Home Left

୨୦୦ କିଗ୍ରାର କେକ୍‌ ପ୍ୟାଲେସ

ମହାରାଷ୍ଟ୍ର: ବିଭିନ୍ନ ସ୍ଥାନରେ ଅନେକ ପ୍ୟାଲେସ ରହିଛି, ଯାହା କି ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ। ଯେପରିକି ଆଗ୍ରାରେ ଅବସ୍ଥିତ ତାଜମହଲ। ହେଲେ ପ୍ୟାଲେସ ଯାହାକି କେକ୍‌ରେ ପ୍ରସ୍ତୁତ, ତାହା କେବେ ଦେଖିଛନ୍ତି କି? ନିକଟରେ ଜଣେ କେକ୍‌ ଆର୍ଟିଷ୍ଟ ଏପରି…

ଶେହନାଜଙ୍କ ସହ ଡେଟିଂ ଗୁଜବ

ମୁମ୍ବାଇ: ଅଭିନେତା, ଆଙ୍କର ତଥା ଡ୍ୟାନ୍ସର ରାଘବ ଜୁଏଲ ଅଭିନେତ୍ରୀ ଶେହନାଜ ଗିଲଙ୍କ ସହ ଡେଟିଂ କରୁଥିବା ନେଇ କିଛି ସମୟ ଧରି ଚର୍ଚ୍ଚା ଜୋର ଧରିଛି। ଏବେ ଏହାକୁ ନେଇ ରାଘବ ମୁହଁ ଖୋଲିଛନ୍ତି। ସେ ଏହି ଡେଟିଂ ଖବରକୁ…

ପରୀକ୍ଷାରେ ଫେଲ୍‌ ହେବାରୁ ମିଛ ଅପହରଣ ନାଟକ

ୱାଶିଂଟନ: ଅନେକ ସମୟରେ ପରୀକ୍ଷା ରେଜଲ୍ଟ ଖରାପ ହୋଇଥାଏ। ସେତେବେଳେ ପିଲା ମାତା-ପିତାଙ୍କୁ ମିଛ ସତ କହିଥାନ୍ତି। ହେଲେ ନିକଟରେ ଜଣେ ଝିଅ ପରୀକ୍ଷାରେ ଫେଲ ହେବାରୁ ଏପରି କାମ କରିଛନ୍ତି, ଯାହା ଆଶ୍ଚର୍ଯ୍ୟଜନକ। କଲେଜ ପଢୁଥିବା ଏକ ଝିଅଙ୍କ ପରୀକ୍ଷା…

ଶାଢ଼ିରେ ମହିଳାଙ୍କ ସ୍କେଟିଂ

ନୂଆଦିଲ୍ଲୀ: ବରଫାବୃତ ଅଞ୍ଚଳକୁ ଗଲେ ସମସ୍ତେ ସ୍କେଟିଂ କରିବାକୁ ବହୁତ ପସନ୍ତ କରନ୍ତି। ସେଠାରେ ଥିବା ବରଫର ମଜା ମଧ୍ୟ ନେଇଥାନ୍ତି। ସ୍କେଟିଂ କରିବାବେଳେ ସେମାନେ ସ୍ବତନ୍ତ୍ର ଧରଣର ପୋଷାକ ପିନ୍ଧିଥାନ୍ତି। ନିକଟରେ ଜଣେ ମହିଳାଙ୍କୁ ଶାଢ଼ିରେ ସ୍କେଟିଂ କରୁଥିବା ନେଇ…

ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି କଲା ପୋଲିସ

ମୁମ୍ବାଇ,୯।୫: ଅଭିନେତା ସଲମାନ ଖାନଙ୍କୁ କିଛି ଦିନ ହେବ ଧମକ ଦିଆଯାଉଛି। ନିକଟରେ ଅଭିନେତାଙ୍କୁ ହତ୍ୟା କରିବା ପାଇଁ ଜଣେ ବ୍ୟକ୍ତି ପୋଲିସକୁ ଧମକପୂର୍ଣ୍ଣ ମେଲ ପଠାଇ ଥିଲେ। ଯାହା ପରେ ପୋଲିସ ସେହି ବ୍ୟକ୍ତିଙ୍କୁ ଖୋଜିବା ପାଇଁ ତଦନ୍ତ ଚଳାଇଥିଲା।…

ଏୟାରଟେଲ୍‌ ଏକ୍ସଟ୍ରିମ୍‌ ଫାଇବର ସେବା

ନୂଆଦିଲ୍ଲୀ,୯।୫: ଦେଶର ପ୍ରମୁଖ ଟେଲିକମ କମ୍ପାନୀ ଏୟାରଟେଲ୍‌ ପକ୍ଷରୁ ନୂତନ ବ୍ରଡ୍‌ବ୍ୟାଣ୍ଡ ସେବା ‘ଏୟାରଟେଲ୍‌ ଏକ୍ସଟ୍ରିମ୍‌ ଫାଇବର’ର ଶୁଭାରମ୍ଭ କରାଯାଇଛି। ବିଶେଷ କରି ଦେଶର ନାଗରିକ, ବ୍ୟବସାୟ ଓ ସମୁଦାୟଗୁଡିକର ଅଭିବୃଦ୍ଧି ଏବଂ ବିକାଶ ପାଇଁ ବ୍ରଡ୍‌ବ୍ୟାଣ୍ଡ କନେକ୍ସନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ…

‘ଆପ୍‌କା ସଙ୍କଳ୍ପ, ମେରା ସଙ୍କଳ୍ପ’… ନିର୍ବାଚନ ପୂର୍ବରୁ କର୍ନାଟକବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୯।୫: ବୁଧବାର ଅର୍ଥାତ୍‌ ୧୦ ମେ’ରେ କର୍ନାଟକରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ନାଟକବାସୀଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଭିଡିଓ ଭାଜପାର ଟୁଇଟର ହ୍ୟାଣ୍ଡେଲରେ ଅପଲୋଡ…

ଉତ୍ତମ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ୱ

ଭୁବନେଶ୍ୱର,୯।୫: ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଂସ୍ଥା ଆର୍ସେଲରମିତ୍ତଲ ନିପ୍ପନ ଷ୍ଟିଲ୍‌ (ଏଏମ୍‌ଏନ୍‌ଏସ୍‌) ଇଣ୍ଡିଆ ପକ୍ଷରୁ ନିଃଶୁଳ୍କ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବାର ଶୁଭାରମ୍ଭ କରାଯାଇଛି। ବିଶେଷ କରି କମ୍ପାନୀର ଓଡ଼ିଶା ୟୁନିଟ ପାରାଦୀପ, କୋଇଡା ଓ ବଡବିଲ ଭଳି କ୍ଷେତ୍ର ସମେତ…

ନୂଆଦିଲ୍ଲୀରେ ପତଞ୍ଜଳିର ବିଶାଳ ମହିଳା ସମ୍ମିଳନୀ

ନୂଆଦିଲ୍ଲୀ,୯।୫: ଦେଶର ପ୍ରମୁଖ ଘରୋଇ ଅନୁଷ୍ଠାନ ପତଞ୍ଜଳି ଯୋଗପୀଠ ପକ୍ଷରୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଏକ ବିଶାଳ ମହିଳା ସମାବେଶ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏପରିକି ଯୋଗଗୁରୁ ସ୍ବାମୀ ରାମଦେବଙ୍କ ନେତୃତ୍ୱରେ ପତଞ୍ଜଳି ବିଶ୍ୱବିଦ୍ୟାଳୟ ଭାରତ ସ୍ବାଭିମାନ (ମହିଳା ୱିଙ୍ଗ)…

ଆର୍ଥିକ ଅନଟନରେ ଯୁଝୁଛନ୍ତି ୪୦ ପରିବାର

କେନ୍ଦୁଝର,୯ା୫(ସ୍ବ.ପ୍ର.): ପ୍ରଥମେ କଂସା ଓ ଆଲୁମିନିୟମରେ ନିର୍ମିତ ବାସନର ଚାହିଦା ବହୁଳ ମାତ୍ରାରେ ଥିଲା। ଏବେ ପ୍ଲାଷ୍ଟିକ୍‌ ଓ ଷ୍ଟିଲ୍‌ ନିର୍ମିତ ସାମଗ୍ରୀ ପ୍ରତି ଲୋକେ ଆକୃଷ୍ଟ ହେଉଛନ୍ତି। ମାତ୍ର ଆଲୁମିନିୟମ, କଂସା ଓ ପିତ୍ତଳର ବ୍ୟବହାର ଆଗ ଭଳି ହେଉ…

ବିଓଆଇର ୪ର୍ଥ ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୯।୫: ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ବିଓଆଇ)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି। ଏପରିକି ୪ର୍ଥ ତ୍ରୈମାସିକରେ ବ୍ୟାଙ୍କ ମୋଟ ୧,୩୫୦ କୋଟି ଟଙ୍କାର ନେଟ୍‌ ଲାଭ ସଂଗ୍ରହ…

ପାଚିବା ପୂର୍ବରୁ ଧାନ କାଟିନେଉଛି ଚାଷୀ

ବାଲେଶ୍ୱର ଅଫିସ ,୯ା୫: ସମ୍ଭାବ୍ୟ ବାତ୍ୟା ନେଇ ଚାଷୀମାନେ ଭୟଭୀତ ହୋଇପଡିଛନ୍ତି। ଗତପଥ ବଦଳାଇ ବାତ୍ୟା ବାଂଲାଦେଶ, ମିଅଁାମାର ମୁହଁା ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଥିଲେ ମଧ୍ୟ ବାଲେଶ୍ୱର ଜିଲାରେ ଧାନ ଚାଷ କରିଥିବା ଚାଷୀମାନେ ଭରସା କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri