Home Left

ଯୁବକଙ୍କୁ ନିର୍ମମ ହତ୍ୟା: ମୁଣ୍ଡ ପଡ଼ିଥିଲା ୟୁକାଲପଟାସ ବଗିଚାରେ, ଗଣ୍ଡି ଧାନବିଲରେ

ଲକ୍ଷ୍ନୌ,୨୩ା୭: ଉତ୍ତରପ୍ରଦେଶର ବରେଲିରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ମୃତଦେହକୁ ଦୁଇଟି ଭିନ୍ନ ସ୍ଥାନରେ ଫିଙ୍ଗି ଦିଆଯାଇଛି। ମୁଣ୍ଡ ୟୁକାଲପଟାସ ବଗିଚାରେ ପଡ଼ିଥିବା ବେଳେ ଧାନବିଲରେ ଗଣ୍ଡ ପଡ଼ିଥିଲା। ମୃତଦେହ ମିଳିବା ପରେ ଉକ୍ତ ଅଞ୍ଚଳରେ…

ବିପ୍ଳବଙ୍କ କଂଗ୍ରେସକୁ କଟାକ୍ଷ, କହିଲେ ରାହୁଲଙ୍କ ପାପ ଯୋଗୁ ହରିୟାଣାରେ ଆସିଛି ବନ୍ୟା

ଚଣ୍ଡିଗଡ଼,୨୩।୭: ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ପ୍ରଦେଶ ପ୍ରଭାରୀ ବିପ୍ଳବ କୁମାର ଦେବ ପନ୍ନା ପ୍ରମୁଖ ସମ୍ମିଳନୀରେ କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ପାପୀ ବୋଲି କହିଛନ୍ତି। ସେ କହିଛନ୍ତି କି ରାହୁଲ…

ପ୍ରେମରେ ଉବୁଟୁବୁ ହେଉଛନ୍ତି ସୈଫଙ୍କ ପୁଅ ଇବ୍ରାହିମ୍‌

ବମ୍ବେ: ପ୍ରେମରେ ପଡ଼ିଛନ୍ତି ଅଭିନେତା ସୈଫ ଅଲ୍ଲି ଖାଁଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାଁ। ଟେଲି ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ ତିଓ୍ବାରୀଙ୍କୁ ଡେଟ୍‌ କରୁଛନ୍ତି ସେ। ସବୁବେଳେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଛି। ଏନେଇ ପଚରାଯିବାରେ କିନ୍ତୁ ଦୁହେଁ…

ଘାଟିରେ ଅଟକିଲା ଗାଡ଼ି, ପ୍ରବଳ ବର୍ଷାରେ ଯାତ୍ରୀ ହଇରାଣ

ଦାରିଙ୍ଗବାଡ଼ି,୨୩ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଏକ ୧୪ ଚକିଆ ଟ୍ରକ୍‌ ବୁଲାଣି ଘାଟିରେ ଅଟକି ରହିଯିବାରୁ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବ୍ରହ୍ମପୁରରୁ ବାଲିଗୁଡା, ଦାରିଙ୍ଗବାଡ଼ି ଗାଡ଼ି…

ମେଗାଷ୍ଟାର ସୂର୍ଯ୍ୟାଙ୍କ ଫ୍ୟାନ୍ସଙ୍କ ପାଇଁ ମେକର୍ସଙ୍କ ବଡ ସରପ୍ରାଇଜ

ଚେନ୍ନାଇ: ମେଗାଷ୍ଟାର ସୂର୍ଯ୍ୟାଙ୍କ ଫିଲ୍ମକୁ ତାଙ୍କ ପ୍ରଶଂସକ ବଡ ଉତ୍ସୁକତାର ସହ ଅପେକ୍ଷା ରଖିଥାଆନ୍ତି। ତାଙ୍କ ଅପକମିଂ ମୁଭି ‘କାଂଗୁଭା’କୁ ବି ବେଶ କିଛିଦିନ ହେବ ଦର୍ଶକେ ଅପେକ୍ଷା କରି ରହିଛନ୍ତି। ଏବେ ଏହାର ଟିଜର ରିଲିଜ କରି ମେକର୍ସ ତାଙ୍କ…

‘ଏମିତିି କିଛି ଅଛି ଯାହା ତୁମେ କରିପାରିବ ନାହିଁ’, ଟାଇଗରଙ୍କ ପାଇଁ କହିଲେ ଦିଶା

ମୁମ୍ବାଇ: ବଲିଉଡ ନାୟିକା ଦିଶା ପାଟନି ଓ ଟାଇଗର ଶ୍ରଫଙ୍କୁ ଆଗଭଳି ଏକାଠି ଦେଖିବାକୁ ମିଳୁନି ସତ। ଏମାନଙ୍କ ବ୍ରେକଅପ ଖବର ଭିତରେ ବି ଏମାନଙ୍କ ମଧ୍ୟରେ ଭଲପାଇବା ଓ ସମ୍ମାନ ପୂର୍ବପରି ରହିଛି। ଟାଇଗର ଜହରା ଏସ ଖାଁଙ୍କ ସହ…

ଛାତ୍ରାବାସରେ ସାପକାମୁଡ଼ାରେ ୩ ଛାତ୍ରୀଛାତ୍ର ମୃତ୍ୟୁ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଜାଲି ପଞ୍ଚାୟତ ନିଶ୍ଚିନ୍ତପୁର ଗ୍ରାମରେ ଥିବା ବେସରକାରୀ ଛାତ୍ରାବାସରେ ଶୋଇଥିବା ବେଳେ ଶନିବାର ରାତିରେ ବିଷାକ୍ତ ସାପ କାମୁଡ଼ାରେ ୩ ଜଣ ଅନ୍ତେବାସୀଙ୍କ ମୃତ୍ୟୁ ହୋଇଛି। ଜଣେ ଛାତ୍ର ଗୁରୁତର ଅବସ୍ଥାରେ…

ଦେଶର ଗରିବ ବିଧାୟକ: ଆକାଉଣ୍ଟରେ ରହିଛି ୧ ଟଙ୍କା…

କୋଲକାତା,୨୩।୭ : ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଏବଂ ନ୍ୟାଶନାଲ ଇଲେକ୍ସନ ୱାଚ (ଏନଇଡବ୍ଲୁ) ନିକଟରେ ସମଗ୍ର ଭାରତରେ ରାଜ୍ୟର ବିଧାନସଭା ତଥା କେନ୍ଦ୍ର ଶାସିତ ଅଞ୍ଚଳର ସିଟିଂ ବିଧାୟକଙ୍କ ସତ୍ୟପାଠକୁ ବିଶ୍ଳେଷଣ କରିଛି। ଗତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା…

୫୪ତମ ଓଏସ୍‌ଏ ସମ୍ମିଳନୀ

ନୂଆଦିଲ୍ଲୀ,୨୩।୭: ବିୟୁଟିଫୁଲ ମାଇଣ୍ଡସ୍‌ ୟୁଥ୍‌ ମେଣ୍ଟରିଂ ଫାଉଣ୍ଡେଶନ (ବିଏମ୍‌ଓ୍ବାଇଏମ୍‌ଏଫ୍‌) ପକ୍ଷରୁ ନିକଟରେ ଏକ ଅଭିନବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶେଷକରି ଯୁବଗୋଷ୍ଠୀଙ୍କ ମଧ୍ୟରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ (ଷ୍ଟେମ୍‌) ଭିତ୍ତିକ ଶିକ୍ଷାକୁ ସମର୍ଥନ କରିବା ପାଇଁ ଏଭଳି ଏକ…

‘କଂଗ୍ରେସ ନିଜ ଦଳ ନେତାଙ୍କୁ ଅଣଦେଖା କରୁଛି’

ନୂଆଦିଲ୍ଲୀ,୨୩ା୭: ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଶେହଜାଦ ପୁନଓ୍ବାଲା ରବିବାର କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଏକ ଟୁଇଟ କରି କହିଛନ୍ତି, ମାଲଦା ଷ୍ଟ୍ରିପିଂ ଘଟଣାକୁ ନେଇ ଅଧୀର ରଞ୍ଜନ ଚୌଧୁରୀ ଟିଏମ୍‌ସି ଉପରେ ଆକ୍ରମଣ କରିଛନ୍ତି। ପ୍ରତାପ ସିଂ ବାଜଓ୍ବା…

ସଫଳତାର ସହ ପ୍ରତିରୋପଣ ହେଲା ନେତାନ୍ୟାହୁଙ୍କ ପେସ ମେକର

ଜେରୁଜେଲମ,୨୩।୭: ଇସ୍ରାଏଲରେ ନ୍ୟାୟିକ ସଂସ୍କାର ବିଲ ବିରୋଧରେ ପ୍ରଦର୍ଶନ ଜାରି ରହିଛି। ନ୍ୟାୟିକ ସଂସ୍କାର ବିଲ ଉପରେ ପୂର୍ବରୁ ଏକ ଅଘଟଣ ଘଟିଛି। ଆସନ୍ତା ସପ୍ତାହ ଆରମ୍ଭରେ ଏହି ବିଲ ଉପରେ ଚୂଡ଼ାନ୍ତ ଭୋଟ ଅନୁଷ୍ଠିତ ହେବ। ବିକ୍ଷୋଭକାରୀମାନେ ନେସେଟ ନିକଟରେ…

ବିଗ୍‌ବସ୍‌ରୁ ବିଦା ହେବେ ଏହି ଦୁଇ ପ୍ରତିଯୋଗୀ

ମୁମ୍ବାଇ: ଟିଭି ପରି, ‘ବିଗ୍‌ ବସ୍‌’ ମଧ୍ୟ ଓଟିଟିରେ ଦର୍ଶକଙ୍କୁ ମନୋରଞ୍ଜନ କରିବାରେ ସଫଳ ହେଉଛି। ବିବାଦୀୟ ଶୋ ‘ବିଗ ବସ୍‌ ଓଟିଟି-୨’ ଆଗକୁ ବଢୁଥିବା ବେଳେ ପ୍ରତିଦିନ ବିବି ଘରେ ଘଟୁଥିବା ହାଇ ଭୋଲଟେଜ୍‌ ଡ୍ରାମା ଦର୍ଶକଙ୍କ ପାଇଁ ଅଧିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri