ପୁରୀ ରଥଯାତ୍ରାର ସୁଗମ୍‌ ଦର୍ଶନ ସୁଯୋଗ

ଭୁବନେଶ୍ୱର,୨୪।୬: ଭାରତର ଅଗ୍ରଣୀ ଦେୟ ଏବଂ ଆର୍ଥତ୍କ ସେବା ପ୍ରଦାନ ତଥା କ୍ୟୁଆର୍‌ ଓ ମୋବାଇଲ ପେମେଣ୍ଟର ପ୍ରମୁଖ କମ୍ପାନୀ ପେଟିଏମ୍‌ ପକ୍ଷରୁ ଏକ ଅଭିନବ ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷର ପୁରୀ ରଥଯାତ୍ରା ଉପଲକ୍ଷେ ଉକ୍ତମାନଙ୍କୁ ସୁଗମ୍‌ ଦର୍ଶନର ସୁଯୋଗ ଦିଆଯାଉଛି। ଏପରିକି ପୁରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ କରୁଥିବା ଭକ୍ତମାନେ ତଥା ପେଟିଏମ୍‌ ୟୁପିଆଇ ଏବଂ ପେଟିଏମ୍‌ ୟୁପିଆଇ ଲାଇଟ ବ୍ୟବହାରକାରୀ କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରି ଦାନଦେବାରେ ସକ୍ଷମ ହୋଇପାରିବେ। ରଥଯାତ୍ରାର ଶୁଭ ଅବସରରେ କମ୍ପାନୀ ୨୦୨୩ ଜୁନ୍‌ ୨୫ ପର୍ଯ୍ୟନ୍ତ ପେଟିଏମ୍‌ ଆପ୍‌ ମାଧ୍ୟମରେ ଦାନ ଦେଉଥିବା ଭକ୍ତମାନଙ୍କୁ ବାଛି ଏକ ଭିଭିଆଇପି ଦର୍ଶନ ପ୍ରଦାନ କରୁଛି। ଏପରିକି ଉପଭୋକ୍ତାମାନେ ୨ୟ ଭାଗ୍ୟଶାଳୀ ଡ୍ର ପାଇଁ ଭିଆଇପି ଦର୍ଶନ ଜିତିପାରିବେ, ଯାହା ଜୁନ୍‌ ୨୮ରେ ଦର୍ଶନ ପାଇଁ ଜୁନ୍‌ ୨୫ରେ ଘୋଷଣା କରାଯିବ। ବିଶେଷକରି ବିଜେତାମାନେ ନିଜ ସହ ୩ ଜଣଙ୍କୁ ଭିଆଇପି ଦର୍ଶନ ପାଇଁ ନେଇପାରିବେ। ଓଡ଼ିଶା ପେଟିଏମ୍‌ ଉପଭୋକ୍ତା ପଙ୍କଜ, ଗୁଡିଆ ଏବଂ ସିଦ୍ଧାନ୍ତ ଆନନ୍ଦ ପ୍ରଥମ ଭାଗ୍ୟଶାଳୀ ଡ୍ର ବିଜେତା ଭାବେ ଜୁନ୍‌ ୨୦ରେ ରଥଯାତ୍ରାର ସୁଗମ୍‌ ଦର୍ଶନର ସୁଯୋଗ ପାଇଥିଲେ। ଅପରପକ୍ଷରେ ଡିଜିଟାଲ ଦାନକୁ ସହଜ ଏବଂ ସୁବିଧାଜନକ କରିବାରେ ଅଗ୍ରଣୀ ପେଟିଏମ୍‌ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସମଗ୍ର ଭାରତର ଭକ୍ତମାନେ ନିଜ ଘରରୁ ଆରାମରେ ପେଟିଏମ୍‌ ସୁପର ଆପ୍‌ ଉପରେ ଥିବା ଭକ୍ତି ବିଭାଗରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଦାନ କରିପାରିବେ। ସୂଚନାଯୋଗ୍ୟ, ୱାନ ୯୭ କମ୍ୟୁନିକେଶନ ଲିମିଟେଡ୍‌ର ଅଧିକୃତ ବ୍ରାଣ୍ଡ୍‌ ପେଟିଏମ୍‌, ଭାରତର ଅଗ୍ରଣୀ ଦେୟ ଏବଂ ଆର୍ଥତ୍କ ସେବା ପ୍ରଦାନ ତଥା କ୍ୟୁଆର୍‌ ଏବଂ ମୋବାଇଲ ପେମେଣ୍ଟର ଅଗ୍ରଣୀ କମ୍ପାନୀ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦି, ପୁଟିନ, ଜିନପିଙ୍ଗ… ବ୍ରିକ୍ସ (BRICS)ର ଏକ ଶକ୍ତିଶାଳୀ ଚିତ୍ର, ବିଶ୍ୱ ପାଇଁ ଦେଉଛି ବଡ଼ ବାର୍ତ୍ତା…

ନୂଆଦିଲ୍ଲୀ,୧୨।୯: ବ୍ରିକ୍ସ (BRICS) ସମ୍ମିଳନୀରୁ ବିଶ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ବହନ କରୁଥିବା ଚିତ୍ର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ…

ଜଲେଶପଟ୍ଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ଆଦର୍ଶ ଛାତ୍ର ହୋଇ ଲକ୍ଷ୍ୟସ୍ଥଳରେ ପହଞ୍ଚି…

ତୁମୁଡ଼ିବନ୍ଧ, ୧୨।୯ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧସ୍ଥିତ ଜଲେଶପଟ୍ଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଭିକାର…

ଅନ୍ଧବିଶ୍ୱାସ ଦୂରେଇବା ଲାଗି ପ୍ରୟାସ, ରଣଝାଲିରେ ପୋଲିସ ପଇଁତରା ମାରି…

ପୁରୁଷୋତ୍ତମପୁର,୧୨ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରଣଝାଲି ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଘଟିଯାଇଥିବା ଅଭାବନୀୟ ଘଟଣାକୁ ନେଇ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଏକ ସଚେତନତା…

୧୨ ଗାଁରେ ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ, ଥାନାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରି…

ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ମଦ ବିରୋଧରେ ମହିଳାଙ୍କ ମହାମେଳି। ବେଆଇନ ମଦ ରନ୍ଧା ଏବଂ ବିକ୍ରି ବନ୍ଦ ପାଇଁ ଏକାଠି ହେଲେ ୧୨ଟି ଗ୍ରାମର ମହିଳା। ନବରଙ୍ଗପୁର…

ଚୋରି ଯାଇଥିବା ମୂଲ୍ୟବାନ ଜିନିଷ ଉଦ୍ଧାର, ଜଣଙ୍କୁ ଗିରଫ କରି…

ଗୁଡ଼ାରି,୧୨ା୯(ପ୍ରମୋଦ କୁମାର ପତି): ଗୁଡାରି ପୋଲିସ ଦ୍ୱାରା ଚୋରି ବାଇକ ଉଦ୍ଧାର ହେବା ସହ ଘଟଣାରେ ସମ୍ପୃକ୍ତ ଥାନା ଅନ୍ତର୍ଗତ ସୁନାପାଲି ଗ୍ରାମର ସିଦ୍ଧାନ୍ତ ପାଲକାକୁ ଗିରଫ…

ବେଆଇନ ବନ୍ଧୁକ କାରଖାନା ଠାବ: ୫ଟି ଦେଶୀ ବନ୍ଧୁକ ସହ ୩ ଗିରଫ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ପୋଲିସ ଏକ ବେଆଇନ ଦେଶୀ ବନ୍ଧୁକ ନିର୍ମାଣ ୟୁନିଟ୍‌ ଉପରେ ଶୁକ୍ରବାର ରାତିରେ ଚଢ଼ଉ କରି…

BRICS : ‘ପ୍ରତ୍ୟେକ ଦେଶର ସ୍ବର ଶୁଣାଯିବା ଉଚିତ; କିଛି ରାଷ୍ଟ୍ର ନେଉଛନ୍ତି ନିଷ୍ପତ୍ତି’ ପ୍ରଧାନମନ୍ତ୍ରୀଙ୍କ ଏହି କଥା ମଧ୍ୟରେ ଲୁଚି ରହିଛି ଏକ ଗୁପ୍ତ ବାର୍ତ୍ତା

ନୂଆଦିଲ୍ଲୀ,୧୨।୯: BRICS ସମ୍ମିଳନୀ ୨୦୨୬କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତା ଦେଇଥିଲେ ଯେ, ଏହି ସଂଗଠନ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ପ୍ରୟାସ କରୁଛି।…

Video: ଏମିତି କ’ଣ କହିଲେ ମାଲେସିଆ ପ୍ରଧାନମନ୍ତ୍ରୀ ଯେ ହସି ପକାଇଲେ ମୋଦି, ଦେଖନ୍ତୁ ମଜାଦାର ଭିଡ଼ିଓ

ନୂଆଦିଲ୍ଲୀ,୧୨।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ଭାରତରେ ପହଞ୍ଚିଛନ୍ତି। ସେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?