Home Left

ଯୁକ୍ତ୨ ନାମଲେଖା ଆବେଦନ ଅବଧି ପୁଣି ବଢ଼ିଲା

ଭୁବନେଶ୍ୱର,୨୬ା୬(ଅନୁରାଧା ମହାରଣା)- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଉଚ୍ଚ ମାଧ୍ୟମିକ ବିଧ୍ୟାଳୟଗୁଡ଼ିକରେ ଏକାଦଶ ବା ଯୁକ୍ତ୨ ନାମଲେଖା ପାଇଁ ଆବେଦନ ଅବଧି ଦ୍ୱିତୀୟଥର ପାଇଁ ବୃଦ୍ଧି କରାଯାଇଛି। ଛାତ୍ରୀଛାତ୍ର ଜୁନ୍‌ ୨୬ ପରିବର୍ତ୍ତେ ୩୦ ତାରିଖ ପର୍ଯ୍ୟନ୍ତ ସାମ୍‌ସ…

କିଛି ବର୍ଷର ବ୍ରେକ୍‌ ପରେ ପୁଣି ଏହି ଅଭିନେତ୍ରୀଙ୍କ ଡିଜିଟାଲ ଡେବ୍ୟୁ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ୍‌ କପୁର କିଛି ବର୍ଷର ବ୍ରେକ୍‌ ପରେ ପୁଣି ଅଭିନୟ ଜଗତକୁ ଫେରିଛନ୍ତି। ଜିଓ ସିନେମାରେ କ୍ରାଇମ୍‌ ଡ୍ରାମା ‘ବ୍ଲାଇଣ୍ଡ’ ଜରିଆରେ ସେ ତାଙ୍କ ଡିଜିଟାଲ ଫ୍ଲାଟ୍‌ଫର୍ମ ଡେବ୍ୟୁ କରିବାକୁ ଯାଉଛନ୍ତି। ‘ବ୍ଲାଇଣ୍ଡ’ ହେଉଛି ୨୦୧୧ କୋରିଆନ…

ଟ୍ରେନ୍‌ରେ ଗୁପ୍‌ଚୁପ୍‌ ମଜା ନେଉଛନ୍ତି ଯାତ୍ରୀ

ନୂଆଦିଲ୍ଲୀ: କେତେକ ଲୋକେ ଷ୍ଟ୍ରିଟ୍‌ ଫୁଡ୍‌କୁ ଅଧିକ ପସନ୍ଦ କରିଥାନ୍ତି। ରାସ୍ତାରେ ମିଳଉଥିବା ଗୁପ୍‌ଚୁପ୍‌ ଚାଟ୍‌ ଖାଇବାକୁ ଲୋକଙ୍କ ଅଧିକ ଗହଳି ଦେଖିବାକୁ ମିଳିଥାଏ। ସମସ୍ତ ଖାଦ୍ୟ ମଧ୍ୟରୁ ଲୋକେ ଅଧିକ ଗୁପ୍‌ଚୁପ୍‌କୁ ପସନ୍ଦ କରିଥାନ୍ତି। ଆମେ କୌଣସି ସ୍ଥାନକୁ ଯାତ୍ରା…

ପ୍ରଧାନମନ୍ତ୍ରୀ ପ୍ରଥମେ ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ବହିଷ୍କାର କରନ୍ତୁ: ଖାର୍ଗେ

ନୂଆଦିଲ୍ଲୀ, ୨୬ା୬(ପି.ଟି.): ମଣିପୁରରେ ୫୦ ଦିନରୁ ଊର୍ଦ୍ଧ୍ୱ ହେଲା ହିଂସାକାଣ୍ଡ ଲାଗିରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀରବତାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର ପ୍ରଶ୍ନ ଉଠାଇଛନ୍ତି। ଯଦି ପ୍ରଧାନମନ୍ତ୍ରୀ ଉକ୍ତ ଉତ୍ତରପୂର୍ବାଞ୍ଚଳ ରାଜ୍ୟ ପାଇଁ ବାସ୍ତବରେ ଚିନ୍ତିତ ଥାଆନ୍ତି,…

ହିମାଚଳରେ ଭୂସ୍ଖଳନ: ଫସିଛନ୍ତି ୨୦୦ ପର୍ଯ୍ୟଟକ ୧୫ କିଲୋମିଟର ଯାଏ ଟ୍ରାଫିକ୍‌ ଜାମ୍‌

ନୂଆଦିଲ୍ଲୀ, ୨୬ା୬: ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ଓ ଅନେକ ଭୂସ୍ଖଳନ ଯୋଗୁ ମଣ୍ଡି ଏବଂ କୁଲ୍ଲୁକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଅବରୋଧ ହୋଇଛି। ଫଳରେ ଅନୂ୍ୟନ ୧୫ କିଲୋମିଟର ପର୍ଯ୍ୟନ୍ତ ଟ୍ରାଫିକ ଜାମ୍‌ ହୋଇଥିବାବେଳେ ପ୍ରାୟ ୨୦୦ ପର୍ଯ୍ୟଟକ ଫସିରହିଛନ୍ତି।…

ଏଣିକି ରବିବାର ଖୋଲା ରହିବ ଆହାରକେନ୍ଦ୍ର 

ଭୁବନେଶ୍ୱର,୨୬।୬: ରାଜ୍ୟର ଡାକ୍ତରଖାନା ପରିସରରେ ଅଥବା ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ ରବିବାରରେ ଖୋଲା ରହିବ । ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସମସ୍ତ ମହାନଗର ନିଗମ କମିଶନର ତଥା ସିଟି ଆହାର ସମିତି ସଭାପତି…

ସୌରୀନ ଭଟ୍ଟଙ୍କୁ ସମର୍ପଣ ପାଇଁ ଆହ୍ବାନ

କଟକ ଅଫିସ,୨୬।୬: ଓଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କୁ ଗିରଫ କରିବାକୁ ପୋଲିସ୍‌ ଟିମ୍‌ କୋଲକାତା ଯାଇଥିଲା। ମାତ୍ର ସେଠାରୁ ପୋଲିସକୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା। କଟକର ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା ଓ ଠକେଇ ଅଭିଯୋଗ ଆସିବା ପରେ ସୌରୀନଙ୍କୁ…

ମୌସୁମୀ ସକ୍ରିୟ: ଅନୁଗୋଳ ଜିଲାରେ ସର୍ବାଧିକ ବର୍ଷା ରେକର୍ଡ

ଭୁବନେଶ୍ୱର ୨୬।୦୬(ଅନିଲ ଦାସ): ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧. ୭ମିମି ବର୍ଷା ରେକର୍ଡ କରାଯାଇଛି । ସ୍ବାଭାବିକ ବର୍ଷା ୮.୬ ମିମି ତୁଳନାରେ ଏହା ୨୬୯ ପ୍ରତିଶତ ଅଧିକ। ବଙ୍ଗୋପସାଗରରେ ଲଘୁଚାପର ପ୍ରଭାବରେ…

ବ୍ରଜ୍‌ଭୂଷଣଙ୍କ ମାମଲାରେ ଦାୟର ଚାର୍ଜଶିଟର କପି କୁସ୍ତିଯୋଦ୍ଧାଙ୍କୁ ଦିଆଯାଉ: ଦିଲ୍ଲୀ ପୋଲିସକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬।୬: କୁସ୍ତିଯୋଦ୍ଧାମାନେ ଡବ୍ଲୁଏଫଆଇର ପୂର୍ବତନ ସଭାପତି ବ୍ରଜ୍‌ଭୂଷଣ ସିଂଙ୍କ ବିରୋଧରେ ଦାୟର କରାଯାଇଥିବା ଚାର୍ଜଶିଟ୍‌ର କପି ଦାବି କରି କୋର୍ଟରେ ଏକ ଆବେଦନ କରିଥିଲେ। ଏହି ପ୍ରସଙ୍ଗରେ ସୋମବାର ଶୁଣାଣି ବେଳେ ରୋଜ ଏଭିନ୍ୟୁ କୋର୍ଟ ମହିଳା ରେସଲରଙ୍କୁ ଦିଲ୍ଲୀ ପୋଲିସ…

ପ୍ରଧାନମନ୍ତ୍ରୀଙ୍କ ଭୋପାଳ ରୋଡ ଶୋ’ ବାତିଲ

ନୂଆଦିଲ୍ଲୀ,୨୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଙ୍ଗଳବାର ଭୋପାଳରେ ହେବାକୁ ଥିବା ରୋଡ ଶୋ’ର କାର୍ଯ୍ୟକ୍ରମ ବାତିଲ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ, ଖରାପ ପାଗକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।…

ଦାମୀ କାର କିଣିଲେ ମହେଶ ବାବୁ

ମୁମ୍ବାଇ: ତେଲୁଗୁ ସୁପରଷ୍ଟାର ମହେଶ ବାବୁ ତାଙ୍କର ଚମତ୍କାର ଅଭିନୟ ହେତୁ ପ୍ରଶଂସକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। ଏଥିସହିତ ନିଜର ବିଳାସପୂର୍ଣ୍ଣ ଜୀବନଶୈଳୀକୁ ନେଇ ମଧ୍ୟ ର୍ଚ୍ଚାରେ ରହୁନ୍ତି। ତାଙ୍କର ଏକରୁ ଅଧିକ କାରର କଲେଶନ ଅଛି ଏବଂ ତାଙ୍କ କଲେଶନରେ…

ଟ୍ରୋଲ ହେଲେ ପରିଣିତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ଏବେ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ଏବେ ସେ ଏକ ନୂଆ ଇନିଙ୍ଗସ୍‌ ଆରମ୍ଭ କରିବାକୁ ଯାଉଥିବାରୁ ଖୁବ ବିଜି ଥିବା ଦେଖାଯାଇଛି। ନିକଟରେ ତାଙ୍କୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?