୪ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଅଧ୍ୟାପକ
ବାରିପଦା,୧୨ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଜ୍ୟ ନିଖିଳ ଓଡ଼ିଶା ୬୬୨(+୨ ଓ +୩)ବେସରକାରୀ ଅନୁଦାନପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଂଘ ମୟୂରଭଞ୍ଜ ଜିଲା ଶାଖା ପକ୍ଷରୁ ୪ଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆସନ୍ତା ୨୦ ତାରିଖ…
କୋର୍ଟ ନେବା ବାଟରେ ହାର୍ଡକୋର ଅପରାଧୀ କୂଳଦୀପ ଜଘିନା ଉପରେ ଗୁଳିମାଡ: ଘଟଣାସ୍ଥଳରେ ମୃତ୍ୟୁ
ଜୟପୁର,୧୨।୭: ହାର୍ଡକୋର ଅପରାଧୀ କୂଳଦୀପ ଜଘିନାଙ୍କୁ ଗୁଳିମାରି ହତ୍ୟା କରାଯାଇଛି। ବୁଧବାର କୂଳଦୀପଙ୍କୁ କୋର୍ଟକୁ ନିଆଯାଉଥିବାବେଳେ ଏହି ଘଟଣା ଘଟିଛି। ଜୟପୁରରୁ ଭରତପୁରକୁ କୂଲଦୀପ ଜଗିନା ଏବଂ ତାଙ୍କ ସହଯୋଗୀ ବିଜୟପାଲ ନିଆଯାଉଥିା ବେଳେ ହାଲେନା ପୋଲିସ ଷ୍ଟେଶନ ଅଞ୍ଚଳର ଆମୋଲି…
ପାଣି ଅଭାବରୁ ତଳିଘେରା ଫାଟି ଆଁ
ନବରଙ୍ଗପୁର, ୧୨।୭ (ସଦାଶିବ ପ୍ରହରାଜ): ଶ୍ରାବଣରେ ବର୍ଷା ଉଭାନ। ନବରଙ୍ଗପୁର ଜିଲାରେ ଶ୍ରାବଣ ମାସରେ ଭୀଷଣ ଗୁଳୁଗୁଳି ହେଉଛି। ଜୁନ୍ ଓ ଜୁଲାଇରେ ଅତି କମ୍ ପରିମାଣର ବର୍ଷା ଯୋଗୁ ତଳି ଘେରା ଫାଟି ଆଁ କଲାଣି। ଜଳସେଚନ ବିହୀନ ନବରଙ୍ଗପୁର…
ବ୍ୟାଙ୍କ୍ ଡିପୋଜିଟ୍ ଫର୍ମରେ ଏମିତି ଲେଖିଦେଲେ ବ୍ୟକ୍ତି, ଦେଖିଲେ ହସି ହସି ଗଡିବେ
ସୋସିଆଲ ମିଡିଆରେ ଲୋକଙ୍କ ସହ ଯୋଡି ହେବାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ବେଳେବେଳେ ଫଟୋ ହେଉ କି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ, ଯାହା ଲୋକଙ୍କୁ ହସିବାର ଖୋରାକ ଯୋଗାଇଥାଏ। ନିକଟରେ ସେମିତି ଏକ ପୋଷ୍ଟ ଭାଇରାଲ ହୋଇଛି। ଭାଇରାଲ…
ହକ୍ ପାଇଁ ସ୍ବାମୀଙ୍କ ଘର ସମ୍ମୁଖରେ ବସିଲେ
ଅନୁଗୋଳ,(ଅମିତ କୁମାର ସାମଲ)/ କଣିହଁା, (ସଚିଦାନନ୍ଦ ପ୍ରଧାନ), ପାଲଲହଡ଼ା, (ଦିବ୍ୟଜ୍ୟୋତି ଦାଶ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ), ୧୨।୭: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୨ ଦିନିଆ ଅନୁଗୋଳ ଜିଲା ଗସ୍ତରେ ଆସିଥିବା ୫-ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ ମଙ୍ଗଳବାର…
ପଥର ହଟିଲା, ମରାମତି ପରେ ସ୍ବାଭାବିକ ହେଲା ରେଳ ଚଳାଚଳ
ନନ୍ଦପୁର, ୧୨।୭(ଶଙ୍କର ପୂଜାରୀ): କୋଟଭାଲସା ଓ ବରା ଷ୍ଟେଶନ ମଧ୍ୟଭାଗରେ ପାହାଡ ଉପରୁ ସୋମବାର ଏକ ବଡ଼ ପଥର ଖସି ରେଳ ଧାରଣାରେ ପଡ଼ିଥିଲା। ଫଳରେ ସୋମବାର ସନ୍ଧ୍ୟାରୁ ବିଶାଖାପାଟଣା-କିରାଣ୍ଡୁଲ ରେଳ ଧାରଣାରେ ରେଳ ଚଳାଚଳ ବନ୍ଦ ରହିଥିଲା। ଏହି ରୁଟ୍ରେ…
ଡେବ୍ୟୁ ପୂର୍ବରୁ ଜୟସ୍ବାଲଙ୍କୁ ଖାସ୍ ଟିପ୍ସ ଦେଲେ ରୋହିତ
ଡୋମିନିକା,୧୨।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଆଜିଠାରୁ ଡୋମିନିକାରେ ଆରମ୍ଭ ହେବା। ଏହି ମ୍ୟାଚରେ ଷ୍ଟାର ଯୁବ ଓପନର୍ ଯଶସ୍ବୀ ଜୟସ୍ବାଲ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ। ଡେବ୍ୟୁ ପୂର୍ବରୁ ଅଧିନାୟକ ରୋହିତ…
ଏହି ଅଫିସ୍ରେ ଅଫିସ୍ ଟାଇମ୍ରେ ଶୁଅନ୍ତି କର୍ମଚାରୀ, ତକିଆ ସହ ବେଡସିଟ୍ ବି ଦିଅନ୍ତି ବସ୍
ଅଫିସରେ ୮ଘଣ୍ଟା କାମ କରି ଆପଣ ଥକି ପଡୁଥିବେ। ଏହି ସମୟରେ ଟିକେ ଆରାମ ନେବାକୁ ମଧ୍ୟ ଫୁରସତ୍ ନ ଥାଏ। ବିଶ୍ରାମ ପାଇଁ କୌଣସି ରୁମ୍ କିମ୍ବା କୌଣସି ବ୍ୟବସ୍ଥା ମଧ୍ୟ ନ ଥାଏ। କିଛି ସମୟ ପାଇଁ କ୍ଲାନ୍ତ…
ସ୍ପେନ୍ରେ ଛୁଟି କାଟୁଛନ୍ତି ଲଭବାର୍ଡ ଆଦିତ୍ୟ-ଅନନ୍ୟା
ଆଜିକାଲି ବଲିଉଡରେ ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଛି। ଡେଟିଂ ଗୁଜବ ମଧ୍ୟରେ ଦୁହେଁ ନିକଟରେ ସ୍ପେନ୍ରେ ଏକ ମ୍ୟୁଜିକ୍ କନସର୍ଟରେ ଯୋଗ ଦେଇଥିଲେ। ଉଭୟ ନିଜ ନିଜ ଇନ୍ଷ୍ଟା ଷ୍ଟାଟସରେ ମ୍ୟୁଜିକ୍…
ନିଜର ୧୩ ମାସର ଶିଶୁ କନ୍ୟା ଉପରେ କାର୍ ଚଢାଇଦେଲେ ମହିଳା
ଓ୍ବାଶିଂଟନ୍,୧୨।୭: ଆମେରିକାରେ ଏକ ଦଃଖଦ ଘଟଣା ଘଟିଛି। ଜଣେ ମହିଳା ନିଜର ୧୩ ମାସର ଶିଶୁ କନ୍ୟା ଉପରେ ଅଜାଣତରେ କାର ଚଢାଇଦେଇଛନ୍ତି। ଫଳରେ ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ଘଟିଥିବା ଜଣାପଡିଛି। ଏହି ଘଟଣା ଆମେରିକାର ଆରିଜୋନା ରାଜ୍ୟର। ରିପୋର୍ଟ ଅନୁଯାୟୀ,…
ଜାଇଲୋ ଗାଡ଼ିରେ ଛେଳି ଚୋରି
ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ବୁଡ଼େନ ଥାନା ଅନ୍ତର୍ଗତ ଦହିଗାଁ ଗ୍ରାମରୁ ଛେଳି ଚୋରି ଘଟଣାରେ ଏକ ଜାଇଲୋ ଗାଡ଼ି ଜବତ ହୋଇଛି। ସୋମବାର ବିଳମ୍ବିତ ରାତିରେ ଉକ୍ତ ଗ୍ରାମର କାର୍ତ୍ତିକ ବରିହାଙ୍କ ଘରୁ ୩ଟି ଛେଳି ଚୋରି…
ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇଲା ‘ଜ୍ୱିଗାଟୋ’
ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇଲା ‘ଜ୍ୱିଗାଟୋ’ କମେଡି କିଙ୍ଗ୍ କପିଲ ଶର୍ମାଙ୍କ ଫିଲ୍ମ ଜ୍ୱିଗାଟୋ ମାର୍ଚ୍ଚ ୧୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ବିଶେଷ କିଛି କରିପାରି ନ ଥିଲା, କିନ୍ତୁ ଏହାର କାହାଣୀ ନିଶ୍ଚିତ ଭାବରେ…
Archives


