Home Left

ଯାତ୍ରୀବାହୀ ବସ୍‌ ପୋଡ଼ିଲେ ମାଓବାଦୀ

ମାଲକାନଗିରି,୨।୪(ଡି.ଏନ.ଏ.): ମାଓବାଦୀ କ୍ରମାଗତ ଭାବେ ଛତିଶଗଡ଼ ରାଜ୍ୟରେ ହିଂସା ଘଟାଇ ଚାଲିଛନ୍ତି। ନିକଟରେ ସେମାନେ ରାସ୍ତା କାର୍ଯ୍ୟରେ ନିୟୋଜିତ ଠିକାଦାରଙ୍କ ୧୦ଟି ଗାଡି ପୋଡ଼ିଦେଇଥିଲେ। ଶୁକ୍ରବାର ଏକ ଗ୍ରାମରେ ଥିବା ମୋବାଇଲ ଟାଓ୍ବାର ପୋଡ଼ିଥିବା ବେଳେ ଶନିବାର ସେମାନେ ଏକ ଯାତ୍ରୀବାହୀ…

ଭୁବନେଶ୍ୱର-ଦୁବାଇ ପ୍ରତ୍ୟକ୍ଷ ବିମାନ ଟିକେଟ ଶୁଭାରମ୍ଭ

ଭୁବନେଶ୍ୱର, ୨।୪ (ବ୍ୟୁରୋ): ମେ ୧୫ରୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ିବ। ଏହି ପରିପ୍ରେକ୍ଷୀରେ ଶନିବାର ଓଡ଼ିଶା ଦିବସରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସଠାରେ ଏହାର ଶୁଭାରମ୍ଭ କରି କହିଲେ, ସଂଯୋଗୀକରଣ ବିକାଶର ଚାବିକାଠି…

ଜାଲ୍‌ ସାର୍ଟିଫିକେଟ୍‌: ବଲାଙ୍ଗୀରରେ କ୍ରାଇମ୍‌ବ୍ରାଞ୍ଚ

ବଲାଙ୍ଗୀର ଅଫିସ୍‌/ ଭୁବନେଶ୍ୱର,୨।୪(ବ୍ୟୁରୋ): ବଲାଙ୍ଗୀର ଡାକମଣ୍ଡଳରେ ଚାକିରି ପାଇଁ ଜାଲ୍‌୍‌ ସାର୍ଟିଫିକେଟ୍‌ କାରବାର ଘଟଣା ଧରାପଡ଼ିବା ପରେ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି ହୋଇଥିଲା। ବିଧାନସଭାରେ ବିରୋଧୀ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ। ଘଟଣାର ଗୁରୁତ୍ୱକୁ ଲକ୍ଷ୍ୟ କରି ରାଜ୍ୟ ସରକାର…

ବିନା ଭାତରେ ୨୧ବର୍ଷ

ମାଥିଲି,୨।୪(ଡି.ଏନ.ଏ.): ମାଲକାନଗିରି ଜିଲାରେ ଏପରି ଜଣେ ଯୁବକ ଅଛନ୍ତି ଯିଏ ଜନ୍ମ ହେବାଠାରୁ ଏ ପର୍ଯ୍ୟନ୍ତ ଭାତ ଖାଇନାହାନ୍ତି। କେବଳ ଚୁଡ଼ା ମୁଢ଼ି ଖାଇ ବଞ୍ଚତ୍ଛନ୍ତି। ସେ ହେଲେ ଗ୍ରାମର ମୀନ କୁମାର ସଗରିଆ ଓ ପାର୍ବତୀ ସାଗରିଆଙ୍କ ପୁଅ କିଶୋର। ଜିଲାର…

ଆଜିଠୁ କମିବ ବର୍ଷା, ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨।୪(ବ୍ୟୁରୋ): ପଶ୍ଚିମା ଝଡ଼ ପ୍ରଭାବରେ ଶନିବାର ସାରା ରାଜ୍ୟରେ ଝଡ଼ବର୍ଷା ଲାଗି ରହିଛି। ତେବେ ରବିବାରଠାରୁ ବର୍ଷା ଓ କାଳବୈଶାଖୀ ଧୀରେ ଧୀରେ କମିବା ସହ ତାପମାତ୍ରା ବଢ଼ିବ। ବର୍ତ୍ତମାନ ବାୟୁମଣ୍ଡଳରେ ଏକ ନିମ୍ନ ଚାପରେଖା ଦକ୍ଷିଣ ଓଡ଼ିଶାରୁ ବାହାରି ଆଭ୍ୟନ୍ତରୀଣ ତାମିଲନାଡ଼ୁ…

ଏବେ ବି ବଞ୍ଚତ୍ଛି: ପୋପ୍‌

ରୋମ୍‌, ୧।୪: ପୋପ୍‌ ଫ୍ରାନ୍ସିସ୍‌ ଶନିବାର ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଭାଟିକାନ୍‌ ଫେରିଛନ୍ତି। ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବା ସମୟରେ ପୋପ୍‌ କହିଛନ୍ତି, ମୁଁ ଏବେ ବି ବଞ୍ଚତ୍ଛି। ଶ୍ୱାସକ୍ରିୟାରେ ଅସୁବିଧା ବୋଧ କରିବା ପରେ ବୁଧବାର ୮୬ ବର୍ଷୀୟ ପୋପ୍‌ଙ୍କୁ ରୋମ୍‌ସ୍ଥିତ…

ରାହୁଲଙ୍କ ବିରୋଧରେ ଆଉ ଏକ ମାନହାନି ମାମଲା

ନୂଆଦିଲ୍ଲୀ, ୨।୪ (ଆଇଏଏନ୍‌ଏସ୍‌): ସବୁ ମୋଦି ଚୋର ମନ୍ତବ୍ୟ ପାଇଁ କଂଗ୍ରେସ ନେତା ଦୋଷୀସାବ୍ୟସ୍ତ ହେବା ସହ ୨ ବର୍ଷ ଜେଲଦଣ୍ଡାଦେଶ ପାଇଛନ୍ତି। ଏଥିସହିତ ତାଙ୍କର ଲୋକ ସଭା ସଭ୍ୟପଦ ରଦ୍ଦ ହୋଇଛି। ଏବେ ରାହୁଲଙ୍କ ବିରୋଧରେ ଆଉ ଏକ ମାନହାନି…

ଏପ୍ରିଲରୁ ଜୁନ୍‌ ଅଧିକ ଗ୍ରୀଷ୍ମ ଲହର

ନୂଆଦିଲ୍ଲୀ, ୨।୪ (ପି.ଟି.): ଭାରତର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ଏପ୍ରିଲରୁ ଜୁନ୍‌ ମଧ୍ୟରେ ସ୍ବାଭାବିକଠାରୁ ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଶନିବାର କୁହାଯାଇଛି। ବିଶେଷ କରି କେନ୍ଦ୍ରୀୟ, ପୂର୍ବ ଓ ଉତ୍ତରପଶ୍ଚିମ ଭାରତର ଅଧିକାଂଶ ଅଞ୍ଚଳରେ…

ଆର୍କାନ୍ସ, ଇଲିନୋଇସ୍‌ରେ ଘୂର୍ଣ୍ଣିଝଡ଼: ୭ ମୃତ

ଲିଟିଲ୍‌ ରକ୍‌,୨।୪: ଆମେରିକାର ଆର୍କାନ୍ସ ଏବଂ ଇଲିନୋଇସ୍‌ରେ ଶୁକ୍ରବାର ଘୂଣ୍ଣିର୍ର୍ଝଡ଼ ପ୍ରଭାବରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଆର୍କାନ୍ସରେ ଅନେକ ଘର ଏବଂ ଶପିଂ ସେଣ୍ଟର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଅନ୍ୟପକ୍ଷେ ଇଲିନୋଇସ୍‌ର ଏକ ଥିଏଟର ଛାତ ଖସିପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ…

ପାକିସ୍ତାନରେ ଦୁର୍ଭିକ୍ଷ ସ୍ଥିତି

ଇସ୍‌ଲାମାବାଦ, ୨।୪: ପାକିସ୍ତାନରେ ମୁଦ୍ରାସ୍ଫୀତି ୫ ଦଶକ ମଧ୍ୟରେ ସର୍ବାଧିକ ସ୍ତରରେ ପହଞ୍ଚତ୍ଛି। ମାର୍ଚ୍ଚରେ ମୁଦ୍ରାସ୍ଫୀତି ୩୫.୩୭ ପ୍ରତିଶତ ରହିଥିଲା। ଏହା ସାଙ୍ଗକୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ରୁ ଋଣ ପାଇବା ପାଇଁ ଇସ୍‌ଲାମାବାଦ ଏହାର କେତେକ କଡ଼ା ସର୍ତ୍ତ ମାନିନେବାକୁ ବାଧ୍ୟ…

ଅବସାଦରେ ଗଛ କାନ୍ଦେ

ଜେରୁଜେଲମ୍‌, ୧।୪:  ମଣିଷ ଭାବପ୍ରବଣ ହେଲେ ପରିବାର ଲୋକ କିମ୍ବା ପ୍ରିୟଜନମାନଙ୍କୁ ନିଜ ଅନୁଭୂତି ସମ୍ପର୍କରେ ଜଣାଇଥାଏ, ଯାହା ଦ୍ୱାରା ମନ କିଛିମାତ୍ରାରେ ହାଲୁକା ହୁଏ। ଠିକ୍‌ ଏମିତି କିଛି ଉଦ୍ଭିଦଙ୍କ କ୍ଷେତ୍ରରେ ମଧ୍ୟ ଘଟିଥାଏ। ଅବସାଦରେ ଗଛ ମଧ୍ୟ କାନ୍ଦେ।…

ମହାକାଶରେ ରୋମାନ୍ସ କରିବେ ଲୋକେ

ପ୍ରେମ ଏପରି ଏକ ଅନୁଭବ, ଯେଉଁଠି ପ୍ରେମୀଯୁଗଳ ଅନ୍ୟ କୌଣସି ବିଷୟରେ ଚିନ୍ତା କରନ୍ତି ନାହିଁ। ସେମାନେ ସବୁବେଳେ ଏକାଠି ସମୟ ବିତାଇବାକୁ ଚାହିଁଥାନ୍ତି। ତାହା ପୁଣି ଜନଗହଳିଠୁ ଦୂରରେ। ପ୍ରେମର ଏହି ଅନୁଭବକୁ ସ୍ବତନ୍ତ୍ର କରିବା ପାଇଁ ଅନେକ ବ୍ୟବସ୍ଥା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri