Home Left

ସର୍ଜିକାଲ ଷ୍ଟ୍ରାଇକ, ଗୋଧ୍ରା ଭଳି ଘଟଣା ଘଟାଇପାରେ ଭାଜପା: ସଞ୍ଜୟ ରାଉତ

ମୁମ୍ବାଇ,୨୯।୮: ଶିବସେନା ଏମ୍‌ପି ସଞ୍ଜୟ ରାଉତ ଭାଜପା ଉପରେ ବର୍ଷିଛନ୍ତି। ସେ  କହିଛନ୍ତି , ନିର୍ବାଚନରେ ଜିତିବା ପାଇଁ ଭାଜପା କିଛି ବି କରିପାରେ। ସର୍ଜିକାଲ ଷ୍ଟ୍ରାଇକ ଏବଂ ଗୋଧ୍ରା ଭଳି ଘଟଣା ବି ଘଟାଇପାରେ। ସଞ୍ଜୟ କହିଛନ୍ତି, ଲୋକଙ୍କ ମନରେ…

ଜନ୍ମ ହାର ବୃଦ୍ଧି ପାଇଁ ଚାଇନା ସରକାରଙ୍କ ନୂତନ ପଦକ୍ଷେପ, ବିବାହ କଲେ ମିଳିବ ପୁରସ୍କାର

ବେଜିଂ,୨୯।୮: ଚାଇନାରେ ଜନସଂଖ୍ୟା ହ୍ରାସକୁ ନେଇ ଚିନ୍ତା ବଢୁଥିବା ବେଳେ ସରକାର ଏକ ନୂତନ ଯୋଜନା ପ୍ରସ୍ତୁତ କରିଛନ୍ତି। ଯୁବପିଡିଙ୍କୁ ବିବାହ କରିବାକୁ ନେଇ ପ୍ରୋତ୍ସାହିତ କରିବା ପାଇଁ ଚାଇନା ସରକାର ଏକ ନୂତନ ପ୍ରୟାସ ଆରମ୍ଭ କରିଛନ୍ତି। ପ୍ରକୃତରେ, ପୂର୍ବ…

ଚାଷୀଙ୍କୁ ଘାରିଲା ମରୁଡ଼ି ଚିନ୍ତା

ବରଗଡ଼,୨୯।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଚାଷୀଙ୍କୁ ସମସ୍ୟା ପିଛା ଛାଡୁନାହିଁ। ଚଳିତ ଖରିଫ ଋତୁରେ ଏପର୍ଯ୍ୟନ୍ତ ସ୍ବାଭାବିକ ପରିମାଣଠାରୁ ଜିଲାରେ କମ୍‌ ବୃଷ୍ଟିପାତ ହୋଇଛି। ଫଳରେ ଜିଲାରେ ପୁଣି ମରୁଡ଼ି ଆଶଙ୍କା ପ୍ରକାଶ ପାଇଛି। ଏଭଳି ଆଶଙ୍କା କରି  ଜିଲାର ବାରପାହାଡ଼ କୃଷକ…

ପାଳିରେ ଚାଲିଛି ସ୍ବାସ୍ଥ୍ୟସେବା

ରଣପୁର,୨୯ା୮(ସୁକାନ୍ତ କିଶୋର ଡ଼ାକୁଆ ): ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଲାଗି ରହୁଥିଲା ବେଳେ ପାଳି କରି ରୋଗୀସେବା ଚାଲିଛି। ଶଯ୍ୟାଗୁଡିକ ଖାଲି ପଡୁଥିଲା ବେଳେ ସେବା ନ ପାଇ ରୋଗୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ମୁହଁ ଫେରାଇ ନେଉଛନ୍ତି।…

ବସ୍ତିବାସିନ୍ଦାଙ୍କ ଭୋଟ୍‌ ପାଇଁ ପଟ୍ଟା ବଣ୍ଟନ ନାଟକ: ମନମୋହନ

ଭୁବନେଶ୍ୱର, ୨୯ା୮(ସୁନିତ୍‌ ମିଶ୍ର):ଶିକ୍ଷିତ ଲୋକଙ୍କ ଭୋଟ୍‌ ଭାଜପା ସହିତ ଅଛି। ତେଣୁ ସହରାଞ୍ଚଳରେ ବସ୍ତି ବାସିନ୍ଦାଙ୍କ ଭୋଟ ବିଜେଡିକୁ ଭରସା ା ଭୁବନେଶ୍ୱରରେ ଯଦି ବସ୍ତି ବାସିନ୍ଦାମାନେ ବିଜେଡିକୁ ପ୍ରତ୍ୟାଖାନ କରିବେ ତେବେ ରାଜଧାନୀରେ ସେମାନେ ୧୦% ଭୋଟ୍‌ ବି ପାଇବେନି।…

ଅଭିଷେକଙ୍କୁ ଗିରଫ କରିପାରେ ଇଡି, ମମତାଙ୍କ ଏଭଳି ଆଶଙ୍କା ଉପରେ ଭାଜପା ନେତା ନେତା କହିଲେ ଭ୍ରଷ୍ଟାଚାରୀଙ୍କୁ ଜେଲ ହେବା ଉଚିତ୍‌

କୋଲକାତା,୨୯।୮: ଭାଜପା ନେତା ତଥା ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଭିଯୋଗର ଜବାବ ଦେଇଛନ୍ତି। ଯେଉଁଥିରେ ଟିଏମସି ନେତାଙ୍କୁ ଇଡି ଗିରଫ କରିପାରେ ବୋଲି ମମତା କହିଥିଲେ। ଯାହାକୁ ନେଇ ଭାଜପା ନେତା ଶୁଭେନ୍ଦୁ…

ଭୋଟରଙ୍କୁ ଅହଙ୍କାର ଦେଖାଉଛନ୍ତି ଅପରାଜିତା: ବିଜେଡି

ଭୁବନେଶ୍ୱର,୨୯ା୮(ଅନିଲଦାସ):ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ରବିବାର ନିଜ ସଂସଦୀୟ କ୍ଷେତ୍ର ଗସ୍ତବେଳେ ଗିରିଙ୍ଗ ଛକରେ ମିଶନ ଶକ୍ତିର ମହିଳା ଓ ବିଜେଡି କର୍ମୀ ତାଙ୍କୁ ବିରୋଧ କରିଥିବା ସେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ଅପରାଜିତା ମୁଖ୍ୟମନ୍ତ୍ରୀ ନବୀନ…

ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୋମା ଥିବା ମିଳିଲା ସୂଚନା

ଚେନ୍ନାଇ,୨୯।୮: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୋମା ଥିବା ସୂଚନା ମିଳିଛି। ତେବେ ଅନୁସନ୍ଧାନ ପରେ ଏହି ସୂଚନା ମିଥ୍ୟା ବୋଲି ଜଣାପଡିଛି ଏବଂ ବିମାନବନ୍ଦରରେ କୌଣସି ସନ୍ଦେହଜନକ ତଥ୍ୟ ମିଳନାହିଁ। ପୋଲିସ ଏହି ମାମଲା ରୁଜୁ କରି ତଦନ୍ତ…

୨୦୨୪ ମାର୍ଚ୍ଚ ୩ରେ ହେବ ଡୋନାଲ୍ଡ ଟ୍ରମ୍ପଙ୍କ ମାମଲାର ଶୁଣାଣି

ଓ୍ବାଶିଂଟନ୍‌,୨୯।୮: ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଅଗ୍ରାହ୍ୟ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ ଥମିବାର ନାଁ ନେଉନାହିଁ। ସୋମବାର ବିଚାରପତି ୱାଶିଂଟନ୍‌ରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମାମଲାର ଶୁଣାଣି ପାଇଁ ୨୦୨୪…

୭ ମାସ ପରେ ବି ୱେବସାଇଟ୍‌ ଅପଡେଟ୍‌ ହେଲାନି

ଜଗତ୍‌ସିଂହପୁର, ୨୯ା୮(ପ୍ରମୋଦ ନାୟକ): କୌଣସି ନାଗରିକଙ୍କୁ ସୂଚନା ଅଧିକାର (ଆର୍‌ଟିଆଇ)ରୁ ବଞ୍ଚତ୍ତ କରାଯାଇପାରିବ ନାହିଁ। ତେଣୁ ନିର୍ଦ୍ଦେଶ ପାଇବାର ୬୦ ଦିନ ଭିତରେ ଅଫିସିଆଲ ୱେବସାଇଟ୍‌ ଅପଡେଟ୍‌ କର। ଜଗତ୍‌ସିଂହପୁର ପୌର ପରିଷଦକୁ ୭ ମାସ ପୂର୍ବରୁ ଏଭଳି ନିର୍ଦ୍ଦେଶ ଦେଇଥିଲେ…

ଇଣ୍ଡିଆ ମେଣ୍ଟରେ ଭାଜପାର ଏଜେଣ୍ଟ ହେଉଛି ଏଏପି: କଂଗ୍ରେସ ନେତା

ନୂଆଦିଲ୍ଲୀ,୨୯।୮: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ମୁମ୍ବାଇ ବୈଠକର ଦୁଇ ଦିନ ପୂର୍ବରୁ ଦିଲ୍ଲୀ କଂଗ୍ରେସ ନେତା ତଥା ପୂର୍ବତନ ଏମ୍‌ପି ସନ୍ଦୀପ ଦୀକ୍ଷିତ ପୁଣି ଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଉପରେ ବର୍ଷିଛନ୍ତି। ଆମ ଆଦମୀ ପାର୍ଟିକୁ ଟାର୍ଗେଟ କରି ସେ…

ଦଳ ଚୟନକୁ ନେଇ ମୁହଁତୋଡ ଜବାବ ଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୯।୮: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆକୁ ଏସିଆ କପ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ ଖେଳିବାକୁ ପଡିବ। ଏଥିପାଇଁ ଦଳ ଘୋଷଣା କରାଯାଇଛି। ୧୮ ଜଣିଆ ଦଳରେ ଅନେକ ବଡ ନାମ ନାହିଁ। ଦଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri