ଅତିଷ୍ଠ କରୁଛି ପାଉଁଶ ଡମ୍ପିଂ
ସମ୍ବଲପୁର,୧୩ା୬(ବ୍ୟୁରୋ): ଝାରସୁଗୁଡ଼ା ଓ ସମ୍ବଲପୁର ଜିଲାରେ ଶିଳ୍ପ କାରଖାନା ଗଢ଼ିଉଠିବା ପରେ ପାଉଁଶ ଡମ୍ପିଂ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭାହୋଇଛି। ଝାରସୁଗୁଡ଼ା ପରେ ସମ୍ବଲପୁର ଜିଲାରେ ଏହି ଡମ୍ପିଂ ବଢିବାରେ ଲାଗିଛି। ଯୁଯୁମୁରା ତହସିଲ ଅଞ୍ଚଳରେ ଏଭଳି…
ମା’ଙ୍କ ସ୍ମୃତିରେ ନିର୍ମାଣ କଲେ ତାଜମହଲ
ଚେନ୍ନାଇ: ଲୋକେ ନିଜ ଭଲ ପାଇବାକୁ ଅମର ରଖିବାକୁ ବହୁତ କିଛି କରିଥା’ନ୍ତି। ଯେପରି ମୋଗଲର ବାଦ୍ଶାହା ଶାହାଜାହାନ୍ ତାଙ୍କ ପ୍ରିୟ ସ୍ତ୍ରୀ ମମ୍ତାଜ୍ଙ୍କ ସ୍ମୃତିରେ ତାଜମହଲ ତିଆରି କରିଥିଲେ, ଯାହା ଏବେ ବିଶ୍ୱଦରବାରରେ ପ୍ରସିଦ୍ଧି ଲାଭ କରିଛି। ନିକଟରେ ଜଣେ…
ଅନ୍ଧବିଶ୍ୱାସକୁ ନା
ସମାଜରେ ବହୁ କୁସଂସ୍କାର ତଥା ଅନ୍ଧବିଶ୍ୱାସ ପ୍ରଚଳିତ। ଆଫ୍ରିକା ଭଳି କେତେକ ଅଞ୍ଚଳରେ ଆଲବିନିଜମ୍ ସମସ୍ୟା ଥିବା ବ୍ୟକ୍ତିବିଶେଷ ନିର୍ଯାତନାର ଶିକାର ହୋଇଥାନ୍ତି। ଏଭଳି ବ୍ୟକ୍ତି ବିଶେଷଙ୍କୁ ଘରେ ରଖିଲେ ଶୁଭଦୃଷ୍ଟି ପଡ଼ିଥାଏ ବୋଲି କେତେକଙ୍କର ଅନ୍ଧବିଶ୍ୱାସ ରହିଛି। ସେହିପରି କେତେକେ…
୧୦ ଟନ୍ ଟ୍ରକ୍ ଟାଣି ଦିବ୍ୟାଙ୍ଗଙ୍କ ରେକର୍ଡ
ଇଂଲଣ୍ଡ: ନିଜ ମନୋବଳ ଦୃଢ଼ ଥିଲେ, ଅସମ୍ଭବ କାମ ମଧ୍ୟ ସମ୍ଭବ ହୋଇପାରେ। ଜଣେ ଦିବ୍ୟାଙ୍ଗ ଏହାକୁ ପ୍ରମାଣ କରିଦେଇଛନ୍ତି। ଚିପେନହାମ୍ର ୩୬ ବର୍ଷୀୟ ଡେଭ୍ ୱାଲ୍ସ ହୁଇଲ ଚେୟାରରେ ବସି ୧୦ ଟନର ଟ୍ରକ୍କୁ ଟାଣି ଗିନିଜ୍ ୱାଲର୍ଡ ରେକର୍ଡ…
ଗୁଣାତ୍ମକ ସେବାକୁ ଗୁରୁତ୍ୱାରୋପ
ଭୁବନେଶ୍ୱର,୧୩।୬: ଦେଶର ପ୍ରମୁଖ ହୋମିଓପାଥି କ୍ଲିନିକ ଡ଼.ବାର୍ତ୍ତାର ଏକ୍ସକ୍ଲୁସିଭ ସେଣ୍ଟର ଭୁବନେଶ୍ୱରର ଅଶୋକ ନଗରଠାରେ ସୋମବାର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆ ଅଭିନେତା ଅଖିଳ ମୋହନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ।…
ବଜାରରେ ହୋଣ୍ଡାର ନ୍ୟୁ-୨୦୨୩ ଡିଓ
ଭୁବନେଶ୍ୱର,୧୩।୬: ହୋଣ୍ଡା ମୋଟରସାଇକେଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ (ଏଚ୍ଏମ୍ଏସ୍ଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡାର ନ୍ୟୁ-୨୦୨୩ ଡିଓକୁ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷକରି ଓବିଡି୨ ନିୟମ ପାଳନ କରୁଥିବା ହୋଣ୍ଡାର ନୂଆ ୨୦୨୩ ଡିଓର ବଜାର ପ୍ରବେଶ…
ଓଡ଼ିଶା ସିଏମ୍ଆର୍ଏଫ୍ ସହ ପେଟିଏମ୍ର ସହଭାଗିତା
ଭୁବନେଶ୍ୱର,୧୩।୬: ଦେଶର ପ୍ରମୁଖ ଦେୟ ଏବଂ ଆର୍ଥତ୍କ ସେବାପ୍ରଦାନକାରୀ ସଂସ୍ଥା ତଥା କ୍ୟୁଆର ଏବଂ ମୋବାଇଲ୍ ପେମେଣ୍ଟର ଅଗ୍ରଣୀ କମ୍ପାନୀ ପେଟିଏମ ନିକଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (ସିଏମ୍ଆର୍ଏଫ୍) ସହ ସହଭାଗିତା କରିଥିବା ଜଣାପଡିଛି। ବିଶେଷ କରି ୨୦୨୩ ଜୁନ…
ଦି ଗୁଡ୍ ଷ୍ଟଫକୁ ଅଧିଗ୍ରହଣ କଲା ଡିଏସ୍ ଗ୍ରୁପ
ଭୁବନେଶ୍ୱର,୧୩।୬: ମଲ୍ଟି ବିଜ୍ନେସ କର୍ପୋରେଶନ ଏବଂ ଏକ ଅଗ୍ରଣୀ ଏଫ୍ଏମ୍ସିଜି କନ୍ଗ୍ଲୋମିରେଟ ଭାବେ ଜଣାଶୁଣା ଧରମପାଲ ସତ୍ୟପାଲ ଗ୍ରୁପ (ଡିଏସ୍ ଗ୍ରୁପ) ନିକଟରେ ଦି ଗୁଡ୍ ଷ୍ଟଫ୍ ପ୍ରାଇଭେଟ ଲିମିଟେଡ ଏବଂ ତା’ର ଲୁଭିଟ ଚକୋଲେଟ ଏବଂ କନ୍ଫେକ୍ଶନାରିକୁ ଅଧିଗ୍ରହଣ କରିଥିବା ଜଣାପଡିଛି।…
ଆଇଆଇଏଫ୍ଏଲ୍ ବଣ୍ଡ୍ ଉପରେ ୯% ପର୍ଯ୍ୟନ୍ତ ସୁଧ
ଭୁବନେଶ୍ୱର,୧୩।୬: ଦେଶର ପ୍ରମୁଖ ଅଣବ୍ୟାଙ୍କିଙ୍ଗ୍ ଫାଇନାନ୍ସିଆଲ କମ୍ପାନୀ ଆଇଆଇଏଫ୍ଏଲ୍ ଫାଇନାନ୍ସ ସର୍ବୋଚ୍ଚ ସ୍ତରର ସୁରକ୍ଷା ସହିତ ବଣ୍ଡ୍ ଇସ୍ୟୁ ଉପରେ ୯% ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି। ଏପରିକି ସୁରକ୍ଷିତ ବଣ୍ଡ୍ଗୁଡିକର ପବ୍ଲିକ୍ ଇସ୍ୟୁ ନିକଟରେ ଖୋଲିଥିବା ବେଳେ ବ୍ୟବସାୟିକ ଅଭିବୃଦ୍ଧି…
ଚାଇନାରେ ବିବାହ କମିଛି
ବେଜିଂ,୧୩।୬: ଚାଇନା ଜନସଂଖ୍ୟା କମିବା ଯୋଗୁ ବିବାହ ସଂଖ୍ୟା ହ୍ରାସ ପାଇଛି। ୨୦୨୨ରେ ଦେଶରେ ସବୁଠୁ କମ୍ ସଂଖ୍ୟକ ଲୋକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଚାଇନାର ସାଧାରଣ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ଗତବର୍ଷ ୬.୮ ନିୟୁତ…
ଓଡ଼ିଶାକୁ ୫,୩୫୬ କୋଟି ପଠାଇଲା କେନ୍ଦ୍ର
ନୂଆଦିଲ୍ଲୀ, ୧୩ା୬: ଟିକସ ଅର୍ଥ ହସ୍ତାନ୍ତରଣ ବାବଦକୁ କେନ୍ଦ୍ର ସରକାର ସୋମବାର ଓଡ଼ିଶାକୁ ତୃତୀୟ କିସ୍ତିରେ ୫,୩୫୬ କୋଟି ଟଙ୍କା ପଠାଇଛନ୍ତି। ରାଜ୍ୟ ସରକାର ବିକାଶମୂଳକ ଖର୍ଚ୍ଚ ଓ ପୁଞ୍ଜି ବ୍ୟୟକୁ ତ୍ୱରାନ୍ବିତ କରିବାରେ ଏହା ସହାୟକ ହେବ। ଅର୍ଥ ମନ୍ତ୍ରଣାଳୟ…
ଘରୁ ବାହାରି ଫେରି ନ ଥିଲେ: ମିଳିଲା ମୃତଦେହ
କୋକସରା,୧୨।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ମୋଟେର ପୋଲିସ ଫାଣ୍ଡି ଚାରବାହାଲ ପଞ୍ଚାୟତ ଘୁମରଗୁଡା ଗ୍ରାମ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। ମୃତକ ହେଲେ ଖଗେଶ୍ବର ଘି (୨୫)। ପାରିପାଶର୍ବିକ ଅବସ୍ଥାରୁ ଏହା ଆତ୍ମହତ୍ୟା…
Archives


