Home Left

କେବଳ ଭାରତ ଯୋଗୁ ବନ୍ଦ ହୋଇପାରିବ ରୁଷିଆ-ୟୁକ୍ରେନ ଯୁଦ୍ଧ! ଜାଣନ୍ତୁ କ’ଣ କହିଲା ଆମେରିକା

ଓ୍ବାଶିଂଟନ,୧୧।୭: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୫୦୦ଦିନ ହୋଇଗଲାଣି। ଏହି ସମୟରେ ଅନେକ ଦେଶ ମଧ୍ୟ ଅଧିକ ପଦକ୍ଷେପ ନେଇ ଯୁଦ୍ଧ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି। ତଥାପି, ଏହା କୌଣସି ଫଳପ୍ରଦ ଦେଇନାହିଁ। ଏହି ସମୟରେ,…

ଜୁରୁଡ଼ି-ବାମେବାରି ରାସ୍ତା ମରଣଯନ୍ତା

ଯୋଡ଼ା,୧୧ା୭(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସହର ଦେଇ ଯାଇଥିବା ଜୁରୁଡ଼ି ବାମେବାରି ରାସ୍ତା ମରଣଯନ୍ତା ପାଲଟିଛି। ଜରିବାହାଲ, ଆନ୍ତରାମାନ୍ତର ଛକ ନିକଟରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ରାସ୍ତା ଦେଇ ବିଭିନ୍ନ ଖଣି କମ୍ପାନୀ ଖଣିଜ ପରିବହନ କରିଥାଆନ୍ତି।…

ଭୋଟ ଗଣତି ସମୟରେ ବି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ, ଭାଜପା-ଟିଏମସି କର୍ମୀ ମୁହାଁମୁହିଁ

କୋଲକାତା,୧୧।୭: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନର ଗଣତି ମଙ୍ଗଳବାର ସକାଳେ ଆରମ୍ଭ ହୋଇଛି। ଦିନହାଟାରେ ଷ୍ଟ୍ରଙ୍ଗ ରୁମ ସାମ୍ନାରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ତ୍ରୁଣମୂଳ କଂଗ୍ରେସ(ଟିଏମସି) କର୍ମୀ ମୁହାଁମୁହିଁ ହୋଇଛନ୍ତି। ମାଲଦାରେ ବି ଗଣ୍ଡଗୋଳ ହୋଇଥିବା ଖବର ମିଳିଛି। ତେବେ ଉତ୍ତେଜନା…

‘ଭାରତ ସହିତ ନେପାଳର ସମ୍ପର୍କ ଐତିହାସିକ’

କାଠମାଣ୍ଡୁ,୧୧।୭: ନେପାଳର ବୈଦେଶିକ ମନ୍ତ୍ରୀ ଏନ.ପି.ସାଉଦ ସୋମବାର ଭାରତ ଏବଂ ଚାଇନା ସହ ତାଙ୍କ ଦେଶର ସମ୍ପର୍କକୁ ଆହୁରି ମଜବୁତ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ପଡ଼ୋଶୀ ଦେଶ ସହ ସମ୍ପର୍କକୁ ଅନ୍ୟ କାହା ସହ…

ଚନ୍ଦ୍ରୟାନ-୩ ଲଞ୍ଚ ବେଳେ ପ୍ରଧାନମନ୍ତ୍ରୀ ହେବେ ସାମିଲ? ଇସ୍ରୋ ମୁଖ୍ୟ ଦେଲେ ସୂଚନା

ନୂଆଦିଲ୍ଲୀ,୧୧।୭: ଭାରତୀୟ ଅନୁସନ୍ଧାନ ମହାକାଶ ସଂଗଠନ (ଇସ୍ରୋ) ଚନ୍ଦ୍ରୟାନ-୩ ମିଶନକୁ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। ଜୁଲାଇ ୧୪ରେ ଚାରି ବର୍ଷ ପରେ ଇସ୍ରୋ ପୁନର୍ବାର ଏହାର ଯାନକୁ ମହାକାଶକୁ ପଠାଇବ। ଏହି ମିଶନର ଶୁଭାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ…

ମେକ୍ସିକୋ ସହରର ପବ୍ଲିକ ମାର୍କେଟରେ ନିଆ ଲଗାଇଲେ ଅଜଣା ବନ୍ଧୁକଧାରି, ୯ ମୃତ

ଟୋଲୁକା,୧୧।୭: କେତେଜଣ ଅଜ୍ଞାତ ବନ୍ଧୁକଧାରୀ ସୋମବାର ମଧ୍ୟ ମେକ୍ସିକୋ ସହର ଟୋଲୁକାରେ ଏକ ସାର୍ବଜନିକ ବଜାରରେ ନିଆଁ ଲଗାଇ ଦେଇଛନ୍ତି। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। କୁହାଯାଉଛି କି ଆକ୍ରମଣକାରୀମାନେ ବଜାରରେ ପହଞ୍ଚିବା…

ଓଜନକୁ ନେଇ ଟ୍ରୋଲ ହୋଇଥିଲେ ଏହି ଅଭିନେତ୍ରୀ

ନିଜ ଅଭିନୟ ଆଧାରରେ ହୁମା କ୍ୟୁରେଶି ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେ ‘ଗ୍ୟାଙ୍ଗସ ଅଫ ୱାସେପୁର’, ‘ବଦଲାପୁର’, ‘ଏକ ଥି ଡାୟନ’, ‘ଲଭ ସବ ତେ ଚିକେନ ଖୁରାନା’, ‘ମୋନିକା – ଓ ମାଇ ଡାର୍ଲିଂ’ ଭଳି…

ନିଆରା ରେକର୍ଡ: ପିତାଙ୍କ ପରେ ପୁଅ ବିପକ୍ଷରେ ଖେଳିବେ କୋହଲି

ଡୋମିନିକା,୧୧।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଜୁଲାଇ ୧୨ରେ ଡୋମିନିକାରେ ଆରମ୍ଭ ହେବ। ଏହି ସିରିଜରେ ସମସ୍ତଙ୍କ ନଜର ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଉପରେ ରହିବ। ପ୍ରଶଂସକମାନେ ତାଙ୍କଠାରୁ…

ଛିଣ୍ଡା ପଲିଥିନ ତଳେ ଅସହାୟ ବୃଦ୍ଧାଙ୍କ ଜୀବନ

ମହାକାଳପଡ଼ା, ୧୧ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନୁସୂଚିତ ଜନଜାତି ସମ୍ପ୍ରଦାୟଙ୍କ ବିକାଶ କଥା କହୁଥିବା ବେଳେ ତୃଣମୂଳ ସ୍ତରରେ ବିକାଶର ବାସ୍ତବ ଚିତ୍ର ଠିକ୍‌ ଓଲଟା। ବୟସର ଅପରାହ୍ନରେ ଆଖିକୁ ଭଲ ଭାବେ ଦିଶୁନାହିଁ।…

ମୌସୁମୀ ବର୍ଷାର ଲୁଚକାଳି ଖେଳ, ଚିନ୍ତାରେ ଚାଷୀ

ମହାକାଳପଡ଼ା,୧୧ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): ଚଳିତବର୍ଷ ଜୁନ୍‌ ମାସ ତୃତୀୟ ସପ୍ତାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ଓଡ଼ିଶା ଉପକୂଳ ଛୁଇଁଥିଲେ ମଧ୍ୟ ଆଶାନୁରୂପକ ବର୍ଷା ହେଉନାହିଁ। ଫଳରେ ସ୍ଥାନୀୟ ଚାଷୀମାନଙ୍କ ଜମିରେ ପାଣି ନ ଥିବାରୁ ତଳି ଧାନ ନଷ୍ଟହେବାକୁ ବସିଲାଣି।…

ଫଡନଭିସଙ୍କୁ ‘କଳଙ୍କ’ କହିବାରୁ ଉଦ୍ଧବ ଠାକରେଙ୍କୁ ଉପଦେଶ ଦେଲେ ଗଡକରୀ

ନୂଆଦିଲ୍ଲୀ,୧୧।୭: ଶିବସେନା(ଉଦ୍ଧବ-ବାଲାସାହେବ)ର ନେତା ଉଦ୍ଧବ ଠାକରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ କରିଥିବା ଟିପ୍ପଣିକୁ ନେଇ ରାଗି ଯାଇଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ।ସୋମବାର ଉଦ୍ଦବ ଠାକରେ ଫଡନଭିସଙ୍କ ଉଦ୍ଦେଶ୍ୟରେ ଯେଉଁ ‘କଳଙ୍କ’ ଶବ୍ଦ ବ୍ୟବହାର କରିଥିଲେ ତାକୁ ନେଇ ଗଡକରୀ…

ରୋହିତ ଶର୍ମାଙ୍କ ସମର୍ଥନରେ ବାହାରିଲେ ହରଭଜନ

ନୂଆଦିଲ୍ଲୀ,୧୧।୭: ଭାରତୀୟ ମହାନ ଅଧିନାୟକ ସୁନୀଲ ଗାଭାସ୍କରଙ୍କ ସମେତ  ପୂର୍ବତନ କ୍ରିକେଟର ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ସମାଲୋଚନା କରିଛନ୍ତି। କିନ୍ତୁ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂ ଅଧିନାୟକ ରୋହିତ ଶର୍ମାଙ୍କ ସମର୍ଥନରେ ବାହାରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଭାରତର ପରବର୍ତ୍ତୀ ଟେଷ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri