ଓରତ ଘାଟ ସେତୁ ଗୋବରୀ ନଦୀରେ ପଠା ସୃଷ୍ଟି
ମହାକାଳପଡ଼ା,୨୪ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗୋବରୀ ନଦୀର ଉପର ମୁଣ୍ଡରୁ ଜଳ ସ୍ରୋତ ହ୍ରାସ ପାଇବା ଯୋଗୁ ଅନେକ ସ୍ଥାନରେ ବାଲି ପଙ୍କ ମାଟି ଜମିବା ଯୋଗୁ ପଠା ସୃଷ୍ଟି ହୋଇଛି। ଫଳରେ ଉପର ମୁଣ୍ଡରୁ…
କେନାଲ ପାର୍ଶ୍ୱ ଜମିରେ ତଳିରୁଆ, ଢିପ ଶୁଖିଲା
ମହାକାଳପଡ଼ା, ୨୪ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ମୌସୁମୀ ବର୍ଷା ନାଁ ଧରୁନି। ଜଳ ଅଭାବ ଯୋଗୁ ଚାଷ ଜମି ପଡ଼ିଆ ପଡ଼ିଛି। ପଡ଼ିଆ ଜମିରେ ଗୋରୁ ଚରୁଛନ୍ତି। ଆଉ କେଉଁଠି ଖାଲ ଓ କେନାଲ ପାର୍ଶ୍ୱ…
୮୯ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ବନ୍ଦ
ଭୁବନେଶ୍ୱର,୨୪ା୭(ଅନୁରାଧା ମହାରଣା): ସିଟ୍ ତୁଳନାରେ ଯୁକ୍ତ୨ ନାମଲେଖା ହାର କମ୍ ଥିବା ବା ଆଦୌ ହୋଇ ନ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଏଚ୍ଏସ୍ଏସ୍୍) ଉପରେ ପଦକ୍ଷେପ ଆରମ୍ଭ ହୋଇଛି। ରାଜ୍ୟର ୮୯ଟି ଏଚ୍ଏସ୍ଏସ୍ରେ ଆଉ ନାମଲେଖା ହେବ ନାହିଁ। ସେହିପରି…
ହାର୍ ନ ମାନିବାଯାଏ ସଫଳ
୯ମ ଶ୍ରେଣୀରେ ପଢ଼ୁଥିବା ସମୟରେ ଏକ ଆଲବମ୍ ମାଧ୍ୟମରେ ଓଲିଉଡରେ ପାଦ ଥାପିଥିଲେ ଅଭିନେତ୍ରୀ ଦେବଯାନୀ ଦେଘୁରିଆ। ବେଙ୍ଗଲୀ ହୋଇ ମଧ୍ୟ ଓଡ଼ିଆ ପାଇଁ ଏକ ଅଲଗା ଆକର୍ଷଣ ତାଙ୍କୁ ଟାଣି ଆଣିଥିଲା ଓଲିଉଡ୍କୁ। ଓଡ଼ିଆ ଚଳଚ୍ଚିତ୍ର ରସିକ ନାଗର, ରଙ୍ଗିଲା…
ମୋ ଘର ପ୍ରତି ଲୋକେ ବିମୁଖ
ରସୁଲପୁର,୨୪ା୭(ରଞ୍ଜିତ ରାଉତ): ରାଜ୍ୟ ସରକାରଙ୍କ ମୋ ଘର ଯୋଜନା ପ୍ରତି ଲୋକେ ବିମୁଖ ହେଉଛନ୍ତି। ଜମି ସମସ୍ୟା ଓ ବ୍ୟାଙ୍କ ସହ ହିତାଧିକାରୀଙ୍କ ଚୁକ୍ତିନାମା ଭଳି କେତେକ ବ୍ୟବସ୍ଥା ଯୋଜନା ପ୍ରତି ଅନାଗ୍ରହ ସୃଷ୍ଟି କରୁଛି। ସେହିପରି ଘରବାରି ଜମି ସମସ୍ୟା…
ଡେରାବିଶ ମାଟିକୁ ଗର୍ବିତ କଲେ ସ୍ମୃତିରେଖା
ଡେରାବିଶ, ୨୪ା୭(ବେବର୍ତ୍ତା ଅଜୟ ଦାସ): ଡେରାବିଶ ବ୍ଲକ ଓ କେନ୍ଦ୍ରାପଡ଼ା ଜିଲାକୁ ପୁଣିଥରେ ସଂସ୍କୃତି ଓ ଯୋଗ ପ୍ରତିଯୋଗିତାରେ ବ୍ଲକ ଅଧୀନସ୍ଥ ରଘୁଦେଇପୁର ପଞ୍ଚାୟତ ବେଲାରପୁର ଗଁାର ଦଶମ ଶ୍ରେଣୀର ଛାତ୍ରୀ ସ୍ମୃତିରେଖା ପାଣି(୧୫) ଗୌରବ ଆଣିଛନ୍ତି। ସ୍ଥାନୀୟ ଭଗବତୀ ସରକାରୀ…
ପାଣି ଅଭାବ, ଚାଷ କାର୍ଯ୍ୟ ବାଧାପ୍ରାପ୍ତ
କାଏମା,୨୩ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ବଡ଼କାଏମା ପଞ୍ଚାୟତରେ ପାଣି ଅଭାବ ଯୋଗୁ ଚାଷକାର୍ଯ୍ୟା ବାଧାପ୍ରାପ୍ତ ହୋଇଛି। ବ୍ଲକ ଅଞ୍ଚଳରେ ଅନେକ ଚାଷ ଜମି ପଡ଼ିଆ ପଡ଼ିଥିବା ଚିତ୍ର ସାମ୍ନାକୁ ଆସିଛି। ଅଞ୍ଚଳରେ ଲଗାଣ ବର୍ଷା କୌଣସି ଦିନ ହୋଇନାହିଁ। ଲଘୁଚାପଜନିତ ବର୍ଷାରେ…
ରିପୋର୍ଟରେ ସମ୍ପୂର୍ଣ୍ଣ, ମିଳୁନି ପାଣି
ଯାଜପୁର/ଯାଜପୁର ସଦର(ହର୍ଷବର୍ଦ୍ଧନ ବେହେରା/ସମର ବିଜୟ ଶରଣ) : ରିପୋର୍ଟ କହୁଛି ୨ ରୁ ୫ ବର୍ଷ ହେଲା ମେଗା ଉଠା ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ସାରିଛି। ଏନେଇ ରାଜ୍ୟ ସରକାରଙ୍କୁ ସବିଶେଷ ରିପୋର୍ଟ ମଧ୍ୟ ଦିଆସରିଛି। ହେଲେ ଚାଷୀ କହୁଛନ୍ତି…
ନିୟନ୍ତ୍ରଣ ବାହାରେ ପୁଷ୍ଟିହୀନତା
ଯାଜପୁର,୨୪ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ନଗଡ଼ାରେ ପୁଷ୍ଟିହୀନତାର ଶିକାର ହୋଇ ଶିଶୁମୃତ୍ୟୁ ଘଟଣାର ୭ ବର୍ଷ ପରେ ବି ପ୍ରଶାସନର ଚେତା ପଶିନି। ହାଇକୋର୍ଟରେ ଜନସ୍ବାର୍ଥ ମାମଲା (ନଂ.୧୨୯୬୬/୨୦୨୩)ର ଶୁଣାଣି ଉପରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ୮ା୬ା୨୦୨୩ରେ…
ଲୋକଙ୍କ ଦୁଃଖ ପାଲଟିଛି ଅଶୃଙ୍ଖଳା ସ୍ଲୁଇସ୍ ଗେଟ୍
କେନ୍ଦ୍ରାପଡ଼ା, ୨୪ା୭ (ଜଗନ୍ନାଥ ଧଳ): ଜଳ ନିଷ୍କାସନ ପାଇଁ ସ୍ଲୁଇସ୍ ଗେଟ୍ ଉପରକୁ ଟେକିଲେ ପାଣିକୁ ଦଳ ରୋକୁଛି। ଜଳସେଚନ ପାଇଁ ଗେଟ୍ ତଳକୁ କଲେ କବାଟର ଉପର ଭାଗ ଅଞ୍ଚଳରେ ଜଳକୁ ରୋକି ହେଉନି। କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ ବିଭାଗ…
ସାପ କାମୁଡ଼ା ମୃତ୍ୟୁରେ ଓଡ଼ିଶା ଦ୍ୱିତୀୟ
ଭୁବନେଶ୍ୱର,୨୪।୭(ଅଭିଜିତ ଦାସ): ଓଡ଼ିଶାରେ ସାପ କାମୁଡ଼ା ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ବର୍ଷାଦିନ ଆସିଲେ ସାପକୁ ନେଇ ବିଶେଷକରି ଗ୍ରାମାଞ୍ଚଳରେ ଭୟ ବଢ଼ୁଛି। ଉନ୍ନତ ଚିକିତ୍ସା ବ୍ୟବସ୍ଥା ନ ଥିବାରୁ ସାପ କାମୁଡ଼ା ରୋଗୀଙ୍କ ଜୀବନ ବିପଦ ମୁହଁକୁ ଠେଲି ହୋଇଯାଉଥିବା ଅଭିଯୋଗ ହେଉଛି।…
ଏମର୍ଜିଂ ପୁରସ୍କାର ଯୋଜନା
ଭୁବନେଶ୍ୱର, ୨୪।୭(ତପନ ସ୍ବାଇଁ): ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗର ଅବସରପ୍ରାପ୍ତ ପ୍ରଶାସନିକ ଓ ବୈଷୟିକ ଅଧିକାରୀ ସଂଘର ବାର୍ଷିକ ବୈଠକ ରବିବାର ପୁରୀସ୍ଥିତ ୟୁଥ୍ ହଷ୍ଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ପରାମର୍ଶଦାତା ବୋର୍ଡ ଗଠନ କରାଯାଇଛି। ଏଥିରେ…
Archives


