Home Left

ନଭେମ୍ବର ୧ରୁ ଧାମରାରୁ ଦେବୀ ମୁହାଣ ମାଛଧରା କଟକଣା

ରାଜନଗର,୧।୧୧(ଭାସ୍କର ରାଉତରାୟ): ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ କେନ୍ଦ୍ରାପଡ଼ା ଜିଲା ବଙ୍ଗୋପସାଗର ଗହୀରମଥା ସାମୁଦ୍ରିକ କଇଁଛ ଅଲିଭ ରିଡ୍‌ଲେଙ୍କ ତୀର୍ଥସ୍ଥଳୀ। ଅତିଥି ଅଲିଭ ରିଡ୍‌ଲେ ଯୋଜନ ଯୋଜନ ସାମୁଦ୍ରିକ ପଥ ଅତିକ୍ରମକରି ଗହୀରମଥାର ନିଷିଦ୍ଧ ଜଳରାଶିରେ ପାଦ ଥାପିବେ। ଆସୁଥିବା ଆଗନ୍ତୁକ ଅତିଥି…

ପ୍ରଗତିରେ ବାଧକ ସାଜିଛି ଦୁର୍ନୀତି

ଜଗତ୍‌ସିଂହପୁର, ୧।୧୧ (ପ୍ରମୋଦ କୁମାର ନାୟକ): ସମ୍ପ୍ରତ୍ତି ଦେଶରେ ଦୁର୍ନୀତି ଚରମ ସୀମାରେ ପହଞ୍ଚତ୍ଲାଣି। ବିଶେଷକରି ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଅଧିକାରୀ ଓ କର୍ମଚାରୀମାନଙ୍କ ଦୁର୍ନୀତିଖୋର ମନୋଭାବ ଚିନ୍ତାର କାରଣ ପାଲଟିଛି। ଅପରପକ୍ଷେ ପ୍ରତିବର୍ଷ ସରକାରଙ୍କ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ…

ଘୁମୁସର ଉତ୍ତର ବନଖଣ୍ଡରେ ୫ ବାଘ ଥିବା ଆଶଙ୍କା

ଭଞ୍ଜନଗର, ୧।୧୧(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ବାଘ ଗଣନା ବୁଧବାର ଠାରୁ ଆରମ୍ଭ ହେବ। ବାଘ ଚଳପ୍ରଚଳ କରୁଥିବା ଅଞ୍ଚଳରେ ଟ୍ରାପ କ୍ୟାମେରା ଲଗାଯିବ। ଏଥିପାଇଁ ବିଭାଗ ପକ୍ଷରୁ କ୍ୟାମେରା ପ୍ରସ୍ତୁତ କରି ରଖାଯାଇଛି। ଏହି…

କନ୍ଧମାଳର ଦୁଇଟି ନୂଆ ପର୍ଯ୍ୟଟନସ୍ଥଳର ସନ୍ଧାନ

ଫୁଲବାଣୀ, ୧।୧୧(ରାକେଶ କୁମାର ରାଉତ): କନ୍ଧମାଳ ଜିଲାର ପ୍ରକୃତି ଓ ପର୍ଯ୍ୟଟନ ପାଇଁ ବେଶ ଜଣାଶୁଣା। ଜିଲାରେ ରହିଛି ବହୁ ପର୍ଯ୍ୟଟନ କ୍ଷେତ୍ର। ବହୁ କ୍ଷେତ୍ର ଲୁକାୟତ ଭାବରେ ରହି ଯାଉଥିବା ବେଳେ କନ୍ଧମାଳ ଇତିହାସ କଂଗ୍ରେସ ପକ୍ଷରୁ ଜିଲାର ଇତିହାସ…

ବର୍ଷା ନାହିଁ,ଜଳିବାକୁ ବସିଲାଣି ଧାନ ଫସଲ

ଚିକିଟି,୧।୧୧(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ବ୍ଲକରେ ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟି ଯୋଗୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। ବିଳମ୍ବରେ ହେଲେ ମଧ୍ୟ ଦୁଇ ମାସ ତଳେ ହୋଇଥିବା ବର୍ଷାରେ ପ୍ରାୟ ଅଧିକାଂଶ ଜମିରେ ଧାନ ଚାଷ ହୋଇଥିଲା। କିନ୍ତୁ ବର୍ତ୍ତମାନ…

ଗାଁକୁ ରାସ୍ତା ନାହିଁ, ଡଙ୍ଗାରେ ହେଉଛି ଯାତାୟାତ

ଦିଗପହଣ୍ଡି,୧।୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଅନ୍ତର୍ଗତ ମହୁଲପଡା ଗ୍ରାମକୁ ବିଜୁଳି କିମ୍ବା ରାସ୍ତାଟିଏ ନାହିଁ। ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ଦିଗପହଣ୍ଡି କିମ୍ବା ପଞ୍ଚାୟତ ସଦର ମହକୁମାକୁ କାଠ ଡଙ୍ଗାରେ ଯାତାୟାତ କରୁଥିବା ଜଣାପଡିଛି। ପାହାଡିଆ ରାସ୍ତାରେ…

ପାଣି ପାଇଁ ରାସ୍ତାରେ ବସିଲେ

ବାସୁଦେବପୁର, ୧।୧୧(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବିଦେଇପୁର ଗ୍ରାମକୁ ପ୍ରାୟ ୧ ସପ୍ତାହ ଧରି ପାନୀୟ ଜଳ ଠିକ୍‌ ଭାବେ ମିଳୁ ନ ଥିବା ନେଇ ଜନଅସନ୍ତୋଷ ଦେଖାଦେଇଛି। ସୋମବାର ଶତାଧିକ ମହିଳାଙ୍କ ସମେତ ଗ୍ରାମବାସୀ ସମସ୍ୟା…

୨୨ କୋଟିର କାମରେ ଅନିୟମିତତା

ବାରିପଦା,୧।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା-ରୂପ୍‌ସା ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟରେ ଅନିୟମିତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଠିକାଦାରଙ୍କ ମନମୁଖି କାର୍ଯ୍ୟକଳାପ ଓ ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ଅଞ୍ଚଳବାସୀ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି। ଏହାର…

ଯୁଦ୍ଧ ମଧ୍ୟରେ ଇସ୍ରାଏଲରେ ଖୋଲିବ ବୈଦ୍ୟୁତିକ ଯାନ ଚାର୍ଜିଂ ଷ୍ଟେଶନ, ଶକ୍ତି ଏବଂ ଭିତ୍ତିଭୂମି ମନ୍ତ୍ରଣାଳୟର ଘୋଷଣା

ଜେରୁଜେଲମ,୧।୧୧: ହମାସ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲର ଶକ୍ତି ଏବଂ ଭିତ୍ତିଭୂମି ମନ୍ତ୍ରଣାଳୟ ଦେଶର ପରିବହନ ମାର୍ଗ ତଥା କେନ୍ଦ୍ରୀୟ ସ୍ଥାନରେ ୭୦୭ ଅଲଟ୍ରା-ଫାଷ୍ଟ ଏବଂ ହାଇ ସ୍ପିଡ (ଡିସି) ଚାର୍ଜିଂ ଷ୍ଟେଶନ ସ୍ଥାପନ ପାଇଁ ଅର୍ଥ ଯୋଗାଉଛି। ସୂଚନା…

କାମରେ ଲାଗୁନି ମୋ ସରକାର କକ୍ଷ

ଧାମନଗର,୧।୧୧(ସନ୍ତୋଷ କୁମାର ମହାପାତ୍ର): ମୋ ସରକାର କାର୍ଯ୍ୟକ୍ରମ ଦ୍ୱାରା ଲୋକଙ୍କୁ ବିଭିନ୍ନ ସେବା ଯୋଗାଇଦେବା, ପ୍ରତ୍ୟେକ ବିଭାଗ ଏହାର ସମୀକ୍ଷା କରି ଅବସ୍ଥାରେ ଉନ୍ନତି ଆଣିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏପରିକି ଯେଉଁ ଅଧିକାରୀମାନେ ଏଥିରେ ଖିଲାପ କରିଛନ୍ତି, ସେମାନେ ଦଣ୍ଡିତ ହେବାର…

ଜନ୍ମଦିନରେ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିବେ କିଙ୍ଗ୍‌ଖାନ, ସାମିଲ ହେବେ ଏହି ସବୁ ସେଲିବ୍ରିଟି

ମୁମ୍ବାଇ: ବଲିଉଡର କିଙ୍ଗ୍‌ଖାନ ନଭେମ୍ବର ୨ରେ ତାଙ୍କର ୫୮ ତମ ଜନ୍ମଦିନ ପାଳନ କରିବେ। ଏହି ବର୍ଷ ଅଭିନେତାଙ୍କ କ୍ୟାରିୟର ପାଇଁ ବହୁତ ଭଲ ହୋଇଛି। ୨୦୨୩ରେ, ତାଙ୍କ ଚଳଚ୍ଚିତ୍ର ଗ୍ଲୋବାଲ ବକ୍ସ ଅଫିସରେ ୨୦୦୦ କୋଟି ଟଙ୍କା ବ୍ୟବସାୟ କରିଛି…

ଦିଲ୍ଲୀରେ ଆଜିଠୁ ଜିଆର୍‌ଏପି-୨ ଲାଗୁ, ବର୍ତ୍ତମାନ ସମସ୍ତଙ୍କୁ ଏହି ନିୟମ ପାଳନ କରିବାକୁ ପଡିବ

ନୂଆଦିଲ୍ଲୀ,୧।୧୧: ଗତ କିଛି ଦିନ ହେବ ରାଜଧାନୀରେ ବାୟୁ ପ୍ରଦୂଷଣର ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଜିଆର୍‌ଏପି-୨(GRAP-2 )ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଆଜି ସକାଳଠାରୁ କାର୍ଯ୍ୟକାରୀ ହୋଇଛି। ଏହାର ଉଦ୍ଦେଶ୍ୟ ହେଉଛି ଦିଲ୍ଲୀରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?