Home Left

ଯୋଗାଉ ଥିଲେ ନକଲି ସାର୍ଟିଫିକେଟ: ବନ୍ଧା ହେଲେ ବାପ-ପୁଅ

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ନକଲି ସାର୍ଟିଫିକେଟ ଯୋଗାଇବା ଅଭିଯୋଗରେ ଭବାନୀପାଟଣା ଟାଉନ ଥାନା ପୋଲିସ ଶନିବାର ଅଭିଯୁକ୍ତ ଡାକ ମାଷ୍ଟର ପ୍ରଭାତ ମହାନନ୍ଦ ଏବଂ ସ୍କୁଲ ଶିକ୍ଷକ ପଦ୍ମନାଭ ମହାନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ…

କପିଳାସ ପ୍ରାଣୀ ଉଦ୍ୟାନରେ ବିଶ୍ୱ ହାତୀ ଦିବସ

ଢେଙ୍କାନାଳ,୧୨।୮: ଢେଙ୍କାନାଳସ୍ଥିତ କପିଳାସ ପ୍ରାଣୀ ଉଦ୍ୟାନରେ ଶନିବାର ବିଶ୍ୱ ହାତୀ ଦିବସ ପାଳିତ ହୋଇଛି। ଏହି ଅବସରରେ ପ୍ରାଣୀ ଉଦ୍ୟାନରେ ଥିବା ୬ ହାତୀଙ୍କୁ ଚନ୍ଦନ, ସିନ୍ଦୂର ଲଗାଇ ଚାନ୍ଦୁଆ ପକାଇ ପୂଜାର୍ଚ୍ଚନା କରି ଉଦ୍ୟାନ ପରିସରରେ ବୁଲାଯାଇଥିଲା । ଏପରିକି…

ଝାଡ଼ା ବାନ୍ତିରେ ୮୦ ଛାତ୍ରୀଛାତ୍ର ଅସୁସ୍ତ

ସମ୍ବଲପୁର,୧୨।୮: ସମ୍ବଲପୁର ଜିଲା ଗୋଶାଳା ଠାରେ ଥିବା ନବୋଦୟ ବିଦ୍ୟାଳୟରେ ଝାଡ଼ା ବାନ୍ତିରେ ପ୍ରାୟ ୮୦ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଗୁରୁବାର ପିଲାମାନେ ହଷ୍ଟେଲରେ ରାତ୍ର ଭୋଜନ ଖାଇ ଶୋଇଥିଲେ। ଶୁକ୍ରବାର ସକାଳେ କିଛି ପିଲାଙ୍କୁ ବାନ୍ତି ହୋଇଥିଲା। ଆଉ କିଛି…

ଅଡୁଆରେ ଦିଲ୍ଲୀ କ୍ରିକେଟ, ଏନ୍‌ଓସି ମାଗିଲେ ଦୁଇ ଧୁରନ୍ଧର

ନୂଆଦିଲ୍ଲୀ,୧୨।୮: ବଢ଼ିବାରେ ଲାଗିଛି ଦିଲ୍ଲୀ କ୍ରିକେଟର ଅଡୁଆ। ପୂର୍ବତନ ଅଧିନାୟକ ନୀତିଶ ରାଣା ଏବଂ ଗତ ବର୍ଷ ରଣଜୀ ଟ୍ରଫିରେ ଦଳ ତରଫରୁ ଭଲ ପ୍ରଦର୍ଶନ କରିଥିବା ଧ୍ରୁବ ଶୋରେ ଆଗାମୀ ଘରୋଇ ସିଜିନରେ ଅନ୍ୟ ଟିମ୍‌ର ପ୍ରତିନିଧିତ୍ୱ କରିବା ଲାଗି…

ଠାବ ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ବୋମାକୁ କରାଗଲା ନିଷ୍କ୍ରିୟ

ଓ୍ବାରସା, ୧୨।୮: ପୋଲାଣ୍ଡର ଲୁବିନ ସହରର ଏକ ନିର୍ମାଣାଧୀନ କୋଠା ନିକଟରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମା ଠାବ ହୋଇଛି। ଶ୍ରମିକମାନେ କାମ କରୁଥିବା ବେଳେ ମାଟିତଳେ ଏକ ବୋମା ଥିବା ଦେଖିବାକୁ ପାଇଥିଲେ। ଫଳରେ ତୁରନ୍ତ ଅଞ୍ଚଳରୁ ୧୪ ହଜାରରୁ…

‘ଦଳକୁ ପ୍ରସ୍ତୁତ କରିବା ବଦଳରେ ବରବାଦ କରୁଛି ବିସିସିଆଇ’

ଲାହୋର,୧୨।୮: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସରଫରାଜ ନଓ୍ବାଜ ବିସିସିଆଇକୁ କଟାକ୍ଷ କରିଛନ୍ତି। ଭାରତ ତୁଳନାରେ ପାକିସ୍ତାନ ଟିମ୍‌ ଅଧିକ ସ୍ଥିର ନଜର ଆସୁଛି। କାରଣ ଭାରତୀୟ ଟିମ୍‌ ଏସିଆ କପ୍‌ ଏବଂ ଦିନିକିଆ ବିଶ୍ୱକପ୍‌ ପୂର୍ବରୁ ହିଁ ଖେଳାଳିମାନଙ୍କୁ ସଠିକ…

ରୁପେ କ୍ରେଡିଟ୍‌ କାର୍ଡ ଜରିଆରେ ୟୁପିଆଇ ପେମେଣ୍ଟ ସେବା ଆରମ୍ଭ କଲା ଏସ୍‌ବିଆଇ କାର୍ଡ

ନୂଆଦିଲ୍ଲୀ,୧୨।୮: ଭାରତର ସବୁଠାରୁ ବଡ ପିଓର ପ୍ଲେ କ୍ରେଡିଟ୍‌ କାର୍ଡ କମ୍ପାନୀ ଏସ୍‌ବିଆଇ କାର୍ଡ ନିଜର ଗ୍ରାହକଙ୍କ ଲାଗି ନୂଆ ସୁବିଧା ଆରମ୍ଭ କରିଛି। କମ୍ପାନୀ ଗ୍ରାହକଙ୍କୁ ରୁପେ କ୍ରେଡିଟ୍‌ କାର୍ଡ ବ୍ୟବହାର କରି ୟୁପିଆଇ ପେମେଣ୍ଟ କରିବାର ସୁବିଧା ଉପଲବ୍ଧ…

ପୁଣି ନିକଟତର ହେଲେ ଅମ୍ବାନୀ ବ୍ରଦର୍ସ; ରୋହିତ-ଅଜୟଙ୍କ ଯୋଗୁ ହେଲା ସମ୍ଭବ

ବମ୍ବେ: ପୁଣିଥରେ ନିକଟତର ହୋଇଛନ୍ତି ଅମ୍ବାନୀ ବ୍ରଦର୍ସ। ଫିଲ୍ମ ନିର୍ଦ୍ଦେଶକ ରୋହିତ ଶେଟ୍ଟିଙ୍କ ଲାଗି ଏହା ସମ୍ଭବ ହୋଇଛି। ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌(ଆର୍‌ଆଇଏଲ୍‌) ଏବଂ ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟ ରୋହିତଙ୍କ ଆଗାମୀ ଫିଲ୍ମ ‘ସିଙ୍ଘମ ୩’ର ପ୍ରଯୋଜନା…

ନୂଆଦିଲ୍ଲୀରେ ସ୍ବାଧୀନତା ଦିବସ ସମାରୋହରେ ମତ୍ସ୍ୟଜୀବୀ ଦମ୍ପତୀ ସ୍ବତନ୍ତ୍ର ଅତିଥି

ଛତ୍ରପୁର,୧୨।୮(ସନ୍ତୋଷ ପାଢ଼ୀ ): ନୂଆଦିଲ୍ଲୀରେ ହେବାକୁ ଥିବା ସ୍ବାଧୀନତା ଦିବସ ସମାରୋହରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେବାକୁ ଗଞ୍ଜାମ ଜିଲାର ମତ୍ସ୍ୟଜୀବୀ ଦମ୍ପତିଙ୍କୁ ନିମନ୍ତ୍ରଣ ଆସିଛି। ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ଦମ୍ପତି ହେଲେ ଓଡ଼ିଶା ପାରମ୍ପରିକ…

କୋଭିଡ୍‌ ସମୟରେ ଗର୍ଭବତୀ ଥିଲେ ରାଣୀ, ହେଲେ…

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ବଡ଼ ଖୁଲାସା କରି ଚମକାଇଛନ୍ତି ଅଭିନେତ୍ରୀ ରାଣୀ ମୁଖାର୍ଜୀ। କୋଭିଡ ମହାମାରୀ ସମୟରେ ସେ ଦ୍ୱିତୀୟ ଥର ଲାଗି ଗର୍ଭବତୀ ଥିଲେ। ହେଲେ ପାଞ୍ଚ ମାସ ପରେ ତାଙ୍କର ଗର୍ଭନଷ୍ଟ ହୋଇଯାଇଥିଲା। ଏନେଇ ରାଣୀ ମେଲବୋର୍ନରେ…

ଜନ୍ମ ମାଟିରେ ପହଞ୍ଚିଲା ଯବାନଙ୍କ ପାର୍ଥିବ ଶରୀର

ଆନନ୍ଦପୁର,୧୨।୮(ସନ୍ତୋଷ ରାଉତ): ମାଓବାଦୀ ଆକ୍ରମଣରେ ଶହୀଦ ହୋଇଥିବା କେନ୍ଦୁଝର ଜିଲା ଆନନ୍ଦପୁର ପୌରାଞ୍ଚଳର ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ପାର୍ଥିବ ଶରୀର ଜନ୍ମ ମାଟିରେ ପହଞ୍ଚିଛି। ଶନିବାର ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର ହେବ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ…

କେନ୍ଦ୍ରମନ୍ତ୍ରୀ-ବିଧାୟକ ମକରନ୍ଦଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା

ରାୟଗଡ଼ା,୧୨।୮(ଆଶିଷ ରଞ୍ଜନ ପଣ୍ଡା): ସ୍ବାଧୀନ ଭାବେ ପ୍ରଥମ ଥର ପାଇଁ ୨୦୧୯ ସାଧାରଣ ନିର୍ବାଚନରେ ବିଧାୟକ ହେବା ପରେ ବହୁତ ଚର୍ଚ୍ଚାରେ ଥିଲେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି । ଏବେ ସେ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?