ନେଟଫ୍ଲିକ୍ସ ଜାରି କଲା ଚଳିତ ବର୍ଷର ଟପ୍‌ ଟ୍ରେଣ୍ଡିଙ୍ଗ ଫିଲ୍ମ ଲିଷ୍ଟ: ଲୋକପ୍ରିୟ ହୋଇଛି ଏହି ୯ଟି ଫିଲ୍ମ

ମୁମ୍ବାଇ: ବର୍ଷ ସରବାକୁ ବସିଛି। ଅନେକ ନୂଆ, ପୁରୁଣାର ସତେଜ ସ୍ମୃତି ନେଇ ବିଦାୟ ନେଉଛି ୨୦୨୩। ଏହି ବର୍ଷ ବଲିଉଡ ଓ ଓଟିଟି ପ୍ଲାଟଫର୍ମ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ସହ ଓ୍ବେବ ସିରିଜ ମଧ୍ୟ ଭେଟି ଦେଇଛି। ଏହାରି ଭିତରେ ନେଟଫ୍ଲିକ୍ସ ଟପ୍‌ ୧୦୦୦ଟ୍ରେଣ୍ଡିଙ୍ଗ ଫିଲ୍ମର ଲିଷ୍ଟ ଜାରି କରିଛି। ଏହି ଲିଷ୍ଟରେ ଥିବା ଫିଲ୍ମକୁ ପୁରା ବିଶ୍ୱର ଲୋକ ଖୁବ୍‌ ପସନ୍ଦ କରିଛନ୍ତି। ତେବେ ସବୁଠୁ ଆଶ୍ଚର୍ଯ୍ୟ କରିବା କଥା ହେଉଛି ତାଲିକାରେ କେବଳ ହିନ୍ଦୀ ଫିଲ୍ମ ଓ ଓ୍ବେବ ସିରିଜ ନିଜ ସ୍ଥାନ ଦଖଲ କରିଛନ୍ତି। ଟପ୍‌ ୪୦୦ତାଲିକାରେ କେବଳ ଗୋଟିଏ ଓ୍ବେବ ସିରିଜ ସ୍ଥାନ ପାଇଛି। ଏହି ଓ୍ବେବ ସିରିଜ ହେଉଛି ‘ରାଣା ନାଇଡୁ’।

ବିଶ୍ୱରେ ଏହି ଓ୍ବେବ ସିରିଜକୁ ମିଶାଇ ଆଉ ୮ଟି ଫିଲ୍ମକୁ ଦର୍ଶକ ପସନ୍ଦ କରିଛନ୍ତି। ୟାମି ଗୌତମ ଓ ସନି କୌଶଲଙ୍କ ଫିଲ୍ମ ‘ଚୌର ନିକଲ କେ ଭାଗା’ ଯାହା ୪୦୧ସ୍ଥାନରେ ରହିଛି। ସେହିପରି ସିର୍ଦ୍ଧାଥ ମଲହୋତ୍ରାଙ୍କ ଫିଲ୍ମ ‘ମିଶନ ସଞ୍ଜୁ’ ୫୯୯ସ୍ଥାନରେ, ‘ଇଣ୍ଡିଆନ ମ୍ୟାଚମେକିଂ’ ୬୧୫ତମ ସ୍ଥାନରେ, ‘ମିସେସ ଚାଟାର୍ଜୀ ବନାମ ନରେଓ’୍ବ ୬୫୧ତମ, ‘ଆରଆରଆର’(ହିନ୍ଦୀ)୬୬୦, ‘କ୍ଲାସ ସିଜିନ ୧’ ୭୨୪ତମ ସ୍ଥାନରେ, ‘ତୁ ଝୁଟି ମେ ମକ୍କାର’ ୭୨୪ତମ, ‘ଶେହଜାଦା’ ୮୪୦ତମ ସ୍ଥାନରେ ରହିଛି। ଏହି ସବୁ ଫିଲ୍ମ ଓ ଓ୍ବେବ ସିରିଜକୁ ଫ୍ୟାନ୍ସ ଚଳିତ ବର୍ଷ ବହୁତ ଭଲପାଇବା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

କେଜ୍‌ରିଓ୍ବାଲଙ୍କ ବଡ଼ ଘୋଷଣା, ୪ରେ ବାହାରିବେ ପଦଯାତ୍ରା

ନୂଆଦିଲ୍ଲୀ,୧ା୮: ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର

ବଉଳା,୧ା୮(ଦୁର୍ଗାପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ପଞ୍ଚାୟତ ମଠଡାହିଠାରେ ନିର୍ମିତ ବ୍ଲକ୍‌ସ୍ତରୀୟ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଘାସ, ଲତାରେ ୨…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri