କୁନୋ ଜାତୀୟ ଉଦ୍ୟାନରେ ଆଉ ୨ ଚିତା ଶାବକଙ୍କ ମୃତ୍ୟୁ
ଭୋପାଳ,୨୫।୫: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପ୍ରଥମ ଶାବକର ମୃତ୍ୟୁର କିଛି ଦିନ ପରେ ଗୁରୁବାର ଆଉ ଦୁଇ ଶାବକ ଚିତାଙ୍କର ମୃତ୍ୟୁ ଘଟିଛି। ଚିତା (ସିୟା) ଚଳିତ ବର୍ଷ ମାର୍ଚ୍ଚ ୨୪ରେ ଚାରିଟି ଛୁଆ ଜନ୍ମ କରିଥିଲା। ତିନି ଶାବକ…
ଖୁବଶୀଘ୍ର ବିବାହ କରିବେ ଆମିର: କେଆରକେ
ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ପୁଣିଥରେ ତାଙ୍କ ପର୍ସନାଲ ଲାଇଫକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। କଥା ହେଲା ଆକ୍ଟ୍ରେସ ଫାତିମା ସନା ଶେଖଙ୍କ ସହ ଆମିରଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଯେଉଁଥିରେ…
ଅଳ୍ପକେ ବର୍ତ୍ତିଲା ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିବା ୧୬୦ ଯାତ୍ରୀଙ୍କ ଜୀବନ
ନୂଆଦିଲ୍ଲୀ,୨୫।୫: ମାଙ୍ଗାଲୁରୁରୁ ଦୁବଇ ଯାଉଥିବା ଏକ ଇଣ୍ଡିାଗୋ ବିମାନରେ ପକ୍ଷୀ ମାଡ ହେବା ପରେ ଏକ ନିଶ୍ଚିତ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିଛି। ମାଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦର(ଏମଆଇଏ)ର ରନଓ୍ବେରେ ଦୁବଇ ଯାଉଥିବା ଇଣ୍ଡିଗୋ ଏୟାର ଲାଇନ୍ସର ଏକ ବିମାନ ଯେତେବେଳେ…
ଭଗବନ୍ତ ମାନଙ୍କୁ ‘ଜେଡ୍ ପ୍ଲସ’ ସୁରକ୍ଷା
ଚଣ୍ଡିଗଡ,୨୫।୫: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସୁରକ୍ଷାକୁ କଡାକଡି କରାଯାଇଛି। ସୂଚନାନୁସାରେ, ଗୁରୁବାର ମୁଖ୍ୟମନ୍ତ୍ରୀ ମାନଙ୍କୁ ପୂରା ଭାରତରେ ସିଆରପିଏଫ୍ର ‘ଜେଡ୍ ପ୍ଲସ’ ସୁରକ୍ଷା ଯୋଗାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମାନଙ୍କ ପାଖରେ ପୂର୍ବରୁ ପଞ୍ଜାବ ପୋଲିସର ସୁରକ୍ଷା…
ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ି ହେଲା ଆଉ ଗୋଟିଏ ଭିୟୁ ପଏଣ୍ଟ
ଦାରିଙ୍ଗବାଡ଼ି,୨୫ା୫(ଡି.ଏନ୍.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସାରା ଦେଶରେ ପର୍ଯ୍ୟଟନ କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ରହିଛି। ସେପ୍ଟେମ୍ବରଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲିବାକୁ ପସନ୍ଦ କରନ୍ତି। ତେବେ ପର୍ଯ୍ୟଟନକ୍ଷେତ୍ରର ବିକାଶ ହେଉ…
ନୂଆ ସଂସଦ ଭବନ ଉଦଘାଟନ ସମାରୋହରେ ଯୋଗଦେବେ ନାହିଁ ମାୟାବତି
ଲକ୍ଷ୍ନୌ,୨୫।୫: ନୂଆ ସଂସଦ ଭବନର ଉଦଘାଟନ ୨୮ ମେ’ ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବାକୁ ଯାଉଛନ୍ତି। ମୋଦିଙ୍କ ଦ୍ୱାରା ଏହା ଉଦଘାଟନ କରାଯାଉଥିବାରୁ ପ୍ରାୟ ସମସ୍ତ ବିରୋଧୀ ଦଳ ଏହାକୁ ବିରୋଧ କରୁଛନ୍ତି। ବିରୋଧୀ ବାଦି କରୁଛନ୍ତି କି ନୂଆ…
ସୁପ୍ରିମକୋର୍ଟରେ ପହଞ୍ଚିଲା ନୂଆ ସଂସଦ ଭବନର ଉଦ୍ଘାଟନୀ ମାମଲା
ନୂଆଦିଲ୍ଲୀ,୨୫।୫: ନୂତନ ସଂସଦ ଭବନର ଉଦ୍ଘାଟନ ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରାଯାଇଛି। ପିଟିସନରେ ଲୋକ ସଭା ସଚିବାଳୟ ଏବଂ ଭାରତ ସରକାରଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଦ୍ଘାଟନ କରିବାକୁ ନିର୍ଦ୍ଦେଶ ଦେବାକୁ ଦାବି…
ଶରଦ ପାୱାରଙ୍କୁ ଭେଟିଲେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ, ୨୫।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗୁରୁବାର ମୁମ୍ବାଇରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି। ବରିଷ୍ଠ ଏନସିପି ନେତା ଓ୍ବାଇ.ବି ଚାବନ, ଅଜିତ ପାୱାର, ଛଗନ ଭୁଜବଲ, ସୁନୀଲ ତଟକେରେ କେଜ୍ରିଓ୍ବାଲଙ୍କୁ ସ୍ବାଗତ କରିଥିଲେ। ତେବେ ଏହି ସାକ୍ଷାତରେ…
ଖାର୍ଗେଙ୍କ ଉପରେ ୧୦୦ କୋଟିର ମାନହାନି ମାମଲା: ସମନ ଜାରି କଲା କୋର୍ଟ
ନୂଆଦିଲ୍ଲୀ,୨୫।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଡୁଆ ବଢିପାରେ। ପଞ୍ଜାବର ସାଙ୍ଗରୁର ଜିଲା କୋର୍ଟର ଜଜ ରମଣଦୀପ କୌର ଅଭିଯୋଗକାରୀ ହିତେଶ ଭରଦ୍ୱାଜଙ୍କ ଅଭିଯୋଗ ଉପରେ ମଲ୍ଲିକାର୍ଜୁନ ଖାଗେର୍ର୍ଙ୍କୁ ସମନ ଜାରି କରିଛନ୍ତି। କୋର୍ଟ ଜୁଲାଇ ୧୦ରେ ଖାଗେର୍ର୍ଙ୍କୁ କୋର୍ଟରେ ହାଜର…
ଦିନଦୟାଲରୁ ଏଲଏନଜେପି ହସ୍ପିଟାଲ ସ୍ଥାନାନ୍ତର ହେଲେ ସତ୍ୟେନ୍ଦ୍ର ଜୈନ
ନୂଆଦିଲ୍ଲୀ,୨୫।୫: ଆମ ଆଦମୀ ପାର୍ଟି(ଏଏପି)ର ନେତା ତଥା ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କର ତିହାର ଜେଲରେ ସ୍ବାସ୍ଥ୍ୟ ବିଗିଡିଯିବା କାରଣରୁ ଗୁରୁବାର ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଛି। ପ୍ରଥମେ ତାଙ୍କୁ ଦିଲ୍ଲୀର ଦିନଦୟାଲ ଉପାଧ୍ୟାୟ ହସ୍ପିଟାଲ ନିଆଯାଇଥିଲା ହେଲେ…
ମାଲବାହୀ ଟ୍ରେନର ଦୁଇ ଇଞ୍ଜିନ ଲାଇନଚ୍ୟୁତ
ଛତ୍ରପୁର,୨୫।୫(ଡିଏନଏ ): ଗଞ୍ଜାମ ଜିଲାର ଛତ୍ରପୁର ଓ ଗଞ୍ଜାମ ମଧ୍ୟ ଭାଗରେ ମାଲବାହୀ ଟ୍ରେନର ଦୁଇ ଇଞ୍ଜିନ ଲାଇନଚ୍ୟୁତ ହୋଇଛି । ବର୍ତ୍ତମାନ ଗୋଟାଏ ଲାଇନକୁ ବ୍ଲକ କରାଯାଇ ଅନ୍ୟ ଲାଇନରେ ଟ୍ରେନ ଯାତାୟାତ ହେଉଛି । ଉଦ୍ଧାର କାର୍ଯ୍ୟରେ ଖୋର୍ଦ୍ଧା…
ଏହି ଅଭିନେତ୍ରୀ ଥିଲେ କରଣ ଜୋହରଙ୍କ ପ୍ରଥମ ପ୍ରେମ…
ମୁମ୍ବାଇ: ‘କୁଛ୍ କୁଛ୍ ହୋତା ହେ’ର ତାଙ୍କର କହିବା ଅନ୍ଦାଜ, ‘କଭି ଅଲବିଦା ନା କେହନା’ ତାଙ୍କର ଅଭ୍ୟାସ। ଦୁନିଆକୁ ସେ ‘ମହୋବତ’ କରିବା ଶିଖାଇଲେ। ହୃଦୟର କଥା କହିବାକୁ ଡେରି କର ନାହିଁ କାରଣ ସେ କହିଛନ୍ତି ‘କଲ ହୋନା…
Archives


