ଲାପଟପ୍ ପାଇଁ ୧୫ରୁ ଆବେଦନ
ଭୁବନେଶ୍ୱର,୧୪ା୭ (ଅନୁରାଧା ମହାରଣା):ଲାପଟପ୍ ଡିବିଟି ଯୋଜନା ୨୦୨୧ ଓ ୨୦୨୨ ଅଧୀନରେ ଦ୍ୱାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ୧୫ ହଜାର ମେଧାବୀଙ୍କୁ ଲାପଟପ୍ ପ୍ରଦାନ କରାଯିବ। ଏଥିପାଇଁ ଜୁଲାଇ ୧୫ରୁ ଅଗଷ୍ଟ ୫ ମଧ୍ୟରେ ଆବେଦନ କରିବା ପାଇଁ ଉଚ୍ଚ ଶିକ୍ଷା…
ଶ୍ରାବଣରେ ଫାଟିଲା ଭୂଇଁ: ମରୁଡ଼ି ଆଶଙ୍କା
ନିଶ୍ଚିନ୍ତକୋଇଲି,୧୪ା୭(ଅଶୋକ କୁମାର ମହାପାତ୍ର): ଆଷାଢ ଯାଇ ଶ୍ରାବଣ ହେଲାଣି ଏହାସତ୍ତ୍ୱେ ବର୍ଷା ହେଉନାହିଁ। ଫଳରେ ଜ୍ୟେଷ୍ଠ ଓ ଆଷାଢରୁ ପଡ଼ିଥିବା ତଳି ଏବେ ନଷ୍ଟ ହେବାକୁ ବସିଲାଣି। ଅପରପକ୍ଷେ କେନାଲରେ ପାଣି ଆସୁ ନ ଥିବାରୁ ଏପର୍ଯ୍ୟନ୍ତ ଚାଷ କାର୍ଯ୍ୟ ଆରମ୍ଭ…
ଆଜି ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ମେଧାତାଲିକା
ଭୁବନେଶ୍ୱର,୧୪ା୭ (ଅନୁରାଧା ମହାରଣା) – ଯୁକ୍ତ୩ ପ୍ରଥମ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ସେଲ୍ଫ ଫାଇନାନସିଂରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଶୁକ୍ରବାର ପ୍ରକାଶ ପାଇବ। ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ୧୦୪୨ଟି ଡିଗ୍ରୀ କଲେଜର ୨ ଲକ୍ଷ…
ହାଇକୋର୍ଟରେ ଫଇସଲା ହାର ୧୨୬.୬୬% ବୃଦ୍ଧି
କଟକ,୧୪।୭ (କାର୍ତ୍ତିକ ସାହୁ): ଓଡ଼ିଶା ହାଇକୋର୍ଟ ଚଳିତ ବର୍ଷର ପ୍ରଥମାର୍ଦ୍ଧ ଜାନୁୟାରୀରୁ ଜୁନ୍ ପର୍ଯ୍ୟନ୍ତ ମାମଲାଗୁଡ଼ିକର ବିଚାର ଓ ଫଇସଲାରେ ରେକର୍ଡ ସଂଖ୍ୟକ ଫଳ ପ୍ରଦର୍ଶନ କରିଛି। ୨୦୨୧ ଓ ୨୦୨୨ ବର୍ଷ ତୁଳନାରେ ୨୦୨୩ରେ ଅଦ୍ୟାବଧି ବିଚାର ବିଭାଗରେ ଯଥେଷ୍ଟ…
ଚନ୍ଦ୍ରୟାନ-୩ ଅଭିଯାନର ସଫଳତା ପାଇଁ ମନ୍ଦିରରେ ପହଞ୍ଚିଲେ ଇସ୍ରୋ
ଶ୍ରୀହରିକୋଟା,୧୪।୭: ଚନ୍ଦ୍ରୟାନ-୩ ଅଭିଯାନର ସଫଳତା ପାଇଁ ଚନ୍ଦ୍ରୟାନ-୩ର ରିସର୍ଚ୍ଚ ଟିମ୍, ନ୍ୟାଶନାଲ ଆଟ୍ମୋସ୍ପିଅରିକ୍ ରିସର୍ଚ୍ଚ ଲାବୋରେଟରି (ଏନ୍ଏଆର୍ଏଲ୍) ନିର୍ଦ୍ଦେଶକ ଅମିତ କୁମାର ପାତ୍ର, ଚନ୍ଦ୍ରୟାନ-୩ର ପ୍ରୋଜେକ୍ଟ ଡିରେକ୍ଟର ଭୀରମୁଥୁ ଭେଲ୍ ଏବଂ ଇସ୍ରୋର ସାଇଣ୍ଟିଫିକ୍ ସେକ୍ରେଟାରି ଆନ୍ଧ୍ରପ୍ରଦେଶର ତିରୁପତି ଭେଙ୍କଟଚାଲାପଥି ମନ୍ଦିର…
ବିଦ୍ୟାଳୟ ପରିସର ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ
ନୂଆଗାଁ,୧୪।୭ (ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଖଣ୍ଡୁଗାଁ ପଞ୍ଚାୟତରେ ଥିବା ଗୋଳଗୋଳା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ଏହାର ସୁଯୋଗ ନେଇ କେତେଜଣ ଅସାମାଜିକ ବ୍ୟକ୍ତି ସ୍କୁଲ ପରିସରରେ ମଦ, ଗଞ୍ଜେଇ ଓ…
ଶିକ୍ଷକ ଅଭାବ ପାଇଁ ଶିକ୍ଷାଦାନ ବାଧାପ୍ରାପ୍ତ
କୁଜଙ୍ଗ,୧୪।୭ (ମନୋଜ ପ୍ରଧାନ): ସ୍ବାଧୀନତା ପୂର୍ବରୁ ଅର୍ଥାତ ୧୯୦୧ରେ କୁଜଙ୍ଗରେ ବନବିହାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଏହି ୧୨୨ବର୍ଷର ହାଇସ୍କୁଲକୁ ୫-ଟି ଯୋଜନାରେ ରୂପାନ୍ତରଣ କରାଯାଇଥିଲେ ମଧ୍ୟ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଗତିକରୁଛି। ଏଠାରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ…
‘ବଦଳି ନ ହେଲେ ଆତ୍ମାହୁତି’
ଡେରାବିଶ,୧୪ା୭ (ବେବର୍ତ୍ତା ଅଜୟ ଦାସ): ଜଣେ ପ୍ରଧାନ ଶିକ୍ଷକ ଅନ୍ୟତ୍ର ବଦଳି ପାଇଁ ଉଚ୍ଚ ଅଧିକାରୀଙ୍କ ନିକଟରେ ବାରମ୍ବାର ଆବେଦନ କରି ବିଫଳ ହୋଇଛନ୍ତି। ପ୍ରତିବାଦରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବାକୁ ଲିଖିତ ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ…
ବିଳମ୍ବିତ ବର୍ଷା, କେନାଲ ଶୁଖିଲା: ଚିନ୍ତାରେ ଚାଷୀ
ପଟ୍ଟାମୁଣ୍ଡାଇ,୧୪ା୭ (ଅକ୍ଷୟ ବିଶ୍ୱାଳ): ଚଳିତ ବର୍ଷ ବିଳମ୍ବିତ ବର୍ଷା ଯୋଗୁ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାଷ କାର୍ଯ୍ୟ ପଛେଇ ଯାଇଛି। ବତ୍ତର୍ର୍ମାନ ଯେଉଁଠି ରୁଆ ବେଉଷଣ ହେବା କଥା ସେଠି ଧାନ ବୁଣାବୁଣି ଓ ତଳି ପକା କାର୍ଯ୍ୟ ଚାଲିଛି। ଏପରି କି…
ଘରୋଇ ଚିକିତ୍ସାକୁ ପ୍ରୋତ୍ସାହନ
ଯାଜପୁର,୧୪ା୭(ହର୍ଷବର୍ଦ୍ଧନ ବେହେରା): କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ତଥା ଯାଜପୁର ଜିଲାର ଅନ୍ୟତମ ପ୍ରମୁଖ ସହର ଯାଜପୁରରୋଡକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଉଛି। ଏହି ସହରର ଜନସଂଖ୍ୟା ବେସରକାରୀ ଭାବେ ପ୍ରାୟ ଦେଢଲକ୍ଷ ପାଖାପାଖି ହେଲାଣି। ହେଲେ ଯାଜପୁରରୋଡ ଗୋଷ୍ଠୀ…
ଇତିହାସ ରଚିଲେ ରୋହିତ-ଜୟସ୍ବାଲ ଯୋଡ଼ି
ଡୋମିନିକା,୧୪।୭: ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡୋମିନିକା ଗ୍ରାଉଣ୍ଡରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚର ଦ୍ୱିତୀୟ ଦିନର ଖେଳରେ ଭାରତରୁ ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଓପନିଂ ଯୋଡି ରେକର୍ଡ ସୃଷ୍ଟି…
ବଢୁଛି ଭେଜାଲ, ରଙ୍ଗମିଶା ଖାଦ୍ୟ ବିକ୍ରି
କେନ୍ଦ୍ରାପଡ଼ା,୧୪ା୭(ଜଗନ୍ନାଥ ଧଳ): ଗ୍ରାହକଙ୍କୁ ଆକୃଷ୍ଟ କରିବା ପରି ଖାଦ୍ୟ ସାମଗ୍ରୀ ଷ୍ଟଲ୍ ବା ଦୋକାନରେ ସଜା ହେଉଛି। ରଙ୍ଗବେରଙ୍ଗ ମିଠା ସହ ଅନ୍ୟାନ୍ୟ ଖାଦ୍ୟ ଗ୍ରାହକଙ୍କ ମନ ମୋହୁଛି। ତେବେ ଏହି ରଙ୍ଗିନ ଖାଦ୍ୟ କେନ୍ଦ୍ରାପଡ଼ା ଜିଲାରେ ବିଭିନ୍ନ ରୋଗର କାରଣ…
Archives


