Home Left

ୟୁପିରେ ହାଇଆଲର୍ଟ: ଭାରତ-ଇଂଲଣ୍ଡ ମ୍ୟାଚ୍‌ରେ କଡ଼ା ସୁରକ୍ଷା

ଲକ୍ଷ୍ନୌ,୨୯।୧୦: କେରଳରେ ବୋମା ବିସ୍ଫୋରଣ ପରେ ଉତ୍ତରପ୍ରଦେଶର ସ୍ବତନ୍ତ୍ର ଡିଜି ଲ ଆଣ୍ଡ୍‌ ଅର୍ଡର ପ୍ରଶାନ୍ତ କୁମାର ସମସ୍ତ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ UPATSକୁ ମଧ୍ୟ ସତର୍କ କରାଇଛନ୍ତି। ଗତ କିଛି ଦିନ ମଧ୍ୟରେ ଏଟିଏସ ଦଳ…

କଙ୍ଗନାଙ୍କ ମଜା ଉଡ଼ାଇଲେ ଏହି ସାଉଥ୍‌ ହିରୋ

ମୁମ୍ବାଇ: ବଲିଉଡ୍‌ର ଡ୍ୟାସିଂ ଗର୍ଲ ଭାବରେ ଜଣାଶୁଣା କଙ୍ଗନା ରାଣାଓ୍ବତ୍‌ ଯେକୌଣସି କଥାକୁ ନେଇ ନିଜର ମତ ପ୍ରକାଶ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଆଜିକାଲି ସେ ‘ତେଜସ’ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। କଙ୍ଗନା ଅଧିକରୁ ଅଧିକ ଲୋକଙ୍କୁ ହଲ୍‌…

କୁମ୍ଭୀର ପାଟିରେ ମୁଣ୍ଡ ଭର୍ତ୍ତି ପରେ ହେଲା ଏଭଳି, ଦେଖନ୍ତୁ ଭାଇରାଲ ଭିଡିଓ…

ମୁମ୍ବାଇ,୨୯।୧୦ : ସମ୍ପ୍ରତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ବ୍ୟକ୍ତି ନିଜ ମୁଣ୍ଡ କୁମ୍ଭୀର ପାଟିରେ ଭର୍ତ୍ତି କରୁଛନ୍ତି। ଏହି ଭୟଙ୍କର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ID @ 1000waystod1e…

ଗୋଟିଏ ଫ୍ରେମ୍‌ରେ ସଲମାନ-ରୋନାଲଡୋ

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭାଇରାଲ ଭିଡିଓରେ ଫୁଟବଲ କିମ୍ବଦନ୍ତୀ କ୍ରିଷ୍ଟିଆନୋ ରୋନାଲଡୋ ସଲମାନ ଖାନଙ୍କ ସହ ନଜର ଆସିଛନ୍ତି। ନିକଟରେ ସାଉଦି ଆରବରେ ଟାଇସନ ଫ୍ୟୁରି ଏବଂ ଫ୍ରାନ୍ସିସ ନାଗାନୋଙ୍କ…

ଟ୍ରୋଲ୍‌ ପରେ ମୁହଁତୋଡ଼ ଜବାବ ଦେଲେ ଦୀପିକା, ଏମିତି କଥା ଶୁଣି ରଣବୀର ବି ଚକିତ

ମୁମ୍ବାଇ: ବି’ ଟାଉନର ଗ୍ଲାମରସ୍‌ କପଲ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ଆଜିକାଲି ବହୁତ ଚର୍ଚ୍ଚାରେ ଅଛନ୍ତି। ‘କଫି ଓ୍ବିଥ୍‌ କରନ -୮’ରେ ସାମିଲ ହୋଇ ଏହି କପଲ ପରସ୍ପର ବିଷୟରେ ବହୁତ କିଛି କହିଥିଲେ। ତେବେ ଏହି ଶୋ’ରେ…

ରିଭଲଭରରୁ ଗୁଳି ଚଳାଇ ଜୀବନ ହାରିଲେ ସବଇନସ୍ପେକ୍ଟର

ନୂଆପଡ଼ା,୨୯।୧୦: ନୂଆପଡ଼ା ଜିଲା ବୋଡ଼େନ ଥାନା ଖଡୁପାଣି ସିଆରପିଏଫ କ୍ୟାମ୍ପରେ ଏକ ଅଘଟଣ ଘଟିଛି । ନିଜ ରିଭଲଭରରୁ ଗୁଳି ଚଳାଇ ସିଆରପିଏଫ -୧୯ ବାଟାଲିୟନର ଏସଆଇ (ସବଇନସ୍ପେକ୍ଟର) ଡି. ଗୁନ୍ନାସେକରନ ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।…

ବୁର୍ଜ ଖଲିଫାଠାରୁ ବି ଉଚ୍ଚ ଏହି ବିଲ୍ଡିଂ, ଉଚ୍ଚତା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦୀର୍ଘବର୍ଷ ଧରି ଅସମ୍ପୂର୍ଣ୍ଣ ପଡ଼ି ରହିଥିବା ଦୁନିଆର ସବୁଠାରୁ ଉଚ୍ଚ କୋଠାର ନିର୍ମାଣ କାର୍ଯ୍ୟ ଶେଷରେ ପୂର୍ଣ୍ଣ ହେବାକୁ ଯାଉଛି। ସାଉଦି ଆରବର ଜେଡ୍ଡା ସିଟିରେ ନିର୍ମିତ ଏହି ଟାଓ୍ବାର ଲଣ୍ଡନର ଶାର୍ଡଠାରୁ ତିନି ଗୁଣ ଅଧିକ ଏବଂ ଦୁବାଇର ବୁର୍ଜ…

ଋଷଭ ପନ୍ତଙ୍କୁ ନେଇ ବଡ଼ ଅପ୍‌ଡେଟ୍‌: ଏହି ସିରିଜରୁ…

ନୂଆଦିଲ୍ଲୀ,୨୯।୧୦: ଭାରତୀୟ କ୍ରିକେଟ ଟିମ୍‌ର ଯୁବ ଉଇକେଟକିପର-ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଖୁବ୍‌ଶୀଘ୍ର ମଇଦାନକୁ ଫେରିପାରନ୍ତି। ଏବେ ତାଙ୍କ ଫିଟ୍‌ନେସକୁ ନେଇ ବଡ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ସେ ଏବେ ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍‌ସିଏ)ରେ ଅଭ୍ୟାସ କରୁଥିବା ବେଳେ ଚଳିତ ବର୍ଷ ଶେଷ…

ବାପାଙ୍କ ଗୋଇଠା ମାଡ଼ରେ ଚାଲିଗଲା ଗର୍ଭବତୀ ଝିଅଙ୍କ ଜୀବନ 

ମୟୂରଭଞ୍ଜ,୨୯।୧୦: ବାପାଙ୍କ ଗୋଇଠା ମାଡ଼ରେ ଗର୍ଭବତୀ ଝିଅଙ୍କ ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ପଥରଖଣି ଗାଁରେ । ପାରିବାରିକ କହଳରୁ ଏପରି ଘଟଣା ଘଟିଥିବା କୁହାଯାଉଛି। ସ୍ବାମୀଙ୍କ ମୃତ୍ୟୁପରେ ଝିଅ ଶାଶୁଘର ଛାଡ଼ି…

ବ୍ୟାଟ୍‌ରେ ‘ଓମ୍‌’ ଚିହ୍ନ, ପାକିସ୍ତାନକୁ ହରାଇବା ପରେ ଲେଖିଲେ ‘ଜୟ ଶ୍ରୀ ହନୁମାନ’; ଜାଣନ୍ତୁ ଭାରତ ସହ ସମ୍ପର୍କ ରଖିଥିବା କେଶବ ମହାରାଜ କିଏ…

ନୂଆଦିଲ୍ଲୀ,୨୯।୧୦: କ୍ରିକେଟ ବିଶ୍ୱକପ୍‌ ୨୦୨୩ରେ ଶୁକ୍ରବାର ଦକ୍ଷିଣ ଆଫ୍ରିକା ଏକ ରୋମାଞ୍ଚକର ମ୍ୟାଚ୍‌ରେ ପାକିସ୍ତାନକୁ ପରାଜିତ କରିଥିଲା। ଏହି ମ୍ୟାଚ୍‌ରେ ଆଫ୍ରିକାର ବିଜୟର ହିରୋ ପାଲଟିଥିଲେ କେଶବ ମହାରାଜ। ସେ ଶେଷ ପର୍ଯ୍ୟନ୍ତ ମଇଦାନରେ ରହି ଟାର୍ଗେଟ ପୂରଣ କରିବାରେ ନିଜର…

ମାର୍କେଟକୁ ଆସିଲା ଏପରି ଜିନ୍ସ, ଦାମ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ସମୟ ସହ ଫ୍ୟାଶନ ଟ୍ରେଣ୍ଡ ମଧ୍ୟ ଧୀରେ ଧୀରେ ପରିବର୍ତ୍ତନ ହେଉଛି। ଯୁବପିଢିଙ୍କ ଚାହିଦାକୁ ଦେଖି ମାର୍କେଟକୁ ନୂଆ ଡିଜାଇନର ଡ୍ରେସ ଆସୁଛି। କିନ୍ତୁ ମଝିରେ ମଝିରେ ଏପରି ଫ୍ୟାଶନ ଟ୍ରେଣ୍ଡ ଦେଖିବାକୁ ମିଳେ ଯେ ଯାହାକୁ ଦେଖି ଆପଣ ତାଜୁବ…

ଟିମ୍‌ ଇଣ୍ଡିଆକୁ ଲାଗିପାରେ ଝଟ୍‌କା ! ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଅଧିନାୟକ ଆହତ

ଲକ୍ଷ୍ନୌ,୨୯।୧୦: ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ଷ୍ଟାଡିୟମରେ ଅଭ୍ୟାସ ବେଳେ ତାଙ୍କ ହାତରେ ଆଘାତ ଲାଗିଛି। ଏହା କେତେ ଗୁରୁତର ତାହା ଜଣାପଡ଼ି ନାହିଁ। ହେଲେ ଯଦି ସେ ସମ୍ପୂର୍ଣ୍ଣ ଫିଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?