ବୁଧବାର ଜଳନ୍ଧର ଉପନିର୍ବାଚନ: ସ୍କୁଲ, କଲେଜ ଛୁଟି ଘୋଷଣା
ଜଳନ୍ଧର,୯।୫: ଜଳନ୍ଧର ଲୋକ ସଭା ଉପନିର୍ବାଚନ ବୁଧବାର ଅନୁଷ୍ଠିତ ହେବ। ତେବେ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ସୋମବାର ନିର୍ବାଚନୀ ପ୍ରଚାର ଶେଷ ହୋଇଛି। ବର୍ତ୍ତମାନ କେବଳ ୪ ଜଣଙ୍କ ସହିତ ଡୋର ଟୁ ଡୋର ପ୍ରଚାର କରାଯାଇପାରିବ। ୧୦…
ବାଲିଆପାଳରେ ଟ୍ରେଣ୍ଡ୍ସର ସର୍ବବୃହତ୍ ଷ୍ଟୋର
ଭୁବନେଶ୍ୱର,୯।୫: ରିଲାଏନ୍ସ ରିଟେଲ୍ର ପୋଷାକ ଏବଂ ଆସେସୋରିଜ୍ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍ସର ସର୍ବବୃହତ୍ ଷ୍ଟୋର ନିକଟରେ ଉଦଘାଟିତ ହୋଇଯାଇଛି। ଏପରିକି କମ୍ପାନୀ ଓଡିଶା ୟୁନିଟ ପକ୍ଷରୁ ସୋମବାର ବାଲେଶ୍ୱର ଜିଲା ଅନ୍ତର୍ଗତ ବାଲିଆପାଳଠାରେ ଉକ୍ତ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ବିଶେଷ କରି…
ବିନା ଭିତ୍ତିଭୂମିରେ ଚାଲିଛି ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
କେନ୍ଦୁଝର,୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବହୁ ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭିତ୍ତିଭୂମି ନ ଥାଇ ଚାଲିଛି। ଅସ୍ଥାୟୀ ଅନୁମତି ହାସଲ କରି ବିଦ୍ୟାଳୟ ଚଳାଇ ଆସୁଥିବା ବେଳେ କେତେକ ନୂତନ ଭାବେ ଅନୁମତି ପାଇବାକୁ ଆବେଦନ କରିଛନ୍ତି। ବହୁ ପୁରୁଣା ଉଚ୍ଚ…
କୁନୋ ଜାତୀୟ ଉଦ୍ୟାନରେ ଆଉ ୫ ଚିତାଙ୍କୁ ଅବାଧ ବିଚରଣ ପାଇଁ ଛଡ଼ାଯିବ
ନୂଆଦିଲ୍ଲୀ, ୯ା୫: ବର୍ଷାଋତୁ ପୂର୍ବରୁ ୫ ଚିତାଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ମୁକ୍ତ ବିଚରଣ ଲାଗି ଛାଡ଼ିଦିଆଯିବ। ସେମାନଙ୍କୁ ନାମିବ୍ୟାରୁ ଅଣାଯିବା ପରେ ସ୍ଥାନୀୟ ବାତାବରଣ ସହ ଖାପ ଖୁଆଇବା ପାଇଁ ଅନୁକୂଳନ କ୍ୟାମ୍ପ୍ରେ ରଖାଯାଇଥିଲା। ପ୍ରୋଜେକ୍ଟ ଚିତାର ବର୍ତ୍ତମାନର…
ୟୁପିରେ ‘ଦ କେରଲା ଷ୍ଟୋରି’ ଟିକସମୁକ୍ତ, କ୍ୟାବିନେଟ ସହ ଫିଲ୍ମ ଦେଖିବେ ଯୋଗୀ
ଲକ୍ଷ୍ନୌ,୯।୫: ଫିଲ୍ମ ‘ଦ କେରଲା ଷ୍ଟୋରି’ ନେଇ ଦେଶର ଅନେକ ସ୍ଥାନରେ ବିବାଦ ଲାଗି ରହିଛି। କେତେକ ରାଜ୍ୟରେ ଫିଲ୍ମକୁ ବ୍ୟାନ କରାଯାଇଥିବା ବେଳେ ବର୍ତ୍ତମାନ ଉତ୍ତରପ୍ରଦେଶରେ ଟିକସମୁକ୍ତ କରାଯାଇଛି। ଏଥିସହ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ କ୍ୟାବିନେଟ ସହିତ…
ତାତିଠାରୁ ପାନୀୟ ଜଳ କଷ୍ଟ ବଢ଼ିଗଲାଣି
ନୟାଗଡ଼ ଅଫିସ,୯ା୫: ବଣ ଜଙ୍ଗଲଘେରା ନୟାଗଡ଼ ଜିଲା ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି। ଜିଲାର ୮ଟି ବ୍ଲକ ଓ ୫ ସହରାଞ୍ଚଳରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଭୂତଳ ଜଳସ୍ତଳ ହ୍ରାସ ଯୋଗୁ ଜିଲାର ୪୭% କୂଅ, ନଳକୂପ, ପୋଖରୀ ଆଦି ଜଳ ଉତ୍ସ…
ସୁନା ଖଣିରେ ନିଆଁ ଲାଗି ୨୭ ମୃତ
ୟାନାକୁଇହୁଆ, ୯।୫: ସଦ୍ଦର୍ନ ପେରୁ ଆରେକିପାରେ ଥିବା ଏକ ସୁନା ଖଣିରେ ରବିବାର ଅଗ୍ନିକାଣ୍ଡ ଘଟି ୨୭ ଜଣଙ୍କ ମୃତ୍ୟୁ ଘଟିଛି। ଖଣିରେ ଶର୍ଟସର୍କିଟ୍ ଯୋଗୁ ବିସ୍ଫୋରଣ ହେବା ଫଳରେ ନିଆଁ ଲାଗିଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି। ଖଣିରେ ୧୦୦ ମିଟର…
ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ ଲୋକଙ୍କୁ ଚୁଆପାଣି ଭରସା
ନୂଆଗାଁ,୯ା୫(ଡି.ଏନ.ଏ.) : ପ୍ରତି ଗାଁର ଘରକୁ ଘର ପାନୀୟ ଜଳ ଯୋଗାଇଥିବା ନେଇ ସରକାର କହୁଛନ୍ତି। ହେଲେ ଦେଶକୁ ଇଂରେଜ ଶାସନରୁ ମୁକୁଳାଇ ସ୍ବାଧୀନତା ଆଣିବାକୁ ନିଜ ଜୀବନକୁ ଝାସ ଦେଇଥିବା ସଂଗ୍ରାମୀ ଗାଁକୁ ପାନୀୟ ଜଳ ଯୋଗାଇବାରେ ପ୍ରଶାସନ ବିଫଳ…
‘ଦ କେରଲା ଷ୍ଟୋରି’ ନିର୍ଦ୍ଦେଶକଙ୍କୁ ଧମକ
ମୁମ୍ବାଇ,୯।୫: ଫିଲ୍ମ ‘ଦ କେରଲା ଷ୍ଟୋରି’ ନେଇ ଦେଶର ଅନେକ ସ୍ଥାନରେ ବିବାଦ ଲାଗି ରହିଛି। ଏହି କାରଣରୁ ପଶ୍ଚିମବଙ୍ଗରେ ଫିଲ୍ମ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ହୋଇଥିବାବେଳେ ତାମିଲନାଡୁରେ ଏହି ଶୋ ବାତିଲ କରାଯାଇଛି। ଏହି ସମୟରେ ଫିଲ୍ମର ନିର୍ଦ୍ଦେଶକ ସୁଦୀପ୍ତୋ…
ମିଶନ ଶକ୍ତି ଗୃହ କାମରେ ଲାଗୁନି
ନୂଆଗାଁ,୯ା୫(ଡି.ଏନ.ଏ.): ମହିଳାଙ୍କ ଉନ୍ନତିରେ ରାଜ୍ୟର ପ୍ରଗତି। ତେଣୁ ମହିଳାମାନଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସ୍ବାବଲମ୍ବୀ କରାଇବା ଓ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସରକାର ବିଭିନ୍ନ ଯୋଜନାମାନ କରୁଛନ୍ତି। ହେଲେ ପ୍ରଶାସନିକ ଅଧିକାରୀଙ୍କ ସ୍ବେଚ୍ଛାଚାରିତା କାରଣରୁ ସେସବୁ ସୁବିଧା…
ପାନୀୟ ଜଳ ଯୋଗାଣରୁ ସୁନାଖଳା ଗାଁ ଲୋକ ବଞ୍ଚିତ
ଭାପୁର,୯ା୫(ଡି.ଏନ.ଏ.): ନୟାଗଡ଼ ଜିଲା ଭାପୁର ବ୍ଲକ ଅନ୍ତର୍ଗତ ବିଜିପୁର ପଞ୍ଚାୟତ ଅଧୀନ ସୁନାଖଳା ଗାଁରେ ଦୀର୍ଘ ୧୩ ବର୍ଷରୁ ଊଦ୍ଧର୍ବ ହେଲା ପାନୀୟ ଜଳ ପାଇବାରୁ ଏପର୍ଯ୍ୟନ୍ତ ବଞ୍ଚତ୍ତ ହୋଇ ରହିଛି। ସରକାର ଗ୍ରାମାଞ୍ଚଳରେ ରହୁଥିବା ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇ…
ଡୋଭାଲଙ୍କୁ ଭେଟିଲେ ଆମେରିକା ଏନ୍ଏସ୍ଏ
ନୂଆଦିଲ୍ଲୀ,୯ା୫ : ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିଭାନ ରବିବାର ସାଉଦି ଆରବରେ ଭାରତୀୟ ପ୍ରତିପକ୍ଷ ଅଜିତ ଡୋଭାଲଙ୍କୁ ଭେଟି ଦ୍ୱିପାକ୍ଷିକ ଓ ଆଞ୍ଚଳିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଚଳିତ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା…
Archives


