Home Left

ପୂର୍ବାହ୍ନ ୧୧ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ

ଝାରସୁଗୁଡା ଅଫିସ,୧୦।୫: ଝାରସୁଗୁଡା ଉପନିର୍ବାଚନ ଲାଗି ସକାଳ ୭ଟାରୁ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି। ତେବେ ପୂର୍ବାହ୍ନ ୧୧ଟା ସୁଦ୍ଧା ଝରସୁଗୁଡାରେ ୨୦.୩୮ ପ୍ରତିଶତ ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ସକାଳ ୯ଟା ସୁଦ୍ଧା ୯.୭୫…

ଟ୍ୟୁନିସିୟାରେ ୟହୁଦି ଧାର୍ମିକ ସ୍ଥଳରେ ଗୁଳିକାଣ୍ଡ, ୪ ମୃତ ୯ ଆହତ

ଟ୍ୟୁନିସିୟା,୧୦।୫: ଟ୍ୟୁନିସିୟାର ଜେରବା ଦ୍ୱିପ ସ୍ଥିତ ଏଲ ଘ୍ରିବା ସେନେଗାଂଗ ଧାର୍ମିକ ସ୍ଥଳରେ ଗୁଳିକାଣ୍ଡ ହୋଇଛି। ଏଠାରେ ଜଣେ ଗାର୍ଡ ଗୁଳିକରିବାରୁ ଅତିକମରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ୨,୫୦୦୦ ୧ର୍ଷ ପୁରୁଣା ଅଲ ଘ୍ରିବା ସିନେଗାଂଗ ଚର୍ଚ୍ଚ ଆଫ୍ରିକାର ସବୁଠାରୁ…

କେ.ଏଲ ରାହୁଲଙ୍କ ଅସ୍ତ୍ରୋପଚାର ସଫଳ

ନୂଆଦିଲ୍ଲୀ,୧୦।୫: ଆଇପିଏଲର ୧୬ ତମ ସିଜନରେ ଲକ୍ଷ୍ନୌ ସୁପର ଜିଆଣ୍ଟସର ଅଧିନାୟକ କେ.ଏଲ ରାହୁଲ ଆହତ କାରଣରୁ ମ୍ୟାଚରୁ ବାଦ୍‌ ପଡିଛନ୍ତି। ଇତି ମଧ୍ୟରେ କେ.ଏଲ ରାହୁଲଙ୍କ ଅସ୍ତ୍ରୋପଚାର ସଫଳ ହୋଇଥିବା ନେଇ ରାହୁଲ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକମାନଙ୍କୁ…

ଦୁଇଟି ରାଜ୍ୟରେ ବ୍ୟାନ ବିରୋଧରେ ସୁପ୍ରିମକୋର୍ଟ ପହଞ୍ଚିଲେ ‘ଦ କେରଲା ଷ୍ଟୋରି’ର ମେକର୍ସ, କହିଲେ ପ୍ରତିଦିନ ହେଉଛି କ୍ଷତି

ନୂଆଦିଲ୍ଲୀ,୧୦।୫: ବଲିଉଡ ମୁଭି ‘ଦ କେରଲା ଷ୍ଟୋରି’କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ଏବେ ଫିଲ୍ମର ପ୍ରଦର୍ଶନ ଉପରେ ପଶ୍ଚିମବଙ୍ଗ ଓ ତାମିଲନାଡୁରେ ବ୍ୟାନ ଲାଗିବା ପରେ ଏହାକୁ ବିରୋଧ କରି ଫିଲ୍ମ ନିର୍ମାତାଙ୍କ ଆବେଦନକୁ ବରିଷ୍ଠ ଆଇନଜୀବୀ ହରିଶ…

୨୦୨୪ ନିର୍ବାଚନ ପୂର୍ବରୁ କର୍ନାଟକରେ ଭାଜପାକୁ ହରାଇବା ହେବ ଶୁଭ ସଙ୍କେତ: ସଞ୍ଜୟ ରାଉତ

ନୂଆଦିଲ୍ଲୀ,୧୦।୫: ରାଜ୍ୟ ସଭା ଏମପି ତଥା ଶିବସେନାର ଠାକରେ ଗ୍ରୁପର ନେତା ସଞ୍ଜୟ ରାଉତ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ସଞ୍ଜୟ ରାଉଥ ଟୁଇଟ କରି ଦାବି କରିଛନ୍ତି କି କର୍ନାଟକ ବିଧାନସଭା…

ଭୋଟ ଦେଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଝାରସୁଗୁଡା ଅଫିସ,୧୦।୫: ଝାରସୁଗୁଡା ଉପନିର୍ବାଚନ ଲାଗି ସକାଳ ୭ଟାରୁ ମତଦାନ ଚାଲିଛି। ଏହି କ୍ରମରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନିଜର ମତସାବ୍ୟସ୍ତ କରିଛନ୍ତି। ଏହା ପୂର୍ବରୁ ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ମତଦାନ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ସକାଳ ୭ଟାରୁ…

କୋର୍ଟ ଯିବେନି ଇମ୍ରାନ, ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପୋଲିସର ନିଷ୍ପତ୍ତି

ଇସଲାମାବାଦ,୧୦।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ ମଙ୍ଗଳବାର ଗିରଫ କରାଯାଇଛି। ତେବେ ବୁଧବାର ଇମ୍ରାନଙ୍କୁ କୋର୍ଟକୁ ନେବା ପରିବର୍ତ୍ତେ ପିଟିଆଇ ମୁଖ୍ୟଙ୍କୁ ରଖାଯାଇଥିବା ସ୍ଥାନରେ ଧାର୍ଯ୍ୟ ଶୁଣାଣି ହେବ ବୋଲି ପୋଲିସ ନିଶ୍ଚିତ…

ଚାଇନାକୁ ଭୟ କରି ନାହିଁ କାନାଡା

ଓଟାଓ୍ବା,୧୦।୫: କନାଡାର ଟ୍ରୁଡୋ ସରକାରଙ୍କ ପକ୍ଷରୁ ଚାଇନାର କୂଟନୀତିଜ୍ଞଙ୍କୁ ବହିସ୍କାର କରିଦେବା ପରେ ଡ୍ରାଗନ ରାଗରେ ଏକ ପ୍ରକାର ନିଆଁବାଣ ହୋଇଯାଇଛନ୍ତି। ଡ୍ରାଗନ ମଙ୍ଗଳବାର ପ୍ରତିଶୋଧ ପରାୟଣ ହୋଇ ଚାଇନାର ସାଂଘାଇ ସ୍ଥିତ ବାଣିଜ୍ୟ ଦୂତାବାସରେ ଥିବା କନସୁଲ ଜେନେରାଲଙ୍କୁ ମେ…

ଛତିଶଗଡରେ ‘ଦ କେରଲା ଷ୍ଟୋରି’କୁ ଟିକସମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି କଲା ଭାଜପା

ରାୟପୁର,୧୦।୫: ଫିଲ୍ମ ‘ଦ କେରଲା ଷ୍ଟୋରି’ କୁ ନେଇ ସାରା ଦେଶରେ ରାଜନୀତି ଚାଲିଛି। ଅନେକ ରାଜ୍ୟରେ ଏହି ଫିଲ୍ମକୁ ବ୍ୟାନ କରାଯାଉଥିବା ବେଳେ କେତେକ ରାଜ୍ୟରେ ଏହାକୁ ସମର୍ଥନ କରୁଛନ୍ତି। ତେବେ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଫିଲ୍ମ…

ବସୁଧା ଯୋଜନାରେ ଅନିୟମିତତା

ଖଇରା,୧୦ା୫ (ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କଣ୍ଟାପଡା ଓ ବଟେଶ୍ୱରଠାରେ  ବସୁଧା ଯୋଜନାରେ ୨ଟି ପାନୀୟ ଜଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହା ଅତ୍ୟନ୍ତ ନିମ୍ନମାନର ହେଉଛି। ଏହି ପ୍ରକଳ୍ପର ସ୍ଥାୟିତ୍ୱ ଉପରେ ଗ୍ରାମବାସୀ ପ୍ରଶ୍ନ…

ଝାରସୁଗୁଡାରେ ୯ଟା ସୁଦ୍ଧା ୯.୭୫% ମତଦାନ

ଝାରସୁଗୁଡା ଅଫିସ,୧୦।୫: ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଚାଲିଛି। ତେବେ ସକାଳ ୯ଟା ସୁଦ୍ଧା ୯.୭୫ ମତଦାନ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ମତଦାନ ଚାଲିବ। ୨୫୩ ବୁଥ୍‌ରେ ମତଦାନ…

ଆଜି ହେମନ୍ତ ସୋରେନଙ୍କୁ ଭେଟିବେ ନୀତୀଶ

ପାଟନା,୧୦।୫: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବର୍ତ୍ତମାନ କେନ୍ଦ୍ରରେ ଭାଜପା ସରକାର ବିରୋଧରେ ବିରୋଧୀ ଦଳକୁ ଏକଜୁଟ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହି ମେଣ୍ଟକୁ ସଫଳ କରିବାକୁ ବୁଧବାର ନୀତୀଶ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିବେ ବୋଲି ସୂଚନା ମିଳିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri