ଆଜି ବି ମଣିଷ ଜୀବନ ଉପରେ ପ୍ରଭାବ ପକାଉଛି ମହାଭାରତ ଯୁଗର ଏସବୁ ଅଭିଶାପ: ଯୁଧିଷ୍ଠିରଙ୍କ ଯୋଗୁ…

ମହାଭାରତ ଦୁନିଆର ସବୁଠାରୁ ବଡ଼ କାବ୍ୟ। ଏହି ଯୁଦ୍ଧରେ ଅଭିଶାପର ପ୍ରମୁଖ ଭୂମିକା ରହିଛି। ସେଥିରୁ କିଛି ଆଜି ପର୍ଯ୍ୟନ୍ତ ଚାଲି ଆସୁଥିବା ବିଶ୍ୱାସ ରହିଛି।

ଯୁଧିଷ୍ଠିରଙ୍କ ଅଭିଶାପ:
କର୍ଣ୍ଣଙ୍କ ବଧ ପରେ କୁନ୍ତି ବଡ଼ପୁଅଙ୍କ ମୃତଦେହ ନିକଟରେ କ୍ରନ୍ଦନ କରୁଥିଲେ। ଏହାଦେଖି ଯୁଧିଷ୍ଠିର ତାଙ୍କୁ ଏହାର କାରଣ ପଚାରିଥିଲେ। ଏହାପରେ କୁନ୍ତି ଜୀବନର ସବୁଠାରୁ ବଡ଼ ରହସ୍ୟ ପ୍ରକାଶ କରିଥିଲେ। କର୍ଣ୍ଣ ତାଙ୍କର ବଡ଼ ପୁଅ ବୋଲି ସେ କହିଥିଲେ। ଏହି ରହସ୍ୟ ଲୁଚାଇଥିବାରୁ ମହାଭାରତ ଯୁଦ୍ଧ ହୋଇଥିବା ଯୁଧିଷ୍ଠିର କହିଥିଲେ। ଏହାକୁ ନେଇ ସମଗ୍ର ମହିଳା ଜାତିଙ୍କୁ ଅଭିଶାପ ଦେଇଥିଲେ ଯେ ସେମାନେ କୌଣସି କଥା ଲୁଚାଇ ପାରିବେ ନାହିଁ।

ଅଶ୍ୱତ୍ଥାମାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ଅଭିଶାପ:
ମହାଭାରତ ଯୁଦ୍ଧର ଶେଷଦିନରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁଅ ଅଶ୍ୱତ୍ଥାମା ରାତିରେ ଶୋଇଥିବା ସମୟରେ ଦ୍ରୋପଦୀଙ୍କ ପାଞ୍ଚ ପୁଅଙ୍କୁ ହତ୍ୟା କରିଥିଲେ। ଏହାପରେ ପାଣ୍ଡବମାନେ ଅଶ୍ୱତ୍ଥାମାଙ୍କୁ ଦଣ୍ଡିତ କରିବା ଲାଗି ମହର୍ଷୀ ବ୍ୟାସଙ୍କ ଆଶ୍ରମକୁ ଯାଇଥିଲେ। ଅଶ୍ୱତ୍ଥାମା ବ୍ରହ୍ମାସ୍ତ୍ର ଛାଡ଼ିଥିଲେ। ଜବାବରେ ଅଜ୍ରୁନ ମଧ୍ୟ ସେଭଳି କରିଥିଲେ। ଉଭୟଙ୍କ ବ୍ରହ୍ମାସ୍ତ୍ରକୁ ବ୍ୟାସ ରୋକିଥିଲେ। ଶେଷରେ ଅଶ୍ୱତ୍ଥମା ଏହାକୁ ଅଭିମନ୍ୟୁଙ୍କ ସ୍ତ୍ରୀ ଉତ୍ତରାଙ୍କ ଆଡକୁ ତାହା ପଠାଇଦେଇଥିଲେ। ଏଥିରେ ରାଗିଯାଇ କୃଷ୍ଣ ତାଙ୍କର ମଣି ବାହାର କରିଦେଇ ଅଭିଶାପ ଦେଇଥିଲେ। ସେ ସୃଷ୍ଟିର ଶେଷ ପର୍ଯ୍ୟନ୍ତ ନିଜର କ୍ଷତ ସହ ବିଚରଣ କରିବେ ବୋଲି କହିଥିଲେ।

ମାଣ୍ଡବ ଋଷିଙ୍କ ଅଭିଶାପ:
ମହାଭାରତ ଅନୁସାରେ ମାଣ୍ଡବ ଋଷିଙ୍କୁ ଜଣେ ରାଜା ଶୁଳିରେ ଟାଙ୍ଗିଦେବାର ଦଣ୍ଡ ଶୁଣାଇଥିଲେ। ହେଲେ କ୍ରୁଶବିଦ୍ଧ ହେବା ପରେ ମଧ୍ୟ ସେ ଜୀବିତ ରହିଥିଲେ। ପରେ ସେ ଯମରାଜଙ୍କୁ ଏହାର କାରଣ ପଚାରିଥିଲେ। ଯାହାର ଯବାବରେ ଯମରାଜ କହିଥିଲେ, ୧୨ ବର୍ଷ ବୟସରେ ଋଷି ଏକ ପ୍ରଜାପତିକୁ ବିଦ୍ଧ କରିଥିଲେ। ଏହାର ଦଣ୍ଡ ତାଙ୍କୁ ମିଳିଛି। ଏହାଶୁଣି ରାଗିଯାଇଥିଲେ ଋଷି। ବାଳକ ହିସାବରେ ତାଙ୍କର ଧର୍ମ-ଅଧର୍ମର ଜ୍ଞାନ ନ ଥିଲା। ଏପରିକି ସେ ଯମରାଜଙ୍କୁ ଅଭିଶାପ ଦେଇଥିଲେ ଯେ ସେ ଜଣେ ଦାସୀର ପୁଅ ଭାବେ ଜନ୍ମ ଦେବେ। ଏହାପରେ ସେ ବିଦୁର ଭାବେ ଜନ୍ମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଏମ୍‌ଭି-୯୭କୁ ହରାଇ ବେଣ୍ଡାଗୁଡ଼ା ବିଜୟୀ

କୋରୁକୋଣ୍ଡା,୬ା୬(ଅଶୋକ କୁମାର ପରିଡ଼ା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୨୨ ଗ୍ରାମ ପଡ଼ିଆରେ ଜୟ ମା’ କାଳୀ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଶୁଭାରମ୍ଭ ହୋଇଯାଇଛି।…

କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରକୃତ ଚିତ୍ର : ଭିତ୍ତିଭୂମି ଥାଇ ମଧ୍ୟ ଟ୍ରମା ସେଣ୍ଟର ନିର୍ମାଣରେ ବିଳମ୍ବ

କେସିଙ୍ଗା, ୬।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଅବସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ପ୍ରକାର ମୌଳିକ ଭିତ୍ତିଭୂମି ଥିବା ସତ୍ତ୍ୱେ ବିଭିନ୍ନ ସମସ୍ୟା ଦେଖାଦେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri