Home Left

ବିହାରରୁ ଗିରଫ ହେଲେ ଆନ୍ତରାଜ୍ୟ ୩ଜଣିଆ ଅନଲାଇନ ଠକେଇ ଦଳ

କୋରପୁଟ,୨୯।୮(ଅମିତାଭ ବେହେରା ): ଗୁଗୁଲିରେ ବିଜ୍ଞାପନ ଦେଇ ଲକ୍ଷାଧିକ ଟଙ୍କା ଅନଲାଇନ ଠକେଇ କରୁଥିବା ୩ଜଣିଆ ଆନ୍ତ ରାଜ୍ୟ ଠକ ଦଳକୁ ଗିରଫ କରିଛି କୋରାପୁଟ ପୋଲିସ। ପୋଲିସ ଅଭିଯୁକ୍ତଙ୍କୁ ବିହାରରୁ ଗିରଫ କରିଛି। ମଙ୍ଗଳବାର ଥାନା ପରିସରରେ ଆୟୋଜିତ ଏକ…

ବଡ଼ ପରଦାକୁ ଫେରିବା ଲାଗି ଆମିରଙ୍କ ପ୍ରସ୍ତୁତି…

ମୁମ୍ବାଇ : ଆମିର ଖାନଙ୍କ ଲାଲ ସିଂ ଚଢ଼ାର ବକ୍ସ ଅଫିସ ବିପର୍ଯ୍ୟୟରୁ ସୁଧୁରିଛନ୍ତି। କିଛି ସମୟ ବିରତି ନେବା ପରେ ଆମିର ବର୍ତ୍ତମାନ ପରବର୍ତ୍ତୀ ଫିଲ୍ମରେ କାମ କରିବା ଆରମ୍ଭ କରିଛନ୍ତି, ଏହା ବ୍ୟତୀତ ଫିଲ୍ମର ରିଲିଜ ତାରିଖ ମଧ୍ୟ…

ଶତାୟୁ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ, ଗୋଟିଏ ଶ୍ରେଣୀରେ ପଢାଉଛନ୍ତି ଦୁଇଟି ଶିକ୍ଷୟତ୍ରୀ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ , ୨୯।୮(ଅରୁଣ ସାହୁ/ମନୋରଞ୍ଜନ ରଣା )- ରାଜ୍ୟରେ ସ୍ମାର୍ଟ ସ୍କୁଲର ରୂପାନ୍ତରିକରଣ ପରେ ଶିକ୍ଷାବ୍ୟବସ୍ଥାର ବିକଳ ଚିତ୍ର ଦେଖାଯାଇଛି ଦାରିଙ୍ଗବାଡିରେ। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଠାରେ ରହିଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହର ଅଭାବ ଯୋଗୁଁ ଛାତ୍ରୀଛାତ୍ର…

‘ଦଣ୍ଡାଦେଶକୁ ସ୍ଥଗିତ ରଖାଯାଇଛି, ଶେଷ କରାଯାଇନାହିଁ’

ଇସଲାମାବାଦ,୨୯।୮: ପାକିସ୍ତାନ ତେହେରିକ-ଇ-ଇନସାଫର ଅଧ୍ୟକ୍ଷ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ତୋଶାଖାନା ମାମଲାରେ ଇସଲାମାବାଦ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଇସଲାମାବାଦ ହାଇକୋର୍ଟ ଏହାର ରାୟ ଦେଇ ତାଙ୍କ ଦଣ୍ଡାଦେଶ ଉପରେ ରୋକ ଲଭାଇଛନ୍ତି, ଏବଂ ମୁକ୍ତ କରିବା…

ଆରମ୍ଭ ହେଲା ‘ଜିଓ ଭାରତ ୪ଜି’ ଫୋନର ବିକ୍ରି, ମୂଲ୍ୟ ୧୦୦୦ଟଙ୍କାରୁ କମ୍‌…

ନୂଆଦିଲ୍ଲୀ,୨୯।୮: ରିଲାଏନ୍ସ ଜିଓ ଏହାର ନୂତନ ଉତ୍ପାଦ ଜିଓଭାରତ ୪ଜି ଫୋନ୍‌ ବଜାରକୁ ଆଣିଛି। ସୋମବାରଠାରୁ ଏହାର ବିକ୍ରି ଆରମ୍ଭ ହୋଇଛି। ଏହି ଫୋନ୍‌ ଇଣ୍ଟରନେଟ୍‌ ବ୍ୟବହାର ସହ ହଜାର ହଜାର ଫିଚର ଫୋନ୍‌ ବ୍ୟବହାରକାରୀଙ୍କୁ ୨ଜିରୁ ୪ଜିକୁ ଆସିବା ଲାଗି…

କର୍ମଚାରୀଙ୍କୁ ଉପହାର ଦେଲା ‘ଗୋ ଫାଷ୍ଟ’

ନୂଆଦିଲ୍ଲୀ,୨୯।୮: ଦୀର୍ଘ ଦିନ ଧରି ଆର୍ଥିକ ସମସ୍ୟା ସହ ସଂଘର୍ଷ କରୁଥିବା ଏୟାରଲାଇନ୍ସ କମ୍ପାନୀ ‘ଗୋ ଫାଷ୍ଟ’ କର୍ମଚାରୀମାନଙ୍କୁ ଉପହାର ଦେଇଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରକ୍ଷା ବନ୍ଧନ ଏବଂ ଗଣେଶ ପୂଜା ପୂର୍ବରୁ କମ୍ପାନୀ କର୍ମଚାରୀମାନଙ୍କୁ ଜୁନ ମାସର ଦରମା…

‘ଏକ୍ସ’ରେ ଲିଙ୍କଡିନ୍‌ ଭଳି ଫିଚର ଆଣିଲେ ମସ୍କ, ଚାକିରି ଖୋଜିବାରେ…

ନୂଆଦିଲ୍ଲୀ,୨୯।୮: ଟୁଇଟରକୁ କିଣିବା ପରଠାରୁ ପ୍ଲାଟଫର୍ମ ସହ ଭିନ୍ନ ଭିନ୍ନ ପରୀକ୍ଷଣ କରୁଛନ୍ତି ଏଲନ ମସ୍କ। ନିକଟରେ ସେ ଏହାର ଲୋଗୋକୁ ବଦଳାଇ ‘ଏକ୍ସ’ କରିଥିଲେ। ଏବେ ଏହା ପ୍ରଫେସନାଲ ନେଟଓ୍ବାର୍କିଂ କ୍ଷେତ୍ରକୁ ଓହ୍ଲାଇବ। ମସ୍କ ହାୟରିଂର ବିଟା ଭର୍ସନ ଲଞ୍ଚ…

ବୀମା କାରୋବାରକୁ ଓହ୍ଲାଇବ ଜିଓ ଫାଇନାନ୍ସିଆଲ

ନୂଆଦିଲ୍ଲୀ,୨୯।୮: ବୀମା କାରୋବାରକୁ ଓହ୍ଲାଇବେ ମୁକେଶ ଅମ୍ବାନୀ। ଏନେଇ ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଏଜିଏମ୍‌ ବୈଠକରେ ସ୍ପଷ୍ଟ କରି କହିଛନ୍ତି, ଜିଓ ଫାଇନାନ୍ସିଆଲ ସର୍ଭିସେସ ବୀମା କାରୋବାରକୁ ଓହ୍ଲାଇବ। ଏଥିଲାଗି କୌଣସି ବିଦେଶୀ କମ୍ପାନୀ ପାର୍ଟନର ହୋଇପାରେ। କମ୍ପାନୀ ଜୀବନ, ସାଧାରଣ…

ନୁହ ହିଂସାକୁ ନେଇ ଅନିଲ ବିଜ୍‌ଙ୍କ ବଡ ବୟାନ, କହିଲେ ଅଭିଯୁକ୍ତଙ୍କ ମଧ୍ୟରେ କଂଗ୍ରେସ କର୍ମୀ ସାମିଲ

ଚଣ୍ଡିଗଡ,୨୯।୮: ନୁହ ହିଂସାକୁ ନେଇ ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ୍‌ ଏକ ବଡ଼ ବୟାନ ଦେଇଛନ୍ତି। ବିଜ୍‌ କହିଛନ୍ତି ଯେ ଏହି ମାମଲାରେ ଧରାପଡିଥିବା ଲୋକଙ୍କୁ ପଚରାଉଚରା ବେଳେ ସାମ୍ନାକୁ ଆସିଛି ଯେ , ଏ ସବୁ କଂଗ୍ରେସ ଦ୍ୱାରା କରାଯାଇଛି।…

କମାନ୍ତୁ ପେଟ ଚର୍ବି

ସାଧାରଣତଃ ମୋଟା ହେଲେ କିମ୍ବା ଶିଶୁ ଜନ୍ମ ପରେ ଅଧିକାଂଶ ମହିଳାଙ୍କର ପ୍ରଥମେ ପେଟରେ ଚର୍ବି ଜମିବା ଆରମ୍ଭ ହୋଇଯାଏ। ଯାହାକି ଫିଗରକୁ ଖରାପ କରିଥାଏ। ହେଲେ ଏପରି ସମସ୍ୟା କମାଇ ନିଜକୁ ଏକ ଷ୍ଟାଇଲିସ୍‌ ତଥା ସୁନ୍ଦର ଲୁକ୍‌ ଦେବାକୁ…

ବୁଧବାରଠାରୁ ‘ଏସିଆ କପ୍‌ ୨୦୨୩’: ୬ ଟିମ୍‌ ମଧ୍ୟରେ ହେବ ଲଢ଼େଇ, ଜାଣନ୍ତୁ ଏହାର ଫର୍ମାଟ ଏବଂ କିଭଳି ଦେଖିବେ… 

ନୂଆଦିଲ୍ଲୀ,୨୯।୮: ଅଗଷ୍ଟ ୩୦ରୁ ୬ ଟିମ୍‌ ମଧ୍ୟରେ ଏସିଆନ୍‌ ଚାମ୍ପିୟନ ହେବାର ମୁକାବିଲା ଆରମ୍ଭ ହେବ। ନେପାଳ ଲାଗି ଏଥର ପ୍ରଥମ ଏସିଆ କପ୍‌ ହୋଇଥିବା ବେଳେ ଭାରତର ନଜର ୮ଥର ଲାଗି ବିଜେତା ହେବା ଉପରେ ରହିଛି। ଏହି ଟୁର୍ନାମେଣ୍ଟରେ…

ଆତ୍ମସୁରକ୍ଷା

ଆଜିର ଦିନରେ ଚାରିଆଡ଼େ ଅପରାଧ ଏତେମାତ୍ରାରେ ବଢ଼ିଚାଲିଛି ଯେ, ପିଲାଠୁ ବୃଦ୍ଧ ସମସ୍ତେ ବିଶେଷ କରି ନାରୀମାନେ ଅସୁରକ୍ଷିତ। ତେଣୁ ପାଠପଢ଼ା, ଜବ୍‌ ଆଦି ଲାଗି ବାହାରକୁ ଯାଉଥିବା, ଏକାକୀ ବାହାରେ ରହୁଥିବା ଝିଅ କିମ୍ବା ମହିଳାଙ୍କଠାରୁ ଆରମ୍ଭ କରି ଗୃହିଣୀମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri