ଜେଇ ସିଭିଲ ମେନ୍ ପରୀକ୍ଷା ରଦ୍ଦ
ଭୁବନେଶ୍ୱର/ବାଲେଶ୍ୱର, ୨୪।୭ (ଅନୁରାଧା ମହାରଣା /ମାନସ ବିଶ୍ୱାଳ): ଗତ ୧୬ ତାରିଖରେ ହୋଇଥିବା ଜେଇ ସିଭିଲ ମେନ୍ ପରୀକ୍ଷାକୁ ରଦ୍ଦ କରାଯାଇଥିବା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସ୍ଏସ୍ସି) ଅଧ୍ୟକ୍ଷ ଅଭୟ ରବିବାର ଟୁଇଟ୍ କରି ସୂଚନା ଦେଇଛନ୍ତି। ପରୀକ୍ଷା ପୂର୍ବରୁ…
ଶୁଟିଂ: ଖୋର୍ଦ୍ଧା ଦଳଗତ ଚାମ୍ପିୟନ
ଭୁବନେଶ୍ୱର, ୨୪ା୭(ବିଜୟ ରଣା): ରାଜ୍ୟ ଶୁଟିଂ ପ୍ରତିଯୋଗିତାର ଦ୍ୱାଦଶ ସଂସ୍କରଣ ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଉଦ୍ଯାପିତ ହୋଇଯାଇଛି। ଓଡ଼ିଶା ରାଇଫଲ ସଂଘ ତରଫରୁ ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଉଭୟ କଳିଙ୍ଗ ଷ୍ଟାଡିୟମ ଓ…
ସଫଳତାର ଗୁରୁମନ୍ତ୍ର ଦେଲେ ଗରିମା
ଭୁବନେଶ୍ୱର,୨୪।୭: ଦେଶର ପ୍ରମୁଖ ତଥା ପ୍ରିମିୟର ସଭିଲ ସର୍ଭିସ କୋଚିଂ ସେଣ୍ଟର ବାଜିରାଓ ଆଇଏଏସ୍ ଏକାଡେମୀର ଓଡ଼ିଶା ଶାଖା ପକ୍ଷରୁ ରବିବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସଭିଲି ସର୍ଭିସ ପରୀକ୍ଷାରେ କିଭଳି କୃତକାର୍ଯ୍ୟ ହେବେ ଏବଂ ସଫଳତାର ମୂଳମନ୍ତ୍ର…
ବେଦାନ୍ତ ଆଲୁମିନିୟମର ସ୍ବତନ୍ତ୍ର ଅଭିଯାନ
ଭୁବନେଶ୍ୱର,୨୪।୭ (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ଅଭିଯାନ ‘ଆର୍ଟଶାଲା’ର ଶୁଭାରମ୍ଭ କରାଯାଇଛି। ବିଶେଷ କରି କମ୍ପାନୀର ଓଡ଼ିଶା ୟୁନିଟ ଝାରସୁଗୁଡା ପକ୍ଷରୁ ଉକ୍ତ ଅଭିଯାନକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ଏପରିକି ଗ୍ରାମାଞ୍ଚଳସ୍ତରରେ ଶିକ୍ଷାର ବାତାବରଣ…
ଟାଇଗର ଟିଏମ୍ଟି ରିବାରକୁ ସରକାରଙ୍କ ସ୍ବୀକୃତି
ଭୁବନେଶ୍ୱର,୨୪।୭: ଶ୍ୟାମ ମେଟାଲିକ୍ସର ପ୍ରମୁଖ ଉପତ୍ାଦ ସେଲ ଟାଇଗର ଟିଏମ୍ଟି ରିବାରକୁ ନିକଟରେ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ସ୍ବୀକୃତି ପ୍ରଦାନ କରାଯାଇଛି। ଏପରିକି ଏହାର ଉଚ୍ଚମାନର ଉପତ୍ାଦ ସାଙ୍ଗକୁ ବୃହତ୍ ବିତରଣ ଏବଂ ନିର୍ମାଣ ଓ ଭିତ୍ତିଭୂମି ବିକାଶ…
ମନଇଚ୍ଛା ପାଣି ଛାଡୁଛି ଛତିଶଗଡ଼
ସମ୍ବଲପୁର, ୨୪ା୭(ଶୁଭାଶିଷ ପାଢ଼ୀ): ମହାନଦୀ ପାଣିକୁ ନେଇ ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ଆନ୍ତଃରାଜ୍ୟ ଜଳ ବିବାଦ ଲାଗିରହିଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ଏକାଧିକ ବ୍ୟାରେଜ ନିର୍ମାଣ କରିଥିବାରୁ ତଳମୁଣ୍ଡରେ ଜଳ ପ୍ରବାହ ଠିକ୍ ଭାବେ ହୋଇପାରୁ ନାହିଁ। ବିଶେଷକରି ଅଣମୌସୁମୀ…
ପ୍ରେମିକଙ୍କୁ ଭେଟିବା ଲାଗି ଗାଁର ବିଜୁଳି କାଟୁଥିଲେ ଯୁବତୀ
ପାଟନା,୨୪ା୭ : ବିହାର ବେଟ୍ଟିହା ଅଞ୍ଚଳର ପ୍ରୀତି ନାମ୍ନୀ ଯୁବତୀ ତାଙ୍କ ପ୍ରେମିକ ରାଜକୁମାରଙ୍କୁ ଅନ୍ଧାର ମଧ୍ୟରେ ଭେଟିବା ପାଇଁ ସାରା ଗାଁର ବିଜୁଳି କାଟିଦେଉଥିଲେ। ବାରମ୍ବାର ବିଜୁଳି କଟୁଥିବାରୁ ଗାଁ ଲୋକେ ଅତିଷ୍ଠ ହୋଇପଡ଼ିଥିଲେ। ଶେଷରେ ଗାଁ ଲୋକେ ପ୍ରେମୀଯୁଗଳଙ୍କୁ…
ବିଷାକ୍ତ ଛତୁଖାଇ ଗୋଟିଏ ପରିବାରର ୪ ଅସୁସ୍ଥ
ଖଡ଼ିଆଳ,୨୩।୭(ସୁଜିତ୍ କୁମାର ପ୍ରଧାନ): ନୂଆପଡା ଜିଲା ଖଡ଼ିଆଳ ବ୍ଳକ ବଙ୍କାପୁର ଗ୍ରାମର ଗୋଟିଏ ପରିବାରର ୪ଜଣ ବିଷାକ୍ତ ଛତୁଖାଇ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ, ବଙ୍କାପୁର ଗ୍ରାମର ପଦ୍ମାବତୀ ବେଭେରା (୪୦)…
ଅନ୍ତର୍ଜାତୀୟ କ୍ରିକେଟରୁ ଲାହିରୁ ଥିରିମାନେଙ୍କ ଅବସର
ଚେନ୍ନାଇ,୨୩ା୭: ଶ୍ରୀଲଙ୍କା ବ୍ୟାଟର ଲାହିରୁ ଥିରିମାନେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଫଳରେ ତାଙ୍କ ୧୨ବର୍ଷ କ୍ୟାରିୟରର ଅନ୍ତ ଘଟିଛି। ଶ୍ରୀଲଙ୍କାର ଏହି ୩୩ ବର୍ଷୀୟ ଖେଳାଳମି ୨୦୧୦ରେ ପଦାର୍ପଣ କରିଥିଲେ। ୪୪ ଟେଷ୍ଟ, ୧୨୭ ଅନ୍ତର୍ଜାତୀୟ ଦିନିକିଆ ଏବଂ…
ଏମର୍ଜିଂ ଏସିଆ କପ୍: ପାକିସ୍ତାନ ‘ଏ’ ଚାମ୍ପିୟନ
କଲମ୍ବୋ,୨୩ା୭: ଏମର୍ଜିଂ ଏସିଆ କପ୍ ଫାଇନାଲରେ ପାକିସ୍ତାନ ‘ଏ’ ଚମତ୍କାର ପ୍ରଦର୍ଶନ କରି ଭାରତ ‘ଏ’କୁ ପରାସ୍ତ କରିଛି। ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ହେଲେ ଆମନ୍ତ୍ରଣ ପାଇ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦…
ଦ୍ୱିତୀୟ ଟେଷ୍ଟରେ ସିରାଜଙ୍କୁ ମିଳିଲା ସଫଳତା
ପୋର୍ଟ ଅଫ୍ ସ୍ପେନ୍, ୨୩ା୭ : ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ୍ର ଦ୍ୱିତୀୟ ମ୍ୟାଚରେ ଭାରତର ମହମ୍ମଦ ସିରାଜଙ୍କୁ ୫ ଉଇକେଟ ସଫଳତା। କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ସିରାଜ ୫ ଉଇକେଟ ସଫଳତା ହାସଲ କରିଥିବା ବେଳେ ଘରୋଇ ଦଳ…
କୋଟିଆରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ
ପଟ୍ଟାଙ୍ଗି,୨୩ା୭( ଶରତ ଧଳ): କୋରାପୁଟ ଜିଲା ଗସ୍ତରେ ରବିବାର କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ଆସିଥିଲେ। ପ୍ରଥମେ ସେ ଜିଲା ମୁଖ୍ୟାଳୟରେ ବିଭାଗୀୟ ଅଧିକାରୀମାନଙ୍କ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରି ପରେ ଜିଲାପାଳ…
Archives


