Home Left

ମିଟର ରିଡିଂ ଅଧିକ ଆସିବାରୁ ବିଦ୍ୟୁତ୍‌ କର୍ମଚାରୀଙ୍କୁ ହତ୍ୟା କଲେ ଉପଭୋକ୍ତା

ଭଞ୍ଜନଗର,୭।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀନରେ କାର୍ଯ୍ୟରତ ଗାଲେରୀର ଜଣେ କର୍ମଚାରୀଙ୍କୁ ସୋମବାର ଅତି ନିର୍ମମ ଭାବେ କୁପାଟି ଗ୍ରାମରେ ହତ୍ୟା କରାଯାଇଛି। ମୃତ କର୍ମଚାରୀ ଜଣଙ୍କ ହେଲେ ଗାଲେରୀର ଲକ୍ଷ୍ମୀନାରାୟଣ ତ୍ରିପାଠୀ (୫୨)। ମିଟର ରିଡ଼ିଂ…

ପରିସ୍ଥିତି ସ୍ବାଭାବିକ ହେବା ପରେ ଗୁରୁଗ୍ରାମରେ ହଟିଲା ୧୪୪ ଧାରା

ଚଣ୍ଡିଗଡ,୭।୮: ନୁହରେ ହିଂସା ପରେ ଗୁରୁଗ୍ରାମରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଥିଲା। ଯାହାକୁ ବର୍ତ୍ତମାନ ହଟାଇ ଦିଆଯାଇଛି। ପରିସ୍ଥିତି ସ୍ବାଭାବିକ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଶାସନ କହିଛି। ସୋମବାର ହରିୟାଣାର ନୁହରେ ଦୁଇ ସମ୍ପ୍ରଦାୟ…

ଉତ୍ତରାଖଣ୍ଡରେ ଭୂକମ୍ପ

ପିଥୌରାଗଡ,୭।୮: ଉତ୍ତରାଖଣ୍ଡର ସୀମାବର୍ତ୍ତୀ ପିଥୌରାଗଡ ଜିଲା ଓ ଏହାର ଆଖପାଖରେ ଶନିବାର ଓ ରବିବାର ଭୂକମ୍ପ ଅନୁଭୁତ ହୋଇଛି। ହେଲେ ଏହାର ତୀବ୍ରତା ରିକ୍ଟର ସ୍କେଲରେ କମ ଥିବା ଜଣାପଡିଛି। ସର୍ବପ୍ରଥମେ, ରବିବାର ରାତି ୧ଟା ୩୪ରେ ୪,୨ତୀବ୍ରତାର କମ୍ପନ ଅନୁଭୂତ…

ୟୁନିୟନ ବ୍ୟାଙ୍କ ଡକାୟତି ମାମଲା: ମାଷ୍ଟରମାଇଣ୍ଡଙ୍କୁ ଧରିଲା ପୋଲିସ

ବାଲେଶ୍ୱର,୭।୮(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କ ଡକାୟତି ମାମଲା ବାଲେଶ୍ୱର ପୋଲିସକୁ ବଡ଼ ସଫଳତା ମିଳିଛି। ପଶ୍ଚିମବଙ୍ଗ ଚବିଶପ୍ରଗଣା ଅଞ୍ଚଳରୁ ପୋଲିସ ଡକାୟତି ମାମଲାର ମାଷ୍ଟରମାଇଣ୍ଡକୁ ଗିରଫ କରିଛି। ଏପରିକି ପୋଲିସ ଅଭିଯୁକ୍ତଙ୍କଠାରୁ ୮୫୪ ଗ୍ରାମ ସୁନା ଜବତ…

ବିହାର ଜାତି ଗଣନା: ହାଇକୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭।୮: ଜାତି ଗଣନା ଉପରେ ପାଟନା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ସୋମବାର ସୁପ୍ରିମକୋର୍ଟ ବିହାରରେ ଜାତି ଗଣନାକୁ ରୋକ ଲଗାଇବାକୁ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି, ଯେ ପର୍ଯ୍ୟନ୍ତ ଶୁଣାଣି ନ ହୋଇଛି ସେ ପର୍ଯ୍ୟନ୍ତ କୌଣସି…

ରାଓ୍ବଲପିଣ୍ଡିରେ ଲାଗୁ ହେଲା ୧୪୪ ଧାରା, ବିରୋଧ ପ୍ରଦର୍ଶନ କରୁଥିବା ଅଭିଯୋଗରେ ଇମ୍ରାନଙ୍କ ୮ ସମର୍ଥକ ଗିରଫ

ଇସଲାମାବାଦ,୭।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗିରଫ ହେବାକୁ ବିରୋଧ କରି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ସମର୍ଥକମାନେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ରାଓ୍ବଲପିଣ୍ଡିରେ ବିରୋଧ ପ୍ରଦର୍ଶନକାରୀଙ୍କ ମଧ୍ୟରୁ ପୋଲିସ ୮ ଜଣଙ୍କୁ ଗିରଫ କରିଛି। ଏହାସହ ୨୦ ଜଣଙ୍କ…

ମଣିପୁର ହିଂସା ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଜାରି, ପ୍ରଭାବିତ ପ୍ରତ୍ୟେକ ଜିଲାରେ ଗଠନ ହେବ ୬ ଏସ୍‌ଆଇଟି

ନୂଆଦିଲ୍ଲୀ,୭।୮: ମଣିପୁର ହିଂସା ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଆଟର୍ଣ୍ଣି ଜେନେରାଲ ଭେଙ୍କଟରମଣି କହିଛନ୍ତି ଯେ, ୬୫୦୦ ଏଫଆଇଆର୍‌ ଶ୍ରେଣୀଭୁକ୍ତ ହୋଇ କୋର୍ଟରେ ଉପଲବ୍ଧ କରାଯାଇଛି। ଆମକୁ ଏହି ବିଷୟକୁ ଅତି ପରିପକ୍ୱ ଭାବରେ ଦେଖିବା ଆବଶ୍ୟକ। ଆମେ ବିଭିନ୍ନ ପ୍ରକାରର…

ଟୁଇଟର ପ୍ରୋଫାଇଲ ପରିବର୍ତ୍ତନ କଲେ ରାହୁଲ

ନୂଆଦିଲ୍ଲୀ,୭।୮: ମୋଦି ଉପନାମ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ସଂସଦର ସଦସ୍ୟତା ପଦ ଫେରିପାଇଛନ୍ତି। ସଦସ୍ୟତା ପଦ ଫେରିବା ପରେ ହେବା ପରେ ସେ ଲୋକ ସଭାରେ ପହଞ୍ଚିଥିଲେ। ଏହି ସମୟରେ ସେ…

ନିଆରା ଢଙ୍ଗରେ ଭାରତ ବନ୍ଦ ପାଳନ: ଆନ୍ଦୋଳନ କଲେ, ରାସ୍ତାଘାଟ ସଫେଇ ବି କଲେ

ଦାରିଙ୍ଗବାଡ଼ି,୭ା୮(ଅରୁଣ ସାହୁ): ଆଦିବାସୀଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ଓ ସେମାନଙ୍କ ବିରୋଧରେ ସଂସଦରେ ପ୍ରଣୟନ କରାଯାଉଥିବା ବିଭିନ୍ନ ଆଇନକୁ ବିରୋଧ କରି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଭାରତ ବନ୍ଦ ପାଳନ ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ବନ୍ଦର…

ଜେଲରେ ଇମ୍ରାନଙ୍କୁ ମିଳୁଛି ବି କ୍ଲାସ ସୁବିଧା, ଓକିଲଙ୍କ ସହ ଭେଟିବାକୁ ନାହିଁ ଅନୁମତି

ଇସଲାମାବାଦ,୭।୮: ତୋସାଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାଁ ଅଟକ ଜେଲରେ ରହିଛନ୍ତି। ଏବେ ତାଙ୍କ ପାର୍ଟି ପିଟିଆଇ ଅଭିଯୋଗ କରିଛି ଯେ ଖାଁଙ୍କୁ ଜେଲରେ ବି-ଶ୍ରେଣୀର…

ଜିଲା ମୁଖ୍ୟ ଚିକିତ୍ସାଳୟରେ ଟର୍ଚ୍ଚ ଲାଇଟରେ ଚିକିତ୍ସା

ଭବାନୀପାଟଣା,୭।୮(ଉତ୍ତମ କୁମାର ଦାଶ): ବିଦ୍ୟୁତ୍‌ ନ ଥିବାରୁ ଅନ୍ଧାରରେ ଚିକିତ୍ସା କରୁଛନ୍ତି ଡାକ୍ତର। ଏହା କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ଏଭଳି ଚିତ୍ର ଦେଖିବାକୁ ମିଳିଛି ଖୋଦ କଳାହାଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ। ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଅନ୍ଧାରରେ…

ଚାଇନାଠାରୁ ଅର୍ଥ ନେଇ ମୋଦିଙ୍କ ବିରୋଧରେ ହେଉଛି କ୍ଷେତ୍ର ପ୍ରସ୍ତୁତ,ନ୍ୟୁଜ କ୍ଲିକ-କଂଗ୍ରେସ ବିରୋଧରେ ଅଭିଯୋଗ ଆଣିଲେ ନିଶିକାନ୍ତ

ନୂଆଦିଲ୍ଲୀ,୭।୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ଲୋକ ସଭାରେ ମିଡିଆ ପୋର୍ଟାଲ ନ୍ୟୁଜ କ୍ଲିକର ପ୍ରସଙ୍ଗ ଉଠିଛି। ଭାରତୀୟ ଜନତା ପାର୍ଟି(ଭାଜପା) ଏମପି ନିଶିକାନ୍ତ ଦୁବେ ଅଭିଯୋଗ କରିଛନ୍ତି କି ନ୍ୟୁଜ କ୍ଲିକକୁ ଚାଇନାରୁ ଫଣ୍ଡିଂ ମିଳୁଛି ଓ ଏହି ପୋର୍ଟାଲ ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?