ଡବ୍ଲୁଟିସି ଫାଇନାଲରୁ ବାଦ୍ ପଡିଲେ କେ.ଏଲ ରାହୁଲ
ନୂଆଦିଲ୍ଲୀ,୮।୫: ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (ଡବ୍ଲୁଟିସି)ର ଫାଇନାଲ ମ୍ୟାଚରେ କ୍ରିକେଟର କେ.ଏଲ ରାହୁଲ ଖେଳିବେ ନାହିଁ। ଏନେଇ ସୋମବାର ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ସୂଚନା ଦେଇଛି। ଏଥିସହିତ ରାହୁଲଙ୍କ ସ୍ଥାନରେ କିଏ ଖେଳିବେ ସେନେଇ ବିସିସିଆଇ ଘୋଷଣା…
ପଶ୍ଚିମବଙ୍ଗରେ ବ୍ୟାନ୍ ହେଲା ‘ଦ କେରଲା ଷ୍ଟୋରୀ’
କୋଲକାତା,୮।୫: ବଲିଉଡ୍ ଅଭିନେତ୍ରୀ ଅଦା ଶର୍ମାଙ୍କ ଫିଲ୍ମ ‘ଦ କେରଲା ଷ୍ଟୋରୀ’କୁ ନେଇ ବିବାଦ ଥମିବାର ନାମ ନେଉନି। ଗୋଟିଏ ପଟେ ବଲିଉଡ୍ର ଜଣାଶୁଣା ପ୍ରଯୋଜକ ବିପୁଲ ଅମୃତଲାଲ ଶାହାଙ୍କ ଫିଲ୍ମ ‘ଦ କେରଲା ଷ୍ଟୋରୀ’ ବକ୍ସ ଅଫିସ୍ରେ ଧମାଲ କରୁଛି।…
ରାଇନା, ରାହାନେଙ୍କୁ ପଛରେ ପକାଇଲେ ରିଦ୍ଧିମାନ
ନୂଆଦିଲ୍ଲୀ,୮।୫: ମେ’ ୫ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ(ଏଲଏସଜି) ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ଓପନର୍ ରିଦ୍ଧିମାନ ସାହା ଏକ ଚମତ୍କାର ଇନିଂସ ଖେଳିଥିଲେ। ଓପନିଂରେ ବ୍ୟାଟିଂ କରିବାକୁ ଆସିଥିବା ରିଦ୍ଧିମାନ ସାହା ୪୩ବଲରେ ୮୧ ରନ ସଂଗ୍ରହ କରିଥିଲେ। ତାଙ୍କର…
କର୍ନାଟକ ନିର୍ବାଚନ: କାହା ସମର୍ଥନରେ ଏମ୍ଏନ୍ଏସ୍, ରାଜ ଠାକରେ କହିଲେ…
ବେଙ୍ଗାଲୁରୁ,୮।୫: କର୍ନାଟକ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ମାହୋଲ ସେତିକି ସରଗରମ ହେଉଛି । ତେବେ ପ୍ରଥମ ଥର ଉକ୍ତ ନିର୍ବାଚନରେ ମରାଠୀ ପ୍ରସଙ୍ଗକୁ ନେଇ ରାଜ ଠାକରେ ଏବଂ ଉଦ୍ଧବ ଠାକରେଙ୍କ ଦଳ ଗୋଟିଏ ମଞ୍ଚରେ ନଜର…
ଲକ୍ଷ୍ନୌକୁ ଝଟକା: ରାହୁଲ,ଜୟଦେବଙ୍କ ପରେ ଦଳ ଛାଡିଲେ ଏହି ଖେଳାଳି
ନୂଆଦିଲ୍ଲୀ,୮।୫: ଲକ୍ଷ୍ନୌ ସୁପର ଜିଆଣ୍ଟସ(ଏଲଏସଜି)ର ଅଡୁଆ ଥମିବାର ନାଁ ନେଉନାହିଁ। ଦଳର ଅଧିନାୟକ କେ.ଏଲ ରାହୁଲ ଏବଂ ଦ୍ରୁତ ବୋଲର ଜୟଦେବ ଉନାଦକତ ଆହତ କାରଣରୁ ଆଇପିଏଲର ୧୬ତମ ସିଜିନରୁ ବାଦ ପଡିଥିଲେ। ଏହା ପରେ, ବର୍ତ୍ତମାନ ଏଲଏସଜିକୁ ଆଉ ଏକ…
କର୍ନାଟକରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ଭାଜପା ସରକାର ଗଢିବ: ଅମିତ ଶାହା
ନୂଆଦିଲ୍ଲୀ,୮।୫: କର୍ନାଟକରେ ଭାଜପା ସରକାର ଗଢିବାକୁ ଯାଉଛି ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ମୁଁ କର୍ନାଟକର ସମସ୍ତ ଅଞ୍ଚଳ ପରିଦର୍ଶନ କରିଛି। ସବୁ ଅଞ୍ଚଳରେ ଭାଜପା ପ୍ରତି ଉତ୍ସାହ ଏବଂ ସମର୍ଥନ ଗତ…
ସଂକୀର୍ତ୍ତନ କଳାକାରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୩୨ ଆହତ
ବରଗଡ଼ ଅଫିସ,୮।୫: ବରଗଡ଼ ଜିଲା ଭଟଲି ଥାନା ଅଧୀନ ପିପଲମୁଣ୍ଡା ନିକଟରେ ସୋମବାର ସଂକୀର୍ତ୍ତନ କଳାକାରଙ୍କୁ ଧରି ଯାଉଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗାଡିରେ ଥିବା ୩୨ଜଣ କଳାକାର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ…
ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ଇସିଙ୍କ ନିକଟରେ ଅଭିଯୋଗ କଲା ଭାଜପା
ନୂଆଦିଲ୍ଲୀ,୮।୫: କର୍ନାଟକ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହି ସମୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ କର୍ନାଟକରେ ଦେଇଥିବା ମନ୍ତବ୍ୟକୁ ନେଇ ଭାଜପା ବିରୋଧ କରିଛି। ଏଥିସହ ଭାଜପା ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ…
ମେ’ ୨୩ ପର୍ଯ୍ୟନ୍ତ ସିସୋଡିଆଙ୍କ ନ୍ୟାୟିକ ହେପାଜତ ବୃଦ୍ଧି
ନୂଆଦିଲ୍ଲୀ,୮।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ଅଡୁଆ ବଢିବାରେ ଲାଗିଛି। ତେବେ ସୋମବାର ଦିଲ୍ଲୀର ରୌଜ ଏଭିନ୍ୟୁ କୋର୍ଟ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ମେ’ ୨୩ ପର୍ଯ୍ୟନ୍ତ…
‘ନ୍ୟାୟପାଳିକା ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତରେ ଅଛି’… ସିଜେଆଇ ଚନ୍ଦ୍ରଚୂଡଙ୍କୁ ପ୍ରଶଂସା କରି କହିଲେ ଉପରାଷ୍ଟ୍ରପତି
ନୂଆଦିଲ୍ଲୀ,୮।୫: ଭାରତର ଉପରାଷ୍ଟ୍ରପତି ତଥା ବରିଷ୍ଠ ଆଇନଜୀବୀ ଜଗଦୀପ ଧନକର ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କୁ ପ୍ରଶଂସା କରିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି, ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ଭାରତର କୋର୍ଟ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଏସବୁ ଜଣେ ଦକ୍ଷ ବ୍ୟକ୍ତିଙ୍କ ହାତରେ ରହିଛି।…
ଇଟାରେ ଛେଚି ସ୍ତ୍ରୀଙ୍କୁ ହତ୍ୟା: ଜେଲ ଗଲେ ଅଭିଯୁକ୍ତ ସ୍ବାମୀ
ଜମନକିରା,୮।୫(ଡି.ଏନ୍.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ବଡ଼ମାଳ ପଞ୍ଚାୟତ ନୂଆଁଡିହି ଗ୍ରାମରେ ଏକ ଅଘଟଣ ଘଟିଛି। ସ୍ବାମୀ ଏକ ଇଟାରେ ସ୍ତ୍ରୀଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଛନ୍ତି। ଏହି ଘଟଣାରେ ଜମନକିରା ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି ସୋମବାର କୋର୍ଟ…
ଛତିଶଗଡ ମଦ ଦୁର୍ନୀତି ମାମଲା: ମୁଖ୍ୟମନ୍ତ୍ରୀ ଭୁପେଶଙ୍କୁ ଗିରଫ କରିବାକୁ ଏଏପିର ଦାବି
ଛତିଶଗଡ ମଦ ଦୁର୍ନୀତି ମାମଲା: ମୁଖ୍ୟମନ୍ତ୍ରୀ ଭୁପେଶଙ୍କୁ ଗିରଫ କରିବାକୁ ଏଏପିର ଦାବି ନୂଆଦିଲ୍ଲୀ,୮।୫: ଛତିଶଗଡରେ ୨୦୦୦ କୋଟିର ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶନିବାର ମୁଖ୍ୟ ଅଭିଯୁକ୍ତ ଅନୱର ଧେବାରଙ୍କୁ ଗିରଫ କରିଛି। ତେବେ…
Archives


