ଇଣ୍ଡିଆନ ପୋଲିସ ଫୋର୍ସ ଟ୍ରେଲର ରିଲିଜ
ମୁମ୍ବାଇ: ଦୀର୍ଘଦିନ ଧରି ପ୍ରଶଂସକମାନେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ପ୍ରଥମ ସିରିଜ ‘ଇଣ୍ଡିଆନ ପୋଲିସ ଫୋର୍ସ’ର ଟ୍ରେଲରକୁ ଅପେକ୍ଷା କରିଥିଲେ। ଇତିମଧ୍ୟରେ ଏହାର ଟ୍ରେଲର ରିଲିଜ ହୋଇଛି। ସିଦ୍ଧାର୍ଥ ମାଲହୋତ୍ରା ରୋହିତ ଶେଟ୍ଟୀଙ୍କ ଡେବ୍ୟୁ ସିରିଜରେ ଜଣେ ପୋଲିସ ଅଫିସର ଭୂମିକାରେ ନଜର…
ଆରମ୍ଭ ହେଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା
ବାଲେଶ୍ୱର,୫।୧: ରାଜ୍ୟ ସରକାର ଆର୍ଥିକ ଅନଗ୍ରସର ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକଙ୍କ ପାଇଁ ୨୦୧୬ରେ ତୀର୍ଥଯାତ୍ରା ଯୋଜନା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବାଲେଶ୍ବର ରେଳ ଷ୍ଟେଶନରୁ ମଧ୍ୟାହ୍ନରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ…
ଦୀପିକାଙ୍କୁ ମୂଲ୍ୟବାନ ଉପହାର ଦେଲେ ଫାଇଟର ଟିମ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଶୁକ୍ରବାର ତାଙ୍କର ୩୮ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ଫାଇଟର ଟିମ ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ହଁ, ଏହି ଜନ୍ମଦିନକୁ ଅଧିକ ସ୍ବତନ୍ତ୍ର କରି ନିର୍ମାତାମାନେ…
ଏହି କ୍ରିକେଟରଙ୍କ ବିରୋଧରେ ମାମଲା ଦାୟର କଲେ ଧୋନି, ସହିଥିଲେ କୋଟି କୋଟି ଟଙ୍କାର କ୍ଷତି
ରାଞ୍ଚି,୫।୧: ଏବେ କୁଲ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ବଡ ଖବର ସାମ୍ନାକୁ ଆସୁଛି। ସୂଚନାନୁସାରେ, ମହେନ୍ଦ୍ର ସିଂ ଧୋନି ରାଞ୍ଚି କୋର୍ଟରେ ଅପରାଧିକ ମାମଲା ଦାୟର କରିଛନ୍ତି। ସୂଚନାନୁସାରେ, ମହେନ୍ଦ୍ର ସିଂ ଧୋନି ମିହିର ଦିୱାକର ଏବଂ ସୌମ୍ୟା…
ଆଫଗାନିସ୍ତାନ ବିପକ୍ଷ ଟି -୨୦ ସିରିଜ ପାଇଁ ଆଜି ହୋଇପାରେ ଟିମ ଇଣ୍ଡିଆ ଘୋଷଣା, ରୋହିତ-ବିରାଟଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭବ
ନୂଆଦିଲ୍ଲୀ,୫।୧: ଆଫଗାନିସ୍ତାନ ବିପକ୍ଷ ଟି -୨୦ ସିରିଜ ପାଇଁ ବିସିସିଆଇ ଶୁକ୍ରବାର ଟିମ ଇଣ୍ଡିଆର ଘୋଷଣା କରିପାରେ। ଏହି ସିରିଜ ଜାନୁଆରୀ ୧୧ରୁ ଆରମ୍ଭ ହେବ । ଖବର ଅନୁଯାୟୀ, ଏହି ସିରିଜରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଟି…
RPF Recruitment 2024: ୨୨୫୦ ସବ ଇନ୍ସପେକ୍ଟର ଏବଂ କନଷ୍ଟେବଳ ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ ସମ୍ପୁର୍ଣ ସୂଚନା
ନୂଆଦିଲ୍ଲୀ,୫।୧: ରେଲୱେ ସୁରକ୍ଷା ଫୋର୍ସ (ଆରପିଏଫ୍) ଏବଂ ରେଲୱେ ପ୍ରୋଟେକ୍ସନ୍ ସ୍ପେଶାଲ୍ ଫୋର୍ସ (ଆରପିଏସ୍ଏଫ୍)ରେ ସବ୍-ଇନ୍ସପେକ୍ଟର ଏବଂ କନଷ୍ଟେବଳ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ରେଲୱେ ନିଯୁକ୍ତି ବୋର୍ଡ (ଆରଆରବି)। ଯୋଗ୍ୟ ଆଶାୟୀ ପ୍ରାର୍ଥୀମାନେ ଆରପିଏଫ’ର ଅଫିସିଆଲ ୱେବସାଇଟ rpf.indianrailways.gov.in…
ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ
ପାଟଣା,୫।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ସାହାରପଡ଼ା ବ୍ଲକର ଯୁବ ନେତା ତଥା ଜିଲା ବିଜେଡି ଉପ ସଭାପତି କରୁଣା ସାଗର ଖଟୁଆ ଓରଫ ଦିପୁଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ…
ଲାହୋରରେ ଭୟଙ୍କର ଅଗ୍ନିକାଣ୍ଡ: ପୋଡି ହୋଇଗଲେ ୪ ପିଲା
ଇସଲାମାବାଦ,୫।୧: ପାକିସ୍ତାନର ଲାହୋରର ଏକ ଘରେ ଶୁକ୍ରବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଘରେ ନିଆଁ ଲାଗିଯିବା କାରଣରୁ ୪ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ ଲାହୋରର ବାବା ଆଜାମ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ପ୍ରାଣ…
ଗଞ୍ଜାମ ଜିଲାରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା
ଛତ୍ରପୁର,୫ା୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଆଜି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସମସ୍ତ ରାଜନୈତିକ ଦଳ ଉପସ୍ଥିତିରେ ଏହି ଚୂଡାନ୍ତ ତାଲିକା ପ୍ରକାଶ କରିଛନ୍ତି। ଚୂଡ଼ାନ୍ତ ତାଲିକା ପ୍ରକାଶ ପରେ ୨୯ ଲକ୍ଷ ୪୬ହଜାର…
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସହ ଦିଆଯାଉଥିବା ବୁକଲେଟରେ ଚମତ୍କାରୀ ବାବାଙ୍କ ଫଟୋ, ଭାଇରାଲ ହେଉଛି ୩୩ ବର୍ଷ ପୁରୁଣା ଭବିଷ୍ୟବାଣୀ
ନୂଆଦିଲ୍ଲୀ,୫।୧: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ତଥା ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପଠାଯାଇଥିବା ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିଛି। ଏଥିରେ ରାମ ଲଲା ଏବଂ ମହାନ ରାମ ମନ୍ଦିରର ଫଟୋ ରହିଛି। ନିମନ୍ତ୍ରଣ ପତ୍ର ସହିତ…
‘ଭାଜପାର ପ୍ରଚାର ବ୍ୟବସ୍ଥା ଅତ୍ୟନ୍ତ ଆକ୍ରମଣାତ୍ମକ’, ହିଟଲର ସହ ତୁଳନା କଲେ ଶରଦ ପାୱାର
ନୂଆଦିଲ୍ଲୀ,୫।୧: ଗୁରୁବାର ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରୁଥିବାବେଳେ ଏନସିପି ମୁଖ୍ୟ ଶରଦ ପାୱାର ଭାଜପା ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଶରଦ ପାୱାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ କେବଳ ଗ୍ୟାରେଣ୍ଟି ଦିଅନ୍ତି କିନ୍ତୁ ତାଙ୍କର ଗ୍ୟାରେଣ୍ଟି ପୂରଣ ହୁଏନାହିଁ।…
ଭାଜପା ବିଧାୟକଙ୍କ ପରଲୋକ
ଲକ୍ଷ୍ନୌ,୫।୧: ଉତ୍ତରପ୍ରଦେଶର ଦାଦ୍ରାଉଲ ଅଞ୍ଚଳର ବିଧାୟକ ମାନଭେନ୍ଦ୍ର ସିଂଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ମାନଭେନ୍ଦ୍ର ସିଂ ଶାହାଜାହାନପୁରର ଦାଦ୍ରାଉଲ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଥିଲେ। ତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଧାନସଭା ବାଚସ୍ପତି ସତୀଶ ମହାନା ଶେକ ବ୍ୟକ୍ତ…

