Home Left

ଇନଷ୍ଟାଗ୍ରାମ୍‌ରେ ଆପଣଙ୍କ ୧୦୦୦ରୁ ଅଧିକ ଫଲୋଅର୍ସ ଅଛନ୍ତି କି, ତେବେ ରୋଜଗାର କରିପାରିବେ…

ନୂଆଦିଲ୍ଲୀ, ୮।୫: ବର୍ତ୍ତମାନ ସୋସିଆଲ ମିଡିଆରେ ବିଭିନ୍ନ କଣ୍ଟେଟ୍‌ ତିଆରି କରି ଅନେକେ ରୋଜଗାର କରିପାରୁଛନ୍ତି। ସେମାନଙ୍କ ପାଇଁ ସୋସିଆଲ ମିଡିଆ ନିଜ ଟ୍ୟାଲେଣ୍ଟ ଦେଖେଇବା ପାଇଁ ଏକ ବଡ ପ୍ଲାଟଫର୍ମ ଦେବା ସହ ଅନେକେ ରୋଜଗାର କ୍ଷମ ମଧ୍ୟ ହୋଇପାରୁଛନ୍ତି।…

‘ଆଦିପୁରୁଷ’: ରିଲିଜ୍‌ ପୂର୍ବରୁ ଟ୍ରେଲର୍‌ ଲିକ୍‌

ମୁମ୍ବାଇ, ୮।୫: ଦକ୍ଷିଣ ଭାରତର ସିନେ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ ଖୁବ୍‌ ଚର୍ଚ୍ଚାରେ ରହିଛି। ଫିଲ୍ମ ‘ଆଦିପୁରୁଷ’ର ଅଫିସିଆଲ ଟ୍ରେଲର ମଙ୍ଗଳବାର ଅର୍ଥାତ୍‌ ୯ ମେ ରେ ରିଲିଜ୍‌ ହେବାକୁ ଯାଉଛି। କିନ୍ତୁ ରିଲିଜ୍‌ ପୂର୍ବରୁ ଫିଲ୍ମ ‘ଆଦିପୁରୁଷ’ର…

ଶରଦ ପାୱାରଙ୍କୁ ଭେଟିବେ ନୀତୀଶ

ମୁମ୍ବାଇ: ୮।୫: ୨୦୨୪ ଲୋକ ସଭା ପୂର୍ବରୁ ବିରୋଧୀ ଦଳ ମଜବୁତ ପାଇଁ ଉଦ୍ୟମ ଜୋରଦାର ହୋଇଛି। ଏହି ମେଣ୍ଟକୁ ସଫଳ କରିବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ ବିଭିନ୍ନ ଆଞ୍ଚଳିକ ଦଳର ମୁଖ୍ୟମାନଙ୍କୁ ଭେଟୁଛନ୍ତି । ଏହି ସମୟରେ ନୀତୀଶ ଜାତୀୟତାବାଦୀ…

ଦୁର୍ଗାପୂଜା ମଣ୍ଡପ ଛାତରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ମଦ ପିଇ ମୃତ୍ୟୁ ଘଟିଥିବା ଅଭିଯୋଗ

ହିଞ୍ଜିଳିକାଟୁ, ୮।୫ (ଡି.ଏନ.ଏ): ହିଞ୍ଜିଳିକାଟୁ ପୌରପରିଷଦ ବସଷ୍ଟାଣ୍ଡ ନିକଟରେ ବଣିକ ସଂଘ ଅଧୀନ ଦୁର୍ଗାପୂଜା ମଣ୍ଡପ ଛାତ ଉପରୁ ରବିବାର ରାତିରେ ଜଣେ ବ୍ୟକ୍ତିଙ୍କ ମୃତଦେହ ହିଞ୍ଜିଳି ପୋଲିସ ଉଦ୍ଧାର କରିଛି । ମୃତକ ହେଲେ ପୌର ପରିଷଦ ଅନ୍ତର୍ଗତ ହିଞ୍ଜିଳି…

ସିଆରପିଏଫ କ୍ୟାମ୍ପରେ ଅଘଟଣ, ଜେନେରେଟର କରେଣ୍ଟ ଲାଗି ଯବାନଙ୍କ ମୃତ୍ୟ

ବାଲିଗୁଡା, ୦୮।୦୫(ଡି.ଏନ.ଏ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଭଣ୍ଡରଙ୍ଗି ସିଆରପିଏଫ କ୍ୟାମ୍ପରେ ଅଘଟଣ । ଜେନେରେଟର ଇଲେକ୍ଟ୍ରିକ୍‌ ସକ୍‌ରେ ସୋମବାର ଯବାନଙ୍କ ମତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଯବାନ ଜଣକ ହେଉଛନ୍ତି ଯାଜପୁର ଜିଲାର ବାଲିଚାନ୍ଦପୁର…

ଗୋଳବାଇରେ ଦନ୍ତା ହାତୀ ଆତଙ୍କ

ନିରାକାରପୁର,୮।୫: (ଡିଏନ୍‌ଏ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଅଧିନରେ ଥିବା ଗୋଳବାଇ ଅଞ୍ଚଳରେ ଏକ ଦନ୍ତାହାତୀ ଦେଖାଯାଇଛି। ଉକ୍ତ ହାତୀଟି ନିଜ ଦଳରୁ ହଜି ଯାଇ ୨ ଦିନ ହେଲା ଖାଦ୍ୟ ଅନ୍ନେଷଣରେ ଆସି ଗାଁ ନିକଟରେ ଥିବା ଜଙ୍ଗଲରେ ରହୁଛି।…

ଲେଉଟିଲା ତାତି: ବୌଦ୍ଧରେ ସର୍ବାଧିକ ୪୨ ତାପମାତ୍ରା ରେକର୍ଡ

ଭୁବନେଶ୍ବର,୮।୫(ବ୍ୟୁରୋ): ରାଜ୍ୟରେ ଲେଉଟିଲା ଗ୍ରୀଷ୍ମ ପ୍ରବାହ। ପ୍ରାୟ ୨ ସପ୍ତାହ ପରେ ପୁଣି ତାତି ଅନୁଭୂତ ହୋଇଛି। ଆଜି ରାଜ୍ୟର ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା…

ଏତିକି କୋଟିର ମାଲିକାଣୀ ମୌନି ରୟ

ମୁମ୍ବାଇ: ଅଭିନେତ୍ରୀ ମୌନି ରୟ ଆଜିର ଦିନରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ପରିଗଣିତ ହୁଅନ୍ତି। ଖୁବ୍‌ କମ୍‌ ସମୟ ମଧ୍ୟରେ ଅଭିନେତ୍ରୀ ଖ୍ୟାତି ଅର୍ଜନ କରିଛନ୍ତି। ଟିଭି ଶୋ’‘ନାଗିନ’ରେ ଶିବନ୍ୟା ଭୂମିକାରେ ରାତାରାତି ପ୍ରସିଦ୍ଧ ହୋଇଥିବା ମୌନି ରୟଙ୍କୁ ଟିଭି ଇଣ୍ଡଷ୍ଟ୍ରିର…

ଫିଲ୍ମ ସ୍ପାଇଡର୍‌-ମ୍ୟାନରେ ଭଏସ୍‌ ଦେଉଛନ୍ତି ଶୁବମାନ ଗିଲ

ନୂଆଦିଲ୍ଲୀ,୮।୫: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମାନ ଗିଲଙ୍କ ନାମ ପ୍ରାୟତଃ ଚର୍ଚ୍ଚାରେ ଥାଏ। ତେବେ ଏଥର ସେ ସମ୍ପୂର୍ଣ୍ଣ ଭିନ୍ନ କାରଣରୁ ହେଡଲାଇନରେ ଅଛନ୍ତି। ବର୍ତ୍ତମାନର ଭାରତୀୟ ଦଳର ସେ ହେଉଛନ୍ତି ପ୍ରଥମ ଖେଳାଳି ଯିଏକି ଏକ ଲୋକପ୍ରିୟ ହଲିଉଡ ଫ୍ରାଞ୍ଚାଇଜରେ…

ଇତିହାସ ରଚିଲା ‘ଆର୍‌ଆର୍‌ଆର୍‌’, ଜାପାନରେ ପୂରଣ କଲା ୨୦୦ ଦିନ

ସାରା ବିଶ୍ୱରେ ସୁପରହିଟ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ର କ୍ରେଜ ଜାରି ରହିଛି। ନିକଟରେ ୯୫ତମ ଏକାଡେମୀ ପୁରସ୍କାରରେ ଫିଲ୍ମର ଗୀତ ‘ନାଟୁ ନାଟୁ’କୁ ଓସ୍କାର ଜିତିଥିବାବେଳେ ବର୍ତ୍ତମାନ ‘ଆର୍‌ଆର୍‌ଆର୍‌’ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ବାସ୍ତବରେ ‘ଆର୍‌ଆର୍‌ଆର୍‌’ ଜାପାନରେ ରିଲିଜ ହେବାର…

କର୍ନଟକ ନିର୍ବାଚନ: ବିନା ଅନୁମତିରେ ବିଜ୍ଞାପନ ପ୍ରକାଶ ନ କରିବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୮।୫: ଆଉ ଗୋଟିଏ ଦିନ ଅର୍ଥାତ୍‌ ମେ’୧୦ ତାରିଖରେ କର୍ନଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିନେଇ ରାଜନୀତି ସରଗରମ ରହିଛି। ତେବେ ସୋମବାର ନିର୍ବାଚନୀ ପ୍ରଚାର ଶେଷ ହୋଇଛି। ଏହି ସମୟରେ ନିର୍ବାଚନକୁ ନେଇ ନିର୍ବାଚନ ଆୟୋଗ ନିର୍ଦ୍ଦେଶାବଳୀ ଜାରି…

କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିବା ପାଇଁ ଯନ୍ତରମନ୍ତରରେ ପହଞ୍ଚିଲେ ଚାଷୀ, ଭାଙ୍ଗିଲେ ବ୍ୟାରିକେଡ୍‌

ନୂଆଦିଲ୍ଲୀ,୮।୫: ଦେଶର କୁସ୍ତିଯୋଦ୍ଧାମାନେ ଦିଲ୍ଲୀର ଯନ୍ତରମନ୍ତରରେ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣି ଆନ୍ଦୋଳନ ଜାରି ରଖିଛନ୍ତି। ଏହି ସମୟରେ କୁସ୍ତିଯୋଦ୍ଧାଙ୍କୁ ସମର୍ଥନରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଦେଶର ବିଭିନ୍ନ ସ୍ଥାନରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri