ତ କରିବା ସହ ପ୍ରଥମ ଚାର୍ଜଶିଟ ଦାଖଲ କରିଛି। ଏନ୍ଆଇଏ…
ଆଇପିଏଲ୍ ୨୦୨୩ ଟିକେଟ ବୁକିଂ: ଜାଣନ୍ତୁ ମୂଲ୍ୟ, ଅନ୍ଲାଇନ୍ ନଚେତ ଅଫଲାଇନ୍ରେ କିଭଳି କିଣିବେ…
ନୂଆଦିଲ୍ଲୀ,୧୪।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇପିଏଲ୍ ୨୦୨୩ର ପ୍ରଥମ ମ୍ୟାଚ୍ରେ ମୁହାଁମୁହିଁ ହେବେ ଗୁଜୁରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଏମ୍ଏସ୍ ଧୋନିଙ୍କ ପରି ଭେଟେରାନଙ୍କ ଉପସ୍ଥିତି ଏହି ମ୍ୟାଚକୁ ଆହୁରି ରୋମାଞ୍ଚକର…
ଆତ୍ମହତ୍ୟା କଲେ ଆଇଆଇଟି ମାଡ୍ରାସର ଜଣେ ଛାତ୍ର: ମାସକ ଭିତରେ ଦ୍ୱିତୀୟ ଘଟଣା
ଚେନ୍ନାଇ,୧୪।୩: ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ମାଡ୍ରାସର ଆଉ ଜଣେ ଛାତ୍ର ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି। ମୃତକ ଛାତ୍ର ଜଣକ ପୁଷ୍ପକ ବୋଲି ଜଣାପଡ଼ଛି। ସେ ଆନ୍ଧ୍ରପ୍ରଦେଶର ବାସିନ୍ଦା ଏବଂ ସେ ବି.ଟେକ ତୃତୀୟ ବର୍ଷର ଛାତ୍ର। ତେବେ ମୃତ୍ୟୁର…
ନୟନଜ୍ୟୋତି ଜିତିଲେ ମାଷ୍ଟର ସେଫ୍ ଇଣ୍ଡିଆ ୭ !
ବମ୍ବେ: ଅନ୍ତିମ ସୋପାନରେ ପହଞ୍ଚିଛି ରନ୍ଧନ ରିଆଲିଟି ଶୋ’ ‘ମାଷ୍ଟର ସେଫ୍ ଇଣ୍ଡିଆ ୭’। ଏହାର ଫାଇନାଲ ଟେଲିକାଷ୍ଟ ପାଇଁ ଆଉ କିଛି ସପ୍ତାହ ବାକି ଅଛି, ହେଲେ ଏବେଠୁ ସୋସିଆଲ ମିଡିଆରେ ବିଜେତାଙ୍କ ଫଟୋ ଲିକ୍ ହୋଇଛି। ଶୋ’ର ଶୁଟିଂ…
ବିମାନ ପରେ ଏବେ ଟ୍ରେନରେ ସମାନ ଘଟଣା: ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କଲେ ଟିଟି
ନୂଆଦିଲ୍ଲୀ,୧୪।୩: ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣା ବନ୍ଦ ହେବାର ନାଁ ନେଉନାହିଁ। ନିକଟରେ ଏକ ବିମାନରେ ଏଭଳି ଘଟଣା ଘଟିଥିଲା। ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା। ବର୍ତ୍ତମାନ ଟ୍ରେନରେ ଏଭଳି ଏକ ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ…
ଇମ୍ରାନଙ୍କୁ ଗିରଫ କରିବାକୁ ଆସିଥିବା ପୋଲିସ ସହ ସମର୍ଥକ ମୁହାଁମୁହିଁ
ଇସ୍ଲାମାବାଦ୍,୧୪।୩: ପାକିସ୍ତାନ ରାଜୀନତିରେ ବତ୍ତର୍ମାନ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଇମ୍ରାନଙ୍କୁ ଗିରଫ କରିବା ପାଇଁ ପୋଲିସ ତାଙ୍କ ବାସଭବନରେ ପହଞ୍ଚିଛି। କିନ୍ତୁ ତାଙ୍କ ସମର୍ଥକମାନେ ଏକ ବିରାଟ ଜନସମାଗମ କରି ହଙ୍ଗାମା କରିଛନ୍ତି। ପୋଲିସ…
ହିନ୍ଦୋଳ ଏନ୍ଏସି ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ୩ ପ୍ରମୁଖ ଦଳର ପ୍ରାର୍ଥୀ
ଢେଙ୍କାନାଳ ଅଫିସ, ୧୪।୩: ଢେଙ୍କାନାଳ ଜିଲା ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ନିର୍ବାଚନ ପାଇଁ ମଙ୍ଗଳବାର ବିଜେଡି, ଭାଜପା, ଓ କଂଗ୍ରେସ ଏବଂ ସାଧୀନ ପ୍ରାର୍ଥୀମାନେ ଅଧ୍ୟକ୍ଷ, ଓ କାଉନ୍ସିଲର ପଦବୀ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବୁଧବାର ପ୍ରାର୍ଥିପତ୍ର ଦାଖଲର…
ବେଆଇନ ବନ୍ଧୁକ କାରଖାନା ଠାବ : ୪ ଦେଶୀ ବନ୍ଧୁକ ଜବତ, ଜନେ ଗିରଫ
ନୟାଗଡ଼ ଅଫିସ,୧୪।୩: ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ବାହାଡ଼ଝୋଲା ଫାଣ୍ଡି ଡିମିରିପଲିରେ ଏକ ବେଆଇନ ବନ୍ଧୁକ କାରଖାନା ଠାବ ହୋଇଛି। ଗଞ୍ଜାମ ଜିଲାର ଜଗନ୍ନାଥପ୍ରସାଦ ଥାନା ପୋଲିସ ୪ଟି ଦେଶୀ ବନ୍ଧୁକ ଜବତ କରିଥିବାବେଳେ ଡିମିରିପଲିର ମୋହନ ମଲ୍ଲିକଙ୍କୁ ଗିରଫ…
ଛପରାରେ ଆରଜେଡି ନେତାଙ୍କୁ ଅପହରଣ, ସ୍କର୍ପିଓରେ ଉଠାଇ ନେଲେ
ଛପରା,୧୪ ।୩: ବିହାରର ଛପରାରେ ମଙ୍ଗଳବାର ସକାଳେ ଆରଜେଡିର ଜଣେ ନେତାଙ୍କୁ କିଡନାପ କରାଯାଇଛି । କୁହାଯାଉଛି କି ଭୋର ୪ଟାରେ କେତେଜଣ ବଦମାସ ଅସ୍ତ୍ର ଦେଖାଇ ଆରଜେଡି ନେତାଙ୍କୁ ଅପହରଣ କରି ନେଇଛନ୍ତି । ପୋଲିସ ଏବେ ସମ୍ପୂର୍ଣ୍ଣ ଘଟଣାର…
Archives


