Home Left

କଂଗ୍ରେସ ନେତା ମନୋହର ସିଂ ଗିଲଙ୍କ ପରଲୋକ

ନୂଆଦିଲ୍ଲୀ,୧୫।୧୦(୭): ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ତଥା କଂଗ୍ରେସ ନେତା ମନୋହର ସିଂ ଗିଲଙ୍କ ଦେହାନ୍ତ ହୋଇଛି। ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ମନୋହର ସିଂ ୧୯୯୬ ରୁ ୨୦୦୧ ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ କମିଶନର ଭାବେ କାର୍ଯ୍ୟ କରିଥିଲେ। ଗିଲ ପୂର୍ବରୁ…

ଯାତ୍ରୀଙ୍କୁ ଧରି ଯାଉଥିବା ଅଟୋ ଓଲଟିଲା

ଦିଗପହଣ୍ଡି,୭।୧୦(ସଞ୍ଜୀବ କୁମାର ପାତ୍ର): (୦୩) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ କଲ୍ୟାଣପୁର ଛକଠାରେ ଏକ ଯାତ୍ରୀବାହୀ ଅଟୋ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୩ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…

ଜରୁରୀକାଳିନ ଅବତରଣ କଲା ଦୁବାଇ-ଅମୃତସର ବିମାନ

ଅମୃତସର/କରାଚି,୧୫।୧୦(୦୭): ଦିଲ୍ଲୀ-ଅମୃତସର ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ କରାଚିରେ ଜରୁରୀକାଳିନ ଅବତରଣ କରିଛି। ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ଏପରି ନିଷ୍ପତ୍ତି ନିଆଯାଇଥିଲା। ପରେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେବାରୁ ବିମାନଟି କରାଚିରୁ ଅମୃତସର ଅଭିମୁଖେ ଯାଇଥିଲା। ସୂଚନାଯୋଗ୍ୟ,ଦୁବାଇରୁ…

ହମାସ-ଇସ୍ରାଏଲ ଯୁଦ୍ଧରେ ଭାରତୀୟ ବଂଶୋଦ୍ଭବ ୩ ମହିଳା ମୃତ

ଜେରୁଜେଲମ,୧୫।୧୦(୦୭): ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତୀୟ ବଂଶୋଦ୍ଭବ ୩ ମହିଳା ପ୍ରାଣ ହରାଇଛନ୍ତି। ଏହି ତିନିଜଣ ମହିଳାଙ୍କ ମଧ୍ୟରୁ ଜଣେ ଇସ୍ରାଏଲ ପ୍ରତିରକ୍ଷା ବାହିନୀର ଅଂଶ ଏବଂ ଜଣେ ପୋଲିସ ଫୋର୍ସରେ ଥିଲେ। କୁହାଯାଉଛି ଯେ, ସେ…

ଦେଶ ସମସ୍ତ ପ୍ରକାର ଆତଙ୍କବାଦ ସହ ଏହାର କାର୍ଯ୍ୟକଳାପକୁ ନିନ୍ଦା କରୁଛି: ଓମ ବିର୍ଲା

ନୂଆଦିଲ୍ଲୀ,୧୫।୧୦: ଲୋକ ସଭା ବାଚସ୍ପତି ଓମ ବିର୍ଲା ପାର୍ଲାମେଣ୍ଟ ପରିସରରେ ରବିବାର ଖବରଦାତାଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ସେ କହିଛନ୍ତି, ଦେଶ ଆତଙ୍କବାଦାର ସମସ୍ତ ସ୍ବରୁପ ଓ ଅଭିବ୍ୟକ୍ତିକୁ ନିନ୍ଦା କରୁଛି। ବିଶ୍ୱ ଶାନ୍ତି ଓ ସମୃଦ୍ଧିର ଆହ୍ବାନ…

ଆଶାକର୍ମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ହିଞ୍ଜିଳିକାଟୁ,୧୫।୧୦(ଦ୍ବିତୀକୃଷ୍ଣ ପଣ୍ଡା): (୦୩) ଜଣେ ଆଶା କର୍ମୀଙ୍କୁ କାର୍ଯ୍ୟରତ ସମୟରେ ଡାକ୍ତରଖାନାରେ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ ଦାବି କରି ରବିବାର ହିଞ୍ଜିଳିକାଟୁ ବ୍ଲକର ଆଶାକର୍ମୀମାନେ ଥାନାରେ ଧାରଣା ଦେଇଛନ୍ତି। ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି…

ହାତରେ ବଲ୍‌ ଧରି କ’ଣ କହୁଥିଲେ ହାର୍ଦ୍ଦିକ ପାଣ୍ଡ୍ୟା: ନିଜେ କଲେ ଖୁଲାସା

ଅହମ୍ମଦାବାଦ,୧୫।୧୦(୦୭): ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଖେଳାଯାଇଥିଲା। ଏହି ମ୍ୟାଚକୁ ଟିମ ଇଣ୍ଡିଆ ୭ ଉକେଟରେ ଜିତିଥିଲା। ମ୍ୟାଚ ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ହାତରେ ବଲ…

ସୋସିଆଲ ମିଡିଆରେ ଭାଇରାଲ ହେଲା ମହୁଆଙ୍କ ବ୍ୟକ୍ତିଗତ ଫଟୋ

ନୂଆଦିଲ୍ଲୀ,୧୫।୧୦: ତ୍ରୁଣମୂଳ କଂଗ୍ରେସ(ଟିଏମସି) ନେତା ତଥା ପଶ୍ଚିମବଙ୍ଗର କୃଷ୍ଣା ନଗର ଲୋକ ସଭା ଏମପି ମହୁଆ ମୋଇତ୍ରାଙ୍କର କିଛି ବ୍ୟକ୍ତିଗତ ଫଟୋ ରବିବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏହି ଫଟୋଗ୍ରାଫକୁ ନେଇ ଉତ୍ତେଜନା ଦେଖାଦେଇଛି। ଏମପି ମହୁଆ ଭାଇରାଲ…

ରାଜସ୍ଥାନ ନିର୍ବାଚନ: ଆସନ୍ତାକାଲି ଏଏପି ଜାରି କରିବ ୩୦ ପ୍ରାର୍ଥୀଙ୍କ ପ୍ରଥମ ପ୍ରାର୍ଥୀ ତାଲିକା

ଜୟପୁର,୧୫।୧୦: ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜସ୍ଥାନରେ ରାଜନୈତିକ ଅସ୍ଥିରତା ତୀବ୍ର ହୋଇଛି। ଭାଜପା ରାଜସ୍ଥାନରେ ୪୧ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଥିବାବେଳେ ସୋମବାର ଆମ ଆଦମୀ ପାର୍ଟି(ଏଏପି) ୩୦ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ।…

ଅରବ ହୋଇ ବି ଇସ୍ରାଏଲବାସୀଙ୍କୁ କରୁଥିଲେ ସାହାଯ୍ୟ, ଗୁଳିକଲେ ହମାସ ଆତଙ୍କବାଦୀ

ଜେରୁଜେଲମ,୧୫।୧୦: ଯେତେବେଳେ ହମାସ ହଠାତ ଇସ୍ରାଏଲ ଉପରେ ଆକ୍ରମଣ କଲା, ସେମାନେ ଦକ୍ଷିଣ ଇସ୍ରାଏଲର ଏକ ସଂଗୀତ କନସର୍ଟରେ କିଛି ୟିହୁଦୀଙ୍କୁ ମଧ୍ୟ ଟାର୍ଗେଟ କଲେ। ସେହି ସମୟରେ ସେଠାରେ ହଜାର ହଜାର ୟିହୁଦୀ ଉପସ୍ଥିତ ଥିଲେ ଏବଂ ସେମାନଙ୍କ ମଧ୍ୟରେ…

୨୮୪ ରନ୍‌ରେ ଅଟକିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୧୫।୧୦: (୦୩) ଅରୁଣ ଜେଟଲି ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଦିନିକିଆ ବିଶ୍ୱକପର ୧୩ତମ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ଆଫଗାନିସ୍ତାନ ୪୯ .୫ ଓଭରରେ ସମସ୍ତ ଉଇକେଟ୍‌ ହରାଇ ୨୮୪ ରନ୍‌…

ଟ୍ରୋଲ ହେଲେ ତମନ୍ନା

ମୁମ୍ବାଇ: ଦକ୍ଷିଣ ଏବଂ ବଲିଉଡ ଇଣ୍ଡଷ୍ଟ୍ରିରେ ଦମଦାର ଆକ୍ଟିଂ କରିଥିବା ଅଭିନେତ୍ରୀ ତମନ୍ନା ଭାଟିଆ ନିକଟରେ ଲାକମେ ଫ୍ୟାଶନ ଓ୍ବିକ ୨୦୨୩ରେ ଓ୍ବାକ କରୁଥିବା ନଜର ଆସିଥିଲେ। ଏହି ଶୋ’ରେ ଅଭିନେତ୍ରୀ ମୋତିରେ ଖଚିତ ଏକ ଭାରୀ ଲେହେଙ୍ଗା ପିନ୍ଧି ଓ୍ବାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?