ଦିଲ୍ଲୀରେ ବନ୍ୟା ପରିସ୍ଥିତି: ସେନାରୁ ସାହାଯ୍ୟ ମାଗିଲେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୧୪।୭: ଦିଲ୍ଲୀରେ ଯମୁନାର ଜଳସ୍ତର ବୃଦ୍ଧି ପାଉଛି। ଏହି କାରଣରୁ ଆଇଟିଓ ଏବଂ ଦିଲ୍ଲୀର ଆଖପାଖ ଅଞ୍ଚଳକୁ ଜଳ ପ୍ରବେଶ କରିବାକୁ ଲାଗିଛି। ଯମୁନା ଜଳ ସହରରେ ପ୍ରବେଶ ନ କରିବା ପାଇଁ ଦିଲ୍ଲୀର ସରକାରୀ କର୍ମଚାରୀମାନେ ରାତିସାରା କାମ କରୁଛନ୍ତି।…
ଆମେରିକାର ବାଣିଜ୍ୟ ମନ୍ତ୍ରୀଙ୍କ ଇମେଲ ହ୍ୟାକ୍ କଲେ ଚାଇନା ହ୍ୟାକର, ବ୍ଲିଙ୍କେନ ଚାଇନା ସମକକ୍ଷଙ୍କୁ ଦେଲେ ଚେତାବନୀ
ଓ୍ବାଶିଂଟନ,୧୪।୭: ଚାଇନାର ହ୍ୟାକରଙ୍କ ଏକ ଗୋଷ୍ଠୀଙ୍କ ଦ୍ୱାରା ଆମେରିକାର ବାଣିଜ୍ୟ ବିଭାଗର ଅଧିକାରୀଙ୍କ ଇମେଲକୁ ହ୍ୟାକ୍ କରିଥିବା ଘଟଣା ସାମ୍ନାକୁ ଆସିଛି। ଆମେରିକାର ବାଣିଜ୍ୟ ମନ୍ତ୍ରୀ ଜିନା ରାୟମୋଣ୍ଡୋ ଆମେରିକାର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ସାମିଲ ଥିଲେ, ଯାହାଙ୍କ ଇମେଲଗୁଡିକ ଚଳିତ…
ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ
ମୋରଡ଼ା,୧୪ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବରେ ଧନଜୀବନ ହାନି ଘଟୁଥିବା ବେଳେ ଶୁକ୍ରବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ପଶ୍ଚିମବଙ୍ଗ ନୟାଗ୍ରାମ ଥାନା ଅଧୀନ ବେଢାଝାଲ ଗ୍ରାମର ଅଧର କୁମାର…
‘ଭାରତ ମାତା କି ଜୟ’ ନାରା ଶୁଣି ଲାଗୁଛି ମୁଁ ଘରକୁ ଆସିଛି: ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ ମୋଦି
ପ୍ୟାରିସ,୧୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତ ସମୟରେ ପ୍ୟାରିସରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ‘ମୋଦ-ମୋଦି’ ଏବଂ ‘ଭାରତ ମାତା କି ଜୟ’ ସ୍ଲୋଗାନରେ ପୁରା ଅଡିଟୋରିୟମ ଫାଟି ପଡୁଥିଲା। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,…
ଇସ୍ରୋ ସୁବର୍ଣ୍ଣ ଇତିହାସ ସୃଷ୍ଟି କରିବାକୁ ଯାଉଛି: ଯୋଗୀ
ଲକ୍ଷ୍ନୌ, ୧୪।୭: ଦେଶର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରୟାନ-୩ର ପରୀକ୍ଷଣ ପାଇଁ ଗଣନା ଆରମ୍ଭ ହୋଇଛି। ଚନ୍ଦ୍ରୟାନ-୩ ଆଜି ଅର୍ଥାତ୍ ଶୁକ୍ରବାର ଶ୍ରୀହାରିକୋଟାସ୍ଥିତ କେନ୍ଦ୍ରରୁ ଲଞ୍ଚ ହେବ। ଦେଶ ପାଇଁ ଏହା ଅତ୍ୟନ୍ତ ଗର୍ବର ସମୟ। ଚନ୍ଦ୍ରୟାନ-୩ ଲଞ୍ଚ ସଂପର୍କରେ ବିଶ୍ୱର…
ଫେଲ୍ ମାରିଲା ଅରୁଣାଚଳ ପ୍ରଦେଶ ଉପରେ ଚାଇନାର ପ୍ଲାନ୍
ଇଟାନଗର/ବେଜିଂ,୧୪।୭: ଅରୁଣାଚଳ ପ୍ରଦେଶ ଉପରେ ଚାଇନାର ସର୍ବଦା ଖରାପ ନଜର ରହିଛି। ଗୋଟିଏ ପଟେ ଚାଇନା ନିୟନ୍ତ୍ରଣ ଲାଇନ ଉପରେ ନିଜର କାର୍ଯ୍ୟକଳାପକୁ କ୍ରମାଗତ ଭାବରେ ବୃଦ୍ଧି କରୁଛି ଏବଂ ଅନ୍ୟ ପଟେ ଅରୁଣାଚଳ ପ୍ରଦେଶକୁ ନେଇ କୂଟନୈତିକ କୌଶଳ ପ୍ରୟୋଗ…
କଲେଜରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
ବାଣପୁର,୧୪ା୭(ଶଙ୍କର ବସ୍ତି): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଗମ୍ଭାରୀମୁଣ୍ଡାସ୍ଥିତ ପର୍ଶୁରାମ ଜୁନିଅର କଲେଜ ପରିସରରୁ ଗୁରୁବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଚୋରି ହୋଇଛି। କଲେଜ ପରିସରରେ ଦୁର୍ବୃତ୍ତମାନେ ମୁଖ୍ୟ ଫାଟକ ତାଲା ଭାଙ୍ଗି ପଶିଥିଲେ। ଅଧ୍ୟକ୍ଷଙ୍କ କକ୍ଷ, ପ୍ରଶାସନିକ…
ଓଲଟିଲା ଯାତ୍ରୀବାହୀ ବସ୍
ବାଲେଶ୍ୱର,୧୪ା୭(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ଜଳେଶ୍ୱର ୬୦ ନମ୍ବର ଜାତୀୟ ରାଜପଥ ଆମ୍ବଳିଅଠା ବାଇପାସ ନିକଟରେ ଶୁକ୍ରବାର ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି। ଫଳରେ ୮ ଯାତ୍ରୀ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ, ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ…
ନୂଆ ତାଲିକା ବାହାରିଲେ ଘର ମିଳିବ, ଶୁଣିଶୁଣି ବିତିଲାଣି ୫ ବର୍ଷ
ତେନ୍ତୁଳିଖୁଣ୍ଟି, ୧୪।୭(ଚିଦାନନ୍ଦ ସାହୁ): ଗରିବଙ୍କ ପାଇଁ ଆସୁଛି ସରକାରୀ ଯୋଜନା। କିନ୍ତୁ ସେମାନଙ୍କୁ ମିଳୁନି। ଆଗକୁ ମିଳିବ ବୋଲି କହି ଦିନ ଗଡ଼ି ଚାଲୁଛି। କିନ୍ତୁ ଯୋଜନାର ସୁଫଳ ପାଉନାହାନ୍ତି ହିତାଧିକାରୀ। ଏପରି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ…
ଏକ ଘଣ୍ଟାରେ ୬ ବୋତଲ ପାଣି ପିଇଦେଲେ ୧୦ ବର୍ଷର ବାଳକ: ଆଉ ତା’ପରେ
ପୃଥିବୀର ପ୍ରତ୍ୟେକ ଜୀବ ବଞ୍ଚିବା ପାଇଁ ପ୍ରଚୁର ପାଣି ପିଇବା ଆବଶ୍ୟକ। ପାଣି ବିନା ଜୀବନ ବଞ୍ଚିବାକୁ କେହି କଳ୍ପନା ମଧ୍ୟ କରିପାରିବେ ନାହିଁ। ସୁସ୍ଥ ରହିବା ପାଇଁ ଅଧିକାଂଶ ଡାକ୍ତର ପ୍ରଚୁର ପାଣି ପିଇବାକୁ ପରାମର୍ଶ ଦିଅନ୍ତି। କିନ୍ତୁ ଯଦି…
ମିଛ ଫଟୋ ଦେଖାଇ ଭୁତେଇଦେଲେ
ଢେଙ୍କାନାଳ,୧୪ା୭(ରତନ ନାୟାର): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କଓ୍ବୋଇ)ର ଲାଭ ନେଇଥିବା ଦର୍ଶାଇ ବ୍ୟାନରରେ ଛାପିଲେ ଯୁବକଙ୍କ ନାମ। ସ୍ତ୍ରୀଙ୍କ ଫଟୋ ମଧ୍ୟ ବ୍ୟବହାର କଲେ। ହେଲେ ସମ୍ପୃକ୍ତ ଯୁବକ ଯେ ରାଜ୍ୟ ସରକାରଙ୍କ ଏଭଳି ବହୁମୁଖୀ ସ୍ବାସ୍ଥ୍ୟ ଯୋଜନାର ହିତାଧିକାରୀ…
ବର୍ଷା ହେଲେ ସମ୍ଭବ ହେଉନି ବିଦ୍ୟାଦାନ
ବଇଣ୍ଡା,୧୪ା୭(ପରିକ୍ଷିତ ସାହୁ): ଗୁଣାତ୍ମକ ଶିକ୍ଷାଦାନ ଉପରେ ସରକାର ଗୁରୁତ୍ୱ ଦେଉଥିବା ବେଳେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତରେ ଥିବା ତାଳବାହାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତି ବୁଜି ଦିଆଯାଇଛି ଆଖି। ଏଠାରେ ଶ୍ରେଣୀଗୃହ ଠାରୁ ଆରମ୍ଭ କରି ଶିକ୍ଷକ…
Archives


