Posted inଫୁରସତ

ଡ୍ୟାନ୍ସ କରୁଥିଲେ ଯୁବତୀ, ପଛରେ ଛୁଆକୁ ଧରି ଠିଆ ହୋଇଥିଲେ ମହିଳା, ଘଟିଲା ଏମିତି…

ଆଜିକାଲି ଲୋକମାନେ ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଯେକୌଣସିସ୍ତରକୁ ଚାଲିଯିବାକୁ ପ୍ରସ୍ତୁତ ଅଛନ୍ତି। ଅନେକ ଥର ଲୋକମାନେ ଏପରି ଅଜବ ସ୍ଥାନରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥାଏ। ତାଙ୍କ ଆଗରେ ଏବଂ ପଛରେ କ’ଣ ଘଟୁଛି ତାହା ମଧ୍ୟ ଦେଖନ୍ତି ନାହିଁ। ଏସବୁ କଥା କିନ୍ତୁ କ୍ୟାମେରାରେ କଏଦ ହୋଇଥାଏ। ଯାହାକୁ ପରେ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଥାନ୍ତି।

@ mikku_0_1 ନାମକ ଏକ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଭିଡିଓଟି ପୋଷ୍ଟ କରାଯାଇଛି। ଏଥିରେ ଜଣେ ଯୁବତୀ ହରିୟାଣୀ ଗୀତରେ ଡ୍ୟାନ୍ସ କରୁଛନ୍ତି। ସପନା ଚୌଧୁରୀଙ୍କର ଏକ ପ୍ରସିଦ୍ଧ ଗୀତ ‘ଗଜବାନ ପାନି ଲେ ଚଲି ସଙ୍ଗ୍‌’ରେ ଡ୍ୟାନ୍ସ କରୁଥିଲେ। କିନ୍ତୁ ଯୁବତୀଙ୍କ ପଛରେ ଯାହା ଘଟିଲା ଦେଖିଲେ ଆଶ୍ଚର୍ଯ୍ୟ ହେବେ।

 

ଭିଡିଓରୁ ଜଣାପଡୁଛି କିଛି ବିବାହ ସମାରୋହ କିମ୍ବା ଅନ୍ୟାନ୍ୟ ଘରୋଇ ସମାରୋହ ଚାଲିଛି। ପିଲା ଏବଂ ବୟସ୍କମାନେ ପାଖରେ ବସିଥିବାର ଦେଖାଯାଏ। ଯୁବତୀ ଜଣକ ସାମ୍ନାରେ ଡ୍ୟାନ୍ସ କରୁଥିବା ବେଳେ ଜଣେ ମହିଳା ତାଙ୍କ କୋଳରେ ଏକ ଛୋଟ ପିଲା ଧରି ତାଙ୍କ ପଛରେ ଠିଆ ହୋଇଛନ୍ତି। ହଠାତ୍‌ ଜଣେ ପୁରୁଷ ସେଠାକୁ ଆସି ମହିଳାଙ୍କୁ କୋଳରେ ନେବାକୁ ଚେଷ୍ଟା କରୁଥିଲେ। ଏହି ଦୁର୍ଘଟଣାରେ ସମୟରେ ମହିଳା ଏବଂ ଶିଶୁର ମୁଣ୍ଡ ଚେୟାରରେ ପିଟି ହୋଇଗଲା। ସେଠାରେ ଉପସ୍ଥିତ ଥିବା ବ୍ୟକ୍ତି ଧକ୍କା ଦେଇ ଅଟକାଇ ଦେଲେ। ନଚେତ୍‌ ପିଲାଟି ତେଲ କଡ଼େଇରେ ପଡ଼ିବାର ସମ୍ଭାନା ଥିଲା। ଏହା ପରେ ପୁରୁଷ ଜଣକ ମହିଳାଙ୍କୁ ନିଜ କୋଳରେ ଉଠାଇ ସେଠାରୁ ସେଠାରୁ ନେଇଗଲେ।

ଏହି ଭିଡିଓକୁ ୫୧ ଲକ୍ଷ ଭ୍ୟୁ ମିଳିଛି। କିନ୍ତୁ ଭିଡିଓ ଏତେ ଅଦ୍ଭୁତ ଯେ, ଟ୍ରୋଲ୍‌ ହେବା ଭୟରେ ଭିଡିଓ ପୋଷ୍ଟ କରିଥିବା ୟୁଜର ତାଙ୍କ କମେଣ୍ଟ ସେକ୍ସନକୁ ବନ୍ଦ କରିଦେଇଛନ୍ତି। ଏହି ଯୁବତୀଙ୍କ ଇନ୍‌ଷ୍ଟାଗ୍ରାମରୁ ସ୍ପଷ୍ଟ ଯେ,ସେ ରୋହତକର ବାସିନ୍ଦା। ତାଙ୍କର ୨ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି ଏବଂ ଅନେକ ସମୟରେ ସୋସିଆଲ ମିଡିଆରେ ତାଙ୍କ ଡ୍ୟାନ୍ସ ଭିଡିଓ ପୋଷ୍ଟ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଗଲେ ହରି ନନା, ହାଣ୍ଡିରେ ରହିଗଲା ସ୍ୱାଦ: ଆଉ ମିଳିବନି…

ବଡ଼ଗାଁ, ୧୩।୯ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ ଆଖପାଖ ଅଞ୍ଚଳରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ବେଶ୍‌ ପରିଚିତ ରୋଷେୟା ହରିହର ବିଶି (୬୨)ଙ୍କ…

ପୁରୁଷୋତ୍ତମପୁରର ୩ ରେସଲର୍‌, ରାଜ୍ୟସ୍ତରରେ ଦେଖାଇବେ ଦମ୍‌: ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ…

ପୁରୁଷୋତ୍ତମପୁର, ୧୩/୯ (ସବିତା ମିଶ୍ର): ଗଞ୍ଜାମ ଜିଲାସ୍ତରୀୟ ରେସଲିଂ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ଗଣେଶ ପୂଜାରେ ସୃଷ୍ଟି ହେବ ବଡ଼ ରାଜଯୋଗ: ୪ ରାଶି ହେବେ ମାଲାମାଲ୍‌, ଚାକିରିରେ ମିଳିବ ବଡ଼ ଅଫର୍‌…

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ…

ସମ୍ବଲପୁରରେ ଏନ୍ କାଉଣ୍ଟର: କୁଖ୍ୟାତ ଅପରାଧୀ ଇରଫାନ ଆହତ, ଦୁଇ ସହଯୋଗୀ …

ସମ୍ବଲପୁର, ୧୩।୯ (ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅଞ୍ଚଳରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ସୁନାପାଲି ଅଞ୍ଚଳର କୁଖ୍ୟାତ…

ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ବିକାଶର ସମୀକ୍ଷା:ହୋମଷ୍ଟେ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଲେ ପର୍ଯ୍ୟଟନ ପ୍ରମୁଖ ସଚିବ

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଶନିବାର ଅପରାହ୍ନରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବଳବନ୍ତ ସିଂ ପହଞ୍ଚି ପର୍ଯ୍ୟଟନ କ୍ଷେତ୍ରର ବିକାଶ…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?