ଏମ୍କେସିଜିରେ ଅବ୍ୟବସ୍ଥା: ଚିକିତ୍ସା ଅବହେଳାରୁ ଗର୍ଭବତୀ ମା’, ଶିଶୁଙ୍କ ମୃତ୍ୟୁ
ବ୍ରହ୍ମପୁର,(ସୁବାସ ଚନ୍ଦ୍ର ପାଢ଼ୀ)୨୭।୭: ଉତ୍ତମ ଚିକିତ୍ସା କ୍ଷେତ୍ରରେ ଦକ୍ଷିଣ ଓଡ଼ିଶାର ଲାଇଫ ଲାଇନ କୁହାଯାଉଥିବା ଏମ୍କେସିଜି ମେଡିକାଲରେ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଲେବର ରୁମରେ ଜଣେ ଗର୍ଭବତୀଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ତାଙ୍କ ସ୍ବାମୀ ମହେନ୍ଦ୍ର ଜେନା ଅଭିଯୋଗ…
ପାଉଁଶ ସମସ୍ୟାର ହୋଇପାରୁନି ସମାଧାନ
ବଅଁରପାଳ,୨୬।୭(ଉପେନ୍ଦ୍ର ରାଉତ): ଅନୁଗୋଳ ଜିଲାରେ ଥିବା ନାଲ୍କୋର ତାପଜ ବିଦ୍ୟୁତ୍ କେନ୍ଦ୍ର (ସିପିପି)କୁ ନେଇ ସମସ୍ୟା ବଢ଼ିବାରେ ଲାଗିଛି। ପାଉଁଶ ନିଷ୍କାସନ ସମସ୍ୟାର ସମାଧାନ ହୋଇପାରୁ ନ ଥିବା ବେଳେ ଏବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଗୋଳ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ…
ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ୍ ଖେଳିବ ଟିମ ଇଣ୍ଡିଆ
ନୂଆଦିଲ୍ଲୀ,୨୬।୭: ବିସିସିଆଇ ୨୦୨୩-୨୪ ସିଜିନ ପାଇଁ ଭାରତୀୟ କ୍ରିକେଟ ଦଳର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଅକ୍ଟୋବର-ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ୱକପ ପୂର୍ବରୁ ରୋହିତ ବ୍ରିଗେଡ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ।…
ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଲକ୍ଷାଧିକ ଟଙ୍କା ସହ ସୁନାରୁପା, ବ୍ୟାଙ୍କ ପାସବୁକ ଜବତ
ଭବାନୀପାଟଣା,୨୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସରକାରୀ ଜଳ ଯୋଗାଣ ବିଭାଗର ଜିପିଏସ ସେକ୍ସନର ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁ ଙ୍କ ଘରେ ବୁଧବାର ସକାଳୁ ଭିଜିଲାନନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଏହି ଚଢ଼ାଉ…
ବିଶ୍ୱକପ ୨୦୨୩: ଭାରତ-ପାକ୍ ମ୍ୟାଚର ତାରିଖରେ ହୋଇପାରେ ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ,୨୬।୭: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ କ୍ରିକେଟର ସବୁଠାରୁ ବଡ ମହାକୁମ୍ଭ ଅର୍ଥାତ୍ ଆଇସିସି କ୍ରିକେଟ ବିଶ୍ୱକପ ଖେଳାଯିବ। କ୍ରିକେଟର ଏହି ମହାକୁମ୍ଭ ୫ ଅକ୍ଟୋବରରୁ ଆରମ୍ଭ। ଏଥି ସହିତ ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ ମ୍ୟାଚ ଅର୍ଥାତ୍ ଇଣ୍ଡୋ-ପାକ୍ ମ୍ୟାଚ ଅକ୍ଟୋବର…
କେନ୍ଦ୍ର ସରକାର ଉପରେ ବର୍ଷିଲେ ଏମ୍ପି ସଞ୍ଜୟ ସିଂହ, କହିଲେ ‘ମଣିପୁର ପରିସ୍ଥିତିକୁ ନେଇ ଭଗବାନ ବି କାନ୍ଦୁଛନ୍ତି’
ନୂଆଦିଲ୍ଲୀ,୨୬।୭: ଦେଶର ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ୮୦ ଦିନରୁ ଅଧିକ ସମୟ ଧରି ହିଂସା ଜାରି ରହିଛି। ଏହାକୁ ନେଇ ସଂସଦରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳୁଛି। ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ଜବାବ ରଖନ୍ତୁ ବୋଲି ବିରୋଧୀ ଦାବି…
ଇନଫୋସିସ ପ୍ରତିଷ୍ଠାତାଙ୍କ ସ୍ତ୍ରୀ ଖାଇବା ପାଇଁ ସବୁବେଳେ ପାଖରେ ରଖନ୍ତି ଚାମଚ,ରାନ୍ଧିବା ଲାଗି କୁକର ନେଇଥା’ନ୍ତି ବିଦେଶ…
ନୂଆଦିଲ୍ଲୀ,୨୬।୭ : ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତିଙ୍କ ଜଣାଶୁଣା ଲେଖିକା ତଥା ସ୍ତ୍ରୀ ସୁଧା ମୁର୍ତ୍ତି ତାଙ୍କର ସରଳତା ଏବଂ ପ୍ରେରଣାଦାୟକ ଭାଷଣ ପାଇଁ ଜଣାଶୁଣା। ନିକଟରେ ଏକ ସାକ୍ଷାତକାରରେ ନାରାୟଣ ମୁର୍ତ୍ତିଙ୍କ କମ୍ପାନୀ ଇନଫୋସିସର ପ୍ରଥମ ଆଞ୍ଜେଲ ଭେଷ୍ଟର ସୁଧା…
ରାମ୍ପ ଓ୍ବାକ୍ ସମୟରେ ଶାଶୁଙ୍କୁ ଫାଇଙ୍ଗ୍ କିସ୍ ଦେଲେ କିଆରା, ୟୁଜର୍ସ କହିଲେ ପରଫେକ୍ଟ ବୋହୂ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ତାଙ୍କ ଚଳଚ୍ଚିତ୍ର ‘ସତ୍ୟପ୍ରେମ କି କଥା’ ପାଇଁ ଆଜିକାଲି ହେଡଲାଇନରେ ଅଛନ୍ତି। ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି। କିଆରା ଚଳିତ ବର୍ଷ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ…
ପୂର୍ବତନ ଅଧିନାୟକଙ୍କ ଦାବି: ଓଭାଲ ଟେଷ୍ଟ ପରେ ସନ୍ନ୍ୟାସ ନେବେ ଏହି ଦୁଇ ଅଷ୍ଟ୍ରେଲିୟ ଧୂରନ୍ଧର…
ନୂଆଦିଲ୍ଲୀ,୨୬।୭: ୨୦୨୩ ଆସେସ୍ ସିରିଜର ୫ମ ତଥା ଅନ୍ତିମ ଟେଷ୍ଟ ଗୁରୁବାରଠାରୁ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭାଓନ୍ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଏହି ସିରିଜ ପରେ ଷ୍ଟିଭ୍ ସ୍ମିଥ୍…
ତମନ୍ନାଙ୍କ ପାଖରେ ଅଛି ବିଶ୍ୱର ୫ମ ବୃହତ୍ତମ ହୀରାର ମୁଦି? ଜାଣନ୍ତୁ କ’ଣ କହିଲେ ଅଭିନେତ୍ରୀ
ମୁମ୍ବାଇ: ଦକ୍ଷିଣ ଏବଂ ବଲିଉଡ ଚଳଚ୍ଚିତ୍ରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଠି କରିଛନ୍ତି ତମନ୍ନା ଭାଟିଆ। ଅଭିନୟ ମାଧ୍ୟମରେ ଲୋକଙ୍କ ହୃଦୟ ଜିତିଛନ୍ତି। ତାଙ୍କ ବୃତ୍ତିଗତ ଜୀବନରେ ବହୁତ ସଫଳ, ତମନ୍ନା ଭାଟିଆ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଚର୍ଚ୍ଚାରେ…
୪୮୦ ଅଫିସରଙ୍କ ବଦଳି ବାତିଲ କଲେ ବିହାର ମୁଖ୍ୟମନ୍ତ୍ରୀ, ଆଭିମୁଖ୍ୟକୁ ନେଇ ବଢ଼ୁଛି ଚର୍ଚ୍ଚା
ପାଟନା,୨୬।୭: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ରାଜ୍ୟ ଶାସନ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ ରାଜ୍ୟସ୍ବ ଏବଂ ଜମି ସଂସ୍କାର ବିଭାଗରେ ହୋଇଥିବା ୪୮୦ ବଦଳିକୁ ବାତିଲ କରି ଏକ ଦୃଢ଼ ବାର୍ତ୍ତା ଦେଇଛନ୍ତି। ତେବେ…
କେନ୍ଦ୍ର ମନ୍ତ୍ରୀଙ୍କୁ ବ୍ଲାକମେଲ୍ କରିବା ଉଦ୍ୟମ, ୨ଜଣଙ୍କୁ ଗିରଫ କଲା କ୍ରାଇମ୍ବ୍ରାଞ୍ଚ
ନୂଆଦିଲ୍ଲୀ,୨୬।୭: କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ସେକ୍ସଟୋର୍ସନ୍ କଲ କରି ବ୍ଲାକମେଲ୍ କରିବାକୁ ଉଦ୍ୟମ ଘଟଣା ସାମ୍ନାକୁ ଆସିଛି। ଏନେଇ ଦିଲ୍ଲୀ ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ କରାଯିବା ପରେ ୨ ଜଣଙ୍କୁ ଗିରଫ କରାଯାଇଛି। ତେବେ ଖାଦ୍ୟ ପ୍ରକ୍ରିୟାକରଣ…
Archives


