ପ୍ରତିଶ୍ରୁତିରେ ଅଟକିଛି ଉନ୍ନତ ସ୍ବାସ୍ଥ୍ୟସେବା
ଯାଜପୁର,୧୩।୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ସହରର ରାସ୍ତା ଚଉଡ଼ା ହେଉଛି ଓ କୁସୁମା ପୋଖରୀ ସୌନ୍ଦର୍ଯ୍ୟର ଗାଥା ଗାଉଛି। ପର୍ଯ୍ୟଟନସ୍ଥଳୀ, ମନ୍ଦିର, ମଠ ଆଦି ନିର୍ମାଣ ଓ ମରାମତି କାର୍ଯ୍ୟ ଚାଲିଛି। ହେଲେ ବିଡମ୍ବନା ଯେ, ଯାଜପୁର ଜିଲାରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭାବେ…
ଜିଲାରେ ଜୈବିକ କୃଷି ପ୍ରତି ଆଗ୍ରହ ବଢୁନି
କେନ୍ଦ୍ରାପଡ଼ା, ୧୩।୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ଧାନଚାଷ ପରେ ସର୍ବାଧିକ କ୍ଷେତରେ ତୈଳ ବୀଜ ଚାଷ ହେଉଥିଲା। ବାଦାମ, ଶୋରିଷ, ସୂର୍ଯ୍ୟମୁଖୀ, ରାଶି, ଜଡା ଆଦି ଚାଷରେ ଏହି ଅଞ୍ଚଳର କୃଷକ ପରିବାର ରୋଜଗାରର ପନ୍ଥା ବାହାର କରିଥିଲେ। ଉପଯୁକ୍ତ…
‘ଜି -୨୦ ଘୋଷଣାପତ୍ର ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ କୂଟନୈତିକ କୌଶଳର ପ୍ରମାଣ’
ନୂଆଦିଲ୍ଲୀ/ନୁୟର୍କ,୧୩।୯: ଜି -୨୦ ଶିଖର ସମ୍ମିଳନୀର ସଫଳ ଆୟୋଜନକୁ ନେଇ ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି। ବର୍ତ୍ତମାନ ମିଳିତ ଜାତିସଂଘ ସାଧାରଣ ସଭାର ୭୮ତମ ଅଧିବେଶନର ଅଧ୍ୟକ୍ଷ ଡେନିସ ଫ୍ରାନ୍ସିସ ମଧ୍ୟ ପ୍ରଶଂସା କରିଛନ୍ତି।…
ଟଙ୍କା ଖର୍ଚ୍ଚ ହେଉଛି,ସୁଧୁରୁନି
ଯାଜପୁର,୧୩।୯(ହର୍ଷବର୍ଦ୍ଧନ ବେହେରା):ଟଙ୍କା ଆସିବ, ଖର୍ଚ୍ଚ ହେବ, ରାସ୍ତାଘାଟକୁ ନେଇ ବ୍ୟାସନଗର ସହରର ସମସ୍ୟା ଯେମିତିକୁ ସେମିତି ରହିବ। ଗତ କିଛିବର୍ଷ ହେଲା ବିଭିନ୍ନ ଅନୁଦାନରେ ସହରର ପ୍ରମୁଖ ରାସ୍ତାଗୁଡ଼ିକର ଉନ୍ନତିକରଣ କାର୍ଯ୍ୟ ଏଭଳି ଚାଲିଛି । ପୌର ପରିଷଦ କର୍ତ୍ତୃପକ୍ଷଙ୍କ ଆନ୍ତରିକତାର…
ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ବିରୋଧରେ ଏତଲା
ଯାଜପୁରରୋଡ୍,୧୩।୯(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ଅବରସରପ୍ରାପ୍ତ ଅଧ୍ୟକ୍ଷ କୁଶଚନ୍ଦ୍ର ପ୍ରଧାନଙ୍କ ନାମରେ ପୁରାତନ ଛାତ୍ର ପରିଷଦ(ଅଲମୁମିନି)ପକ୍ଷରୁ ଯାଜପୁରରୋଡ୍ ଥାନାରେ ଅଭିଯୋଗ ହୋଇଛି। ପ୍ରଧାନ ଗତ ୮ ମାସ ପୂର୍ବେ ଅବସର ନେଇ ସାରିଛନ୍ତି। ହେଲେ ସେ ବେଆଇନ ଭାବେ…
ବଜ୍ରପାତ ଆକ୍ରାନ୍ତଙ୍କୁ ବାଇକ୍ରେ ଅଣାଗଲା ମେଡିକାଲ
ଅନୁଗୋଳ, ୧୩।୯ (ଅମିତ କୁମାର ସାମଲ): ଗାଈ ଚରାଉଥିବା ବେଳେ ମଙ୍ଗଳବାର ବଜ୍ରପାତରେ ଗୁରୁତର ହୋଇଥିଲେ ଜଣେ ବୃଦ୍ଧ। ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ ୩ ଘଣ୍ଟାର ଅପେକ୍ଷା ସତ୍ତ୍ୱେ ପହଞ୍ଚିଲାନି…
ସମନ୍ବୟ ଅଭାବରୁ ସମସ୍ୟାରେ ସହରବାସୀ
ଢେଙ୍କାନାଳ,୧୩।୯(ରତନ ନାୟାର): ଢେଙ୍କାନାଳ ପୂର୍ତ୍ତ ବିଭାଗ ଓ ପୌରସଂସ୍ଥା ମଧ୍ୟରେ ଉପଯୁକ୍ତ ସମନ୍ବୟ ନାହିଁ। ଯେଉଁଥିପାଇଁ ଢେଙ୍କାନାଳ ସହର ଗଣେଶ ବଜାରଠାରୁ ରଥଗଡା ପର୍ଯ୍ୟନ୍ତ ରାସ୍ତାକୁ ନେଇ ସମସ୍ୟା ଭୋଗିବାକୁ ପଡ଼ୁଛି ସହରବାସୀଙ୍କୁ। ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାସ୍ତାକୁ…
ଅଧାବାଟରେ ତଦନ୍ତ, ଚିହ୍ନଟ ହୋଇନାହାନ୍ତି ଅଭିଯୁକ୍ତ
ବ୍ରହ୍ମପୁର,୧୩।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ ମେଡିକାଲ(ଏମ୍କେସିଜି) ଦକ୍ଷିଣ ଓଡ଼ିଶାର ଏକମାତ୍ର ସରକାରୀ ରେଫରାଲ ହସ୍ପିଟାଲ। ନିମ୍ନମାନର ରୋଗୀସେବାକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହି ଆସୁଥିବା ଏହି ଡାକ୍ତରଖାନା କେତେଜଣଙ୍କ ପାଇଁ ବେଆଇନ ରୋଜଗାରର ପନ୍ଥା ପାଲଟିଛି। ଗତବର୍ଷ ନଭେମ୍ବର…
ଏନ୍ଏସି ବୈଠକରେ ୧୦ କାଉନସିଲର ଅନୁପସ୍ଥିତ
ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ):ଗଞ୍ଜାମ ଏନଏସି ସଭା ଗୃହରେ ମଙ୍ଗଳବାର ଷଷ୍ଠ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ଓ ଇଓ ଅବିନାଶ ମିଶ୍ର ମଞ୍ଚାସିନ ଥିବା ବେଳେ ୧୨କାଉନସିଲରଙ୍କ ମଧ୍ୟରୁ ୬ ଓ ୯ ନଂ ଓ୍ବାର୍ଡ କାଉନସିଲର ଅରୁଣ…
ବାଲିଷ୍ଟିକ ମିସାଇଲ ଲଞ୍ଚ୍ କରିଛି ଉତ୍ତର କୋରିଆ, ଜାପାନର ଦାବି
ଟୋକିଓ,୧୩।୯: ଆଜିକାଲି ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍ ରୁଷିଆ ଗସ୍ତରେ ଅଛନ୍ତି। ଏହି ସମୟରେ ଜାପାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ପୋଷ୍ଟ କରାଯାଇଛି, ଯେଉଁଥିରେ ଉତ୍ତର କୋରିଆ ଦ୍ୱାରା…
ନଦୀରେ ପଶି ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇଲେ
ସୋରଡ଼ା,୧୩।୯(ଲମ୍ବୋଦର ପାଣିଗ୍ରାହୀ):ସୋରଡ଼ା ବ୍ଲକର ଆଦିବାସୀ ବହୁଳ ତଥା ବଣପାହାଡ଼ ଘେରା ଦୁର୍ଗମ ଅଞ୍ଚଳରେ ଭ୍ରାମ୍ୟମାଣ ଡାକ୍ତରୀ ଦଳର ୭ଜଣିଆ ଟିମ୍ ପହଞ୍ଚତ୍ ସ୍ବାସ୍ଥ୍ୟସେବା ଓ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ମାଗଣା ଔଷଧ ବଣ୍ଟନ ଜାରି ରଖିଥିବା ଦେଖାଯାଇଛି। ମିନାଜାଡି, ଗମ୍ଭାରୀଗୁ, ଗୋଛା, ସାହାଣଗଣ୍ଡା,…
ନିମ୍ନ ମାନର କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ
ଦାରିଙ୍ଗବାଡି, ୧୨ା୯ (ଅରୁଣ ସାହୁ):ଲଘୁଚାପଜନିତ ଲଗାଣ ବର୍ଷାରେ ମଙ୍ଗଳବାର ଦାରିଙ୍ଗବାଡିରେ ନିର୍ମାଣାଧୀନ ରାସ୍ତା ଧୋଇହୋଇଯାଇଛି। ନିମ୍ନ ମାନର କାର୍ଯ୍ୟ ଯୋଗୁ ରାସ୍ତା ଧୋଇ ହୋଇଯାଇଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଦାରିଙ୍ଗବାଡିଠାରୁ ପାଣିଗଣ୍ଡା ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଚାରି…
Archives


