ଭାରତୀୟ କୁସ୍ତି ସଂଘ ନିର୍ବାଚନ ପ୍ରସଙ୍ଗ: ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୯।୮: ଭାରତୀୟ କୁସ୍ତି ସଂଘର ନିର୍ବାଚନ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ୧୧ ଅଗଷ୍ଟରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ନିର୍ବାଚନ ଉପରେ ୨୮ ଅଗଷ୍ଟ ପର୍ଯ୍ୟନ୍ତ ରୋକ ଲଗାଇଥିଲେ।…
ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ବିଷୟରେ ଜାଣନ୍ତୁ ରୋଚକ ତଥ୍ୟ
ନୂଆଦିଲ୍ଲୀ,୨୯।୮: ଭାରତୀୟ ହକି କିମ୍ବଦନ୍ତୀ ତଥା ଯାଦୁଗର ମେଜର ଧ୍ୟାନଚାନ୍ଦ ଅଗଷ୍ଟ ୨୯, ୧୯୦୫ରେ ପ୍ରୟାଗରାଜ (ପୂର୍ବରୁ ଆହ୍ଲାବାଦ) ରେ ଜନ୍ମଗ୍ରହଣ କରିଥିଲେ। ଅଲିମ୍ପିକ୍ସରେ ଭାରତ ୩ଟି ସ୍ବର୍ଣ୍ଣ ପଦକ ଜିତିଥିବା ଖେଳାଳି ଥିଲେ ଧ୍ୟାନଚାନ୍ଦ। ଭାରତୀୟ କ୍ରୀଡ଼ାରେ ଧ୍ୟାନଚାନ୍ଦଙ୍କର ବହୁତ…
ପାକିସ୍ତାନ-ନେପାଳ ବିପକ୍ଷରେ ଖେଳିବେ ନାହିଁ ରାହୁଲ, ଏସିଆ କପ ପୂର୍ବରୁ ଦ୍ରାବିଡଙ୍କ ବୟାନ
ନୂଆଦିଲ୍ଲୀ,୨୯।୮: ଏସିଆ କପ ପାଇଁ ଶ୍ରୀଲଙ୍କା ଯିବା ପୂର୍ବରୁ ଭାରତୀୟ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କେ.ଏଲ ରାହୁଲ ଏବଂ ଶ୍ରେୟସ ଆୟରଙ୍କ ଫିଟନେସ ଉପରେ ଏକ ଅପଡେଟ୍ ଦେଇଛନ୍ତି। ମଙ୍ଗଳବାର ମୁଖ୍ୟ କୋଚ୍ କହିଛନ୍ତି ଯେ, କେ.ଏଲ ରାହୁଲ…
‘ଯଦି ଟି୨୦ରେ ସଫଳ, ତେବେ ଦିନିକିଆରେ ବିଫଳ କାହିଁକି ହେଉଛି’
ନୂଆଦିଲ୍ଲୀ,୨୯।୮: ଏସିଆ କପ୍ ଲାଗି ଭାରତୀୟ ସ୍କ୍ବାର୍ଡରେ ସାମିଲ ହୋଇଛନ୍ତି ସୂର୍ଯ୍ୟକୁମାର ଯାଦବ ଏବଂ ତିଳକ ବର୍ମା। ମଧ୍ୟକ୍ରମରେ ଶ୍ରେୟାସ ଆୟର ଖେଳି ନ ପାରିଲେ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାରଙ୍କୁ ସୁଯୋଗ ମିଳିପାରେ। ହେଲେ ସୂର୍ଯ୍ୟକୁମାରଙ୍କ ଦିନିକିଆ ପ୍ରଦର୍ଶନ ସେତେଟା ଉଲ୍ଲେଖନୀୟ…
ଭାଜପାର ଚାନ୍ଦବାଲି ଏନ୍ଏସି ଘେରାଉ
ଚାନ୍ଦବାଲି,୨୯।୮(ଅଶୋକ ପଣ୍ଡା): ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ଭାଜପା ଚାନ୍ଦବାଲି ଶାଖା ପକ୍ଷରୁ ଚାନ୍ଦବାଲି ସହରରେ ଏକ ଶୋଭାଯାତ୍ରା ସହ ଏନ୍ଏସି କାର୍ଯ୍ୟାଳୟ ଆଗରେ ଗଣ ଧାରଣା ଦିଆଯାଇଛି । ଭାଜପା ଚାନ୍ଦବାଲି ନଗର ସଭାପତି ସରୋଜ ବଳଙ୍କ ଅଧ୍ୟକ୍ଷତାରେ ଦଳୀୟ…
ଭାଜପା ଏକୁଟିଆ ଗୋଟିଏ ବି ଆସନ ବି ଜିତିପାରିବ ନାହିଁ: ନିଜ ଦଳକୁ ଚେତାଇଲେ ଭାଜପା ବିଧାୟକ
ଗ୍ୟାଙ୍ଗଟକ୍,୨୯।୮: ଆସନ୍ତା ବର୍ଷ ସିକ୍କିମରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ସମସ୍ତ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି। ଗ୍ୟାଙ୍ଗଟକ୍ରୁ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଓ୍ବାଇ.ଟି ଲେପଚା ଦାବି କରିଛନ୍ତି ଯେ, ଯଦି ଏହି…
ଶ୍ୱଶୁର ଘରୁ ଫେରୁଥିଲେ ଘଟିଲା ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର
ପାଟଣା,୨୯।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ରାଞ୍ଚି ବିଜୟୱାଡା ଜାତୀୟ ରାଜପଥର ସାହାରପଡ଼ା ଦେଓନଦୀ ପୋଲ ନିକଟରେରେ ଏକ ଗ୍ଲାମର ବାଇକ୍ ସୋମବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ରାସ୍ତା କଡ଼କୁ ଛିଟିକି ପଡିଥିଲା…
ଧୋନୀଙ୍କ ବଡ଼ ପ୍ରଶଂସକ ପାଲଟିଲେ ଏହି ସିଆଇଏସ୍ଏଫ୍ ଅଫିସର, ଭାବୁକ ପୋଷ୍ଟ କରି କହିଲେ…
ନୂଆଦିଲ୍ଲୀ,୨୯।୮: କ୍ରିକେଟରେ ସେ ଯେତିକି ସଫଳ, ଭଲ ମଣିଷ ଭାବେ ସେତିକି ଲୋକପ୍ରିୟ। ସେ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ। ତାଙ୍କ ସହ କିଛି ମିନିଟ ସମୟ ବିତାଇଲେ ଯେକେହି ପ୍ରଶଂସକ ପାଲଟିଯାଆନ୍ତି। ଏହାର ଏକ ନିଚ୍ଛକ ଉଦାହରଣ ନିକଟରେ ଦେଖିବାକୁ…
ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲରୁ ମୋରମ ବୋଝେଇ ଟ୍ରାକ୍ଟର ଜବତ
କେନ୍ଦୁଝର,୨୯।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ରେଞ୍ଜ ପକ୍ଷରୁ ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲରୁ ବେଆଇନ ମୋରମ ଖୋଳି ଚାଲାଣ ହେଉଛି। ମଙ୍ଗଳବାର ଚଢାଉ କରାଯାଇ ଏକ ଟ୍ରାକ୍ଟରକୁ ଜବତ କରାଯାଇଛ। ଜବତ ଟ୍ରାକ୍ଟର ନଂ. (ଓଡ଼ି-୦ ୯ଡବ୍ଲ୍ୟୁ ୦୫୭୨) । ଡ୍ରାଇଭର…
ଦେଶରେ ଯେକୌଣସି ସମୟରେ ହୋଇପାରେ ନିର୍ବାଚନ: ନୀତୀଶ କୁମାର
ନାଳନ୍ଦା,୨୯।୯: ଦେଶରେ ଯେକୌଣସି ସମୟରେ ନିର୍ବାଚନ ହୋଇପାରେ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ ଦୋହରାଇଛନ୍ତି। ମଙ୍ଗଳବାର ନାଲନ୍ଦାରେ ସେ କହିଛନ୍ତି ଯେ ନିର୍ବାଚନ ଠିକ ସମୟରେ ହେବା ଜରୁରୀ ନୁହେଁ, କେନ୍ଦ୍ର ଏହା ପୂର୍ବରୁ ମଧ୍ୟ କରିପାରିବ।…
ସୁନା ଦୋକାନୀଙ୍କୁ ଗୁଳି କରିି ଲୁଟ୍
ବାଲିଗୁଡ଼ା/କୋଟଗଡ଼,୨୯।୮(ସଞ୍ଜୟ କୁମାର ପାଣିଗ୍ରାହୀ, ସରୋଜ ବଳିଆରସିଂ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ନେହୁରୁ ଛକଠାରେ ଏକ ଜଘନ୍ୟକାଣ୍ଡ ଦେଖିବାକୁ ମିଳିଛି। ମଙ୍ଗଳବାର ସକାଳେ ୩ ଦୁର୍ବୃତ୍ତ ଗୋଟିଏ ମୋଟର ସାଇକଲରେ ଆସିଥିଲେ। ଛକଠାରେ ଥିବା ମା’ ପାଟଖଣ୍ଡା ଜୁଏଲାରୀ ମାଲିକ ସୁବାଷ…
ଜେଲରେ ଦେଶୀ ଚିକେନ୍, ମଟନ୍ ଖାଉଛନ୍ତି ଇମ୍ରାନ୍
ଇସଲାମାବାଦ୍,୨୯।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଜେଲରେ ଘିଅରେ ରନ୍ଧା ହୋଇଥିବା ଦେଶୀ ଚିକେନ୍ ଏବଂ ମଟନ୍ ଦିଆଯାଉଛି। ଏହା ସହିତ ବର୍ତ୍ତମାନ ଇମ୍ରାନ୍ଙ୍କୁ ଭିଆଇପି ସୁବିଧା ଯୋଗାଇ ଦିଆଯାଉଛି। ମଙ୍ଗଳବାରଏକ ରିପୋର୍ଟରେ ଏହା ନିଶ୍ଚିତ ହୋଇଛି। ସୂଚନାଯୋଗ୍ୟ, ତୋଶାଖାନା…
Archives


