ସାହାଣୀ କପ୍: ଝାରସୁଗୁଡ଼ା ୩, ବୌଦ୍ଧ ୨
ଭୁବନେଶ୍ୱର, ୧୦।୫ (କ୍ରୀଡ଼ା ପ୍ରତିନିଧି): ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟ୍ବଲ ଚାମ୍ପିୟନଶିପ୍ ସାହାଣୀ କପ୍ର ୨ଟି କ୍ୱାର୍ଟର ଫାଇନାଲ ଲିଗ୍ ମ୍ୟାଚ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡ଼ା ବିଜୟୀ ହୋଇଥିବାବେଳେ ସୁନ୍ଦରଗଡ଼ ଓ ବରଗଡ଼ ମଧ୍ୟରେ ଅନୁଷ୍ଠିତ ମ୍ୟାଚଟି ଗୋଲଶୂନ୍ୟ…
ପଞ୍ଜାବ ୧୦-୧ରେ ବିଜୟୀ
ଭୁବନେଶ୍ୱର, ୧୦।୫(କ୍ରୀଡ଼ା ପ୍ରତିନିଧି): ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ୧୩ତମ ଜାତୀୟ ସବ୍ଜୁନିୟର ମହିଳା ହକି ଚାମ୍ପିୟନଶିପ୍ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ ଗୁଡ଼ିକ ମଧ୍ୟରେ ପଞ୍ଜାବ, ଆନ୍ଧ୍ର ପ୍ରଦେଶ, ଚଣ୍ଡିଗଡ଼ ଓ ତେଲଙ୍ଗାନା ଦଳ ବିଜୟ ହାସଲ କରିଛି। ଦିବସର…
ଗିରୋ ଡି’ ଇଟାଲିଆ
ଗିରୋ ଡି’ ଇଟାଲିଆ ସାଇକେଲ ରେସ୍ର ୧୦୬ତମ ସଂସ୍କରଣ ଇତିମଧ୍ୟରେ ଆରମ୍ଭ ହୋଇଛି। ତିନି ସପ୍ତାହ ବିଶିଷ୍ଟ ଏହି ଗ୍ରାଣ୍ଡ ଟୁର୍ ସାଇକେଲ ରେସ୍ ଗତ ୬ ତାରିଖରୁ ଆରମ୍ଭ ହୋଇଛି ଏବଂ ଏହା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଯୋଗିତାର…
୮ ଜଣଙ୍କୁ କୀର୍ତ୍ତିଚକ୍ର, ୨୯ଙ୍କୁ ଶୌର୍ଯ୍ୟଚକ୍ର ମିଳିଲା
ନୂଆଦିଲ୍ଲୀ,୧୦।୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ସେନା, ଅର୍ଦ୍ଧ ସାମରିକ ବଳ ଏବଂ ପୋଲିସ ବିଭାଗର ୮ ଜଣଙ୍କୁ କୀର୍ତ୍ତିଚକ୍ର ପୁରସ୍କାର ପ୍ରଦାନ କରିଛନ୍ତି। କୀର୍ତ୍ତିଚକ୍ର ଦେଶର ଦ୍ୱିତୀୟ ବୃହତ୍ତମ ସମ୍ମାନ। ସଶସ୍ତ୍ର ବଳର ସୁପ୍ରିମ କମାଣ୍ଡର ଦ୍ରୌପଦୀ ମୁର୍ମୁ ୨୯…
କ୍ୟାରୋଲିନ୍ଙ୍କୁ ପୁଲିଜର ପୁରସ୍କାର
ଓ୍ବାଶିଂଟନ୍,୧୦ା୫: ସାମ୍ବାଦିକତା ଓ କଳା କ୍ଷେତ୍ରରେ ଉତ୍କର୍ଷକୁ ସମ୍ମାନ ଦେବା ପାଇଁ ୧୯୧୭ ମସିହାରୁ ପୁଲିଜର ପୁରସ୍କାର ପ୍ରଦାନ କରାଯାଇଆସୁଛି। ସାମ୍ବାଦିକତା, ପୁସ୍ତକ, ଡ୍ରାମା ଓ ସଙ୍ଗୀତ କ୍ଷେତ୍ରର ୨୩ଟି ବର୍ଗରେ ଏହି ମର୍ଯ୍ୟାଦାଜନକ ବାର୍ଷିକ ପୁରସ୍କାର ଦିଆଯାଇଥାଏ। ଚଳିତବର୍ଷ ସାମ୍ବାଦିକତା…
ପାର୍ଥ ମଜୁମ୍ଦାର ଏନ୍ଟିପିସିର ଆର୍ଇଡି
ନୂଆଦିଲ୍ଲୀ,୧୦।୫: ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ସଂସ୍ଥା ତଥା ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ(ଏନ୍ଟିପିସି)ର ପୂର୍ବାଞ୍ଚଳ-୨ କ୍ଷେତ୍ରର ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଆର୍ଇଡି) ଭାବେ ପାର୍ଥ ମଜୁମ୍ଦାର ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଶେଷ କରି ସେ ଦେଶର ପୂର୍ବାଞ୍ଚଳ ରାଜ୍ୟ ତଥା…
ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ଅଲୋଡ଼ା
କେନ୍ଦ୍ରାପଡ଼ା ଅଫିସ୍/ ମହାକାଳପଡ଼ା,୧୦ା୫(ଡି.ଏନ.ଏ.): ଦିନ ଥିଲା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଜମ୍ବୁ-ମାର୍ଶାଘାଇ କେନାଲ ଲୋକଙ୍କ ଜୀବନ ରେଖା ପାଲଟିଥିଲା। ନଅଙ୍କ ଦୁର୍ଭିକ୍ଷ ସମୟରେ ବ୍ରିଟିଶ ଶାସକ ଏହି ବାଟ ଦେଇ ବିଦେଶରୁ ଖାଦ୍ୟ ଦ୍ରବ୍ୟ ନେଇ କଟକ ଯୋବ୍ରାରେ ପହଞ୍ଚାଇ…
ଧନ୍ଦାମୂଳକ ତାଲିମକୁ ଗୁରୁତ୍ୱାରୋପ
ନୂଆଦିଲ୍ଲୀ,୧୦।୫: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍) ଏବଂ ଫେଡେରେଶନ ଅଫ୍ ଇଣ୍ଡିଆନ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ଓ ୟୁନିସେଫ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଆଇଡିଏଟ୍-୨୦୨୩ର ୧୨ତମ ସଂସ୍କରଣ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ…
ରାସ୍ତାରୁ ନର୍ଦ୍ଦମାପାଣି ସଫାକଲେ କଲେଜ ଛାତ୍ରୀ
ପଟ୍ଟାମୁଣ୍ଡାଇ,୧୦ା୫(ସ୍ବ.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତି ଗ୍ରାମକୁ ପକ୍କା ରାସ୍ତା ଏବଂ ଗ୍ରାମ ଭିତରେ ସିମେଣ୍ଟ କଙ୍କ୍ରିଟ୍ ରାସ୍ତା ନିର୍ମାଣ ପାଇଁ ଅର୍ଥ ବ୍ୟୟ କରୁଛନ୍ତି। ପାଣି ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ମଧ୍ୟ କରିଛନ୍ତି। ମାତ୍ର ପ୍ରଶାସନର ଖାମଖିଆଲି…
କଲେଜ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ
ଖୋର୍ଦ୍ଧା ଅଫିସ,୧୦ା୫: ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ବିନା ଏନ୍ଇଇଟିରେ କେତେଜଣ ଛାତ୍ରୀଛାତ୍ର ଡାକ୍ତରୀ ପାଠ ପଢୁଛନ୍ତି। ୨୦୨୦-୨୧ ବ୍ୟାଚରେ ବିନା ଏନ୍ଇଇଟିରେ ଦୁଇଜଣ ପାଠ ପଢୁଥିବା ବେଳେ ୨୦୧୬ରେ ଜଣେ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ଡିଗ୍ରୀ ହାସଲ କରିଛନ୍ତି। ସେହିପରି…
ଅଷ୍ଟ୍ରିଚ୍ର ପଞ୍ଝା ଭଳି ଭାଡୋମାଙ୍କ ପାଦ
ଡୋଡୋମା: ବିଶ୍ୱରେ ବିଭିନ୍ନ ପ୍ରକାର ଜନଜାତି ବସବାସ କରିଥାନ୍ତି। ବହୁ ଜନଜାତି ଆମମାନଙ୍କଠାରୁ ଦୂରରେ ରୁହନ୍ତି, ସେଥିପାଇଁ ସେମାନେ ଆମମାନଙ୍କଠାରୁ ସବୁ କ୍ଷେତ୍ରରେ ବହୁତ ପଛରେ ଅଛନ୍ତି। ସେମାନଙ୍କ ଜୀବନଶୈଳୀ ଆମମାନଙ୍କଠାରୁ ବହୁତ ଭିନ୍ନ। ବାହାର ଦୁନିଆରେ କ’ଣ ହେଉଛି, ସେଥିରେ…
୭.୮ କୋଟି ଟଙ୍କାର ଘର କିଣିଲେ ସାମନ୍ଥା
ମୁମ୍ବାଇ: ସାଉଥ୍ ଇଣ୍ଡଷ୍ଟ୍ରିରେ ଜଣେ ଫେମସ ଅଭିନେତ୍ରୀ ଭାବେ ସାମନ୍ଥା ରୁଥ୍ ପ୍ରଭୁ ବେଶ୍ ଜଣାଶୁଣା। ସେ ତାଙ୍କ ଫିଲ୍ମ କ୍ୟାରିୟର ମଧ୍ୟରେ ବହୁ ବ୍ଲକବୁଷ୍ଟର ମୁଭି ଦର୍ଶକଙ୍କୁ ଭେଟି ଦେଇଛନ୍ତି। ନିକଟରେ ସେ ସ୍ବାମୀ ସାଉଥ୍ ଅଭିନେତା ନାଗା ଚୈତନ୍ୟଙ୍କ…
Archives


