ପ୍ରଥମ ଥର ପାଇଁ ଭାରତର ଜର୍ସିରେ ଲେଖାଯିବ ପାକିସ୍ତାନର ନାମ
ନୂଆଦିଲ୍ଲୀ,୧୦।୮: ପାକିସ୍ତାନ ଏବଂ ଶ୍ରୀଲଙ୍କାର ଆୟୋଜନରେ ଏସିଆ କପ ୨୦୨୩ଖେଳାଯିବ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏସିଆ କପ ସମୟରେ ଏହା ପ୍ରଥମ ଥର ହେବ ଯେ ଭାରତୀୟ ଦଳର ଜର୍ସିରେ ପାକିସ୍ତାନର ନାମ ଲେଖାଯିବ। ଅଗଷ୍ଟ ୩୦ରୁ ଏସିଆ କପର କିଛି…
ବିବାହ ଭୋଜିକୁ ପଶି ଆସି ସବୁ ମିଠା ଖାଇଗଲା ଭାଲୁ
ଓ୍ବାଶିଂଟନ: ନିମନ୍ତ୍ରିତ ଅତିଥିମାନେ ବିବାହ ଭୋଜିରେ ଯୋଗଦେବା ସାଧାରଣ କଥା। କିଛି ଲୋକ କେବଳ ଖାଦ୍ୟ ଲୋଭରେ ବିବାହ ଭୋଜିକୁ ଆସିଥାନ୍ତି। ଏହି ବିଷୟରେ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବି ଦେଖିଥିବେ। ମାତ୍ର କେବେ ଭାବିଛନ୍ତି କିମ୍ବା…
ରଣବୀର ଶେୟାର କଲେ ପିଲାଦିନର ଫଟୋ…
ମୁମ୍ବାଇ : ଡନ-୩ରେ ନିଜର ଲୁକ ଉନ୍ମୋଚନ ହେବାର ଦିନକ ପରେ ରଣବୀର ସିଂ ଅମିତାଭ ବଚ୍ଚନ ଏବଂ ଶାହରୁଖ ଖାନଙ୍କୁ ପରଦାରେ ଦେଖିବା ପରେ କିପରି ଅଭିନେତା ହେବାର ସ୍ବପ୍ନ ଦେଖୁଥିଲେ ସେ ବିଷୟରେ ଏକ ନୋଟ ଲେଖିଛନ୍ତି। ସେ…
ମୋଦିଙ୍କୁ ଟାର୍ଗେଟ କଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୧୦।୮: ଉଭୟ ରାଜ୍ୟ ସଭା ଓ ଲୋକ ସଭାରେ ଦିଲ୍ଲୀ ଅଧ୍ୟାଦେଶ ବିଲ ପାସ ହେବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ତାଙ୍କ ଟୁଇଟରେ କହିଛନ୍ତି, ‘ମୁଁ ପୂର୍ବରୁ କହିଥିଲି ଯେ…
ଘଣ୍ଟାଏ ଅଟକିଲା ମେମୁ ଟ୍ରେନ୍
ଭଦ୍ରକ,୧୦ା୮(ସନାତନ ରାଉତ): ଭଦ୍ରକ-ନୟାଗଡ଼ ମେମୁ ଟ୍ରେନ୍ ଶୌଚାଳୟରେ ନିୟମିତ ଭାବେ ପାଣି ରହୁ ନ ଥିବା ଅଭିଯୋଗରେ ଭଦ୍ରକ ଷ୍ଟେଶନରେ ୧ ଘଣ୍ଟା କାଳ ଟ୍ରେନ୍ ଅଟକ ରହିଥିଲା। ପାଣି ରହୁ ନ ଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର…
ନୁହ ହିଂସାର ଦୁଇ ଅଭିଯୁକ୍ତଙ୍କୁ ଏନକାଉଣ୍ଟର
ନୁହ,୧୦।୮: ହରିୟାଣାର ନୁହରେ ୩୧ ଜୁଲାଇରୁ ବ୍ରଜମଣ୍ଡଳ ଧାମ ଜଳାଭିଷେକ ଯାତ୍ରା ସମୟରୁ ହୋଇଥିବା ହିଂସା ପରେ ପ୍ରଶାସନ ଲଗାତାର ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ଚାଲିଛି। ସଦ୍ୟତମ ମାମଲାରେ, ନୁହ ହିଂସା ଅଭିଯୋଗରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି।…
ନଦୀକୂଳରୁ ମିଳିଲା ଅଜଣା ମୃତଦେହ
ମାଧପୁର,୧୦ା୮(ମନୋଜ କୁମାର ପ୍ରଧାନ): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ଅଧୀନ କିଆକଟା ପଞ୍ଚାୟତର କୁମ୍ଭୀଆ ଗ୍ରାମ ମହାନଦୀ କୂଳରୁ ଏକ ଅଜଣା ମୃତଦେହ ମିଳିଥିବା ଜଣାପଡ଼ିଛି। ସୂଚନାନୁସାରେ, ଗୁରୁବାର ସକାଳେ କୁମ୍ଭିଆ ଗ୍ରାମର କିଛି ଲୋକ ଗାଁ ନିକଟ…
ବିଶ୍ୱକପ୍ ପାଇଁ ଅଗଷ୍ଟ ୨୫ରୁ ଅନ୍ଲାଇନ୍ ଟିକେଟ୍ ବୁକିଂ: ଏମିତି କିଣିପାରିବେ ଟିକେଟ୍
ନୂଆଦିଲ୍ଲୀ,୧୦।୮: ୨୦୨୩ କ୍ରିକେଟ ବିଶ୍ୱକପ ୫ ଅକ୍ଟୋବରରୁ ଆରମ୍ଭ ହେଉଛି। ନଭେମ୍ବର ୧୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପର ଅନ୍ତିମ ମ୍ୟାଚ ଖେଳାଯିବ। ବିଶ୍ୱକପ ପାଇଁ ଅନଲାଇନ ଟିକେଟ ବିକ୍ରି ୨୫ ଅଗଷ୍ଟରୁ ଆରମ୍ଭ ହେବ। ଆଇସିସି ବିଶ୍ୱକପ୍ର କାର୍ଯ୍ୟସୂଚୀ…
ଇଡେନ ଗାର୍ଡେନ୍ରେ ଲାଗିଲା ନିଆଁ
କୋଲକତା,୧୦।୮: ଭାରତରେ ଦିନିକିଆ ବିଶ୍ୱକପ ଆରମ୍ଭ ହେବାକୁ ୨ ମାସରୁ କମ ସମୟ ବାକି ଅଛି। ଏହି ସମୟରେ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ମେଗା ଇଭେଣ୍ଟ ପାଇଁ ଚାଲିଥିବା ନବୀକରଣ କାର୍ଯ୍ୟ ସମୟରେ ଏକ ଭୟଙ୍କର ଅଗ୍ନି ଘଟଣା ଘଟିଛି।…
ମୋ ସଦସ୍ୟତା ରଦ୍ଦ କରିବା ଭାଜପାର ଲକ୍ଷ୍ୟ: ରାଘବ ଚଢା
ନୂଆଦିଲ୍ଲୀ,୧୦।୮: ଦିଲ୍ଲୀ ଅର୍ଡିନାନ୍ସ ବିଲ ଚୟନ କମିଟିକୁ ପଠାଯିବା ପରେ ‘ନକଲି ଦସ୍ତଖତ’ ନେଇ ବିବାଦରେ ଥିବା ରାଜ୍ୟ ସଭା ଏମ୍ପି ରାଘବ ଚଢା ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, ମୋଦି…
ତିଳକଙ୍କ ଲାଗି ଯୁକ୍ତି ବାଢ଼ିଲେ ଅଶ୍ୱିନ
ନୂଆଦିଲ୍ଲୀ,୧୦।୮: ଅକ୍ଟୋବର ୫ରୁ ବିଶ୍ୱକପ୍। ଏଥିଲାଗି ଭାରତୀୟ ଟିମ୍ ପ୍ରସ୍ତୁତି ଚଳାଇଥିବା ବେଳେ କେଉଁ ଖେଳାଳିଙ୍କୁ ସୁଯୋଗ ମିଳିବ ତାହାକୁ ନେଇ କଳ୍ପନାଜଳ୍ପନା ବୃଦ୍ଧି ପାଉଛି। ଏଭଳି ସ୍ଥିତିରେ ଶ୍ରେଷ୍ଠ ଅଫ୍ ସ୍ପିନର ଭାବେ ପରିଗଣିତ ରବିଚନ୍ଦ୍ରନ ଅଶ୍ୱିନ ଜାତୀୟ ଚୟନକର୍ତ୍ତାଙ୍କୁ…
ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ
ଅମରପାଲି,୧୦ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ଖଣ୍ଡହତା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଅଡାଲ ଗ୍ରାମରେ ଜବରଦଖଲ ଉଚ୍ଛେଦ କରିଛି ପ୍ରଶାସନ। ଅଡାଲ ଗ୍ରାମଦେଇ ମୁର୍ଷୁଣ୍ଢି -ଖଣ୍ଡହତା-ସୁବଳୟାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ରାସ୍ତାଯାଇଛି। ନୂତନ ଭାବେ ରାସ୍ତା…
Archives


