ଏମ୍ ଜଗନ୍ନାଥ-ତବଲେଶ ପାଣ୍ଡେ ହେଲେ ଏଲ୍ଆଇସିର ନୂଆ ଏମ୍ଡି
ନୂଆଦିଲ୍ଲୀ,୧୪।୩: ଭାରତୀୟ ଜୀବନ ବୀମା ନିଗମ(ଏଲ୍ଆଇସି) ମଙ୍ଗଳବାର କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତବଲେଶ ପାଣ୍ଡେ ଏବଂ ଏମ୍ ଜଗନ୍ନାଥଙ୍କୁ ପରିଚାଳନା ନିର୍ଦ୍ଦେଶକ(ଏମ୍ଡି) ଭାବେ ପଦୋନ୍ନତି ଦେଇଛି। ଉଭୟଙ୍କ ନିଯୁକ୍ତି ଏପ୍ରିଲ ୧, ୨୦୨୩ଠାରୁ କାର୍ଯ୍ୟକାରୀ ହେବ। ପାଣ୍ଡେ ପରିଚାଳନା ନିର୍ଦ୍ଦେଶକ ବି…
ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ ମାଟ୍ରିକ ଡ୍ରପ୍ଆଉଟ୍ ପିଲା: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ବର, ୧୪ା୩(ବ୍ୟୁରୋ): ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ ମାଟ୍ରିକ୍ ଡ୍ରପଆଉଟ୍ ପିଲା । ମଙ୍ଗଳବାର ବିଧାନସଭାରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ପରେ ଉତ୍ତର ରଖି ଏନେଇ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି,…
ପୁଣି ଛଟେଇ କରିବ ମେଟା, ଏଥର ୧୦ ହଜାର କର୍ମଚାରୀ ହେବେ ବିଦା
ନୂଆଦିଲ୍ଲୀ,୧୪।୩: ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ପ୍ଲାଟଫର୍ମ(ମେଟା.ଓ) ଆଉ ଏକ ପ୍ରମୁଖ ଛଟେଇ ଘୋଷଣା କରିଛି। ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିବାର ଚାରି ମାସ ପରେ ଆଉ ୧୦ ହଜାର ଚାକିରି ହ୍ରାସ କରିବ ବୋଲି ମେଟା କହିଛି। ତେବେ…
ଆପଣଙ୍କ ପିଏଫ୍ ଖାତାକୁ ଆସିଛି କି ସୁଧ ଟଙ୍କା? ଘରେ ବସି ଏଭଳି କରନ୍ତୁ ଯାଞ୍ଚ…
ନୂଆଦିଲ୍ଲୀ,୧୪।୩: ଦେଶର ୬.୫ କୋଟି ଲୋକଙ୍କ ପାଇଁ ଏକ ବଡ଼ ଖବର ଅଛି। ସରକାର କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେଶନ (ଇପିଏଫ୍ଓ) ର ସଦସ୍ୟଙ୍କ ଆକାଉଣ୍ଟକୁ ପିଏଫ୍ ସୁଧ ଟଙ୍କା ପଠାଇବା ଆରମ୍ଭ କରିଛନ୍ତି। ୯୮ ପ୍ରତିଶତ ଅଂଶଧନକାରୀ ସଂସ୍ଥାର ସୁଧ…
ମୋଦିଙ୍କ ସୁରକ୍ଷାରେ ତ୍ରୁଟି ମାମଲା: ପଞ୍ଜାବର ୯ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୧୪।୩: ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷାରେ ଏକ ବଡ଼ ଧରଣର ତ୍ରୁଟି ଦେଖାଦେଇଥିଲା। ଏହି ମାମଲାରେ ବର୍ତ୍ତମାନ ୯ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିସ୍ତୃତ ଯାଞ୍ଚ ପରେ ଏହି ନିଷ୍ପତ୍ତି…
‘ମୋ ବାପା ମା’ଙ୍କୁ ଶାନ୍ତିରେ ନିଶ୍ୱାସ ମାରିବାକୁ ଦିଅ’
କଟକ ଅଫିସ,୧୪।୩: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ଥମିବାର ନା ନେଉନି। ବର୍ଷା କିଛିଦିନ ପୂର୍ବରୁ ଅନୁଭବଙ୍କ ଘର ଛାଡ଼ିଥିଲେ ମଧ୍ୟ ସୋସିଆଲ ମିଡିଆରେ ବିବାଦର ଅନ୍ତ ହେଉନି। ନିକଟରେ ଅନୁଭବ ବର୍ଷାଙ୍କୁ ଟ୍ୟାଗ…
ଟେଷ୍ଟ ପରେ ଦିନିକିଆ ସିରିଜରେ ଅଷ୍ଟ୍ରେଲିଆକୁ ଝଟ୍କା, ବଦଳିଲେ…
ନୂଆଦିଲ୍ଲୀ,୧୪।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ ଶେଷ ହୋଇଛି। ମାର୍ଚ୍ଚ ୧୭ରୁ ଉଭୟ ଦଳ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ଏହି ସିରିଜ ଲାଗି ଷ୍ଟିଭ୍ ସ୍ମିଥ୍ ଅଧିନାୟକ ରହିବେ। ପ୍ୟାଟ୍ କମିନ୍ସ ଭାରତ…
ଜଙ୍ଗଲରେ ନିଆଁ ଲିଭାଇବାକୁ ଯାଇଥିବା ବନକର୍ମଚାରୀ: ଜଳିଗଲା ଜିପ୍
ସୁନ୍ଦରଗଡ଼,୧୪।୩(ଡି.ଏନ୍.ଏ.): ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜର ଭବାନୀପୁର ଜଙ୍ଗଲରେ ମଙ୍ଗଳବାର ନିଆଁ ଲାଗିଥିଲା। ଜଙ୍ଗଲ ନିଆଁ ଲିଭାଇବାକୁ ଯାଇଥିବା ବେଳେ ବନ ବିଭାଗର ଏକ ଜିପ୍ ଜଳିଯାଇଛି। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଜିପ୍ଟି ଜଙ୍ଗଲ ନିଆଁରେ…
ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ଓ୍ବାଇଏସ୍ ଶର୍ମିଳା ଗିରଫ
ନୂଆଦିଲ୍ଲୀ,୧୪।୩: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ତଥା ଓ୍ବାଇଏସ୍ଆର ତେଲେଙ୍ଗାନା ପାର୍ଟିର ମୁଖ୍ୟ ଓ୍ବାଇଏସ୍ ଶର୍ମିଳାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ମଙ୍ଗଳବାର ତେଲେଙ୍ଗାନାର କେସିଆର ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଥିବା ବେଳେ ପୋଲିସ ତାଙ୍କୁ ଗିରଫ…
ଟେଲିକାଷ୍ଟର ମାସେ ନ ପୂରୁଣୁ ବନ୍ଦ ହେବ ଏହି ଧାରାବାହିକ !
ବମ୍ବେ: ଟେଲିକାଷ୍ଟ ହେବାର ମାସେ ନ ପୂରୁଣୁ ବନ୍ଦ ହେବାକୁ ଯାଉଛି ଧାରାବାହିକ ‘ମୋଲକ୍କି-ରିସ୍ତୋ କି ଅଗ୍ନିପରୀକ୍ଷା ସିଜନ୍ ୨’। ଧାରାବାହିକର ପ୍ରଥମ ସିଜନ ହିଟ୍ ହେବା ପରେ ନିର୍ମାତାମାନେ ବହୁ ଆଶା ରଖି ଦ୍ୱିତୀୟ ସିଜନ୍କୁ ଲଞ୍ଚ କରିଥିଲେ। ଫେବୃୟାରୀ…
ତତ୍ପର ପ୍ରଶାସନ: ଉଚ୍ଛେଦ ହେବ ଲକ୍ଷ୍ମୀ ମାର୍କେଟ
ପୁରୀ ଅଫିସ,୧୪।୩: ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ପରେ ତତ୍ପର ହୋଇ ଉଠିଛି ପ୍ରଶାସନ। ଲକ୍ଷ୍ମୀ ମାର୍କେଟ ଉଚ୍ଛେଦ ହେବ। ଏ ନେଇ ଶ୍ରୀମନ୍ଦି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଉଚ୍ଛେଦ ପରେ ଏହାକୁ ତୁରନ୍ତ ହସ୍ତାନ୍ତର କରିବାକୁ…
କୋହଲି କି ଧୋନୀ ନୁହନ୍ତି; ଏ ହେଉଛନ୍ତି ବିଶ୍ୱର ସବୁଠୁ ଧନୀ କ୍ରିକେଟର, ମୋଟ ସମ୍ପତ୍ତି ଜାଣିଲେ…
ନୂଆଦିଲ୍ଲୀ,୧୪।୩: ବିଶ୍ୱ କ୍ରିକେଟରେ ସବୁଠାରୁ ଧନୀ କ୍ରିକେଟର କିଏ? ଏହାକୁ ନେଇ ବର୍ଷ ୨୦୨୩ରେ ସମସ୍ତ ଖେଳାଳିଙ୍କ ମୋଟ ସମ୍ପତ୍ତି ତାଲିକା ସାମ୍ନାକୁ ଆସିଛି। ସିଇଓ ଓ୍ବାଲର୍ଡ ମାଗାଜିନ ମୁତାକ, ପୂର୍ବତନ ଅଷ୍ଟ୍ରେଲିୟ ଉଇକେଟକିପର ଆଡାମ ଗ୍ରିଲକ୍ରିଷ୍ଟ ସବୁଠାରୁ ଧନୀ କ୍ରିକେଟର…
Archives


