ଦଳ ଚୟନକୁ ନେଇ ମୁହଁତୋଡ ଜବାବ ଦେଲେ ରୋହିତ ଶର୍ମା
ନୂଆଦିଲ୍ଲୀ,୨୯।୮: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆକୁ ଏସିଆ କପ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ ଖେଳିବାକୁ ପଡିବ। ଏଥିପାଇଁ ଦଳ ଘୋଷଣା କରାଯାଇଛି। ୧୮ ଜଣିଆ ଦଳରେ ଅନେକ ବଡ ନାମ ନାହିଁ। ଦଳ…
ବାବୁ ଆମକୁ ରାସ୍ତା କେବେ ଦେବୁ, କାହିଁକି ହେଇନି
ମହାକାଳପଡ଼ା,୨୯ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଭାଗୃହରେ ଜିଲାପାଳଙ୍କ ମିଳିତ ଜନଶୁଣାଣି ଶିବର ସୋମବାର ଅନୁଷ୍ଟିତ ହୋଇଯାଇଛି। ବ୍ଲକର ପେଟଛେଲା ପଞ୍ଚାୟତର ଜନଜାତି ବର୍ଗର ଶବରପଲ୍ଲୀ ଗାଁ ରହିଛି। ଏହି ଗାଁକୁ ସ୍ବାଧୀନତାର ଦୀର୍ଘ ୭୭ ବର୍ଷ ବିତି…
ପ୍ରଗତି ମଇଦାନରେ ପ୍ରତିଷ୍ଠା ହେବ ଅସ୍ଥାୟୀ ହସ୍ପିଟାଲ
ନୂଆଦିଲ୍ଲୀ,୨୯।୮: ସେପ୍ଟେମ୍ବରରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀର ପ୍ରଗତି ମଇଦାନରେ ଏକ ଅସ୍ଥାୟୀ ହସ୍ପିଟାଲ ପ୍ରତିଷ୍ଠା କରାଯିବ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଙ୍ଗଳବାର ଏହାର ଯାଞ୍ଚ କରିବେ। ଏହି ଅସ୍ଥାୟୀ ହସ୍ପିଟାଲରେ ଉଚ୍ଚମାନର ଆମ୍ବୁଲାନ୍ସ ସହିତ…
ମିସ ଦିଭା ୟୁନିଭର୍ସ ୨୦୨୩ ମୁକୁଟ ପିନ୍ଧିଲେ ଶ୍ୱେତା ଶ୍ରଦ୍ଧା
ମୁମ୍ବାଇ: ଚଣ୍ଡିଗଡ଼ର ଝିଅ ଶ୍ୱେତା ଶ୍ରଦ୍ଧା ମିସ ଦିଭା ୟୁନିଭର୍ସ ୨୦୨୩ ବିୟୁଟି ପାଜେଣ୍ଟର ବିଜେତା ହୋଇଛନ୍ତି। ସୋମବାର ମୁମ୍ବାଇରେ ଅନୁଷ୍ଠିତ ଏକ ଇଭେଣ୍ଟରେ ସେ ଏହି ମୁକୁଟ ପିନ୍ଧିଛନ୍ତି। ମଡେଲ କମ ଡ୍ୟାନ୍ସର ଶ୍ୱେତା ଶ୍ରଦ୍ଧା ୭୨ତମ ମିସ ୟୁନିଭର୍ସ…
ରୋଜଗାର ଦେଉଛି କାଇଞ୍ଚ, ଟେରାକୋଟା ରାଖୀ
କେନ୍ଦ୍ରାପଡ଼ା, ୨୯ା୮(ଜଗନ୍ନାଥ ଧଳ): ଆସନ୍ତା ୩୦ ତାରିଖରେ ରାଖୀ ପୂର୍ଣ୍ଣିମା। ଭାଇ ଓ ଭଉଣୀଙ୍କ ପାଇଁ ଏହି ଦିନଟି ସ୍ବତନ୍ତ୍ର। ଭାଇ ହାତରେ ଭଉଣୀ ରାଖୀ ପିନ୍ଧାଇ ନିଜର ସୁରକ୍ଷା ଦାବିକରେ। ଏହାକୁ ଦୃଷ୍ଟିରେ ରଖି ଓର୍ମାସ ପକ୍ଷରୁ କେନ୍ଦ୍ରାପଡ଼ା ଜିଲାର…
‘ମୁଁ ଚ୍ୟାଲେଞ୍ଜ୍ ନେବାକୁ ପସନ୍ଦ କରେ’
ନୂଆଦିଲ୍ଲୀ,୨୯।୮: ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଗାମୀ ଏସିଆ କପ ଏବଂ ଦିନିକିଆ ବିଶ୍ୱକପ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ଅଛନ୍ତି। ଗତ ୧୫ବର୍ଷ ଧରି ଭାରତୀୟ କ୍ରିକେଟ ଦଳରେ ସେବା କରୁଥିବା କୋହଲି ଚ୍ୟାଲେଞ୍ଜକୁ ପସନ୍ଦ କରନ୍ତି ବୋଲି କହିଛନ୍ତି।…
ସରକାରୀ ଜମି ହସ୍ତାନ୍ତରରେ ଅନିୟମିତତା
ଯାଜପୁର,୨୯ା୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ବଡ଼ଚଣା ବ୍ଲକ ବଇରୀ ଗ୍ରାମରେ ନିର୍ମାଣାଧୀନ ମାଇ ହୋମ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ବା ମହା ସିମେଣ୍ଟ କମ୍ପାନୀକୁ ସରକାରୀ ଜମି ହସ୍ତାନ୍ତରରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ହାଇଦ୍ରାବାଦର ଏହି କମ୍ପାନୀ ବାର୍ଷିକ…
କାର୍ଯ୍ୟକ୍ଷମ ହୋଇପାରୁନାହିଁ ଗୋଷ୍ଠୀ ଶୌଚାଳୟ
ପ୍ରୀତିପୁର,୨୯ା୮(ସୁଶାନ୍ତ ବେହୁରିଆ): ସରକାର ସ୍ବଚ୍ଛ ଭାରତ ଯୋଜନାରେ ପ୍ରଚାର ପ୍ରସାର ପାଇଁ ଅନେକ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବିଭିନ୍ନ ଗ୍ରାମକୁ ବାହ୍ୟ ମଳମୁକ୍ତ ଗ୍ରାମ ବୋଲି ଫଳକ ଲଗାଇ ବାହାବା ନେବାକୁ ଉଦ୍ୟମ କରୁଛନ୍ତି। ହେଲେ ବିଭିନ୍ନ ସ୍ଥାନର…
ରାଜ୍ୟରେ ଶଶୀକଳା ସିଣ୍ଡ୍ରୋମର ଲକ୍ଷଣ ଦେଖାଗଲାଣି: ଧର୍ମେନ୍ଦ୍ର
ଭୁବନେଶ୍ୱର, ୨୯ା୮(ସୁନିତ୍ ମିଶ୍ର):ଗଣତନ୍ତ୍ରରେ ମର୍ଯ୍ୟାଦା ଓ ପରମ୍ପରାର ନିଜସ୍ବ ସ୍ଥାନ ଅଛି। ଓଡ଼ିଶାରେ ଗତ ମେ ମାସରୁ ଶଶୀକଳା ସିଣ୍ଡ୍ରୋମର ଲକ୍ଷଣ ଦେଖାଗଲାଣି। ତେବେ ଗଣତନ୍ତ୍ରର ଲକ୍ଷ୍ମଣରେଖା ଭିତରେ ସମସ୍ତେ ରହିବା ଜରୁରୀ। ଦମ୍ଭ ଦେଖାଇ ସମ୍ବିଧାନକୁ ନିଜ ଢଙ୍ଗରେ ଚଲାଇବା…
କଙ୍ଗୋରେ ଉଗ୍ରବାଦୀଙ୍କ ଆକ୍ରମଣରେ ୧୪ ମୃତ
କିଂଶାସଆ,୨୯।୮: ଆଫ୍ରିକା ଦେଶ କଙ୍ଗୋର ଗାଁରେ ପୁଣିଥରେ ଆକ୍ରମଣ ହୋଇଛି। ମିଲିଶିଆ ଗୋଷ୍ଠୀର ଉଗ୍ରବାଦୀଙ୍କ ଦ୍ୱାରା କରାଯାଇଥିବା ଆକ୍ରମଣରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। କଙ୍ଗୋ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କର୍ଣ୍ଣେଲ ମାପେଲା ମିଭିନିଆମା…
ପ୍ରଶାନ୍ତ ଜଗଦ୍ଦେବ ଘଟଣାରେ ଧରାପଡ଼ିଛି କେନ୍ଦ୍ରମନ୍ତ୍ରୀଙ୍କ ଦୋମୁହାଁ ନୀତି: ବିଜେଡି
ଭୁବନେଶ୍ୱର,୨୯ା୮(ଅନିଲଦାସ):ବିଜେଡି ସାଧାରଣ ଜୀବନରେ କୌଣସି ପ୍ରକାର ହିଂସା କିମ୍ବା ବାଧା ସୃଷ୍ଟି କରିବା ଉପରେ ବିଶ୍ୱାସ କରେ ନାହିଁ। ଆମ ସୂଚନା ଅନୁଯାୟୀ ସେଭଳି କୌଣସି ଅଘଟଣ ଘଟି ନ ଥିଲା ା ଯଦି ଏହା ଘଟିଥାନ୍ତା ତେବେ ବିଜେଡି ପ୍ରଥମେ…
ଜ୍ବାଇଁ ହତ୍ୟାକାରୀ ଶ୍ୱଶୁରଙ୍କୁ ଆଜୀବନ ଜେଲ
ଅନୁଗୋଳ, ୨୯ା୮ (ଅମିତ କୁମାର ସାମଲ): ଅନୁଗୋଳ ଅତିରିକ୍ତ ଜିଲା ଓ ଦୌରାଜଜ୍ଙ୍କ କୋର୍ଟରେ ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜ୍ୱାଇଁ ଜମେଶ୍ୱର ପୃଷ୍ଟିଙ୍କ ହତ୍ୟା ମାମଲାର ଅଭିଯୁକ୍ତ ରାଧାରମଣପଡ଼ାର ବିପିନ ସାହୁ(୭୦)ଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା…
Archives


