Home Left

ହଜବ୍ୟାଣ୍ଡ ଡେ’ କେୟାର ସେଣ୍ଟର

ମା’ ବାପା ଉଭୟେ କର୍ମଜୀବୀ ହୋଇଥିଲେ ପିଲାଙ୍କୁ ସେମାନେ କିଛି ଘଣ୍ଟା ପାଇଁ ଡେ’ କେୟାର ସେଣ୍ଟରରେ ଛାଡିଥାନ୍ତି। ଯେଉଁଠି ପିଲାଙ୍କୁ ଖୁଆଇ, ପିଆଇ, ଖେଳାଇ ବେଶ୍‌ ଆରାମରେ ରଖାଯାଏ। ଆଉ କର୍ମଜୀବୀ ମା’ବାପା ନିଜ କାମ କରିପାରନ୍ତି। ସେମାନଙ୍କ ପାଇଁ…

‘କଶ୍ମୀର ଫାଇଲ୍ସ’କୁ ପଛରେ ପକାଇ ବକ୍ସ ଅଫିସ୍‌ରେ ହିଟ୍‌ ହେଲା ‘ଦି କେରଲା ଷ୍ଟୋରି’

ମୁମ୍ବାଇ: ବିବାଦୀୟ ଫିଲ୍ମ ଦି କେରଲା ଷ୍ଟୋରି ଗତ ଶୁକ୍ରବାର ହଲ୍‌ରେ ରିଲିଜ ହୋଇଛି। ଟ୍ରେଲର ଏବଂ ଟିଜର୍‌ ଆସିବା ପରେ ଫିଲ୍ମ ବିବାଦ ଘେରରେ ଛନ୍ଦି ହୋଇ ରହିଥିଲା। ରିଲିଜ ପୂର୍ବରୁ କଂଗ୍ରେସ ସମେତ ଅନେକ ଦଳ ଏହାକୁ ବ୍ୟାନ…

ଏଥର ଫଟୋଗ୍ରାଫି

କରୀନା କପୁର ଓରଫ ବେବୋଙ୍କ ମନ ଏବେ ଗୋଟିଏ ଜିନିଷ ଆଡକୁ ମନ ଢ଼ଳିଛି। ତାହା କ’ଣ ଜାଣନ୍ତି ? ଫଟୋଗ୍ରାଫି। ତେଣୁ ସେ ଯୁଆଡେ ଗଲେ ସାଙ୍ଗରେ କ୍ୟାମେରା ନେବାକୁ ଭୁଲୁ ନାହାନ୍ତି। ଅବସର ମିଳିବା ମାତ୍ରେ ସେ ନିକଟସ୍ଥ…

ସ୍ତ୍ରୀଙ୍କୁ ଖଣ୍ଡଖଣ୍ଡ କରି କାଟି ଅଖାରେ ପୂରାଇ ରେଳଧାରଣାରେ ଫିଙ୍ଗିଦେଲେ ସ୍ବାମୀ

ବସ୍ତା,୭ା୫(ଡି.ଏନ୍‌.ଏ.): ସ୍ତ୍ରୀଙ୍କୁ ହତ୍ୟା କରି ସ୍ବାମୀ ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଅଖାରେ ଭର୍ତ୍ତି କରି ନିକଟସ୍ଥ ରେଳଧାରଣାରେ ଫିଙ୍ଗି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ ବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡ଼ିଛନ୍ତି। ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲା ବସ୍ତା…

କଖାରୁ ଫୋପାଡ଼ିବା ପ୍ରତିଯୋଗିତା

କଖାରୁ ଏକ ପରିବା। ଏଥିରେ ଆମେ ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି କରିଥାଉ। ହେଲେ ଆମେରିକାରେ ଏହାକୁ ନେଇ ପ୍ରତିବର୍ଷ ଆୟୋଜିତ ହୋଇଥାଏ ଏକ ପ୍ରତିଯୋଗିତା। ଯେଉଁଥିରେ କଖାରୁକୁ ଫୋପଡ଼ା ଯାଏ। ଏଥିପାଇଁ ମେସିନ୍‌ ବି ବ୍ୟବହାର କରାଯାଏ। ଯିଏ କଖାରୁକୁ…

ୟୁରୋପର ଅଜବ ପ୍ରଥା

ପୃଥିବୀର ବିଭିନ୍ନ ପ୍ରାନ୍ତରେ ଥିବା ଜନସାଧାରଣଙ୍କର ଚାଲିଚଳଣ, କଥାବାର୍ତ୍ତା ଏବଂ ପ୍ରଥା ପରସ୍ପରଠାରୁ ଭିନ୍ନ। ତେବେ ୟୁରୋପରେ ଏବେବି ଏମିତି କିଛି ପ୍ରଥାର ପ୍ରଚଳନ ରହିଛି, ଯାହା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଜାଣିବା ଏଭଳି ବିଚିତ୍ର ପ୍ରଥା ସମ୍ପର୍କରେ… ଟମାଟିନୋ…

ବସ୍‌ ପାଲଟିଲା ଘର

ଡେନ ଓ ଡିନା ନାମକ ଦମ୍ପତି ସହରର ବ୍ୟସ୍ତବହୁଳ ଜୀବନ ବିତାଇବାକୁ ଆଉ ଚାହୁଁ ନ ଥିଲେ। ଅଫିସ୍‌ରୁ ଘର। ଘରୁ ପୁଣି ଅଫିସ୍‌। ମାତ୍ର ୨-୩ ଘଣ୍ଟା ସମୟ ପିଲାଙ୍କ ସହ ଏକାଠି ବିତାଇବାକୁ ମିଳୁଥିଲା। ତେଣୁ ନିଷ୍ପତ୍ତି ନେଲେ…

ରାତିରେ ମନା ଏହି ଖାଦ୍ୟ

ଖାଦ୍ୟ ସମସ୍ତଙ୍କ ଜୀବନର ଆଧାର। ହେଲେ ଜାଣନ୍ତି କି, ଯେକୌଣସି ଖାଦ୍ୟ ପ୍ରତ୍ୟେକ ସମୟରେ ଖାଇବା ସ୍ବାସ୍ଥ୍ୟପକ୍ଷେ ହିତକର ନୁହେଁ। କାରଣ ଏମିତି କିଛି ଖାଦ୍ୟ ରହିଛି, ଯାହାକୁ ରାତିରେ ଖାଇଲେ ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ। ଜାଣିବା ରାତିରେ…

ସ୍ବାସ୍ଥ୍ୟ ପାଇଁ ମହୌଷଧି ହସ

ମୁହଁରେ ହସ ଏକ ପ୍ରଫୁଲ୍ଲ ମନର ପରିପ୍ରକାଶ, ଯାହାକି ମଣିଷ ସ୍ବାସ୍ଥ୍ୟର ପରମ ଶତ୍ରୁ ବିଷାଦ, ମାନସିକ ଚିନ୍ତା, କ୍ରୋଧ ଆଦିକୁ ଦୂର କରେ। ଏହା ଏମିତି ଏକ ମହୌଷଧି, ଯାହା ରୋଗ ବିନାଶକାରୀ ଔଷଧଠାରୁ ବି ଅଧିକ ଉପକାରୀ… ହସର…

ଟାଇଟାନିକ ଜାହାଜ ପରି ଘର

ସମସ୍ତେ ଚାହାନ୍ତି ନିଜର ଏକ ସୁନ୍ଦର ଘର ହେଉ। ଯାହାକୁ ସେମାନେ ନିଜ ମନ ମୁତାବକ ଡିଜାଇନ୍‌ କରିବେ ଓ ନିଜ ମନ ମୁତାବକ ସଜାଇବେ। ହେଲେ କାହାର ଏଇ ସ୍ବପ୍ନ ସତ ହେଇପାରେ ତ କାହାର ନୁହେଁ। ତେବେ ପଶ୍ଚିମବଙ୍ଗରେ…

ନବଜାତ ଶିଶୁକୁ ନୋଟ୍‌ରେ ସ୍ବାଗତ

ଲଣ୍ଡନ: ସାଧାରଣତଃ ପରିବାରରେ ଶିଶୁ ଜନ୍ମ ହେଲେ ଖୁସିର ମାହୋଲ ଖେଳିଯାଏ। ଘରେ ଭୋଜିଭାତ ଆୟୋଜନ କରାଯିବା ସହ ମହୋତ୍ସବ ପାଳନ କରାଯାଏ। ନିକଟରେ ଜଣେ ଦମ୍ପତି ତାଙ୍କ ଛୁଆ ଜନ୍ମରେ ତାକୁ ଭିନ୍ନ ଧରଣରେ ସ୍ବାଗତ କରିଛନ୍ତି, ଯାହା ବେଶ୍‌…

ବାଥ୍‌ରୁମ୍‌ ଯିବାକୁ ଦେଖାଇବାକୁ ପଡ଼ିଲା ଆଇଡି କାର୍ଡ

ୱାଶିଂଟନ: ବାହାରକୁ ଯାଇଥିବାବେଳେ ଆମେ ସେଠାରେ ଥିବା ବାଥ୍‌ରୁମ୍‌କୁ ବ୍ୟବହାର କରୁ। ସେଥିରେ ଆମକୁ କାହାର ଅନୁମତି ନେବାକୁ ମଧ୍ୟ ପଡ଼ି ନ ଥାଏ। ହେଲେ ନିକଟରେ ଜଣେ ମହିଳାଙ୍କୁ ବାଥ୍‌ରୁମ୍‌ ଯିବାକୁ ତାଙ୍କ ଆଇଡି କାର୍ଡ ଦେଖାଇବାକୁ ପଡିଛି। ଏହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri