ଅଟୋ ଚାଳକଙ୍କ ମହାନତା, ଫେରାଇଲେ ୮୦ ହଜାର
ସମ୍ବଲପୁର,୧୦ା୮(ଶୁଭାଶିଷ ପାଢୀ): ସମାଜରେ ଏବେ ମଧ୍ୟ ମାନବିକତା ବଞ୍ଚିରହିଛି। ସମ୍ବଲପୁର ସହରର ଜଣେ ଅଟୋ ଡ୍ରାଇଭରଙ୍କ ସଚ୍ଚୋଟତା ଅନ୍ୟପାଇଁ ଉଦାହରଣ ସୃଷ୍ଟି କରିଛି। ସମ୍ବଲପୁର ମହାନଗର ନିଗମ ଅଧୀନ ମୁଣ୍ଡୋଘାଟ ଗ୍ରାମର ଅଟୋ ଚାଳକ ଚୁଡ଼ାମଣି ଲୁହା। ସମ୍ବଲପୁର ଲକ୍ଷ୍ମୀ ଟକିଜ…
ଆମେରିକା ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ: ଏଫବିଆଇ ଅପରେସନରେ ଅଭିଯୁକ୍ତ ମୃତ
ଓ୍ବାଶିଂଟନ,୧୦।୮: ଆମେରିକାରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହତ୍ୟା ଧମକ ଦିଆଯାଇଛି। ଧମକ ଦେଇଥିବା ଜଣେ ବ୍ୟକ୍ତିଙ୍କୁ ଏଫବିଆଇ ଅପରେସନ ବେଳେ ନିହତ ହୋଇଛନ୍ତି। ଅଭିଯୁକ୍ତ ଜଣକ ଆମେରିକାର ୟୁଟାର ବାସିନ୍ଦା ଥିଲେ। ଆମେରିକାର ରାଷ୍ଟ୍ରପତି ୟୁଟା ଗସ୍ତ କରିବାର କିଛି ଘଣ୍ଟା…
ଅଣାୟତ୍ତ ଘରୋଇ ସ୍କୁଲ
କୋରେଇ,୧୦ା୮(ଚନ୍ଦ୍ରକାନ୍ତ ପତି):କୋରେଇ ବ୍ଲକ ଅଧୀନରେ ପ୍ରାୟ ୭୦ରୁ ଊଦ୍ଧର୍ବ ଘରୋଇ ସ୍କୁଲ ରହିଛି। ଏଥିରୁ ୫୨ ସରକାରୀ ସ୍ବୀକୃତିପ୍ରାପ୍ତ ସ୍କୁଲ୍ ରହିଥିବାବେଳେ ୨୦ରୁ ଊଦ୍ଧର୍ବ ସ୍କୁଲ୍ ବେଆଇନ ଭାବେ ଗଢ଼ିଉଠିଛି। ମାତ୍ର ବିଡ଼ମ୍ବନାର ବିଷୟ ସ୍ବୀକୃତିପ୍ରାପ୍ତ ସ୍କୁଲ୍ଗୁଡ଼ିକ ମଧ୍ୟରୁ ଏକାଧିକ ସ୍କୁଲ୍…
କିଶୋରୀଙ୍କ ଅଧିକାର କ୍ଷୁଣ୍ଣ
ଯାଜପୁର,୧୦ା୮(ହର୍ଷବର୍ଦ୍ଧନ ବେହେରା) : ସରକାର କନ୍ୟା ସନ୍ତାନମାନଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ବେଟି ବଚାଓ ଓ ବେଟି ପଢାଓ ଅଭିଯାନ ସମେତ କୁମାରୀ ସ୍ବାବଲମ୍ବୀ, ଅଦ୍ୱିକା ଇତ୍ୟାଦି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ଯାଜପୁର ଜିଲାରେ କେତେକ ଘଟଣାକୁ ଅବଲୋକନ କଲେ…
କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ଏବେ ଅଚଳ
ପାରାଦୀପ, ୧୦ା୮(ଶରତ ରାଉତ)ମହାମାରୀ କରୋନା ପାଇଁ ପାରାଦୀପର ବେଳାଭୂମି ରାସ୍ତା ପାଖରେ ୨୦୨୦ରେ କୋଭିଡ୍ ହସ୍ପିଟାଲ ସରକାର ଖୋଲିଥିଲେ। ଏବେ କରୋନା ସଂକ୍ର୍ରମଣ ହ୍ରାସ ପାଇଥିବାରୁ ଉକ୍ତ ହସ୍ପିଟାଲକୁ ସରକାର ୨୦୨୩ ଏପ୍ରିଲ ୧୩ରେ ବନ୍ଦ କରିଛନ୍ତି। କିନ୍ତୁ ସେହି ହସ୍ପିଟାଲ…
ମୌଳିକ ସମସ୍ୟା ପ୍ରତି ପ୍ରଶାସନର ନିଘା ନାହିଁ
ଖଣ୍ଡପଡ଼ା, ୧୦ା୮ (ଅଜୟ କୁମାର ମହାରଣା)ଖଣ୍ଡପଡ଼ା ବ୍ଳକ ଅନ୍ତର୍ଗତ ବେଣାଗାଡିଆ, କାଦୁଆ, ତେନ୍ତୁଳିଆପଲ୍ଲୀ, ମୁରାରୀପୁର, ମାଧବେରେଣୀ, ଗୋପିନାଥପୁର ଓ ଇଜ୍ଜତଘୋଡାମାରୀ ପଥରଦ୍ୱାର ଏପରି ୭ ମୌଜାର ୨୫ଟି ୱାର୍ଡକୁ ନେଇ ବେଣାଗାଡ଼ିଆ ପଞ୍ଚାୟତ ଗଠିତ ା ଏହି ସାତଗାଁ ବେଣାଗାଡିଆ ପଞ୍ଚାୟତର…
ଲଣ୍ଡନ ଶାଢ଼ି ୱାକାଥନ୍ରେ ଓଡ଼ିଶାର ୨୫ ମହିଳା
ଭୁବନେଶ୍ୱର,୧୦।୮(ଶର୍ମିଷ୍ଠା ପାଣିଗ୍ରାହୀ)ଭାରତୀୟ କଳା, ସଂସ୍କୃତି ଓ ଐତିହ୍ୟର ପ୍ରତୀକ ଶାଢ଼ିର ଅନନ୍ୟ ଏବଂ ଅପୂର୍ବ ଝଲକ ଦେଖିବାକୁ ମିଳିଛି ଲଣ୍ଡନର ରାଜରାସ୍ତାରେ। ଜାତୀୟ ହସ୍ତତନ୍ତ ଦିବସର ଅବ୍ୟବହିତ ପୂର୍ବରୁ ଇନସ୍ପାୟାରିଂ ଇଣ୍ଡିଆନ ୱିମେନ ଗ୍ରୁପ୍ ସହଯୋଗରେ ବ୍ରିଟିଶ ୱିମେନ ଇନ ଶାରିଜ…
ସତ୍ୟବାଦୀ ହାଇସ୍କୁଲର ପୁରୁଣା ଛାତଘର ଭଙ୍ଗାଯିବ
ସାକ୍ଷୀଗୋପାଳ,୧୦। ୮(ପ୍ରଶାନ୍ତ ବାରିକ/କିଶୋର ମହାପାତ୍ର)ବନ ବିଦ୍ୟାଳୟର ଗାରିମା ବହନ କରୁଥିବା ଐତିହାସିକ ସତ୍ୟବାଦୀ ହାଇସ୍କୁଲର ପୁରାତନ ଛାତ ଘରକୁ ସମ୍ପୂର୍ଣ୍ଣ ଭଙ୍ଗାଯାଇ ପୁଣିଥରେ ନିର୍ମାଣ କରାଯିବ। ନିକଟରେ ୫-ଟି ଯୋଜନାରେ ସତ୍ୟବାଦୀ ହାଇସ୍କୁଲ ରୂପାନ୍ତରିତ ହୋଇଥିଲା। ହେଲେ ନବୀକରଣ ର କିଛି…
ବିଶ୍ୱ ଜୈବ ଇନ୍ଧନ ଦିବସ : ଜୈବ ଇନ୍ଧନ ଏକ ନୂଆ ବିକଳ୍ପ
ଅଶୋଧିତ ତୈଳ ଉପରୁ ନିର୍ଭରଶୀଳତା ହ୍ରାସ କରିବାରେ ଜୈବ ଇନ୍ଧନ ବିଶେଷ ଭାବେ ସହାୟକ ହେବାରେ ଲାଗିଛି। ଏହା ସ୍ବଚ୍ଛ ପରିବେଶ ସୃଷ୍ଟି କରିବା ସହିତ କୃଷକଙ୍କ ଆୟ, ଗ୍ରାମାଞ୍ଚଳରେ ରୋଜଗାର ବୃଦ୍ଧି ଆଦି କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଥାଏ।…
ସରକାରୀ ହସ୍ତକ୍ଷେପ ଲୋଡ଼ିଲେ ଆର୍ମି ଆଥ୍ଲେଟ
ନୂଆଦିଲ୍ଲୀ,୧୦ା୮(ପି.ଟି.): ଏସିଆନ ଗେମ୍ସର ପ୍ରସ୍ତୁତି ପାଇଁ ଅର୍ଥ ବାଧକ ସାଜିଥିବାରୁ କେନ୍ଦ୍ର ସରକାରଙ୍କ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରଣାଳୟର ଦ୍ୱାରସ୍ଥ ହୋଇଛନ୍ତି ଦୁଇ ଜଣ ଆଥ୍ଲେଟ। ଭାରତୀୟ ସେନାରେ କାର୍ଯ୍ୟରତ ମେଜର ଅପୂର୍ବ ଦଭାଡେ ଓ ଦଫାଦାର ବିକାଶ କୁମାର ବୁଧବାର…
ଆଜି ବିଶ୍ୱ ସିଂହ ଦିବସ: ପରିବେଶ ସନ୍ତୁଳନ ବଜାୟ ରଖେ ସିଂହ
ସିଂହମାନେ ପରିବେଶ ପ୍ରଣାଳୀରେ ଏକ ସନ୍ତୁଳନ ରଖିଥାନ୍ତି। ସେମାନଙ୍କର ସଂରକ୍ଷଣ ଜୈବ ବିବିଧତା ଏବଂ ପ୍ରାକୃତିକ ଜଙ୍ଗଲର ସୁରକ୍ଷା ଲାଗି ଅପରିହାର୍ଯ୍ୟ। ଅପରପକ୍ଷେ ଦ୍ରୁତ ଜଙ୍ଗଲ କ୍ଷୟ ଏବଂ ବେଆଇନ ଶିକାର ଯୋଗୁ ସିଂହଙ୍କ ସଂଖ୍ୟା କମିବାରେ ଲାଗିଛି। ସିଂହଙ୍କ ସୁରକ୍ଷା…
ସୋଆରେ ୫ଦିନିଆ ଜାତୀୟସ୍ତରୀୟ ପ୍ରଶିକ୍ଷଣ ଶିବିର
ଭୁବନେଶ୍ୱର,୧୦।୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱାରା ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ପରିସରରେ ଷ୍ଟାଟିଷ୍ଟିକାଲ ମେଶିନ ଲର୍ନିଂ ସମ୍ପର୍କିତ ଏକ ୫ ଦିନିଆ ଜାତୀୟ ସ୍ତରୀୟ ପ୍ରଶିକ୍ଷଣ ଶିବିର ନିକଟରେ ଆରମ୍ଭ ହୋଇଯାଇଛି। ସେହିଭଳି…

