Home Left

୧୪ ବର୍ଷର କଲ୍‌ ଲେଟର ଶେୟାର କଲେ ଏହି ଆଇଏଏସ୍‌ ଅଫିସର

ୟୁପିଏସ୍‌ସି ଦ୍ୱାରା କରାଯାଇଥିବା ପରୀକ୍ଷା ଦେଶର ସବୁଠାରୁ ବଡ଼ ଏବଂ କଠିନ ପରୀକ୍ଷା ବୋଲି ବିବେଚନା କରାଯାଏ। ଯେଉଁଥିପାଇଁ ଯୋଗ୍ୟତା ପାଇବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ରୀଛାତ୍ର କଠିନ ପରିଶ୍ରମ କରୁଛନ୍ତି। ନିଜ ଘର ଛାଡି, ସେମାନେ ସେଠାରେ ରହିଥାନ୍ତି…

ଟେଡି ଡେ: ସାଥୀଙ୍କୁ ଦିଅନ୍ତୁ ଏହି ରଙ୍ଗର ଟେଡି

କପଲ୍‌ଙ୍କ ପାଇଁ ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ୍‌ ବା ପ୍ରେମ ସପ୍ତାହ। ପ୍ରଥମ ଦିନଟି ରୋଜ୍‌ ଡେ’ରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନଟି ହେଉଛି ପ୍ରପୋଜ୍‌ ଡେ’ ବା ପ୍ରେମ ନିବେଦନ ଦିବସ। ସେହିପରି ତୃତୀୟ ଦିବସରେ ଚକୋଲେଟ୍‌ ଦେଇ…

୨୨୨ ଆମେରିକୀୟଙ୍କୁ ମୁକ୍ତ କଲା ନିକାରଗୁଆ, ବୈଦେଶିକ ମନ୍ତ୍ରଣାଳୟ କହିଲା ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତାର ରାସ୍ତା ଖୋଲିଲା

ୱାଶିଂଟନ,୧୦ ।୨: ମଧ୍ୟ ଆମେରିକା ଦେଶ ନିକାରଗୁଆ ଆମେରିକାର ୨୨୨ ଲୋକଙ୍କୁ ବନ୍ଦୀ ମୁକ୍ତ କରିଛି । ଆମେରିକା ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ନେଡ ପ୍ରାଇସ ବନ୍ଦୀଙ୍କ ମୁକ୍ତିକୁ ନେଇ କହିଛନ୍ତି, ଆଜି ଆମେରିକା ସେହି ୨୨୨ ଲୋକଙ୍କ ସ୍ୱାଗତ କରୁଛି,…

ସାମାଜିକ କର୍ମୀ ନୈନା ସାହୁ ମୃତ୍ୟୁ ମାମଲା: ହତ୍ୟା ମାମଲା ରୁଜୁ କଲା ପୋଲିସ

କେନ୍ଦୁଝର,୯ା୨(ସ୍ବ.ପ୍ର.): ସାମାଜିକ କର୍ମୀ ନୈନା ସାହୁଙ୍କ ମୃତ୍ୟୁ ଘଟଣାରେ ପୋଲିସ ଗୁରୁବାର ହତ୍ୟା ମାମଲା ରୁଜୁ କରିଛି। ଡିଏସ୍‌ପି କ୍ରାଇମ ଏହି ମାମଲାକୁ ତଦାରଖ କରୁଛନ୍ତି। ପୂର୍ବରୁ ପୋଲିସ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ କରୁଥିଲା। ଘଟଗାଁ ପୋଲିସ ମାମଲା…

ବିବାହ ଭୋଜିରେ ଦୁଇ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ

ହିଞ୍ଜିଳିକାଟୁ,୯ା୨(ଡ଼ି.ଏନ୍‌.ଏ): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ତଥା ହିଞ୍ଜିଳି ଥାନା ଅଧୀନ ନରେନ୍ଦ୍ରପୁର ଗ୍ରାମରେ ଗୁରୁବାର ସକାଳେ ଏକ ବିବାହ ଭୋଜିରେ ୨ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଜଣକ ହେଲେ ପ୍ରମୋଦ ପୋଲାଇ।…

ବସ୍‌ ଧକ୍କାରେ ସ୍ବାମୀ ମୃତ: ସ୍ତ୍ରୀ, ୨ ଝିଅ ଗୁରୁତର

ଦେଓଗାଁ,୯ା୨(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅଧୀନ ୨୬ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଟିଟିଲାଗଡ଼ର ସରୋଜ ପଶାୟତ। ଅପରାହ୍ନରେ ଉଡାର…

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌: ଦକ୍ଷିଣ ଆଫ୍ରିକା- ଶ୍ରୀଲଙ୍କା ଉଦ୍‌ଘାଟନୀ ମ୍ୟାଚ୍‌

କେପ୍‌ ଟାଉନ୍‌, ୯ା୨: କେପ୍‌ ଟାଉନ୍‌ରେ ଶୁକ୍ରବାରଠାରୁ ଆରମ୍ଭ ହେବ ଆଇସିସି ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌। ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ ନିଜ ଆଧିପତ୍ୟ ବିସ୍ତାର କରିବାକୁ ଉଦ୍ୟମ କରିବ। ହେଲେ ଭାରତ, ଇଂଲଣ୍ଡ ସମେତ ଅନ୍ୟ କେତୋଟି ଦଳ କଡ଼ା ମୁକାବିଳା…

ଇନ୍ଦିରା ଅନୁଚ୍ଛେଦ ୩୫୬ର ୫୦ ଥର ଦୁରୁପଯୋଗ କରିଥିଲେ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୯।୨: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରି ୫୦ ଥର ରାଜ୍ୟ ସରକାରଗୁଡ଼ିକୁ ଭାଙ୍ଗିଥିଲେ ବୋଲି ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସଭାରେ କହିଛନ୍ତି। ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରରେ ରାଜ୍ୟଗୁଡ଼ିକ କ୍ରମାଗତ ଭାବେ ଅସୁବିଧାର…

ସାମାନ୍ୟ ବଚସାରୁ ଖଣ୍ଡାଚୋଟ, ବନ୍ଧା ହେଲେ ଅଭିଯୁକ୍ତ

ହିିଞ୍ଜିଳିକାଟୁ,୯ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ଗ୍ରାମରେ ଗୁରୁବାର ସାମାନ୍ୟ ଘଟଣାକୁ କେନ୍ଦ୍ର କରି ୨ଜଣଙ୍କ ମଧ୍ୟରେ ବଚସା ହୋଇ ଏହା ଉଗ୍ରରୂପ ନେଇଥିଲା। ଜଣେ ଅନ୍ୟଜଣଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଆକ୍ରମଣରେ ପାତ୍ର କୁମାର ବେହେରା ଗୁରୁତର ଆହତ…

ଡାକ୍ତରଖାନା ଯାଇଥିବା ବେଳେ ଘରେ କଳାକନା ବୁଲାଇଲେ

ଗୋପାଳପୁର,୯ା୨(ଡି.ଏନ.ଏ.): ଗୋପାଳପୁର ଥାନା ଅଧୀନ ସାନକୁଶସ୍ଥଳି ଗ୍ରାମର ସାଇବାଣୀ ସେଠୀ ନିଜ ସ୍ବାମୀଙ୍କ ଦେହ ଅସୁସ୍ଥ ଥିବାରୁ ଗତ ୫ ତାରିଖରେ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଘରେ କେହି ନ ଥିବାର ସୁଯୋଗନେଇ କେତେକ ଦୁର୍ବୃତ୍ତ ବୁଧବାର ରାତିରେ ଘରେ…

ସ୍କୁଲ ଅଟୋକୁ ଧକ୍କା ଦେଲା ଟ୍ରାକ୍ଟର

ପାଟପୁର,୯ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ଏକ ଅଟୋ ଗୁରୁବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ପଳାସପୁର କାଳୀମନ୍ଦିର ନିକଟରେ ଏକ ଇଟା ବୋଝେଇ ଟ୍ରାକ୍ଟର ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ଥିବା ଛାତ୍ର ଶକ୍ତି ସାହୁ,…

ବିବାହ ବନ୍ଧନରେ ବାନ୍ଧି ହେଲେ ସ୍ମୃତି ଇରାନୀଙ୍କ ଝିଅ

ନୂଆଦିଲ୍ଲୀ,୯।୨: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଶନେଲ ଇରାନୀ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରାଜସ୍ଥାନର ନାଗୌରର ୫୦୦ ବର୍ଷ ପୂରୁଣା ତଥା ଖୀବସର ଫୋର୍ଟରେ ସେ ଅର୍ଜୁନ ଭଲ୍ଲାଙ୍କୁ ବିବାହ କରିଛନ୍ତି। ତେବେ ବିବାହ ପରେ ଏହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri