Home Left

ହିରୋ ମୋଟୋକର୍ପର ବିକ୍ରି ଫଳାଫଳ

ନୂଆଦିଲ୍ଲୀ,୬ା୫: ଦେଶର ପ୍ରମୁଖ ୨ ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପର ୨୦୨୩-୨୪ ଆର୍ଥିକ ବର୍ଷର ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀ ଚଳିତ ଆର୍ଥିକ ବର୍ଷର ଏପ୍ରିଲ ମାସରେ ୩,୯୬,୧୦୭ ୟୁନିଟ୍‌ ଗାଡ଼ି ବିକ୍ରି କରିଥିବା ବେଳେ ଗତ…

ମସିଣା ବନ୍ଧ କାମ ଆରମ୍ଭ

ଲାଠୋର, ୬।୫ (ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଝର ପଞ୍ଚାୟତ ଅଧୀନ ମସିଣା ଗ୍ରାମରେ ଅବହେଳିତ ଅବସ୍ଥାରେ ପଡି ରହିଥିବା ଡ୍ୟାମ (ବନ୍ଧ) ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ କାମ ଆରମ୍ଭ ହୋଇଥିବା ଦେଖାଯାଇଛି। ୧୯୮୦ ମସିହାରେ…

ଏମ୍‌ଜି କୋମେଟ୍‌ ଇଭିର ଅନାବରଣ

ଭୁବନେଶ୍ୱର,୬ା୫: ଦେଶର ପ୍ରମୁଖ ପ୍ରିମିୟମ କାର୍‌ସ ନିମାତା ଏମ୍‌ଜି ମୋଟର ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଇଲେକ୍ଟ୍ରି ଭେଇକିଲ(ଇଭି) ମଡେଲ ‘ଏମ୍‌ଜି କୋମେଟ୍‌ ଇଭି’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର…

ନର୍ଲା ଡାକ୍ତରଖାନାରେ ନାହାନ୍ତି ବିଶେଷଜ୍ଞ ଡାକ୍ତର

ପଲମ,୬।୫ (ଡି.ଏନ୍‌.ଏ.) କଳାହାଣ୍ଡି ଜିଲା ନର୍ଲା ସରକାରୀ ଡାକ୍ତରଖାନାରେ ନାହଁ।ନ୍ତି ବିଶେଷଜ୍ଞ ଡାକ୍ତର। ରାଜ୍ୟ ସରକାର ସବୁବେଳେ ମହିଳା ଓ ସେବା ପ୍ରତି ସବୁ ସମୟରେ ପ୍ରାଥମିକତା ଦେଇ ଆସୁଥିବାବେଳେ ସ୍ଥାନୀୟ ନେତୃତ୍ୱ ଓ ପ୍ରଶାସନିକ ଅଧିକାରୀଙ୍କ ଯୋଗଁ ଏହାର ଗୁରୁତ୍ୱ…

ଫୋନ୍‌ପେରେ ୟୁପିଆଇ ଲାଇଟ୍‌ ଫିଚର

ନୂଆଦିଲ୍ଲୀ,୬ା୫: ଫୋନ୍‌ପେ ନିଜ ଆପ୍‌ରେ ୟୁପିଆଇ ଲାଇଟ ଫିଚର ସାମିଲ କରିଥିବା ସମ୍ପର୍କରେ ଘୋଷଣା କରିଛି। ଏହି ଫିଚର ସହ ଗ୍ରାହକମାନେ ବିନା କୌଣସି ପିନ୍‌ ଏଣ୍ଟରକରି ସେମାନଙ୍କ ୟୁପିଆଇ ଲାଇଟ ଆକାଉଣ୍ଟରୁ ମାତ୍ର ଗୋଟିଏ କ୍ଲିକ୍‌ରେ ୨୦୦ଟଙ୍କାରୁ କମ୍‌ ମୂଲ୍ୟର…

ମୋବାଇଲ ପାଇଁ ଜୀବନ ନେଇଥିଲେ ଜଗନ୍ନାଥ

ଭୁବନେଶ୍ୱର,୬।୫(ବ୍ୟୁରୋ): ମୋବାଇଲ୍‌ ଫୋନ୍‌କୁ ନେଇ ମଦ ନିଶାରେ ସାଥୀ ଡ୍ରାଇଭର ଅଶୋକ ସେଠୀଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ ଜଗନ୍ନାଥ ଧୀବର। ଗାଡି ଜଗ୍‌ ରଡ୍‌ରେ ମୁଣ୍ଡକୁ ପିଟିବା ପରେ ତଣ୍ଟିଚିପି ଦେଇଥିଲେ। ଏଥିରେ ଅଶୋକଙ୍କ ଜୀବନ ଚାଲିଯାଇଥିଲା। ତଦନ୍ତବେଳେ ପୋଲିସ ଏହା…

ସୁଦାନରୁ ଭାରତୀୟଙ୍କୁ ସୁରକ୍ଷିତ ଫେରାଉଛନ୍ତି କେନ୍ଦ୍ର ସରକାର: ଧର୍ମେନ୍ଦ୍ର

ଭୁବନେଶ୍ବର, ୬ା୫(ବ୍ୟୁରୋ): ସୁଦାନରେ ହିଂସା ଦ୍ୱାରା ପ୍ରଭାବିତ ହୋଇଥିବା ଓଡ଼ିଆଙ୍କ ସମେତ ଭାରତୀୟଙ୍କୁ ସୁରକ୍ଷିତ ଭାବେ କେନ୍ଦ୍ର ସରକାର ଉଦ୍ଧାର କରୁଛନ୍ତି। ଆକସନ୍‌ ମୋଡ୍‌ରେ କେନ୍ଦ୍ର ସରକାର ଏହି କାର୍ଯ୍ୟ ଚଳାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥିଲେ ଏସବୁ ସମ୍ଭବ ବୋଲି…

ଲେଡିଜ୍‌ ହଷ୍ଟେଲକୁ ଢେଲା ମାଡ଼, ୧୦ରୁ ଊର୍ଦ୍ଧ୍ୱ ଯୁବତୀ ଆହତ

ଭୁବନେଶ୍ୱର,୬।୫(ବ୍ୟୁରୋ): ରାଜଧାନୀରେ ରୋଡ଼ ରୋମିଓଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଜଣେ ଯୁବତୀଙ୍କୁ କମେଣ୍ଟ ଓ ଢ଼େଲା ମାଡ଼କୁ ବିରୋଧ କରିବାରୁ ୧୦ରୁ ଉଦ୍ଦର୍‌ବ ଯୁବକ ତାତିଯାଇ ହାଇଡ୍ରାମା କରିଛନ୍ତି। ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରାସାହି ସ୍ଥିତି ଉଗ୍ରତାରା ଲେଡିଜ୍‌ ହଷ୍ଟେଲକୁ ଅସାମାଜିକ…

ଆତଙ୍କବାଦୀ-ଯବାନ ମୁହାଁମୁହିଁ: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୬।୫:ଜମ୍ମୁ-କଶ୍ମୀରର ରାଜୌରି ଜିଲାର କାଣ୍ଡି ଜଙ୍ଗଲରେ ଶନିବାର ଏନ୍‌କାଉଣ୍ଟର ଘଟି ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି। ଏନେଇ ଅଞ୍ଚଳରେ ସର୍ଚ୍ଚ ଅପରେଶନକୁ କଡାକଡି କରିଦିଆଯାଇଛି। ସୂଚନା ଯୋଗ୍ୟ, ଜମ୍ମୁ-କଶ୍ମୀରର ରାଜୌରି ଜିଲାରେ ଶୁକ୍ରବାର…

ମରାମତି ଅଭାବରୁ ନଷ୍ଟ ହେଲାଣି ୪ ସରକାରୀ ବସ୍‌

ରାୟଗଡ଼ା, ୬।୫ (ସ୍ବ.ପ୍ର.) ଓଡ଼ିଶା ରାଜ୍ୟ ପରିବହନ ନିଗମ (ଓଏସ୍‌ଆର୍‌ଟିସି)ର ରାୟଗଡ଼ା ଜୋନ୍‌ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବ ଯୋଗୁ ପୁଣି ବନ୍ଦ ସ୍ଥିତିକୁ ଆସିଗଲାଣି। ଏହି ଜୋନ୍‌ରେ ଥିବା ୧୧ଟି ବସ୍‌ରୁ ବର୍ତ୍ତମାନ ମାତ୍ର ୭ଟି ଚାଲୁ ରହିଛି। ଅନ୍ୟ…

‘ଧରଣୀଧରଙ୍କ ନୀତିଆଦର୍ଶର ପ୍ରାସଙ୍ଗିକତା ରହିଛି’

ଭୁବନେଶ୍ୱର,୬ା୫(ବ୍ୟୁରୋ): କେନ୍ଦୁଝର ଭୂୟାଁ ସମ୍ପ୍ରଦାୟର ଲୋକେ ଅତ୍ୟାଚାରୀ ଇଂରେଜ ଓ ରାଜତନ୍ତ୍ର ବିରୋଧରେ ବହୁବାର ବିଦ୍ରୋହ କରିଥିଲେ। ସେଥିମଧ୍ୟରୁ ପ୍ରମୁଖ ବିଦ୍ରୋହ ଥିଲା ଧରଣୀଧରଙ୍କ ନେତୃତ୍ୱାଧୀନ ଧରଣୀମେଳି, ଯାହା ଅତ୍ୟାଚାରୀଙ୍କ ଆଖିରୁ ନିଦ ହଜାଇ ଦେଇଥିଲା। ଏହି ସଂଗ୍ରାମ ଓଡ଼ିଶା ଇତିହାସରେ…

ଜଙ୍ଗଲରେ ବିତୁଛି ପ୍ରମିଳାଙ୍କ ଜୀବନ

ପିପିଲି,୬।୫(ଡି.ଏନ.ଏ.): ପିପିଲି ବ୍ଲକ ଅଞ୍ଚଳରେ ଜଣେ ବୃଦ୍ଧା ପ୍ରାୟ ୨୦ବର୍ଷରୁ ଅଧିକ ସମୟ ହେବ ଜଙ୍ଗଲ ଭିତରେ ଦୁର୍ବିସହ ଜୀବନଯାପନ କାଟୁଛନ୍ତି। ସେ ହେଉଛନ୍ତି ପ୍ରମିଳା ସ୍ବାଇଁ, ବୟସ ୭୦ ଛୁଇଁଲାଣି, ଚନ୍ଦ୍ରଦେଇପୁର ପଞ୍ଚାୟତ ୧୪ ନମ୍ବର ୱାର୍ଡରେ ଚାଳ ଘରଟିଏ। ପରିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri