୧୧ ବର୍ଷ ପରେ ଗିରଫ ହେଲେ ବ୍ୟବସାୟୀ
ବ୍ରହ୍ମପୁର,୧୯ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗୋଷାଣିନୂଆଗାଁ ଥାନା ପୋଲିସ ୱାରେଣ୍ଟ ବଳରେ ଆନ୍ଧ୍ରପ୍ରଦେଶରୁ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ସେ ହେଲେ ଆର. କିଶୋର ପଟ୍ଟନାୟକ(୪୫)। ଗୋଷାଣିନୂଆଗାଁ ଥାନା ଅଧୀନ ବିଶ୍ୱନାଥନଗରର କିଶୋର ୧୧ବର୍ଷ ହେଲା ଆନ୍ଧ୍ରପ୍ରଦେଶ ଷୋମପେଣ୍ଠ ଥାନା ଅନ୍ତର୍ଗତ ଟେକେଲିରେ…
ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ମହମ୍ମଦ ଶାମିଙ୍କୁ ଆରାମ, ହେଲେ ଚେତେଶ୍ୱର ପୂଜାରା…
ନୂଆଦିଲ୍ଲୀ,୧୯।୬: ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨ ଟେଷ୍ଟ ସିରିଜ ଖେଳିବ। ଏଥି ସହିତ, ଇଣ୍ଡିଆ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ଡବ୍ଲୁଟିସି ୨୦୨୩-୨୫ର ଏକ ଅଂଶ ହେବ, କିନ୍ତୁ ଏହି ସିରିଜରେ ଟିମ ଇଣ୍ଡିଆର ଖେଳାଳି ୧୧ ଜଣଙ୍କ କ’ଣ ହେବ? କେଉଁ…
୨ ରୁ ୩ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ
ଭୁବନେଶର,୧୯।୬(ଅନିଲ ଦାସ): ୨ ରୁ ୩ ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୦ରୁ ପାଗ ବଦଳିବା ସହ ୨୧ ରୁ ପ୍ରାକ ମୌସୁମୀ ବର୍ଷା ହେବ । ଭୁବନେଶର ଆଞ୍ଚଳିକ…
ଗ୍ରୀଷ୍ମ ଋତୁରେ ବଢିଯାଇଥାଏ ମୃତ୍ୟୁ ସଂଖ୍ୟା, ପରିବହନ ମନ୍ତ୍ରୀ ଦୟାଶଙ୍କର ସିଂଙ୍କ ବିବାଦୀୟ ବୟାନ
ବଲିୟା,୧୯।୬: ଉତ୍ତର ପ୍ରଦେଶର ପରିବହନ ମନ୍ତ୍ରୀ ଦୟାଶଙ୍କର ସିଂଙ୍କ ଏକ ବିବାଦୀୟ ବୟାନକୁ ନେଇ ସେ ଏବେ ଚର୍ଚ୍ଚାରେ। ଜିଲା ହସ୍ପିଟାଲରେ ଅଂଶୁଘାତରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ସେ କହିଛନ୍ତି ଗ୍ରୀଷ୍ମ ଋତୁରେ ମୃତ୍ୟୁ…
ଘୋଷଯାତ୍ରା ପାଇଁ ଶ୍ରୀବାଣୀକ୍ଷେତ୍ର ଚଳଚଞ୍ଚଳ
ଭୁବନେଶ୍ୱର,୧୯।୬(ଅସମାପିକା ସାହୁ): ଘୋଷଯାତ୍ରା ପାଇଁ ଶ୍ରୀବାଣୀକ୍ଷେତ୍ରରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି । ଶ୍ରୀବାଣୀକ୍ଷେତ୍ର ରଥଯାତ୍ରା ହେଉଛି ଭୁବନେଶ୍ୱରର ଅନ୍ୟତମ ବଡ଼ ରଥଯାତ୍ରା। ଅକ୍ଷୟତୃତୀୟାଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭହୋଇ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ହୋଇଥାଏ । ଅକ୍ଷୟତୃତୀୟାଠାରୁ…
‘ଆଦିପୁରୁଷ’ ବିବାଦ: ଫିଲ୍ମ ଲେଖକ ମନୋଜ ମୁନ୍ତାଶିରଙ୍କୁ ମିଳିଲା ମୁମ୍ବାଇ ପୋଲିସର ସୁରକ୍ଷା
ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’କୁ ନେଇ ଏବେ ବିବାଦ ଲାଗିରହିଛି। ଚଳଚ୍ଚିତ୍ରର କାହାଣୀ ଏବଂ ଏଥିରେ ପ୍ରଦର୍ଶିତ ସଂଳାପକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏହି ବିବାଦକୁ ଦେଖି ବର୍ତ୍ତମାନ ଫିଲ୍ମର ଲେଖକ ମନୋଜ ମୁନ୍ତାଶିର…
ଜେଲେନସ୍କିଙ୍କୁ ମାଆଙ୍କ ହାତ ତିଆରି ବର୍ଫି ଖୁଆଇଲେ ସୁନକ
ଲଣ୍ଡନ,୧୯।୬: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଏକ ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହାରି ଭିତରେ କିଛି ଦେଶ ୟୁକ୍ରେନକୁ ସପୋର୍ଟ କରୁଥିବା ବେଳେ ଆଉ କିଛି ଦେଶ ଏହି ଯୁଦ୍ଧକୁ ନେଇ ସମ୍ପୂର୍ଣ୍ଣ ଭାବେ ଚୁପ ରହିଛନ୍ତି।ଉଭୟ ଦେଶର ନେତା ଅର୍ଥାତ୍ ରୁଷିଆ…
‘ଆଦିପୁରୁଷ’କୁ ନେଇ ଆକ୍ସନ ମୁଡରେ ସରକାର
ନୂଆଦିଲ୍ଲୀ,୧୯।୬: ଓମ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ ’ଆଦିପୁରୁଷ’ର ସଂଳାପକୁ ନେଇ ବିବାଦ ବଢିବାରେ ଲାଗିଛି। ବାସ୍ତବରେ, ପ୍ରଭାସଙ୍କ ଅଭିନୀତ ମୁଭିରେ ରାମାୟଣର ଚରିତ୍ର ଏବଂ ବିଶେଷକରି ଏହାର ସଂଳାପକୁ ଅନେକ ନକାରାତ୍ମକ ରିଭ୍ୟୁ ମିଳିଛି। କୁହାଯାଉଛି ଯେ ଏହି ମୁଭିରେ ରାମାୟଣର…
ଆମେରିକାରେ ଗୁଳିକାଣ୍ଡ: ସପ୍ତାହକରେ ୬ଜଣଙ୍କ ମୃତ୍ୟୁ
ଓ୍ବାଶିଂଟନ୍,୧୯ା୬: ଆମେରିକାରେ ସପ୍ତାହକ ମଧ୍ୟରେ ଘଟିଥିବା ଗୁଳିକାଣ୍ଡରେ ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକେ ଆହତ ହୋଇଛନ୍ତି। ଏଭଳିସ୍ଥିତିରେ ସିକାଗୋଠାରୁ ୩୨ କି.ମି ଦୂର ଓ୍ବିଲୋବ୍ରୁକ୍ସ୍ଥିତ ଏକ ପାର୍କିଂ ସ୍ଥାନରେ ଗୁଳିକାଣ୍ଡ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…
ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଉପରେ ଏଭଳି କହିଲେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ
ନୂଆଦିଲ୍ଲୀ,୧୯।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତକୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଟିମ ଇଣ୍ଡିଆ ଲଗାତାର ଦ୍ୱିତୀୟ ଥର ପାଇଁ ଡବ୍ଲ୍ୟୁଟିସି ଫାଇନାଲରେ ପହଞ୍ଚିବାରେ ସଫଳ ହୋଇଥିଲେ ମଧ୍ୟ ଟାଇଟଲ ହାତେଇବାରେ ବିଫଳ…
ଶିମିଳିପାଳ ଘଟଣା ପରେ ପାଟ୍ରୋଲିଂ ବନ୍ଦ: ଚିନ୍ତାରେ ବନ ବିଭାଗ
ଭୁବନେଶ୍ୱର,୧୯।୬(ଅସମାପିକା ସାହୁ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଏକ ମାସ ମଧ୍ୟରେ ୨ ଜଣ ବନ କର୍ମଚାରୀଙ୍କ ହତ୍ୟାକୁ ନେଇ ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି। ଜଙ୍ଗଲକୁ ସୁରକ୍ଷା ଦେବାକୁଯାଇ କର୍ତ୍ତବ୍ୟରତ ଜଣେ ଫରେଷ୍ଟଗାର୍ଡ ଏବଂ ଜଣେ ଡେପୁଟି ରେଞ୍ଜର ଶିକାରୀଙ୍କ…
ଗୀତା ପ୍ରେସ ବିବାଦ ଉପରେ ପ୍ରତିକ୍ରିୟା ରଖିଲେ ଅମିତ ଶାହା
ନୂଆଦିଲ୍ଲୀ,୧୯।୬: ଗୋରଖପୁର ସ୍ଥିତ ପ୍ରସିଦ୍ଧ ଗୀତା ପ୍ରେସକୁ ୨୦୨୧ବର୍ଷ ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ଘୋଷଣା ପରେ ଭାଜପା ଓ କଂଗ୍ରେସ ମଧ୍ୟରେ ବାକ୍ଯୁଦ୍ଧ ଆରମ୍ଭ ହୋଇଛି। ଏହି ନିଷ୍ପତ୍ତିକୁ କଂଗ୍ରେସ ସମାଲୋଚନା କରିଛି। ବର୍ତ୍ତମାନ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ…
Archives


