Home Left

୨ ପୂର୍ବ ବିଧାୟକଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କଲା କଂଗ୍ରେସ

ରାଞ୍ଚି,୧୪।୧୨: କଂଗ୍ରେସ ଦୁଇ ପୂର୍ବତନ ବିଧାୟକଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରିଛି। ପୂର୍ବତନ ବିଧାୟକ ବିନୟ ଜୟସ୍ବାଲ ଏବଂ ବୃହସ୍ପତ ସିଂଙ୍କୁ ଦଳରୁ ବହିଷ୍କାର କରାଯାଇଛି। ନିର୍ବାଚନରେ ହାରିବା ପରେ ଦଳର ଶୀର୍ଷ ନେତୃତ୍ୱଙ୍କ ବିରୋଧରେ ଉଭୟ ନେତା…

ଚାଲି ଚାଲି ପରୀକ୍ଷା ଦେବାକୁ ଯିବା ଘଟଣା: ତଦନ୍ତ କଲା ବ୍ଲକ ଶିକ୍ଷା ବିଭାଗ

ମୋରଡ଼ା,୧୪।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଭାଲିଆଡିହା ପଞ୍ଚାୟତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ଶ୍ରେଣୀର ୯୦ଜଣ ଛାତ୍ରୀ ୬ କିଲୋମିଟର ଚାଲି ଚାଲି ପଞ୍ଚାୟତସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ବାରମାଇଲସ୍ଥିତ ଉପେନ୍ଦ୍ରନାଥ ଘୋଷ…

ରାସ୍ତାକାର୍ଯ୍ୟ ନିମ୍ନମାନର ଅଭିଯୋଗ: ପ୍ରତିବାଦ କଲେ ଗ୍ରାମବାସୀ

କୋକସରା,୧୪।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗ୍ରାମାଞ୍ଚଳକୁ ଗମନାଗମନରେ ସୁବିଧା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଅନୁଦାନ ଦେଉଛନ୍ତି । ହେଲେ କିଛି ବିଭାଗୀୟ ଅଧିକାରୀ ଏବଂ ଦୁର୍ନୀତିଗ୍ରସ୍ତ ଠିକାଦାର ମିଶି ‘ତୋର ଅଧେକୁ ମୋର…

ମୁଖ୍ୟମନ୍ତ୍ରୀ ପଦ ଯିବାପରେ ଟ୍ରାକ୍ଟର ଚଳାଉଛନ୍ତି ଶିବରାଜ, ଭାଇରାଲ ହେଉଛି ଭିଡିଓ

ଭୋପାଳ,୧୪।୧୨: ଭାରତୀୟ ଜନତା ପାର୍ଟି(ଭାଜପା)ରେ ଶିବରାଜ ସିଂ ଚୌହାନଙ୍କ ଭବିଷ୍ୟତ କ’ଣ ହେବ ତାହା କେବଳ ସମୟ କହିବ। ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ଟ୍ରାକ୍ଟର…

ଜଳିଗଲା ୧୫ ଦୋକାନ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଛାର୍‌ଖାର୍‌

ବାସୁଦେବପୁର,୧୪।୧୨(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଇରମ ପଞ୍ଚାୟତ ରଥପଦାରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୫ଟି ଦୋକାନ ପୋଡି ନଷ୍ଟ ହୋଇଯାଇଛି। ରଥପଦାରେ ପଦ୍ମନାଭ ଦାଶଙ୍କ ମାର୍କେଟ୍‌ କମ୍ପ୍ଲେକ୍ସରେ ଚାଳ ଏବଂ ଆଜବେଷ୍ଟସ୍‌ରେ ନିର୍ମିତ ୧୫ଟି…

କୃଷକଙ୍କୁ ଦୁଇ ବର୍ଷର ବୋନସ ସହ ମିଳିବ ୧୮ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ

ନୂଆଦିଲ୍ଲୀ,୧୪।୧୨: ଗୁରୁବାର ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ପ୍ରଥମ ବୈଠକ ଆୟୋଜିତ ହୋଇଥିଲା। କ୍ୟାବିନେଟ ବୈଠକରେ ଉପ ମୁଖ୍ୟମନ୍ତ୍ରୀ ଅରୁଣ ସାଏ ଏବଂ ବିଜୟ ଶର୍ମା ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ ଗରିବଙ୍କ ପାଇଁ ୧୮…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଭାରତକୁ ବଡ ଝଟକା, ଖେଳିବେନି ଏହି ଦ୍ରୁତ ବୋଲର

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ ସିରିଜ୍‌ ଖେଳାଯିବ। କିନ୍ତୁ ଏହି ଟେଷ୍ଟ ସିରିଜ୍‌ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖରାପ ଖବର ଆସିଛି। ବାସ୍ତବରେ ମହମ୍ମଦ ଶାମି ଟେଷ୍ଟ ସିରିଜ୍‌ର ଅଂଶ ହେବେ ନାହିଁ।…

ଗୋଟିଏ ଦିନରେ ଲୁଟିନେଲେ ୧୩ ଭରି ସୁନା

ରାୟଗଡା,୧୪।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଚୋରି ବଢିବାରେ ଲାଗିଛି। କିଛି ଦିନ ଚୋରି ବନ୍ଦ ହେବା ପରେ ପୁଣି ଚାଲାକ ଭାବେ ଭିନ୍ନ ଭିନ୍ନ ଗଳିରେ ବନ୍ଦ ରହିଥିବା ଘରକୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ। ରାୟଗଡ଼ା ସହରର ସାଇପ୍ରିୟା ନଗର…

ନୂଆ ବର୍ଷ ପୂର୍ବରୁ ଘରୁ ବାହାର କରିଦିଅନ୍ତୁ ଏସବୁ ଜିନିଷ; ସୌଭାଗ୍ୟ ବଦଳରେ ଆଣିବ ଦୁର୍ଭାଗ୍ୟ

ନୂଆ ବର୍ଷ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି। ଏମିତିରେ ସମସ୍ତେ ଚାହାନ୍ତି ଏହି ବର୍ଷ ତାଙ୍କ ପାଇଁ ଖୁସି ଏବଂ ସୌଭାଗ୍ୟ ଆଣି ଆସୁ। ତେବେ ବାସ୍ତୁ ଶାସ୍ତ୍ରରେ ଏଭଳି ଅନେକ ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଛି ଯାହା…

ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ବାଚନମଣ୍ଡଳୀରେ ଆୟୋଜିତ ହେବାକୁ ଥିବା ନୀତୀଶଙ୍କ ରାଲି ସ୍ଥଗିତ

ପାଟନା,୧୪।୧୨: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବାରାଣସୀ ରାଲିକୁ ସ୍ଥଗିତ ରଖାଯାଇଛି। ଏହି ରାଲି ୨୪ ଡିସେମ୍ବରରେ ବାରାଣାସୀର ରୋହନିଆ ଅଞ୍ଚଳରେ ଅନୁଷ୍ଠିତ ହେବାର ଥିଲା। ବିହାର ସରକାରର ଜଣେ ମନ୍ତ୍ରୀ ରାଲିର ସ୍ଥଗିତାଦେଶ ସମ୍ପର୍କରେ ସୂଚନା ଦେଇଛନ୍ତି। ମନ୍ତ୍ରୀ ଜମା…

ବିଭିନ୍ନ ସମସ୍ୟାର ସମାଧାନ ନେଇ ଜିଲାପାଳଙ୍କୁ ଦାବିପତ୍ର

କେନ୍ଦୁଝର,୧୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ବିଭିନ୍ନ ସମସ୍ୟା ସମାଧାନ ନେଇ ସମିତିସଭ୍ୟ ସିଦ୍ଧାନ୍ତ ଶଙ୍କର ସାହୁଙ୍କ ନେତୃତ୍ୱରେ କେନ୍ଦୁଝର ଜିଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ବିଶେଷକରି ପଦ୍ମପୁର ଲକ୍ଷ୍ମୀପଡ଼ିଆଠାରୁ ପୁଟୁଳିଆ ଦେଇ ଜଡ଼ିଚାତର ଗ୍ରାମକୁ ରାସ୍ତା ନିର୍ମାଣ,…

ଅନଲାଇନ୍‌ରେ ମଗାଇଥିଲେ ୨୦ ହଜାର ଟଙ୍କାର ହେଡ୍‌ଫୋନ୍‌, ପାର୍ସଲରୁ ଯାହା ମିଳିଲା ଦେଖି ବ୍ୟକ୍ତିଙ୍କ ଉଡ଼ିଲା ହୋସ୍‌

ଆଜିକାଲିର ସମୟରେ ଅନଲାଇନରେ ଶପିଂ କରିବା ସାଧାରଣ କଥା। ଏହାଦ୍ୱାରା ବ୍ୟସ୍ତବହୁଳ ଜୀବନରେ ସବୁକିଛି ଲୋକେ ହାତ ପାହାନ୍ତାରେ ପାଇଯାଉଛନ୍ତି। ହେଲେ ବେଳେବେଳେ କିଛି ଲୋକ ଠକାମୀର ଶିକାର ହେଉଛନ୍ତି। ଏଭଳି ଏକ ଘଟଣା ଜଣେ ‘ଏକ୍ସ’ ବ୍ୟବହାରକାରୀଙ୍କ ସହ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?