ଆଜି ୧୨ ଘଣ୍ଟିଆ କୋରାପୁଟ ବନ୍ଦ
କୋରାପୁଟ,୯।୫(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋରାପୁଟ ଜିଲା ପ୍ରତି ଚରମ ଅବହେଳାକୁ ବିରୋଧ କରି ଜିଲା କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର ୧୨ ଘଣ୍ଟିଆ କୋରାପୁଟ ଜିଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସା ୬ଯାଏ ଚକ ଅଖ…
ବୁଥ୍କୁ ଗଲେ ପୋଲିଂ ପାର୍ଟି
ସମ୍ବଲପୁର,୯ା୫(ବ୍ୟୁରୋ): ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ମେ ୧୦ରେ ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ପୋଲିଂ ପାର୍ଟି ବୁଥ୍କୁ ଯାଇଛନ୍ତି। ଇଭିଏମ୍ ଓ ଅନ୍ୟାନ୍ୟ କାଗଜପତ୍ର ସହ ପୋଲିସ ସୁରକ୍ଷାରେ ସେମାନେ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ କେନ୍ଦ୍ରକୁ ଯାଇଛନ୍ତି। ୨୫୩ ବୁଥ୍ ପାଇଁ…
ପ୍ରଦୂଷଣ ଜ୍ୱାଳାରେ ୨୦ରୁ ଊର୍ଦ୍ଧ୍ୱ ଗାଁ
ଯାଜପୁର ଅଫିସ,୯ା୫: କଳିଙ୍ଗନଗର ଶିଳ୍ପାଞ୍ଚଳର କେତେକ କାରଖାନା ଏବଂ ସୁକିନ୍ଦା ଖଣି ଅଞ୍ଚଳରୁ ନିଷ୍କାସିତ ବର୍ଜ୍ୟଜଳ ବ୍ରାହ୍ମଣୀ ଓ ଏହାର ଉପନଦୀ ଖରସ୍ରୋତାରେ ମିଶୁଛି। ଏହି ନଦୀ ଜଳରେ ମାରାତ୍ମକ ସାୟନାଇଡ୍ ଓ ଫେନୋଲିକ କମ୍ପାଉଣ୍ଡ (କୋଇଲାଯୁକ୍ତ ପଦାର୍ଥ) ପରିମାଣ ଚିନ୍ତାଜନକ…
ଦନ୍ତାହାତୀ ଉତ୍ପାତ: ୪ ଜଣଙ୍କ ଘର ଭାଙ୍ଗିଲା
ପାଟଣା,୯।୫(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ସୋମବାର ବିଳମ୍ବିତ ରାତ୍ରିରେ ଘଟଗାଁ ରେଞ୍ଜରୁ ଗୋଠଛଡା ଦନ୍ତା ହାତୀ ପ୍ରବେଶକରି ଉତ୍ପାତ ଆରମ୍ଭ କରିଛି। ହାତୀ ଉତ୍ପାତରେ ୪ଜଣଙ୍କ ଘର ଭାଙ୍ଗିଛି। ଏହି ହାତୀଟି ପାଟଣା ରେଞ୍ଜ ମଲ୍ଲୀପଶି ବିଟ ରାମଚନ୍ଦ୍ରପୁର…
ଶନିବାର ରାଘବ- ପରିଣୀତିଙ୍କ ନିର୍ବନ୍ଧ
ନୂଆଦିଲ୍ଲୀ,୯।୫: ଆମ ଆଦମୀ ପାର୍ଟି (ଏଏପି) ନେତା ରାଘବ ଚଡ୍ଡା ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ନିର୍ବନ୍ଧ ମେ’୧୩ରେ ହେବ ବୋଲି ଜଣାଯାଇଛି। ସୂଚନାନୁସାରେ, ଏହି ସମାରୋହ ଦିଲ୍ଲୀରେ ଅନୁଷ୍ଠିତ ହେବ ଏବଂ ଏଥିପାଇଁ୧୫୦ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କୁ…
ପୂର୍ବ ଶତ୍ରୁତା: ପୂର୍ବତନ ସମିତିସଭ୍ୟଙ୍କୁ ହତ୍ୟା
କାମାକ୍ଷାନଗର/ଭୁବନ, ୯।୫(ଡି.ଏନ୍.ଏ.): ରାଜନୈତିକ କନ୍ଦଳ ଏବଂ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଢେଙ୍କାନାଳ ଜିଲା ଭୁବନ ବ୍ଲକ ଦିଘି ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ସର୍ବେଶ୍ୱର ରାଉତ (୫୫)ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକଙ୍କ ପୁଅ ସୁଜିତ ରାଉତଙ୍କ ଅଭିଯୋଗକ୍ରମେ କାମାକ୍ଷାନଗର ଥାନାରେ…
ଟେକ୍ସାସ ଗୁଳିକାଣ୍ଡରେ ନିହତ ଐଶ୍ୱର୍ଯ୍ୟାଙ୍କ ମୃତ ଦେହ ସ୍ବଦେଶ ପଠାଇବାକୁ ତତ୍ପର ଭାରତୀୟ ଦୂତାବାସ, ପରିବାର ସହ ହେଲା ସିଧା ସମ୍ପର୍କ
ଓ୍ବାଶିଂଟନ/ନୂଆଦିଲ୍ଲୀ,୯।୫: ଟେକ୍ସାସ ରାଜ୍ୟର ଡେଲାସରେ ଶନିବାର ଏକ ମଲରେ ହୋଇଥିବା ଗୁଳିକାଣ୍ଡରେ ଜଣେ ଭାରତୀୟ ମହିଳା ଇଞ୍ଜିନିୟରଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ହୋଇଥିଲା। ସେଠାରେ ଥିବା ଭାରତୀୟ ଦୂତାବାସ କହିଛି ଯେ ୨୬ ବର୍ଷିୟା ଐଶ୍ୱର୍ଯ୍ୟା ଥାଟିକୋଣ୍ଡାଙ୍କ ମୃତ ଶରୀରକୁ…
ଥରିଲା ଆଫଗାନିସ୍ତାନ
କାବୁଲ, ୯।୫: ଆଫଗାନିସ୍ତାନର ଫୌଜାବାଦରେ କିଛିଦିନ ହେବ ଲଗାତାର ଭାବେ ଭୂକମ୍ପର ଝଟକା ଅନୁଭୂତ ହେଉଛି। ମଙ୍ଗଳବାର ଭୋର ସମୟରେ ଏଠାରେ ପୁଣିଥରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ନାଶନାଲ ସେଣ୍ଟର ଫର ସିସ୍ମୋଲୋଜି(ଏନସିଏସ)ଏକ ଟୁଇଟ କରି ଏହି ସୂଚନା ଦେଇଛି।…
କଥା ନ ହେବାରୁ ନାବାଳିକାଙ୍କ ତଣ୍ଟି କାଟିଦେଲେ
ଅନୁଗୋଳ ଅଫିସ, ୯ା୫: ବର୍ଷେ ହେଲା ନାବାଳିକାଙ୍କୁ ଜାଣିଥିଲେ ଯୁବକ। ଫୋନରେ କଥା ମଧ୍ୟ ହେଉଥିଲେ। ହେଲେ ୩ ମାସ ହେଲା ବାର୍ତ୍ତାଳାପ ବନ୍ଦ କରିଦେଇଥିଲେ ନାବାଳିକା। ଆଉ ଏହାକୁ ନେଇ ଯୁବକ ଜଣକ ରାଗରେ ଏପରି ରକ୍ତମୁଖା ହୋଇଉଠିଥିଲେ ଯେ…
ଜାମଦାରେ ୯୦୦ କୋଟିର ଇସ୍ପାତ ଶିଳ୍ପ
ଭୁବନେଶ୍ୱର,୯ା୫(ବ୍ୟୁରୋ): ରାଜ୍ୟ ସରକାର ୨୮୪୦.୭୩ କୋଟି ଟଙ୍କାର ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୩୭୨୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେଥିରୁ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୨ରେ ଯୋଗ ଦେଇ ରାଜ୍ୟରେ ପୁଞ୍ଜିନିବେଶ…
ପ୍ରତିଭା ରାୟ, ସୀତାକାନ୍ତ ମହାପାତ୍ର, ଶ୍ରୀନିବାସ ଉଦ୍ଗାତାଙ୍କୁ ‘ଅତିବଡ଼ୀ ପୁରସ୍କାର’
ଭୁବନେଶ୍ୱର,୧୦।୫(ବ୍ୟୁରୋ): ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ୩ ବର୍ଷ ପାଇଁ ପ୍ରଦାନ କରାଯାଇଛି। ଏଥିସହ ୪୪ଜଣଙ୍କୁ ସାରସ୍ବତ ସମ୍ବର୍ଦ୍ଧନା ଦିଆଯାଇଛି। ସୋମବାର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ…
ସଫେଇ କର୍ମଚାରୀଙ୍କୁ ମିଳୁନିି ଦରମା
ଦେବଗଡ଼୯।୫(ଡି ଏନ ଏ): ଦେବଗଡ଼ର ମୁନିସିପାଲିଟି ପୌର ପରିଷଦର ସଫେଇ କର୍ମଚାରୀମାନେ ଏକ ମାସର ଦରମା ପାଇଁ ନ ଥିବାରୁ ମଙ୍ଗଳବାର ମୁନିସିପାଲିଟି କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୌର ପରିଷଦ ସଫେଇ କର୍ମଚାରୀ ସଂଘର ସଭାପତି ଧର୍ମେନ୍ଦ୍ର କୁମାର…
Archives


