ଭାରତୀୟ ଦଳକୁ ଚେତାବନୀ ଦେଲେ କପିଳ ଦେବ
ନୂଆଦିଲ୍ଲୀ,୨୮।୮: ଅଗଷ୍ଟ ୩୦ରୁ ଏସିଆ କପ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ଦଳ ସେପ୍ଟେମ୍ବର ୨ରେ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ଆହତରୁ ସୁସ୍ଥ ଥିବା ଶ୍ରେୟସ ଆୟର ଏବଂ କେ.ଏଲ ରାହୁଲଙ୍କୁ ଟିମ ଇଣ୍ଡିଆ ଦଳରେ ସ୍ଥାନ ଦେଇଛି।…
ଜାତୀୟ ପରିବାର ମଙ୍ଗଳ ଯୋଜନାରେ ବିପିଏଲ୍ କାର୍ଡ ବାଧକ
ବୈପାରିଗୁଡା,୨୮ା୮(କଳ୍ପତରୁ ମହାନ୍ତି): ପରିବାର ମଙ୍ଗଳ ଯୋଜନାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରର ରୋଜଗାରକ୍ଷମ ୬୦ ବର୍ଷରୁ କମ୍ ବୟସର ବ୍ୟକ୍ତିଙ୍କ ଯଦି ମୃତ୍ୟୁ ଘଟେ ତେବେ ସରକାରଙ୍କ ପକ୍ଷରୁ ପରିବାର ମଙ୍ଗଳ ଯୋଜନାରେ ସମ୍ପୃକ୍ତ ପରିବାରକୁ ୨୦ ହଜାର ଟଙ୍କା…
ଅଗଷ୍ଟ ୩୧ ପର୍ଯ୍ୟନ୍ତ ଗୋ ଫାଷ୍ଟର ଉଡାଣ ବାତିଲ
ନୂଆଦିଲ୍ଲୀ,୨୮।୮: ଗୋ ଫାଷ୍ଟ ଏୟାର ଲାଇନ୍ସରେ ପରିଚାଳନା କାରଣ ଦର୍ଶାଇ ୩୧ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଏହାର ଉଡାଣକୁ ବାତିଲ ରଖିଛି। କମ୍ପାନୀ ପକ୍ଷରୁ ଏକ ବୟାନ ଜାରି କରାଯାଇ ଏହି ସୂଚନା ଦିଆଯାଇଛି। ଗୋ-ଫାଷ୍ଟର ଦ୍ୱାରା ଜାରି ଏକ ବୟାନରେ,…
ପାକିସ୍ତାନ ନମ୍ବର ୧
ନୂଆଦିଲ୍ଲୀ,୨୮।୮:ଏସିଆ କପ ପୂର୍ବରୁ ପାକିସ୍ତାନ ଦଳ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗର ଶୀର୍ଷରେ ପହଞ୍ଚିଛି। ଦୁଇଟି ବଡ ଟୁର୍ନାମେଣ୍ଟ ପୂର୍ବରୁ ପାକିସ୍ତାନର ଏହି ସଫଳତା ଖେଳାଳିଙ୍କୁ ଉତ୍ସାହିତ କରିବାକୁ ଯାଉଛି। ଆଫଗାନିସ୍ତାନ ବିପକ୍ଷରେ ଦିନିକିଆ ସିରିଜକୁ ୩-୦ରେ ଜିତିବା ପରେ ପାକିସ୍ତାନ ଅଷ୍ଟ୍ରେଲିଆକୁ…
ଫେଲ୍ ମାରିଛି ସୁନେତ୍ର ଯୋଜନା
ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ବହୁ ବର୍ଷ ହେବ ଚକ୍ଷୁ ବିଶେଷଜ୍ଞ ଓ ସହାୟକ ପଦବୀ ଖାଲି ପଡିଥିବାରୁ ୨୦ ଶଯ୍ୟା ବିଶିଷ୍ଟ ଚକ୍ଷୁ ବିଭାଗ ରୋଗୀଙ୍କ କାମରେ ଆସୁନି। ଏଥିସହିତ ଜିଲାରେ ସୁନେତ୍ର ଯୋଜନା ଫେଲ୍ ମାରିଥିବା…
ଜାତୀୟ ରାଜପଥରେ ବୁଲାଗୋରୁ ଦୁର୍ଘଟଣାର କାରଣ
ଗୋପାଳପୁର,୨୮ା୮(ନବୀନରାଜ ଆଚାରୀ): ଆନ୍ଧ୍ରପ୍ରଦେଶ ଏବଂ ଓଡିଶାକୁ ସଂଯୋଗ କରୁଥିବା ୧୬ ନଂ ଜାତୀୟ ଏବେ ବୁଲା ଗୋରୁଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଦେଖିବାକୁ ମିଳିଛି। ଫଳରେ ଛୋଟ ବଡ଼ ଦୁର୍ଘଟଣା ଘଟିବା ସହ ଯାତାୟତରେ ବ୍ୟାପକ ବାଧା ସୃଷ୍ଟି ହେଉଛି। ଗାଡି ମୋଟର…
ବିଶ୍ୱକପ୍ ପୂର୍ବରୁ ବଢିଲା ଅଷ୍ଟ୍ରେଲିଆର ଟେନ୍ସନ୍
ସିଡନୀ,୨୮।୮: ବିଶ୍ୱକପ ୨୦୨୩ ଅକ୍ଟୋବର ୫ରୁ ଆରମ୍ଭ ହେବ। ଏହା ପୂର୍ବରୁ ଅଷ୍ଟ୍ରେଲିଆର ଟେନସନ ବୃଦ୍ଧି ପାଇଛି। ଆହତ କାରଣରୁ ଦଳର ଭେଟେରାନ ଗ୍ଲେନ ମ୍ୟାକ୍ସୱେଲଙ୍କୁ ଦଳରୁ ବାଦ ଦିଆଯାଇଛି। ୩୦ ଅଗଷ୍ଟରୁ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦…
ଅଧାପନ୍ତରିଆ ଭାବେ ପଡ଼ିରହିଛି ୫-ଟି ସ୍କୁଲ
ପୋଲସରା,୨୮ା୮(ସୁବ୍ରତ ବେହେରା): ଅଧପନ୍ତରିଆ ଭାବେ ପଡ଼ିରହିଛି ୫-ଟି ସ୍କୁଲର କୋଠା। ପୁରୁଣା କୋଠାରେ ବ୍ଲାକ ବୋର୍ଡରେ ଚାଲିଛି ପାଠ ପଢ଼ା। ଆଉ ସ୍କୁଲ ଛୁଟି ପରେ ନିଶାସକ୍ତମାନେ ଆଡ୍ଡା ଜମାଉଛନ୍ତି। ଏଭଳି ଦୃଶ୍ୟ ଦଖିବାକୁ ମିଳିଛି ପୋଲସରା ବ୍ଲକ ଗୋଛାବାଡ଼ି ପଞ୍ଚାୟତରେ…
ନୀଳଗିରିରେ ମିଲେଟ୍ ମିଶନ ଫେଲ୍
ନୀଳଗିରି,୨୮।୮(ପ୍ରଶାନ୍ତ ବିଶ୍ୱାଳ): ରାଜ୍ୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆର୍ଥତ୍କ ଅବସ୍ଥାରେ ଉନ୍ନତି ଆଣିବା ଓ ଲୋକଙ୍କ ପୁଷ୍ଟିସାଧନକୁ ଦୃଷ୍ଟିରେ ରଖି ସରକାର ମିଲେଟ ମିଶନ ଯୋଜନା ଆରମ୍ଭ କରିଛନ୍ତି। ମାତ୍ର ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏହି ମିଶନ ଫେଲ୍…
ନେହେରୁ କେବଳ ବଡ଼ ବଡ଼ କଥା କହିନାହାଁନ୍ତି, ନିଷ୍ପତ୍ତି ମଧ୍ୟ ନେଇଛନ୍ତି: ଜୟରାମ ରମେଶ
ନୂଆଦିଲ୍ଲୀ,୨୮।୮: ଭାରତୀୟ ମହାକାଶ ଗବେଷଣା ଏଜେନ୍ସି (ଆଇଏସଆରଓ) ଗଠନରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ଅବଦାନକୁ ହଜମ କରିବାରୁ ନ ଥିବା ଭାଜପାକୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ଏମ୍ପି ତଥା ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ। ଜୟରାମ ରମେଶ…
ସୌରଜଗତକୁ ବୁଝିବାରେ ‘ଭୋୟେଜର-୨’ର ଭୂମିକା
ସୌରଜଗତର ଆଠଟି ଗ୍ରହ ମଧ୍ୟରୁ ୪ଟି ଗ୍ରହ-ବୁଧ, ଶୁକ୍ର, ପୃଥିବୀ ଓ ମଙ୍ଗଳ ସାଧାରଣତଃ ପଥୁରିଆ ଉପାଦାନକୁ ନେଇ ଗଠିତ ହୋଇଥିଲା ବେଳେ ଗ୍ରହାଣୁପୁଞ୍ଜ ପରେ ରହିଥିବା ବୃହସ୍ପତି, ଶନି, ୟୁରାନସ୍ ଓ ନେପ୍ଚୁନ୍ ଗ୍ରହଗୁଡ଼ିକର ଗଠନ ଧାରା ଭିନ୍ନ ଧରଣର।…
ଅଗଷ୍ଟ ୩୧ରେ ଉନ୍ମୋଚିତ ହେବ ‘ଇଣ୍ଡିଆ’ ଲୋଗୋ
ନୂଆଦିଲ୍ଲୀ,୨୮।୮:୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଗଠିତ ବିରୋଧୀ ଦଳ ‘ଇଣ୍ଡିଆ’ର ତୃତୀୟ ବୈକ ମହାରାଷ୍ଟ୍ରର ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠରେ ‘ଇଣ୍ଡିଆ’ର ଲୋଗୋ ମଧ୍ୟ ଉନ୍ମୋଚିତ ହେବ। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଏହି ସୂଚନା ଦେଇଛନ୍ତି।…
Archives


