ଟେକ୍ସାସରେ ଘୂର୍ଣ୍ଣିଝଡ଼: ଅନ୍ଧାରରେ ୫୦ ହଜାର ଘର, ୩ ମୃତ ଅନେକେ ଆହତ
ଟେକ୍ସାସ,୧୬।୬: ଆମେରିକା ପେରିଟନର ଟେକ୍ସାସ ପ୍ୟାନହ୍ୟାଣ୍ଡେଲ ସହରରେ ଗୁରୁବାର ଆସିଥିବା ଘୂର୍ଣ୍ଣିଝଡ଼ରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଅମରିଲୋର ଜାତୀୟ ପାଣିପାଗ ସେବା ଗୁରୁବାର ଦିନ ଏହି ଅଞ୍ଚଳରେ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଥିବା ସୂଚନା…
ପାକିସ୍ତାନ ଉପକୂଳରେ ମାଡ ହୋଇ ଦୁର୍ବଳ ହେଲା ‘ବିପର୍ଯ୍ୟୟ’, ଲୋକେ କହିଲେ ଦରଘାର ଚମତ୍କାର
ଇସଲାମାବାଦ,୧୬।୬: ଗୁଜରାଟରେ ଖୁବ କ୍ଷୟକ୍ଷତି କରିବା ପରେ ପାକିସ୍ତାନର ସିନ୍ଧ ପ୍ରଦେଶରେ ପହଞ୍ଚିଥିବା ସାଇକ୍ଲୋନିକ ଷ୍ଟର୍ମ ‘ବିପର୍ଯ୍ୟୟ’ ଉପକୂଳକୁ ଧକ୍କା ଦେବା ପରେ ଦୁର୍ବଳ ହୋଇଯାଇଛି। ଫଳରେ ସାଇକ୍ଲୋନିକ ଷ୍ଟର୍ମ ଯୋଗୁଁ ହେବାକୁ ଥିବା କ୍ଷୟକ୍ଷତିରୁ ପାକିସ୍ତାନ ରକ୍ଷା ପାଇଯାଇଛି। ‘ବିପର୍ଯ୍ୟୟ’ର…
ସାଇକ୍ଲୋନ ବିପର୍ଯ୍ୟୟ: ୨ଜଣଙ୍କର ମୃତ୍ୟୁ, ୯୪୦ରୁ ଅଧିକ ଗାଁ ଅନ୍ଧାରରେ ବୁଡିଛି
ଗାନ୍ଧୀନଗର,୧୬।୬: ଆରବସାଗରରେ ସୃଷ୍ଟି ଅତି ଭୀଷଣ ବାତ୍ୟା ବିପର୍ଯ୍ୟୟ ଗୁରୁବାର ରାତିସାରା ନିଜର କରାଳ ରୂପ ଦେଖାଇଛି। ଦ୍ୱାରକା ଏବଂ ମୋର୍ବିରେ ବହୁ ସଂଖ୍ୟକ ଗଛ ଉପୁଡି ପଡିଛି। ବହୁ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଡ ଭାଙ୍ଗିଯିବା ଯୋଗୁ ଗୁଜରାଟରେ ୯୪୦ରୁ ଅଧିକ…
୨ ନୋଭାଲ ଓରାଲ ପୋଲିଓ ଟିକାକୁ ଖୁବ୍ଶୀଘ୍ର ମିଳିପାରେ ଡବ୍ଲ୍ୟୁଏଚ୍ଓର ଅନୁମତି
ଓ୍ବାଶିଂଟନ୍,୧୬।୬: କାଲିଫର୍ନିଆ ବିଶ୍ୱବିଦ୍ୟାଳୟ, ସାନ ଫ୍ରାନ୍ସିସ୍କୋ(ଯୁସିଏସ୍ଏଫ୍) ଏବଂ ବ୍ରିଟେନର ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ ବାୟୋଲୋଜିକାଲ ଷ୍ଟାଣ୍ଡାର୍ଡ ଆଣ୍ଡ କଣ୍ଟ୍ରୋଲ (ଏନ୍ଆଇବିଏସ୍ସି)ର ବୈଜ୍ଞାନିକମାନେ ୨ଟି ନୋଭାଲ ଓରାଲ ପୋଲିଓ ଭାକ୍ସିନ ବିକାଶିତ କରିଛନ୍ତି। ଏହି ଟିକା ଭୂତାଣୁ ସଂକ୍ରମିତ ରୋଗର ମୂଳପୋଛ କରିବ…
କେସିଙ୍ଗା ଆଇ.ସି.ଡ଼ି.ଏସ.ରେ ନୂଆ ସିଡିପିଓଙ୍କ ଯୋଗଦାନ
କେସିଙ୍ଗା,୧୬।୬(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟଳୟରେ ନୂଆ ସିଡିପିଓ ସୁଷମା ମିଶ୍ର ଶୁକ୍ରବାର ଯୋଗଦାନ କରିଛନ୍ତି। ସେ ଦୀର୍ଘ ଦିନରୁ ଭବାନୀପାଟଣା ବ୍ଲକରେ କାର୍ଯ୍ୟ କରୁଥିଲେ। ଗର୍ଭବତୀ, ପ୍ରସୂତୀ ମହିଳା, ଶିଶୁମାନଙ୍କୁ ଠିକ୍ ଭାବେ…
ବିଡିଓଙ୍କ ବଦଳି ଦାବି ନେଇ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲେ ଚେୟାରମ୍ୟାନ
କୋଟଗଡ଼,୧୬ା୬(ସରୋଜ ବଳିୟାରସିଂ): ବିଡିଓଙ୍କ ବଦଳି ଦାବି ନେଇ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ବ୍ଲକ ଚେୟାରମ୍ୟାନ। ଏଭଳି ଘଟଣା କନ୍ଧମାଳ ଜିଲା କୋଟଗଡ଼ ବ୍ଲକରେ ଦେଖିବାକୁ ମିଳିଛି। କିଛି ଦିନ ଧରି ବିଡିଓ ଅର୍ଜୁନ ପ୍ରଧାନ ଓ ବ୍ଲକ ଚେୟାରମ୍ୟାନ ପିଙ୍କି…
ଗୁଣ୍ଡିଚା ମନ୍ଦିରରେ ବରଗଛ ଭର୍ତ୍ତି
ସୋନପୁର,୧୬।୬(ମୃତ୍ୟୁଞ୍ଜୟ ଶତପଥୀ): ଆସନ୍ତା ୨୦ ତାରିଖ ପବିତ୍ର ରଥଯାତ୍ରା। ଏଥିପାଇଁ ସୁବର୍ଣ୍ଣପୁର ସମେତ ସାରା ଓଡିଶା ଉତ୍ସବ ମୁଖର ହୋଇଉଠିଛି। ବିଭିନ୍ନ ସ୍ଥାନରେ ଜଗନ୍ନାଥ ମନ୍ଦିର ଓ ଗୁଣ୍ଡିଚା ମନ୍ଦିରକୁ ରଙ୍ଗ କରାଯାଉଛି। ହେଲେ ସୁବର୍ଣ୍ଣପୁରର ସ୍ଥିତି ଭିନ୍ନ। ମନ୍ଦିରମାଳିନୀ ଏହି…
ସଫଳ ହେଉନି ଅସ୍ତ୍ରୋପଚାର, ବଢୁଛି ଚିନ୍ତା
ଲୋଇସିଂହା,୧୬।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଯୋଗୀସର୍ଡା ଗ୍ରାମର ଦୀନବନ୍ଧୁ ଥନାପତି (୫୫)। ଦୂରାରୋଗ୍ୟରେ ପୀଡିତ ହୋଇ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଅୟୁର୍ବିଜ୍ଞାନ ପ୍ରତିଷ୍ଠାନ(ଏମ୍ସ)ରେ ଚିକିତ୍ସିତ ହେଉଛନ୍ତି। ପ୍ରଥମ ଦୁଇଦଫା ଅସ୍ତ୍ରୋପଚାର ସଫଳ ହେଲାନାହିଁ। ଏବେ ତୃତୀୟ ଥର…
କୁଚିଣ୍ଡାରେ ପାନୀୟ ଜଳ ସମସ୍ୟା ଉତ୍କଟ
କୁଚିଣ୍ଡା,୧୬ା୬(ବିରଞ୍ଚତ୍ ଦର୍କା): ଗ୍ରୀଷ୍ମ ପ୍ରବାହ ବଢିଚାଲିଥିବା ବେଳେ ଗତ କିଛିଦିନ ଧରି କୁଚିଣ୍ଡା ସହରରେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଲୋକେ ପାଣି ମୁନ୍ଦାଏ ପାଇଁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ସମାଧାନ ପାଇଁ ଭାଜପା ପକ୍ଷରୁ…
ଜାତୀୟ ରାଜପଥରେ ଖାଲଖମା
କୁଆଁରମୁଣ୍ଡା,୧୬ା୬(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଦେଇ ଝାଡ଼ଖଣ୍ଡକୁ ଯାଇଥିବା ୧୪୩ ନଂ ଜାତୀୟ ରାଜପଥର ଡାଏରୀ ଫାର୍ମ ନିକଟରୁ କୁଆଁରମୁଣ୍ଡା ଫାଣ୍ଡି ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ଫଳରେ ସେହି ରାସ୍ତା ଦେଇ ଯାଉଥିବା…
ଶୋଇଥିବା ବେଳେ ଯୁବକଙ୍କୁ ଶୁଣ୍ଢରେ ଟେକିନେଇ କଚାଡ଼ି ମାରିଲା ଦନ୍ତା
ଖମାର,୧୬ା୬(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ପାଳଲହଡ଼ା ଥାନା ପାଲଲହଡ଼ା ବନାଞ୍ଚଳ ଅନ୍ତର୍ଗତ ପେଚାମୁଣ୍ଡି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଘର ବାରଣ୍ଡାରେ ଶୋଇଥିବା ବେଳେ ଯୁବକକୁ ଟେକିନେଇ କଚାଡ଼ି ମାରିଛି ଦନ୍ତା ହାତୀ। ସୂଚନାନୁଯାୟୀ, ପେଚାମୁଣ୍ଡି ଗ୍ରାମର ପବିତ୍ର ନାଏକ ଖାଇ…
ହର୍ଷିତ ରଞ୍ଜନ ଚାମ୍ପିୟନ
ଭୁବନେଶ୍ୱର, ୧୬।୬ (ସରୋଜ ଜେନା)ଓଡ଼ିଶା ରାଜ୍ୟ ଚେସ୍ ଆସୋସିଏଶନ୍ ଆନୁକୂଲ୍ୟରେ ଅନୁଷ୍ଠିତ ଅଟଳ ବିହାରୀ ସେନାପତି ମେମୋରିଆଲ ଓପନ ଚେସ୍ ଚାମ୍ପିୟନଶିପ୍ରେ କଟକର ହର୍ଷିତ ରଞ୍ଜନ ସାହୁ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି। ୧୦ ଜୁନ୍ରୁ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟଟି ଗୁଗୁଲ…
Archives


